କଟକ ଜିଲାପାଳ ଆଠଗଡ ପୋଷ୍ୟ ସ୍କୁଲ ରେ ଦେଲେ ମାଟ୍ରିକ ମନ୍ତ୍ର,ବିଶ୍ୱନାଥ ବିଦ୍ୟାପୀଠ ରେ ନିର୍ମାଣହେବ ୪୦ଲକ୍ଷ ଟଙ୍କାରେ ଅତ୍ୟାଧୁନିକ ଶୌଚାଳୟ

ଆଠଗଡ(ଉଲାପ୍ର)କଟକ ଜିଲାପାଳ ଭବାନୀ ଶଙ୍କର ଚୟନି ଆଠଗଡ ଗସ୍ତରେ ଆସି ନିଜେ ପାଠ ପଢିଥିବା ସ୍କୁଲ ବିଶ୍ୱନାଥ ବିଦ୍ୟାପୀଠ ରେ ଛାତ୍ର ତଥା ସରକାରି ବାଳିକା ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ମାଟ୍ରିକ ମନ୍ତ୍ର ପ୍ରଦାନ କରିଛନ୍ତି,ଜିଲାପାଳ ଭବାନୀ ଶଙ୍କର ଚୟନି ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କିପରି ଓଏମଆର ସିଟ ପ୍ରସ୍ତୁତି,ପରୀକ୍ଷା ପ୍ରଣାଳୀ,ପରୀକ୍ଷା ଖାତାରେ କେମିତି ଉତର ଲେଖିବେ ସେଥିପ୍ରତି ଛାତ୍ରଛାତ୍ରୀ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ,ଜିଲାପାଳ ଭବାନୀ ଶଙ୍କର ଚୟନି ଯେହେତୁ […]

ବିଜେପି ବିଧାୟକଙ୍କ ବିଷ୍ଫୋରକ ବୟାନ: କେରଳର ଲୋକ ଉଚ୍ଚ ଶିକ୍ଷିତ, ତେଣୁ ଏଠି ବିଜେପି ପଛୁଆ

କେରଳରେ ସରଗରମ ହେଲାଣି ରାଜନିତୀ । ଆସନ୍ତା ଏପ୍ରିଲ ୬ରେ କେରଳରେ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ଜେରସୋର୍ ରେ ଚାଲିଛି ପ୍ରଚାର । କିନ୍ତୁ ଏହାରି ଭିତରେ କେରଳର ବରିଷ୍ଠ ବିଜେପି ନେତା ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା କି ସମସ୍ତଙ୍କୁ ଚକିତ କରିଦେଇଛି। ବିଶେଷ କରି ବିଜେପି ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କରେଳର ଏକମାତ୍ର ବିଜେପି ବିଧାୟକ ଓ. ରାଜଗୋପାଳ କହିଛନ୍ତି ଯେ କେରଳରେ ବିଜେପିର ସଂଖ୍ୟା ନବଢ଼ିବାର କାରଣ […]

ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ(ସୁନୀଲପଟନାୟକ) କନ୍ଧମାଳ ଜିଲ୍ଲା ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ନିର୍ଦ୍ଦେଶରେ ଗୋଚ୍ଛାପଡ଼ା ପୋଲିସ ଚଢାଉ କରି ୭୦୫ କେଜି ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ଗୋଛାପଡ଼ା ଥାନା ପୋଲିସ ୨୧ / ୨୧ରେ ମ।ମଲା ରୁଜୁ କରିବା ସହ ୨ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ତୃପ୍ତି ରଂଜନ ନା ଏକ କହିଛନ୍ତି । ଜବତ ଗ6ଜଂ ଇର ଆନୁମାନିକ ମୂଲ୍ୟ ୩୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା […]

ମାସେ ହେଲା ନିଖୋଜ ଥିବା ଵ୍ୟକ୍ତି ଙ୍କ ମାଟି ତଳୁ କଙ୍କାଳ ଜବତ, ହତ୍ୟା ସନ୍ଦେହ

ଫୁଲବାଣୀ -ସୁନୀଲ ପଟ ନାୟକ )ଦୀର୍ଘ ମାସକ ପରେ ନିରୁଦ୍ଧିଷ୍ଟ ବ୍ୟକ୍ତିଙ୍କ ମାଟି ତଳୁ ମିଳିଲା କଙ୍କାଳ lକନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନାଅନ୍ତର୍ଗତ ରେବିଙ୍ଗିଆ ଜଙ୍ଗଲ ରୁଗୁରୁବାର ମାଟି ତଳୁ କଙ୍କାଳ ମିଳିଛି l ଗତ ମାସ 22 ତାରିଖ ରୁ କୁଟିଗୁଡ଼ା ଗା ର ଟିକୁନୁ ଗୌଡନାମକ ଜଣେ ଵ୍ୟକ୍ତି ନିଖୋଜ ଥିଲେ l ଘର ଲୋକେ ବହୁତ ଖୋଜା ଖୋଜିପରେକୌଣସି ସନ୍ଧାନ ନ ମିଳିବାରୁ ଘର ଲୋକେ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ l […]

ଫୁଲ ବାଣୀ ରେ ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ସଚେତନତା ରାଲି,

ଫୁଲବାଣୀ- (ସୁନୀଲ ପଟନାୟକ)ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ବୁଧବାର ଫୁଲବାଣୀରେ ଏକ ସଚେତନତାରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲି କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ପତାକା ଦେଖା ଇ ଶୁଭାରମ୍ଭ କରିଥିଲେ।ରାଲିରେ ବିଭିନ୍ନ ସ୍ଲୋଗାନ ଦିଆଯାଇ ସହର ପରିକ୍ରମା କରିବା ସହ ଲୋକଙ୍କୁ ଯକ୍ଷ୍ମା ସଂପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।ଆଗାମୀ ୨୦୨୫ ସୁଧା ଟି ବି ମୁକ୍ତ ଭାରତ ଗଢିବା ପାଇଁ ଲକ୍ଷ୍ୟର ଖାଯାଇଛି ଓ ଏଥିରେ ସମସ୍ତଙ୍କ ଆନ୍ତରିକ […]

କଟକ ଜିଲାପାଳ ଭବାନୀ ଶଙ୍କର ଚୟନି ଆଠଗଡର ନିଜ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦେଲେ ମାଟ୍ରିକ ମନ୍ତ୍ର,ଏକଘଣ୍ଟା ପଢ଼ାଇଲେ ପାଠ, ବିଶ୍ୱନାଥ ବିଦ୍ୟାପୀଠ ରେ ନିର୍ମାଣ ହେବ ୪୦ ଲକ୍ଷ ଟଙ୍କାରେ ଅତ୍ୟାଧୁନିକ ଶୌଚାଳୟ

କଟକ ଜିଲାପାଳ ଆଠଗଡ ପୋଷ୍ୟ ସ୍କୁଲ ରେ ଦେଲେ ମାଟ୍ରିକ ମନ୍ତ୍ର,ବିଶ୍ୱନାଥ ବିଦ୍ୟାପୀଠ ରେ ନିର୍ମାଣହେବ ୪୦ଲକ୍ଷ ଟଙ୍କାରେ ଅତ୍ୟାଧୁନିକ ଶୌଚାଳୟ

ଆଠଗଡ(ଉଲାପ୍ର)କଟକ ଜିଲାପାଳ ଭବାନୀ ଶଙ୍କର ଚୟନି ଆଠଗଡ ଗସ୍ତରେ ଆସି ନିଜେ ପାଠ ପଢିଥିବା ସ୍କୁଲ ବିଶ୍ୱନାଥ ବିଦ୍ୟାପୀଠ ରେ ଛାତ୍ର ତଥା ସରକାରି ବାଳିକା ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ମାଟ୍ରିକ ମନ୍ତ୍ର ପ୍ରଦାନ କରିଛନ୍ତି,ଜିଲାପାଳ ଭବାନୀ ଶଙ୍କର ଚୟନି ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କିପରି ଓଏମଆର ସିଟ ପ୍ରସ୍ତୁତି,ପରୀକ୍ଷା ପ୍ରଣାଳୀ,ପରୀକ୍ଷା ଖାତାରେ କେମିତି ଉତର ଲେଖିବେ ସେଥିପ୍ରତି ଛାତ୍ରଛାତ୍ରୀ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ,ଜିଲାପାଳ ଭବାନୀ ଶଙ୍କର ଚୟନି ଯେହେତୁ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୨୫ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ଏକାଦଶୀ ଦିବା ଘ ୦୯/୫୦ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀନକ୍ଷତ୍ର-ଅଶ୍ଳେଷା ରାତ୍ରି ଘ ୧୧/୨୮ ପର୍ଯ୍ୟନ୍ତ ତଦନ୍ତେ ମଘାଚନ୍ଦ୍ର – କର୍କଟ ରାତ୍ରି ଘ ୧୧/୨୮ ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ-ସୁକର୍ମାକରଣ-ବିଷ୍ଟିସୌରମାସ-ମୀନ ୧୨ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୧/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୫୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୯/୫୦ ପର୍ଯ୍ୟନ୍ତ ତଦନ୍ତେ ନୈରୁତେକର୍କଟ ଓ ମକର ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରଦ୍ୱଦଶୀ ର ଏକୋଦିଷ୍ଟ ଓ […]

ଅସ୍ଥାୟୀ ବାଉଁଶ ପୋଲ ହିଁ ସାହା ଭରସା:ବୁଢାଦାନୀ ଓ ତୁଡ଼ିପାଜୁ ମଧ୍ୟରେ ଯାତାୟାତରେ ନଦୀ ସମସ୍ୟା

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ବୁଢ଼ାଦାନି ଓ ତୁଡ଼ିପାଜୁ ମଧ୍ୟରେ ଯାତାୟାତରେ ବଡ଼ସାଲୁଙ୍କି ନଦୀ ସମସ୍ୟା ହୋଇଛି। ନଦୀ ଉପରେ ପୋଲ୍‌ ନିର୍ମାଣ ପାଇଁ ଦାବି ହେଉଛି, କେହିଁ ଶୁଣୁ ନାହାନ୍ତି। ଖରାଦିନେ ଏଠାରେ ଏକ ଅସ୍ଥାୟୀ ବାଉଁଶ ନିର୍ମିତ ପୋଲ୍‌ ଦେଇ ଉଭୟ ଗ୍ରାମର ଲୋକେ ନଦୀ ପାର ହୋଇଥାନ୍ତି। ବୁଢ଼ାଦାନି ଏବଂ ଏହାର ଆଖପାଖ ଗ୍ରାମର ଲୋକେ ଏହି ବାଉଁଶ ପୋଲ ଦେଇ ଫୁଲବାଣୀ ସହରକୁ ଆସିଥାନ୍ତି। ଏମିତିକି ବହୁ କଷ୍ଟରେ […]