ବକେୟା ପାଉଣା ଦାବିରେ ବନପାଳଙ୍କ କାର୍ଯ୍ୟାଲୟରେ ତାଲା ଠୁଙ୍କିଲେ ଉତ୍ୟକ୍ତ ଲୋକେ

ଫୁଲବାଣୀ -(ସୁନୀଲ ପଟନାୟକ )ମାସେ କି ଦୁଇ ମାସ ନୁହେଁ ଦୀର୍ଘ ବର୍ଷେ ହେଲା ପାଉଣା ପାଇଁ ଦୌଡ଼ି ଦୌଡ଼ି ଶେଷରେ ନିରାଶ ହେବା ପରେ ବାଧ୍ୟ ହୋଇ ଉତୟକ୍ତଲୋକେ ବନପାଳ ଙ୍କ କାର୍ଯ୍ୟା ଲୟ ରେ ଶୁକ୍ରବାର ତାଲା ଠୁଙ୍କି ଦେଇଛନ୍ତି lଏଭ ଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲା ବାଲିଗୁଡା ବନଖଣ୍ଡ ଅଧୀନ କୋଟଗଡ ରେଞ୍ଜ ଅନ୍ତର୍ଗତ ଶ୍ରୀରାମ ପୁର ବନ ପାଳ ଙ୍କ କାର୍ଯ୍ୟାଳୟ ରେ ତାଲା ପକାଇବାସହ କାର୍ଯ୍ୟା ଲୟ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୨୭ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ତ୍ରୟୋଦଶୀ ପ୍ରାତଃ ଘ ୦୬/୨୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀନକ୍ଷତ୍ର-ପୂର୍ବାଫା: ରାତ୍ରି ଘ ୦୮/୩୮ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫା:ଚନ୍ଦ୍ର – ସିଂହ ରାତ୍ରି ଘ ୦୨/୦୫ ପର୍ଯ୍ୟନ୍ତ ତଦନ୍ତେ କନ୍ୟାଯୋଗ-ଶୂଳକରଣ-ତୈତିଳସୌରମାସ-ମୀନ ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୪୯/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୪୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ପ୍ରାତଃ ଘ ୦୬/୨୬ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେକର୍କଟ ଓ ମକର ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ […]

ପିପିଲି ବିଧାନସଭା ଉପ ନିର୍ବାଚନ ପାଇଁ ଅଖିଳ ଭାରତ ହିନ୍ଦୁ ମହାସଭାର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର, ଅଖିଳ ଭାରତ ହିନ୍ଦୁ ମହାସଭା ତରଫରୁ କଟକ ସେଲଟର ଛକ ଠାରେ ଆସନ୍ତା ପିପିଲି ଉପ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଘୋଷଣା ହେବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜୟ ପ୍ରକାଶ ସେଠୀ ଙ୍କ ନାମକୁ ଘୋଷଣା କରାଯାଇଛି । ଏହି ଅବସରରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଥିଲା, ଯେଉଁଥିରେ ଲୋକଙ୍କ ପାଇଁ ସେବା ଓ ସମର୍ପଣ ସହ କାମ କରିବେ ବୋଲି ଉଲ୍ଲେଖ କରିଛନ୍ତି। ଲୋକମାନେ ନିଶ୍ଚୟ ଆମକୁ ଆଶୀର୍ବାଦ […]

ବାଲିଗୁଡା:ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା,(ଉଲାପ୍ର):କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ, ଏବଂ ଓଡିଶା ସେକ୍ଟର ସିଆରପିଏଫ ଆଇଜିଙ୍କ ନିର୍ଦେଶ କ୍ରମେ ବାଲିଗୁଡ଼ା ଥାନା ରେବିଙ୍ଗିଆଠାରେ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଏବଂ ସୋଲାର ଲ୍ୟାମ୍ପ ବଣ୍ଟନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସିଆରପିଏଫ ଅଧୀକ୍ଷକ କମଲ, ରେଞ୍ଜ ସମ୍ବଲପୁରଙ୍କ ଉପସ୍ଥିତିରେ ରେବିଙ୍ଗିଆ ପଞ୍ଚାୟତର ଗମାପଦର, ରେବିଙ୍ଗିଆ, ବୁଡାଗୁଡା, […]

ଚାଷୀ ସଂଗଠନର କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ବାଲିଗୁଡାରେ ସଫଳ

ବାଲିଗୁଡା,(ଉଲାପ୍ର). କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମର୍ଥନ ଜଣାଇ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବାଲିଗୁଡା ସମେତ ଆଖପାଖ ଅଞ୍ଚଳ ତୁମୁଡିବନ୍ଧ, କୋଟଗଡ,କ.ନୂଆଗାଁ,ରାଇକିଆ, ଟିକାବାଲି, ଜି.ଉଦୟଗିରି ବ୍ଲକ କଂଗ୍ରେସ ପକ୍ଷରୁ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇ ଦୋକାନ ବଜ଼ାର ବନ୍ଦ ରହିବା ସହ […]

ଟିକା ବାଲି ଜାତୀୟ ରାଜପଥ ନିକଟରେ ଚାଲିଛି ବେଆଇନ ଗଛ କଟା . ବନବିଭାଗ ଚେଇଁଶୋଇଛି

ଫୁଲ ବାଣୀ_(ସୁନୀଲପଟନାୟକ) ସରକାର ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ଵ ଦେବା ସହ ପ୍ରର୍ଯ୍ୟାପ୍ତ ଅର୍ଥ ଅନୁବାନ ମଧ୍ୟ ବନ ବିଭାଗକୁ ଦେଉଛନ୍ତି । ହେଲେ କିଛି ବନବିଭାଗ ଅଫିସର ଓ ବନ କର୍ମଚାରୀମାନଙ୍କ ଅବହେଳା,ଦାୟିତ୍ଵ ହିନ ତା’, ଦୁର୍ନିତୀ ପୂର୍ଣ୍ଣମନୋଭାବ ଯୋଗୁଁ କେଉଁଠି ଜଙ୍ଗଲ ରେ ନିଆଁଲାଗୁଛି ତ ଆଉ କେଉଁଠି ରାସ୍ତାକଡ଼ରୁ ଗଛ ସବୁ କଟାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ବନଖଣ୍ଡ ଅଧିନ ସ୍ତ ଜି.ଉ ଦୟଗିରି ଜଙ୍ଗଲ […]

ସି ଆର ପି ଏଫ. ପକ୍ଷରୁ ଶ୍ରୀ ରାମ ପୁର ରେ ମାଗଣା କମ୍ପୁଟର ଶିକ୍ଷା ପ୍ରଦାନ

ଫୁଲବାଣୀ -(ସୁନୀଲ ପଟ ନାୟକ )କନ୍ଧମାଳ ଜ଼ିଲା କୋଟଗଡ ଥାନା ଅନ୍ତର୍ଗତ ଦୁର୍ଗମତଥା ମାଓ ଇଲାକା ଭାବେ ପରିଚିତ ଶ୍ରୀରାମ ପୁର ରେ ସି ଆର ପି ଏଫ. ଅଷ୍ଟମ ବାଟାଲିୟନ ପକ୍ଷରୁ ମାଗଣା କଂପୁଟର ଶିକ୍ଷା ର ଶୁଭାରମ୍ଭ କରାଯାଇଛି lଏହା ଦ୍ୱାରା ଅଂଚଳ ର ଶିକ୍ଷିତ ଯୁବକ ଯୁବତୀ ମନେ ବହୁ ସଂଖ୍ୟାରେ ଉପକୃତ ହୋଇପାରିବେ ବୋଲି .. ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଅଷ୍ଟମ ବାଟାଲିଅନ ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏସ […]

ବାଲିଗୁଡା ପୋଲିସ ର ଚଢ଼ାଉ, ବିପୁଳ ପରିମାଣ ର ଗଂଜେଇ ଜବତ, ଦୁଇ ଗିରଫ.

ଫୁଲବାଣୀ -(ସୁନୀଲ ପଟନାୟକ )ଶୁକ୍ରବାର କନ୍ଧ ମାଳ ଜ଼ିଲ୍ଲା ବାଲିଗୁଡା ଏସ ଡ଼ି ପି ଓ ମନୋଜ ପୂଜାରୀ ଙ୍କ ନିର୍ଦେଶ ରେ ବାଲିଗୁଡା ଥାନା ପୋଲିସ ଚଢ଼ାଉ କରି ଚାରିଶ ପଚାଶ କେଜି ଚୋରା ଗଂଜେଇ ଜବତ କରିଛି l ଏ ସମ୍ପର କରେ ବାଲି ଗୁଡା ପୋଲିସ ଦୁଇ ଜଣ ଅଭିଯୁକ୍ତ କୂ ଗିରଫ କରିବା ସଂଗେ 59/21ରେ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁଛି lତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ […]

ବାଲିଗୁଡା:ବେଲଘର ବନାଞ୍ଚଳରେ ବାଘ ଆତଙ୍କ, ବଳଦକୁ ବାଘ ଖାଇଥିବା ଅଭିଯୋଗ

ବାଲିଗୁଡା,(ଉଲାପ୍ର):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ବେଲଘର ବନାଞ୍ଚଳର ଗୁମା ବିଭାଗ ଅନ୍ତର୍ଗତ ତଗାପାଙ୍ଗା ଜଙ୍ଗଲରେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ବନବିଭାଗ ନିକଟରେ । ବଳଦ ମାଲିକ ସୁରେଶ୍ୱର ମଲ୍ଲିକଙ୍କ ଅଭିଯୋଗ ପ୍ରକାରେ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଫରେଷ୍ଟରଙ୍କ ସମେତ ବନକର୍ମଚାରୀ ପ୍ରାଣୀ ଚିକିତ୍ସକଙ୍କୁ ସାଥିରେ ନେଇ ଘଟଣାସ୍ଥଳରେ ପହଁଚି ମୃତ ବଳଦର ଶବ ବ୍ୟବଚ୍ଛେଦ କରିବାସହ ବନବିଭାଗ […]

ଭାରତ ବନ୍ଦକୁ ସମର୍ଥନ ଦେଲା ଆଠଗଡ କଂଗ୍ରେସ, ଦୋକାନବଜାର, ଗାଡି ଚଳାଚଳ ବନ୍ଦ

ଆଠଗଡ(ଉଲାପ୍ର)ଚାଷୀମାନେ ଭାରତ ବନ୍ଦ ଡାକରା ଦେବାପରେ ଜାତୀୟ କଂଗ୍ରେସ ଦଳ ଚାଷୀଙ୍କ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇ ଆଠଗଡ କଂଗ୍ରେସ ଦଳ ତରଫରୁ ବାର ଘଣ୍ଟିଆ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି ବ୍ୟବସାୟୀ ମାନେ,ଆଠଗଡ ସହରରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବା ବେକେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା,କଟକ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଦ ଡ଼ାକରାରେ କଂଗ୍ରେସ ନେତା ଉମାବଲଭ ରଥ,ପୂର୍ବତନ ଜିଲାପରିସଦ ସଭ୍ୟ […]