ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ୩ ଅଭିଯୁକ୍ତ ଗିରଫ

ବାଲିଗୁଡା,୩୧/୦୩.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେବିଙ୍ଗିଆ ନିକଟସ୍ଥ ତୁଳିପାଜୁ ଜଙ୍ଗଲରୁ ମାଟି ତଳୁ ନର କଙ୍କାଳ ଉଦ୍ଧାର ଘଟଣା ପର୍ଦ୍ଦାଫାଶ କରିଛି ବାଲିଗୁଡା ପୋଲିସ । ନିଖୋଜ ଟିକୁନ ଗୌଡ଼କୁ ପୂର୍ବ ଶତ୍ରୁତା କାରଣରୁ ସମ୍ପର୍କୀୟମାନେ ହତ୍ୟା କରି ମାଟି ତଳେ ଶବକୁ ପୋତି ଦେଇଥିବା ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ଏବଂ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରକାଶଯେ ଗତ […]

ସହଯୋଗ ରହିଲେ ଶିଶୁ ମାନଙ୍କପ୍ରତି ହେଉଥିବା ନିର୍ଯ୍ୟାତନା ରୋକି ହେବ

ଫୁଲବାଣୀ- (ସୁନୀଲ ପଟନାୟକ) ଦିନକୁ ଦିନ ଶିଶୁମାନଙ୍କ ପ୍ରତି ନିର୍ଯ୍ୟାତନା ବୃଦ୍ଧିପାଉଛି ଯାହାକି ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି ଏଣୁ ସମସ୍ତଙ୍କ ଆନ୍ତରୀକ ସହଯୋଗ ରହିଲେ ଶିଶୁମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟ ।ତନା ରୋକି ହେବ ବୋଲି ପିପୁଲ ସ କଲ୍ଚରାଲସେଣ୍ଟର, ଭୁବନେଶ୍ଵର ଓ ସାହାରା କନ୍ଧମାଳ ସହ ଯୋଗରେ ଫୁଲବାଣୀଠାରେ ଆୟୋଜିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବରୀଷ୍ଠ ଆଇନଜିବୀ ବିଜୟ ପଟନାୟକ, ସାମ୍ବାଦିକ ସଦାଶିବ ପାତ୍ର, ପ୍ରଶାନ୍ତ ବେହେରା ପ୍ରମୁଖ ମତବ୍ୟକ୍ତ କରିଥିଲେ । […]

କମ୍ବିଙ୍ଗ ଅପରେସନ ବେଳେ ମାଓ ଓ ସୁରକ୍ଷା କର୍ମିଙ୍କ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ଫୁଲବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ପୋଲିସ କୁ ମିଳିଛି ସଫଳତା l ଗତ 28.ତାରିଖରେ କନ୍ଧମାଳ ପୋଲିସ ଖବରପାଇ ସନ୍ଧ୍ଯା ସମୟରେ S. O. G. ଓ D.V. F ଗୋଛlପଡ଼l ଥାନା ଅନ୍ତର୍ଗତ ରାଇଘର ଗ୍ରାମ ର ଜଙ୍ଗଲ ରେ ମିଳିତ ଭାବେ କୁମ୍ବିଂ କରିଥିଲେ l କୁମ୍ବୀଙ୍ଗ ସମୟରେ ରେ ମାଓ ଓ ପୋଲିସ ମୁହଁ ।ମୁହିଁ ହୋଇଥିଲେ l ପୋଲିସ ତରଫରୁ ଆତ୍ମସମର୍ପଣ କରିବାକୁ କୁହା ଯାଇଥିଲା l କିନ୍ତୁ ମାଓ ତରଫରୁ […]

ଓଡିଶା ମହିଳା କମିଶନ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

। ମହିଳା ମାନେ ଯେପରି ସୁରକ୍ଷିତ ରହିବେ ଓ ସେମାନଙ୍କର ଅଧିକାର ସମ୍ପର୍କରେ ଜାଣିପାରିବେ ସେଥି ସମ୍ପର୍କରେ ସଚେତନ କରିବା ପାଇଁ ରାଜ୍ୟ ମହିଳା କମିଶନ ର ଅଧ୍ୟକ୍ଷା ଡ ମିନତି ବେହେରା ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଜିଲା ପରିଷଦ ସଭାଗ୍ରୃହରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ।ରାଜ୍ୟ ମହିଳା କମିଶନ ୧୯୯୩ ମସିହାରୁ ସମାଜର ଅବହେଳିତ ଓ ନିର୍ଯାତିତ ମହିଳାମାନଙ୍କୁ ସମ୍ମାନ ର ସହ ସମାଜରେ ସହାବସ୍ଥାନ ପାଇଁ ଅହରହ […]

ଅଭିଯୋଗ କଲେ ଶୁଣୁନି ପ୍ରଶାସନ ପାଣିପାଇଁ ରାଜରାସ୍ତାକୁ ଆସିଲେଣି ଲୋକେ,

ଆଗେପାଣି ଦିଅ ତାପରେ ରାସ୍ତାରୁ ହଟିବୁ ନଚେତ ନାହିଁ ଏମିତି କିଛି କହି ଗରା, ମାଠିଆ, ବାଲଟି ଧରି ମଝିରେ ସୁତା ବାନ୍ଧି ଫୁଲବାଣୀ_ଭୁବନେଶ୍ଵର ଜାତୀୟ ରାଜପଥର ମୁଳଗୁଦାରୀ ଠାରେ ରାସ୍ତା ଅବରୋଧ କରି ପିଲାଛୁଆକୁ ଧରିବସିଥିଲେ ମହିଳାମାନେ । ଆଗକୁ ଆହୁରି ତାତି ବଢିବ,ହେଲେ ଏବେଠୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖା ଦେଲାଣି ଜଳ କଷ୍ଟ | ଦେଖନ୍ତୁ ଏହି ରିପୋର୍ଟଖରା ଆରମ୍ଭରୁ ଜଳକଷ୍ଟ ଭୋଗୁଛନ୍ତି ଲୋକେ | ତେବେ ଆଗକୁ କଣ ହେବ […]

ସାତ ହଜ଼ାର ଟଙ୍କା ଲାଞ୍ଚ ନେଇ ଡାକ୍ତର ଜେଲ ଗଲେ

ଫୁଲବାଣୀ –(ସୁନିଲ ପଟନାୟକ )ବୁଧବାର ନିଜ ଅଧସ୍ତନ କର୍ମଚାରୀଙ୍କ ଏରୀ ଏ ର ବିଲ ପାସ କରିବା ପାଇଁ ସାତ ହଜ଼ାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି କନ୍ଧମାଳ ଜ଼ିଲା ଫିରିଙ୍ଗିଆ ମେଡିକାଲ ଇନ ଚାର୍ଜ ଡାକ୍ତର ନିଶିନ୍ତ ନିଶାନ ମାଲୁ lଡାକ୍ତର ମାଲୁ ଫିରିଙ୍ଗିଆ ଡାକ୍ତର ଖାନା ରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ବେଣୁ ଧର ଡିଗାଲ ଙ୍କ ଠାରୁ ଏକ ଚାଳିଶ ହଜ଼ାର ଟଙ୍କା ର ଆର ସି ଏମ […]

ରାଣିବଣିଆ ଜଙ୍ଗଲରେ ଦନ୍ତାହାତୀର ମୃତୁ,ପନ୍ଦରଦିନ ତଳୁ ଦନ୍ତାହାତୀ ମରିଥିଲେ ମଧ୍ୟ ବନବିଭାଗ ଖବର ପାଇଲାନାହିଁ କେମିତି,କିଛି ରହସ୍ୟ ଲୁଚିଛି କି?

ଖୁଣ୍ଟୁଣି(ଉଲାପ୍ର)ସାରା ଦେଶରେ ହାତୀ ମାନଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ର ଅନୁଦାନ ବନ ବିଭାଗ କୁ ଆସୁଥିବା ବେଳେ ଗତ ଦଶବର୍ଷ ମଧ୍ୟରେ ରାଜ୍ୟରେ ୮୪୦ ରୁ ଅଧିକ ହାତୀଙ୍କ ମୃତୁ ହୋଇଥିବା ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭା ରେ ପ୍ରକାଶ କରିଛନ୍ତି, କାମ୍ପା ଫଣ୍ଡ ଜରିଆରେ ହାତୀମାନଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଆସୁଥିବା ବେଳେ ତାହା କେତେ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୩୧ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-କୃଷ୍ଣପକ୍ଷତିଥି-ତୃତୀୟା ଦିବା ଘ୦୨/୪୨ ସର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀନକ୍ଷତ୍ର-ସ୍ୱାତି ଦିବା ଘ ୧୦/୫୦ ପର୍ଯ୍ୟନ୍ତ ତଦନ୍ତେ ବିଶାଖାଚନ୍ଦ୍ର -ତୁଳା ରାତ୍ରି ଘ ୦୩/୦୨ ପର୍ଯ୍ୟନ୍ତ ତଦନ୍ତେ ବିଛାଯୋଗ-ହର୍ଷଣକରଣ-ବିଷ୍ଟିସୌରମାସ-ମୀନ ୧୮ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୪୬/୩୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୫୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୨/୪୨ ପର୍ଯ୍ୟନ୍ତ ତଦନ୍ତେ ନୈରୁତେକର୍କଟ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଥୀ ର ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା […]

ବାଲିଗୁଡା:ଆବର୍ଜନା କୁଣ୍ଡରେ ପରିଣତ ବାଲିଗୁଡା ର ଆଦର୍ଶ ପୋଖରୀ

ବାଲିଗୁଡା,(ଉଲାପ୍ର): ରକ୍ଷଣା ବେକ୍ଷଣ ଅଭାବରୁ ଆବର୍ଜନା କୁଣ୍ଡ ରେ ପରିଣତ ହୋଇଛି ବାଲିଗୁଡ଼ା ସହର ମଧ୍ୟରେ ଥିବା ପୁରାତନ ଆଦର୍ଶ ପୋଖରୀ l ଦଳ ପଙ୍କ ପଲିଥିନ ରେ ପରିପୂର୍ଣ୍ଣ ହେବାସହିତ ଅଦରକାରୀ ଗଛ ଲତା ଭରି ରହିଛିl ପୋଖରୀ ଟି ତଳିଆ ଅଞ୍ଚଳରେ ରହିଥିବାରୁ ବସ ଷ୍ଟାଣ୍ଡ ରୁ ନିର୍ଗତ ଆବର୍ଜନା ପାଣି ପୋଖରୀ ଭିତରେ ପଶୁଛି lଏହି ପୋଖରୀ ଉପରେ ପ୍ରାୟତଃ ଏନ୍ଏସି ଅଞ୍ଚଳର ନୂଆସାହି, ହାଟପଦା ସାହି,ପାଟଖଣ୍ଡା ସାହି, ମୁଣ୍ଡାସାହି ଓ ବଜାର […]