ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ପବୀତ୍ର ଦଣ୍ଡନାଚ ଆରମ୍ଭ

ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗୁରୁବାର ମଧ୍ୟରାତ୍ରିରେ ରିତି ନିତୀ ପ୍ରକାରେ ଜିଲ୍ଲାରେ ଥିବା ଦାମିଙ୍ଗା, ବଲସ ଗୁମ୍ଫା, ଟିକା ବାଲି ଦଣ୍ଡକାଳୀ କମିଟି ପକ୍ଷରୁ ପାଟଭୋକ୍ତ । ଓ ଦଣ୍ଡୁଆମାନେ ପୁ ଜାର୍ଚ୍ଚନା କରିବା ପରେ ଦଣ୍ଡ ଉଠିଥିଲା।ଫଳରେ ଗ୍ରାମାଞ୍ଚଳରେ ଏବେଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି ଦଣ୍ଡ ଆସନ୍ତା ମେରୁ ସଂକ୍ରାନ୍ତିରେ ଉଦ୍‌ଯାପିତ ହେବ ।ସୂଚନାଯୋଗ୍ୟଯେ,ବହୁ ଆଲୋଚନା ପର୍ଯ୍ୟା ଲୋଚନା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦଣ୍ଡ ନାଚ ପାଇଁ ଅନୁମତି […]

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ କନ୍ଧମାଳ ଗ୍ରସ୍ତ,

ଫୁଲବାଣୀ_(ସୁନୀଲପଟନାୟକ)ରବିବାର ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ କନ୍ଧମାଳ ଗ୍ରସ୍ତ ରେ ଆସି ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବ ନ ଠାରେ ଆୟୋଜିତ ଡିଜିପି ଡିସ୍କ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନକ୍ସଲ ଦମନ କାର୍ଯ୍ୟ ଓ ଆଇନଶୃଙ୍ଖଳା ପରିସ୍ଥିତିମୁକାବିଲାରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ . କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ୩୨ ଜଣ ପୋଲିସ ଅଫିସର ଓ କର୍ମଚାରୀ ଙ୍କୁ ପୁରସ୍କୃତ କରିଥିଲେ।ପୁରସ୍କାର ପାଇବାପରେ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ ଓ ଆଗକୁ […]

କୋଭିଡ ପର୍ଯ୍ୟବେକ୍ଷକ ଙ୍କ ବୈଠକ

ବରଗଡ଼:- କରୋନା ଦ୍ବିତୀୟ ସ°କ୍ରମଣର ଭୟାବହତା କୁ ଦେଖି ରାଜ୍ୟ ସରକାର ଙ୍କ ଦ୍ଵାରା ବରଗଡ଼ ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ସତ୍ୟ ବ୍ରତ ସାହୁ ଆଜି ଜିଲ୍ଲା ଗସ୍ତ କରିଥିଲେ। ଏହି ଅବସରରେ ସେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଆଲୋଚନା କରିଥିଲେ। ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ […]

ଦିଲ୍ଲୀରେ ଓଡ଼ିଶାର ବିକାଶ ନେଇ ରାଉଣ୍ଡ ଟେବୁଲ ବୈଠକ

ନୂଆଦିଲ୍ଲୀ / ଭୁବନେଶ୍ୱର, ୩ା୪ : ଜାତୀୟ ରାଜଧାନୀ ଦିଲ୍ଲୀଠାରେ ନିକଟରେ ଓଡ଼ିଶାର ଅର୍ଥନୈତିକ ଉତ୍‍ଥାନ ନେଇ ଏକ ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୁଦ୍ଧିଜୀବୀ ସଂଗଠନ ‘ଓଡ଼ିଶା ପଜିଟିଭ୍‍’ ଏବଂ ‘ରୁଟସ୍‍ ଅଫ୍‍ ଓଡ଼ିଶା ଫାଉଣ୍ଡେସନ’ର ମିଳିତ ଆନୁକୂଲ୍ୟରେ ଏହି ମାନସମନ୍ଥନ ଅଧିବେଶନ ଏରୋସିଟିଠାରେ ଆୟୋଜନକରାଯାଇଥିଲା । ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିବା ଏହି ସଭାରେ ଉପସ୍ଥିତ ବିଶିଷ୍ଟ ଅତିଥିମାନେ କରୋନା ମହାମାରୀ କାଳରେ ଏବଂ ଏହାରପରବର୍ତ୍ତୀ ସମୟରେ ଓଡ଼ିଶା ସମ୍ମୁଖୀନ […]

ଆଜିର ରାଶିଫଳ

ଅଦ୍ୟ ଏପ୍ରିଲ ମାସ ୦୩ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-କୃଷ୍ଣପକ୍ଷତିଥି-ଷଷ୍ଠୀ ଦିବା ଘ୦୬/୨୪ ସର୍ଯ୍ୟନ୍ତ ତଦନ୍ତେ ସପ୍ତମୀନକ୍ଷତ୍ର-ମୂଳା ରାତ୍ରି ଘ ୦୩/୩୫ ପର୍ଯ୍ୟନ୍ତ ତଦନ୍ତେ ପୁର୍ବାଶ।ଢାଚନ୍ଦ୍ର – ଧନୁଯୋଗ-ବାରୀୟ।ନ୍କରଣ-ବାଣିଜ୍ୟସୌରମାସ-ମୀନ ୨୧ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୪୩/୩୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୪୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ଦିବା ଘ ୦୬/୨୩ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବାଘ୦୭/୧୫ ମଧ୍ୟେ ଓ ଦିବା […]

୩ ଦଫାଦାବି ନେଇ ୮ ରେ ତାଳଚେର ବନ୍ଦ ଡାକରା

ତାଳଚେର(ଉଲାପ୍ର)ତାଳଚେର କ୍ରିୟାନୁଷ୍ଠାନ କମିଟି ଓ ଏକତା ମଞ୍ଚ ପକ୍ଷରୁ ଆଗାମୀ ୬ ଓ ୮ ରେ ଥର୍ମାଲ ବନ୍ଦ ପ୍ରସଙ୍ଗ ନେଇ ଆନ୍ଦୋଳନ ଡାକରା ଦିଆଯାଇଛି ତାଳଚେର ଥର୍ମାଲ ବନ୍ଦ ର ପୁନ ଵିଚାର ନକଲେ ଆନ୍ଦୋଳନ କୁ ତୀବ୍ରତର ହେବ ଏବଂ ,୬ରେ ପ୍ରତୀକ ଭାବେ ୪ ଘଣ୍ଟିଆ ଧର୍ମ ଘଟ ୭ରେ ପଥପ୍ରାନ୍ତ ସଭା ମାଧ୍ୟମରେ ସଚେତନତା କରାଯାଇ ୮ ତାରିଖ ଦିନ ତାଳଚେର ବନ୍ଦ ଆନ୍ଦୋଳନ କରାଯିବ ବୋଲି ସାଂସଦ ମହେଶ ସାହୁ […]

କୋଭିଡ କଟକଣା ମଧ୍ୟରେ ଆଠଗଡ ଐତିହାସିକ ପଞ୍ଚୁଦୋଳ ଯାତ୍ରା ସମ୍ପନ୍ନ, ଯାତ୍ରାରେ ଯୋଗଦେଲେ ଦଶ ଗୋଟି ବିମାନ

ଆଠଗଡ(ଉଲାପ୍ର)ଆଠଗଡ ର ଐତିହାସିକ ପଞ୍ଚୁଦୋଳ ଯାତ୍ରା କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି,କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଚଳିତବର୍ଷ ଆଠଗଡ ପ୍ରଶାସନ ପଞ୍ଚୁଦୋଳ ଯାତ୍ରା କୁ ବନ୍ଦ ରଖିଥିବା ବେଳେ କେବଳ ପରମ୍ପରା ରକ୍ଷା ଅନୁଯାୟୀ ଆଠଗଡ ଗଡର ଆଠଗୋଟି ବିମାନ ସହିତ ଧବଳେଶ୍ବର ଓ ସରପେଶ୍ୱର ଙ୍କୁ ଅନୁମତି ମିଳିଥିଲା ଏହି ପଞ୍ଚୁଦୋଳ ଯାତ୍ରାକୁ,କୋଭିଡ କଟକଣା କୁ ଦୃଷ୍ଟି ରେ ରଖି ପ୍ରଶାସନ ପଞ୍ଚୁଦୋଳ ଯାତ୍ରା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଥିବା ବେଳେ ବିମାନ […]

କଂଗ୍ରେସ କାର୍ଯ୍ୟାଳୟ ରେ ଜିଲ୍ଲା ସ୍ତରୀୟ ରାଜୀବ ଗାନ୍ଧୀ ପଚାୟତିରାଜ ସଂଗଠନ ବୈଠକ ଅନୁଷ୍ଠିତ

ଆଠଗଡ଼ (ଉଲାପ୍ର)ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ତରଫରୁ କଟକ ଜିଲ୍ଲା ସ୍ତରୀୟ ବ୍ଲକ ଏବଂ ଆଞ୍ଚଳିକ ସଂଯୋଜକ ମାନଙ୍କ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କଟକ ଜିଲ୍ଲା ଜୋନ ସଂଯୋଜକ ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥଙ୍କ ନେତୃତ୍ୱରେ କଟକ ଜିଲ୍ଲା ସଂଯୋଜକ ନିରଞ୍ଜନ ଲେଙ୍କାଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଆରଜିପିଆରଏସ ର ଓଡିଶା ପ୍ରଭାରୀ କୁନାଲ ବାନାର୍ଜୀ ଯୋଗଦେଇ ସଂଗଠନ […]