ଖଜୁରୀପଡା ବ୍ଲକର ଦୂତି ପଡା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ହେବ

ଫୁଲବାଣୀ (ସୁନୀଲ ପଟନାୟକ) କନ୍ଧମାଳ ଜ଼ିଲ୍ଲାର ଖଜୁରୀପଡା ବ୍ଲକ ର ଦୁତୀପଡ଼ା ସ୍କୁଲ କୁ ସ୍ମାର୍ଟ ସ୍କୁଲ ରେ ପରିଣତ ହେବ lଏ ନେଇ ରାଜ୍ୟ ସ ରକl ର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ହାତକୁ ନେଇ ବିଭିନ୍ନ ପଦକ୍ଷେପ ମାନ ନେଉ ଛନ୍ତି । ବର୍ତ୍ତମାନ୍ 5-T ରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକ ଅନ୍ତର୍ଗତ କରି ସ୍କୁଲ୍ ଗୁଡ଼ିକୁ ରୂପାନ୍ତରି କରଣ କରାଯିବା ପାଇଁ ଏବେ ରାଜ୍ୟ ସରକାର ପଦକ୍ଷେପ […]

ଢେଙ୍କାନାଳ ରଥପଦା ରେ ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଏହି ଦୁର୍ଘଟଣାଟି ରଥପଦା ଛକ ନିକଟ ନିକଟବର୍ତ୍ତୀ ହାଡୁଆ କଇଁଆ ଠାରେ କାର ସହିତ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଥିଲା , ଦୁଇ କାର ଆରୋହୀ ଙ୍କ ମଧ୍ୟରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ସମୟରେ ମୃତ୍ୟୁ ଘଟିଥିଲା । […]

ଶେଷହେଲା ଆଠଗଡ ଗଡଜାତର ଦୋଳଯାତ୍ରା ଓ ବାରୁଣୀ ସ୍ନାନ

ଆଠଗଡ(ଉଲାପ୍ର)ଆଠଗଡ ଗଡଜାତର ନିଆରା ପରମ୍ପରା ହେଉଛି ଦୋଳଯାତ୍ରା, ଯାହାକି ଫଗୁ ଦଶମୀ ଠାରୁ ଆରମ୍ଭ ହୋଇ ବାରୁଣୀ ସ୍ନାନ ପରେ ଶେଷ ହୋଇଥାଏ,ଏତେଦିନ ଧରି ଦୋଳଯାତ୍ରା ଆଉ କୌଣସି ବି ସ୍ଥାନରେ କିମ୍ବା ଗଡଜାତ ଅଞ୍ଚଳରେ ଦେଖିବାକୁ ମିଳେ ନାହିଁ,ଫଗୁଦଶମୀ ଠାରୁ ଆଠଗଡ ଗଡଜାତର କୋଳଥପଙ୍ଗି ଗ୍ରାମରୁ ଆରମ୍ଭ ହେଉଥିବା ଦୋଳଯାତ୍ରା ବ୍ରହ୍ମପୁର ବାରୁଣୀସ୍ନାନ ଯାତ୍ରାରେ ଶେଷ ହୋଇଥାଏ, ଏହା ଭିତରେ ଆଠଗଡ ରେ ପଞ୍ଚୁଦୋଳ ଏକ ନିଆରା ପରମ୍ପରା ରହିଥାଏ, ଚଳିତବର୍ଷ ସମ୍ପୂର୍ଣ୍ଣ କୋଭିଡ କଟକଣା […]

ମହାନଦୀର କଖଡ଼ି ଠାରେ କଂଗ୍ରେସ ତରଫରୁ ଜଳ ସତ୍ୟାଗ୍ରହ

ମହାନଦୀର କଖଡ଼ି ଠାରେ କଂଗ୍ରେସ ତରଫରୁ ଜଳ ସତ୍ୟାଗ୍ରହକଖଡ଼ି(ଉଲାପ୍ର)ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ମହାନଦୀ ଟ୍ରିବୁନାଲର ୨୧ ତମ ଶୁଣାଣି ଅବସରରେ ମହାନଦୀର କଖଡ଼ି ଗ୍ରାମଠାରେ ଆଠଗଡ କଂଗ୍ରେସ ଦଳ ତରଫରୁ ସକାଳ ଠାରୁ ଜଳ ସତ୍ୟାଗ୍ରହ କରାଯାଇଥିଲା,ଏଥିରେ ଆଣ୍ଠୁଏ ପାଣିରେ ପଶି କଂଗ୍ରେସର କର୍ମକର୍ତା, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ର କର୍ମକର୍ତା ମାନେ ବିଭିନ୍ନ ପ୍ଲାକାର୍ଡ ଧରି ସ୍ଲୋଗାନ ମାନ ଦେଇଥିଲେ,ଏଥିରେ ସୁଦର୍ଶନ ସାହୁ,ମଙ୍ଗୁଳିଚରଣ ପାଣି,ମନୋରଞ୍ଜନ ପଟ୍ଟନାୟକ, ବିକ୍ରମ ରାୟ ସାମନ୍ତ ପ୍ରମୁଖ ଯୋଗଦେଇଥିଲେ।

ମୌଳିକ ସୁବିଧାରୁ ବଞ୍ଚିତ କନ୍ଧମାଳ ଜିଲ୍ଲାର ଦୁଇଗ୍ରାମ: ପ୍ରଶାସନର ଦୃଷ୍ଟି ପଡିବ କେବେ

କନ୍ଧମାଳ,୦୯/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ ସଦରମହକୁମା ଠାରୁ ମାତ୍ର ୭ କିଲୋମିଟର ଦୂରରେ ଥିବା ଗାଁ କୁନ୍ଦା ଓ ମାର୍ଦ୍ଦିଗୁଚ୍ଛା ଗ୍ରାମରେ ମୌଳିକ ସୁବିଧା ଅପହଞ୍ଚ ହୋଇଛି। ରାସ୍ତାଘାଟ, ପାନୀୟଜଳ ଓ ବିଜୁଳି ଭଳି ଅତ୍ୟାବଶ୍ୟକ ମୌଳିକ ସୁବିଧା ନଥିବା ବେଳେ ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧି ଏହାର ସମାଧାନ ଦିଗରେ ଧ୍ୟାନ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। କୁନ୍ଦା ଗ୍ରାମର ପ୍ରେମାନନ୍ଦ ମାଝୀ, ପ୍ରଭାତ ମାଝୀ, ପିତାମ୍ବର ମାଝି, ଦୁଃଶାସନ ମାଝୀ, […]

ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ: ଦୁଇ ଆହତ ବ୍ୟକ୍ତି ମେଡିକାଲରେ ଭର୍ତି

ବାଲିଗୁଡା,୦୯/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଳକର ମହାଶିଙ୍ଘି ଗ୍ରାମ ୫୯ନଂ ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ଏକ ସ୍କୁଟି ଦୃତଗତିରେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି।ସ୍କୁଟିନଂ.(ଓଆର -୧୨-ଏ -୭୪୮୦ ଗାଡିଟି ଦୃତଗତିରେ ଆସି ଓଲଟି ପଡିଥିଲା ।ଗାଡିରେ ବସିଥିବା ଦୁଇଜଣ ମଧ୍ୟରୁ ସାରଙ୍ଗଗଡର ଜଣେ ଓ ବାଲିଗୁଡା ଅଞ୍ଚଳର ଜଣେ ବୋଲି ଜଣାପଡିଥିବା ବେଳେ ସେମାନଙ୍କ ସଠିକ ପରିଚୟ ମିଳିପାରିନାହିଁ l ଦୁଇଜଣ […]

ଗଞ୍ଜେଇ ସହ କାର୍ ଜବତ : ୨ ଗିରଫ

ବାଲିଗୁଡା,୦୯/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପୁଲିସ ଶୁକ୍ରବାର ୧୦୪ କି.ଗ୍ରା ଗଞ୍ଜେଇ କରିଛି। ରାୟଗଡା ପଟରୁ ଗଞ୍ଜେଇ ଚାଲାଣ ​ ନେଇ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇବା ପରେ, ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ତୁମୁଡିବନ୍ଧ ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତୁମୁଡିବନ୍ଧ ପୁଲିସ ଏସଆଇ ଜୟନ୍ତ ସେଠୀଙ୍କ ନେତୃତ୍ୱରେ କାଳିସିପଦର ଛକ ନିକଟରେ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍ ଜବତ […]

ପରମ୍ପରା ମାଧ୍ୟମ ରେ କରୋ ନା ସଚେତନତା

ଫୁଲବାଣୀ -(ସୁନୀଲ ପଟନାୟକ )ଦଣ୍ଡ ପରମ୍ପରା ଭିତରେ କୋରାନା ର ମଧ୍ୟ ସଚେତନ କରୁଛନ୍ତି ଦଣ୍ଡୁଆ ମାନେ ଯାହାକି ଲୋକ ମାନଙ୍କ ଭିତରେ ସକାରାତ୍ମକ ପ୍ରଭାବ ପକା ଉଥିବା ଦେଖା ଯାଇଛି l ଦଣ୍ଡ ଯାତ୍ରା ଓଦଣ୍ଡୁଆମାନଙ୍କ ସହିତ ଲୋକମାନଙ୍କ ଭକ୍ତିଭାବ ରହିଛି । ଭକ୍ତଙ୍କ ଭାବାବେଗ ସହ ସେମାନେ ଓ 6ତ ।ପ୍ରତଃ ଭାବେ ଜଡିତ ।ବିଭିନ୍ନ ସମୟରେ ସେମାନେ ସଚେତନ ବି କରିଥାନ୍ତି ଲୋକଙ୍କୁ। ଏବର୍ଷ କରେ । ନାସଂପର୍କରେ ସଚେତନ କରୁଛନ୍ତି କଳାକାରମାନେ। […]

କରେନା ର ଦ୍ଵିତୀୟ ଲହର ପାଇଁ ସାମ୍ବାଦିକ ଓ ପୋଲିସ ର ମିଳିତ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ -(ସୁନୀଲ ପଟନାୟକ )କରେନା ର ଦ୍ଵିତୀୟ ଲହର କୁ ଆଖିଆଗରେ ରଖି ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହର ରେ ପ୍ରେସ କ୍ଲବର ସଦସ୍ୟ ଓ ପୋଲିସ ତରଫରୁ ରୁମିଳିତ ଭାବେ ସଚେତନତା କାର୍ଯ୍ୟକ୍ରମ କରିବା ସହ ନିୟମିତ ମାକ୍ସ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରିବା, ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରି ବା, ହାତ କୁ ବାରମ୍ବାର ସଫା ରଖିବା ନେଇ ଲୋକଙ୍କୁ ବୁଝାଇବା ସହ ସଚେତନ କରିଥିଲେ l କେତକ ଙ୍କ […]

ଆଜିର ରାଶିଫଳ

ଅଦ୍ୟ ଏପ୍ରିଲ ମାସ ୧୦ ତାରିଖ ୨୦୨୧ ମସିହା(ଶବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-କୃଷ୍ଣପକ୍ଷତିଥି-ଚତୁର୍ଦ୍ଦଶୀନକ୍ଷତ୍ର- ପୂର୍ବଭ।ଦ୍ର ପ୍ରାତଃ ଘ୦୭/୨୨ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ରଚନ୍ଦ୍ର- ମୀନଯୋଗ-ବ୍ରହ୍ମକରଣ-ବିଷ୍ଟିସୌରମାସ-ମୀନ ୨୮ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୧୯✧═════•❁❀❁•═════✧ଯୋଗିନୀ ପଶ୍ଚିମେଧନୁ ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୭/୧୧ ମଧ୍ୟେ ଘ୦୪/୨୭ଗତେ ଘ୦୬/୦୧ ମଧ୍ୟେବାରବେଳା- ଦିବା ଘ ୦୧/୨୦ଗତେ ଘ୦୨/୫୫ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା-ଦିବା ଘ୧୧/୫୨ ଗତେ ଘ୦୧/୨୦ମଧ୍ୟେ ଓ ଘ୦୨/୫୬ ଗତେ ଘ୦୪/୨୮ମଧ୍ୟେବିଶୁଦ୍ଧ ମାହେନ୍ଦ୍ରବେଳା- […]