ବାଲିଗୁଡା:ପଥଚାରୀଙ୍କୁ ସମାଜସେବୀ ପଣା ବଣ୍ଟନ କଲେ

ବାଲିଗୁଡା,୧୪/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟରେ ଦିନକୁ ଦିନ ପ୍ରବଳ ଖରା ଓ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଯୁବ ସମାଜ ସେବୀ ଦୀପକ କୁମାର ପଣ୍ଡା ଟାଉନର ପିଡବ୍ଲୁଡି ଛକ ନିକଟରେ ଶୁଭଲଷ୍ମୀ ନାମରେ ଏକ ପଣା ଷ୍ଟଲ ଖୋଲିଛନ୍ତି | ଏହି ପଣା ଷ୍ଟଲ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଦିନ ସକାଳ ୭ ଘଣ୍ଟ ଠାରୁ ଆରମ୍ଭ ହୋଇ ଦିନ ୧ […]

ପୋଲିସ୍ ପଞ୍ଝାରେ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସହ ଗଞ୍ଜେଇ ଜବତ: ଡାକ୍ତରୀ ପରୀକ୍ଷା ବେଳେ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ, ପୋଲିସ୍ ନାକେଦମ୍

ବାଲିଗୁଡ଼ା,୧୪/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ପୋଲିସ୍ ହାବୁଡ଼ରେ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଧରାପଡିଛନ୍ତି । ପ୍ରକାଶ ଯେ, ଅର୍ଣ୍ଣପୂର୍ଣ୍ଣା ନାମକ ଏକ ଘରୋଇ ବସରେ ଗଞ୍ଜେଇ ନେଇ ଯିବାବେଳେ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ କାବୁ କରିଛି କୋଟଗଡ଼ ପୋଲିସ୍ । ସେମାନଙ୍କ ନିକଟରୁ ୧୦ କିଲୋ ୧୫୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି […]

କୋଭିଡ଼ କଟକଣା ମଧ୍ୟରେ କନ୍ଧମାଳ ଜିଲ୍ଲାରେ ମାସନ୍ତ ଓ ସଂକ୍ରାନ୍ତି ମେରୁ ପାଳିତ

ଫୁଲ ବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ମାସନ୍ତ ଓ ସଂକ୍ରାନ୍ତି ମେରୁ କୋଭିଡ କଟକଣା ମଧ୍ୟରେ କମ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଥିଲା। ଫୁଲବାଣୀ ନିକଟ ଦାମିଙ୍ଗା ମେରୁ କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଛି । ଗ୍ରାମର ଆରାଧ୍ଯ ମା’ଦଣ୍ଡକାଳୀଙ୍କ ୧୪ଦିନିଆ ଦଣ୍ଡ ଯାତ୍ର। ଚଳିତବର୍ଷ କ6ର।ନାକଟକଣା ପାଇଁ କେବଳ ଗ୍ରାମ ଭିତରେ ସୀମିତ ଥିବାବେଳେ ମେରୁ ଯାତ୍ରାକୁ […]

ଫୁଲ ବାଣୀରେ ଜାଗ୍ରତ କନ୍ଧମାଳ ପକ୍ଷରୁ ଆମ୍ବେଦକର ଜୟନ୍ତୀ

ଫୁଲ ବାଣୀ_(ସୁନୀଲ ପଟନାୟକ) ୧୪/୪କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ଜାଗ୍ରତ କନ୍ଧମାଳପକ୍ଷରୁ ବୁଧବାର ସ୍ଥାନୀୟ ଅରବିନ୍ଦ ନଗରଠାରେ ସମ୍ବିଧାନ ପ୍ରଣେତା ବାବା ସାହେବଭୀମରା ଓ ଆମ୍ୱେଦକରଙ୍କ ୧୩୦ ତମ ଜୟନ୍ତୀ ପାଳନ କରାଯାଇଥିଲା।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସଂଗଠନର ମୁଖ୍ୟ ତଥା ବରୀଷ୍ଟ ଆଇନ ଯିବୀ ସତ୍ୟନାରାୟଣ ବେହେରା , ସମାଜସେବୀ ତଥା ସାମ୍ବାଦିକ ସୂର୍ଯ୍ୟ ବେହେରା । ବରୀଷ୍ଟ ସାମ୍ବାଦିକ ସନ୍ତୋଷ ଦିଗଲ, ରମେଶ ପ୍ରଧାନ ପ୍ରମୁଖ ଯୋଗ ଦେଇ ଡକ୍ଟର […]

ପାନୀୟ ଜଳ ସଙ୍କଟ ଦୁର କଲେ ଲୋକେ, ନିଜେ ପାଇପ ପକ।ଇ ପାଣି ଆଣିଲେ ପଲସିମେଲା ଗ୍ରାମବାସୀ

ଫୁଲ ବାଣୀ-( ସୁନୀଲ ପଟ୍ଟନାୟକ) ଏବେ . ପ୍ରବଳ ଖରା ।ଦିନକୁ ଦିନ ତାତି ବି ବଢୁଛି । ପାଣି ପାଇଁ ଟାଏଁ ଟାଏଁ ଖରାରେ ମାଇଲ ମାଇଲ ବାଟ କେତେ ଅବା ଚାଲି ଚାଲିଯାଇ ନିତି ପାଣି ଆଣି ବେ। ଗାଁରେ ନଳକୂପଟିଏ ମଧ୍ୟ ନାହିଁ। ପାନୀୟ ଜଳ ପ୍ରକଳ୍ପ ମଧ୍ୟ ନାହିଁ। ଶେଷରେ ଗ୍ରାମବାସୀ ବାଧ୍ଯ ହୋଇ ନିଜେ ଅର୍ଥ ସଂଗ୍ରହ କରିବ।ସହ ଶ୍ରମଦ।ନ କରି ୨କିମି ପାଖାପାଖି ପ୍ଲାଷ୍ଟିକ ପିଭି ସି ପାଇପ୍ […]

ଫିରିଙ୍ଗିଆ ପୋଲିସ ପକ୍ଷରୁ କରୋନା ସଚେତନତା ଅନୁଷ୍ଠିତ

ଫୁଲ ବାଣୀ-( ସୁନୀଲ ପଟ୍ଟନୀୟକ) ଦିନକୁ ଦିନ ଦେଶରେ କରେନା ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଥିବା କାରଣ ରୁ ଲୋକଙ୍କୁ ପୁଣିଥରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବା ବାରମ୍ଵାର ହାତକୁ ଭଲ କରି ସଫା କରିବା ଆଦି ସଂପର୍କରେ ଗାଁର୍ଗା ବୁଲି ସଚେତନ କରୁଛି ପୋଲିସ। ମଙ୍ଗଳବାର । ଏ ସ .ପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ପରିଙ୍ଗିଆ ଥାନା […]

୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିନା ମୂଲ୍ୟରେ ଦେବାକୁ ଆପ୍ ର ଧାରଣା

ବରଗଡ: ଅପ୍ରିଲ ମାସ ରୁ ବିଜୁଳି ଦର 30 ପଇସା ବୃଦ୍ଧି ପ୍ରତିବାଦ ରେ ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ରେ ସତ୍ୟାଗ୍ରହ ଆରମ୍ଭ କରିଛି । ଗତ ୭ ଏପ୍ରିଲ ରୁ ଅନଶନ ଓ ଧାରଣା ଦେଇଥିବା ଆମ୍ ଆଦମୀ ପାର୍ଟି ମୁଖ୍ୟତଃ ୩ଟି ଦାବୀ ରଖିଛି ଯଥା ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିନା ମୂଲ୍ୟରେ ପ୍ରତ୍ୟେକ ପରିବାର କୁ ଦେବା, ବିଦ୍ୟୁତ ବିତରଣ କମ୍ପାନୀ ଗୁଡ଼ିକର ସିଏଜି ଅଡ଼ିଟ କରାଇବା ଓ ବର୍ଦ୍ଧିତ […]

କନ୍ଧମାଳ –ଚକାପାଦ ଅଞ୍ଚଳ ରେ ପାଣିପାଇଁ ମାଡପିଟ, ଚିକିତ୍ସିତ ଅବସ୍ଥା ରେ ମହିଳାଙ୍କ ମୃତ୍ୟୁ, ଜଣେ ଗିରଫ, ୩ଫେରାର

ଫୁଲବାଣୀ –(ସୁନୀଲ ପଟନାୟକ) ପାଣି ଗରାଏ ପାଇଁ ଦୁର୍ବୁତ୍ତ ମାନଙ୍କ ଆକ୍ରମଣ ରେ ଜଣେ ମହିଳା ଙ୍କ ଆଜି ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ କନ୍ଧମାଳ ଜ଼ିଲା ଚକାପାଦ ବ୍ଲକ ପସରା ପଂଚାୟତ ର ବେରେଡାକିଆ ଗ୍ରାମର ଭାଗ୍ୟ ଲତା ପୃଷ୍ଟି lଭାଗ୍ୟ ଲତା ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଗୁରୁତର ଆହାତ ହୋଇ ଗତ ଚବିଶ ତାରିଖରୁ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଆଉ ଶେଷରେ ଆଜି ମୃତ୍ୟୁ ବରଣ କରି ଥିବା […]

ବର୍ଷ ପରେ ବର୍ଷ ବିତିଲାଣି, ଶ୍ରୀରାମପୁର-ପାଡୁ ଗୁଡ଼ା ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ରାସ୍ତାକାମ ସରୁ ନି

ଫୁଲବାଣୀ-( ସୁନୀଲ ପଟନାୟକ)ସରକାର ଗ୍ରାମ ।ଞ୍ଚଳର ଲୋକମାନଙ୍କ ଗମନାଗମନର ସୁବିଧା ପାଇଁ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସ୍ଥାୟି ପିଚୁ ରାସ୍ତା ମାନ ନିର୍ମାଣ କରୁଛନ୍ତି । ହେଲେ ଏ ସବୁ ରାସ୍ତା କେଉଁଠି ଆରମ୍ଭ ହୋଇ ନି ତ ଆଉ କେଉଁଠି ଅଧାପନୁରିଆ ଅବସ୍ଥାରେ ପଡିଛି ବର୍ଷ ବର୍ଷ ଧରି । . ଲୋକେ ସୁବିଧାରେ ଯା’ଆସ କରିବା ପାଇଁ ରାସ୍ତା ହେଉଛି ହେଲେ ରାସ୍ତାକାମ ଅଧାପନୁରିଆ ଅବସ୍ଥାରେ ପଡି ରହିବା ଫଳରେ ଅଧିକା […]