ବରିଷ୍ଠ ସାମ୍ବାଦିକ ଙ୍କ ଅକାଳ ମୃତ୍ୟୁ ରେ ଶୋକ
ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳ ର ବରିଷ୍ଠ ସାମ୍ବାଦିକ କୁନାଲ ବେହେରା ଙ୍କ ଆଜି ଅକାଳ ମୃତ୍ୟୁ ହୋଇଯାଇଛି କୁନାଲ ଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇଁ ରାଇକିଆ ସମେତ କନ୍ଧମାଳ ଜିଲ୍ଲା ସାମ୍ବାଦିକ ମହଲ ରେ ଶୋକ ର ଛାୟା ଖେଳିଯାଇଛି lକୁନାଲ ବିଭିନ୍ନ ସମ୍ବାଦପତ୍ର, ୱେବ ଚାନେଲ ଓ ଟିଭି ଚାନେଲ ରେ ବେଶ ନିଷ୍ଠା ଓ ଆନ୍ତରିକତାର ସହ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରି ବେଶ ପ୍ରଶଂସିତ […]