ଆଜିର ରାଶିଫଳ

ଅଦ୍ୟ ଏପ୍ରିଲ ମାସ ୨୨ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-ଶୁକ୍ଳପକ୍ଷତିଥି-ଦଶମୀ ରାତ୍ରି ଘ୧୧/୪୫ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀନକ୍ଷତ୍ର- ଅଶ୍ଳେଷା ଦିବା ଘ ୦୮/୫୯ ପର୍ଯ୍ୟନ୍ତ ତଦନ୍ତେ ମଘାଚନ୍ଦ୍ର-କର୍କଟ ଦିବା ଘ ୦୮/୫୯ ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ- ଗଣ୍ଡକରଣ-ତୈତୀ ଳସୌରମାସ- ମେଷ ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୪୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୪୯✧═════•❁❀❁•═════✧ଯୋଗିନୀ ଉତ୍ତରେ ରାତ୍ରି ଘ୧୧/୪୫ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେକର୍କଟ ଓ ମକର ରାଶିର ଘ।ତ ଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରଦଶମୀ ର ଏକୋଦିଷ୍ଟ ଓ […]

ଆଠଗଡ କଂଗ୍ରେସ ଅଫିସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଙ୍କ ଷଷ୍ଠ ଶ୍ରାଦ୍ଧ ଦିବସ ପାଳିତ

ଆଠଗଡ଼(ଉଲାପ୍ର)ଆଠଗଡ ର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ,ଆସାମର ପୂର୍ବତନ ରାଜ୍ୟପାଳ, ଜଣେ ସୁନାମ ଧନ୍ୟ ସାହିତ୍ୟିକ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କର ଷଷ୍ଠ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀ ର ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥ ଙ୍କ ଆୟୋଜନ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ୱଳ୍ପ ସଂଖ୍ୟକ କର୍ମୀଙ୍କୁ ନେଇ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି।ଆଠଗଡ଼ କଂଗ୍ରେସ କମିଟି ପକ୍ଷରୁ ଏହି […]

ବନବିଭାଗ ପକ୍ଷରୁ ଫୁଲବାଣୀ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଉଦଘାଟିତ,

ଫୁଲବାଣୀ-( ସୁନୀଲ ପଟନାୟକ) ଫୁଲ ବାଣୀ ବନଖଣ୍ଡ ପକ୍ଷରୁ ଫୁଲ ବାଣୀବନବିଭାଗ 6ରଂଜ କାର୍ଯ୍ୟାଳୟ ପରିସରରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଫୁଲ ବାଣୀ.ଡିଏଫ ଓ ଲକ୍ଷ୍ମୀନାରାୟଣ ବେହେରା (ଆଇଏଫଏସ) ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ ।ଏହାଦ୍ଵାରା ଜିଲ୍ଲାରୁ ଉତ୍ପାଦନ ହେଉଥିବା ଫୁଲ ଝାଡୁ, ମହୁ, ଝୁଣା, ଖଲି ପତ୍ର, ଆଦି ବିଭିନ୍ନ ବନ୍ୟଜାତ ଦ୍ରବ୍ୟକୁ ଏଠାରେବିକ୍ରି କରାଯିବା।ଏହା ଦ୍ଵାରା ଜଙ୍ଗଲରୁ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ […]

କନ୍ଧମାଳ ଜିଲ୍ଲାରେ ଏ ଯାଏ ୭୯ହଜାର ୨୭୩ ଡୋଜ ଟିକା ପ୍ରଦାନ

ଫୁଲବାଣୀ-( ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲ।କୁ ରାଜ୍ୟ ସରକାର ଏ ଯାଏ ମୋଟ ୭୯ହଜାର ୨୭୩ ଡୋଜ ଟିକା ପ୍ରଦାନ କରାଯାଇଥିବା ଜଣାଯାଇଛି । ସେଥି ମଧ୍ୟ ରୁପ୍ରଥମ ଡୋଜ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ୭ହଜାର ୧୮୫ ଡୋଜ ପ୍ରଦାନ କରାଯାଇଥିବା ବେଳେ ଦ୍ଵିତୀୟ ଡୋଜ୬ହଜାର ୨୦୫ ଜଣଙ୍କୁ ପ୍ରଦାନ କରାଯାଇଛି । ସେହିପରି ଫ୍ରଣ୍ଟ ଲାଇନ ୱ।ରିୟର ଭାବେ ପରିଚିତ ମୁନିସପାଲଟି କର୍ମଚାରୀ, ପୋଲିସ କର୍ମଚାରି ମାନଙ୍କୁ ୪ ହଜାର ୪୯୭ ପ୍ରଥମଡୋଜ ଟିକା […]

କନ୍ଧମାଳ କୁଇ ସମାଜ ସେବା ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

କନ୍ଧମାଳ,୨୦/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ ): କନ୍ଧମାଳ ଓ ବୌଦ୍ଧ ଜିଲା ର ମିଳିତ ଉଦ୍ୟମରେ ଆଦିବାସୀ ମାନଙ୍କ ସଂଘ କୁଇ ସମାଜ ସେବା ସମିତିର ବାର୍ଷିକ ସମ୍ମିଳନୀ ବୌଦ୍ଧର ବାଘଝର ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ସମିତିର ସଭାପତି ଗୋବିନ୍ଦ ଚନ୍ଦ୍ର ଘଟାଲଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ମିଳନୀ ରେ ଆଦିବାସୀ ଙ୍କ ଉନ୍ନତି […]

ବାଲିଗୁଡା:ଗଞ୍ଜେଇ ସହ ଇନୋଭା ଓ ବୋଲେରୋ ଜବତ:ଦୁଇ ଗିରଫ

ବାଲିଗୁଡା,୨୦/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ ପୂଜାରୀ ଙ୍କ ତତ୍ୱାବଧାନରେ ବାଲିଗୁଡ଼ା ଏସଆଇ ରବିନ୍ଦ୍ର ମୁଣ୍ଡାରୀ ଓ ଏକ ଟିମ କୋଭିଡ଼ କଟକଣା ପାଇଁ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା ବୁଡ୍ରୁକିଆ ପଞ୍ଚାୟତର ମାଦିନାଟ ଗ୍ରାମରେ ଗୋଟଏ ଇନୋଭା ଓ ବୋଲେରୋ ଗାଡ଼ିକୁ ଯାଞ୍ଚ କରିବା ସମୟରେ ୨୭୨ କେଜି ଗଞ୍ଜେଇ ସହ ୨ଜଣକୁ ଗିରଫ କରିଥିଲା | ସେମାନେ ହେଲେ ମନୋରଞ୍ଜନ ରାଉତ ଘର ଶୈଳଶ୍ରୀ ବିହାର […]

ଆଜିର ରାଶିଫଳ

ମେଷଆଜି ଦ୍ୱିଜାନକ୍ଷତ୍ର ସକାଶେ ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ରବିଙ୍କ କାରଣରୁ କେତେକ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇପାରେ। ଅର୍ଥ ସମ୍ପର୍କିତ କାମକୁ ବନ୍ଧୁ ଦ୍ୱାରା ହାସଲ କରିପାରିବେ। ବନ୍ଧୁଙ୍କ ପ୍ରତିଶ୍ରୁତି ଶ୍ରବଣକରି କିଛି ଆଶାନେଇ ମନକୁ ସାନ୍ତ୍ବନା ଦେଇ ପାରନ୍ତି। ବୃଷସମୟ ସ୍ରୋତରେ ଅନ୍ୟମାନଙ୍କ ପ୍ରେରଣାରେ ଆଗକୁ ମାଡ଼ି ଚାଲିବେ। ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇବା ସକାଶେ ମନ ବଳାଇବେ। ରୋହିଣୀ ନକ୍ଷତ୍ରର ବାଣିଜ୍ୟ, ଲେଖାପଢ଼ା […]

କିମସ ସହାୟତାରେ ଫୁଲ ବାଣୀରେ ପୁଣି କୋଭିଡ଼ହସ୍ପିଟାଲ ଖୋଲିବ

ଫୁଲ ବାଣୀ- (ସୁନୀଲ ପଟ୍ଟନ।ୟକ) କରୋନା ଦ୍ଵିତୀୟ ଲହରରେ ପୁଣି ସଂକ୍ରମିତ ଙ୍କ ସଂଖ୍ୟା ଜିଲ୍ଲାରେ ବୁର୍ଦ୍ଧି ପାଉଥିବା ଫଳରେ ଏହାକୁ ଦୃଷ୍ଟିରେ ରଖି ଗତ କିଛି ମାସ ହେଲା ବନ୍ଦ ଥିବା କୋଭିଡ଼ହସ୍ପିଟାଲକୁ ପୁଣି ଥରେ ଆରମ୍ଭ କରାଯିବ। ଏନେଇ ଆଜି ଫୁଲ ବାଣୀ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ସହ କମ ସ କତୃପକ୍ଷଙ୍କ ସହ ଏକ ଏଗ୍ରିମେଣ୍ଟ ହୋଇଛି ।ଅତି ଶିଘ୍ର ଫୁଲ ବାଣୀସଦରମହକୁମା ଡାକ୍ତରଖାନା ପରିସରରେ ପୂର୍ବ ପରି ଅତ୍ୟାଧୁନିକ […]

ଟିମ ହ୍ୟୁ ମାନିଟି ସ୍ନେକ ହେଲପ ଲାଇନ ସମ୍ବର୍ଦ୍ଧିତ

ଫୁଲବାଣୀ-( ସୁନୀଲ ପଟନାୟକ)ରବିବାର ଫୁଲ ବାଣୀର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନ ଜ୍ୟୋସ୍ନାସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ ଟିମ ହ୍ୟୁମାନିଟିର ସ୍ନେକ ହେଲପଲାଇନକୁ ସମ୍ବର୍ଦ୍ଧିତ କରାଯାଇଛି। ବନଜ୍ୟୋସ୍ନାସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗଦେଇ ସ୍ଲେକ ହେଲପଲାଇନ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ନିଜ ଜୀବନକୁ ବାଜି ଲଗାଇ ନିଃସ୍ଵାର୍ଥପର ଭାବେ ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟ।ଳୟ ଓ ବାସଭବନରେ ପଶିଥିବା ବିଷଧର ସାପ ମାନଙ୍କୁ ଉଦ୍ଧାର […]

ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ଅଧିକାର ଆଇନ ଓ ବାଲ୍ୟବିବାହ ବିରୋଧନେଇ ସଚେତନ

ଫୁଲ ବାଣୀ_(ସୁନୀଲପଟନାୟକ)ଦିନକୁ ଦିନ ରାଜ୍ୟ ତଥା କନ୍ଧମାଳ ଜିଲ୍ଲାରେ ବାଲ୍ୟବିବାହ ବୃଦ୍ଧି ପାଉଥିବା ନେଇ ବିଭିନ୍ନ ସ୍ତରରେ ଉଦବେଗ ପ୍ରକାଶ ପାଉଛି । ଫଳରେ ସରକାର ବିଶେଷକରି ତୃଣମୁଳ ସ୍ତରରୁ ଅଙ୍ଗନ ବାଡି କେନ୍ଦ୍ର ଓ ଗ୍ରାମ ସ୍ତରରେ ଆଦ୍ୟ। ଶା କାର୍ଯକ୍ରମ ମାଧ୍ୟମରେ ସଚେତନ କରୁଛନ୍ତି ।ଏହି ଅବସରରେ ଫୁଲବାଣୀ ସହ ର ରେ ଅରବିନ୍ଦ ନଗରରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ବାଲ୍ୟବିବାହ ଓ ଶିଶୁ ଅଧିକାର ଆଇନ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ […]