ଭୁବନେଶ୍ୱର ରିଙ୍ଗ୍‌ ରୋଡ୍‌କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି, ୫ ସହରକୁ ସଂଯୋଗ କରିବ କ୍ୟାପିଟାଲ ରିଜିଅନ୍‌ ରିଙ୍ଗ୍‌ ରୋଡ୍‌, ଖୋର୍ଦ୍ଧା, ଭୁବନେଶ୍ବର, ଆଠଗଡ଼, ଚୌଦ୍ବାର ଓ କଟକକୁ ସଂଯୋଗ କରିବ, ୬ ଲେନ୍‌ ବିଶିଷ୍ଟ ୧୧୧.୨ କିମିର CRRR, ଅଢ଼େଇ ବର୍ଷ ମଧ୍ୟରେ ସରିବ ୬୦୦ କୋଟିର ପ୍ରକଳ୍ପ କାମ

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ, ‘ତୁରନ୍ତ ଜଣାଅ କରୋନା ରଣନୀତି’

ବଢୁଥିବା କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ଏବଂ ଅକ୍ସିଜେନର ଅଭାବ ବିଭିନ୍ନ ରାଜ୍ୟରେ ଦୟନୀୟ ସ୍ଥିତି ସୃଷ୍ଟି କରିଛି । ସେପଟେ ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । କରୋନା ମୁକାବିଲା ରଣନୀତି ସମ୍ପର୍କରେ ସୂଚନା ଦେବାକୁ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ସାରାଦେଶରେ କରୋନା ଦ୍ବିତୀୟ ଲହରର ହାହାକାର ସ୍ଥିତି ଆଣିଦେଇଛି । ଅନେକ ରାଜ୍ୟରେ ଅକ୍ସିଜେନ୍ ସଙ୍କଟ […]

ଅମ୍ଲଜାନ ପରିବହନ କରୁଥିବା ଗାଡିକୁ କେହି ଅଟକାଇ ପାରିବେ ନାହିଁ, ଗାଡି ଅଟକିଲେ ଜିଲ୍ଲାପାଳ,ଏସପି ଦାୟି ରହିବେ

ଦେଶର ବିଭିନ୍ନ ସ୍ଥାନରେ ଅମ୍ଲଜାନ ଅଭାବକୁ ନେଇ ସ୍ଥିତି ସାଂଘାତିକ ହୋଇଥିବା ବେଳେ କେନ୍ଦ୍ର ସରକାର ଡ୍ୟାମେଜ୍ କଣ୍ଟ୍ରୋଲ ମୋଡକୁ ଆସିଛନ୍ତି । ଗୁରୁବାର ଦିନ କେନ୍ଦ୍ର ସମସ୍ତ ରାଜ୍ୟଙ୍କୁ ଅମ୍ଲଜାନ ଉତ୍ପାଦନ ଓ ବିତରଣ ସୁନିଶ୍ଚିତ କରିବାକୁ ଆଦେଶ ଦେଇଛି । ଅମ୍ଲଜାନ ଉତ୍ପାଦନ ଓ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯେମିତି ବିନା ବାଧାରେ ପହଞ୍ଚେ ତାହା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ରହିବ । ଅମ୍ଲଜାନ ପରିବହନରେ କୌଣସି ପ୍ରକାର […]

ଜଗତସିଂହପୁର ବାଲିକୁଦା ଉପକୂଳରେ ବଢି ଚାଲିଛି ବେଆଇନ୍ ଚିଙ୍ଗୁଡି ଘେରି । ହେନ୍ତାଳ ବଣକୁ କାଟି ଜଙ୍ଗଲ ଜମିରେ ଘେରି କରୁଛନ୍ତି ମାଫିଆ

ହଜାର ହଜାର ଜଙ୍ଗଲ ଜମିରେ ବେଆଇନ ଚିଙ୍ଗୁଡ଼ି ଘେରି । ଲୁଚା ଛପାରେ ନୁହେଁ ବରଂ ରାଜସ୍ୱ ଅଧିକାରୀଙ୍କ ପ୍ରତ୍ୟେକ୍ଷ ଓ ପରୋକ୍ଷ ସହଯୋଗରେ ବଡ଼ ବଡ଼ ମେସିନ୍ ଲଗାଇ ଘେରି ଖୋଳାଯାଉଛି । ଏମିତି କି ନଦୀ ଭିତରେ ଓ ବନ୍ଧ ନିକଟରେ କୋଷ୍ଟାଲ ରେଗୁଲେସନ ଜୋନ୍ (ସିଆର୍ଜେଡ୍) ନିୟମକୁ ଉଲଘଂନ କରି ଘେରି କରାଯାଇଛି । ଓଡ଼ିଶା ମେରାଇନ୍ ଫିସୋରିଜ୍ ଆକ୍ଟକୁ ମଧ୍ୟ ଖୋଲା ଉଲଘଂନ କରାଯାଇଛି । ଦାୟିତ୍ୱରେ ଥିବା ରାଜସ୍ୱ ଅଧିକାରୀ […]

କରୋନାର ଦ୍ୱିତୀୟ ଲହର ଝଟକା….. ଲକ ଡାଉନ, ସଟ ଡାଉନ ଓ ନାଇଟ କର୍ଫ୍ୟୁ ପାଇଁ ତମାଖୁ ସହ ରାସନ ସାମଗ୍ରୀର ବ୍ୟାପକ କଳାବଜାରୀ

କନ୍ଧମାଳ,୨୨/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ):ସାରା ବିଶ୍ୱ କରୋନା ମହାମାରୀ କବଳରେ ରହିଥିବାବେଳେ ଏହା ପୁଣିଥରେ ଆମ ଦେଶରେ ଘାତକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ ଶକ୍ତ କରାଯିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଦ୍ବିତୀୟ ଲହରରେ ପୁଣି ସଂକ୍ରମିତଙ୍କ ସଂଖ୍ୟା ଜିଲ୍ଲାରେ ବୃଦ୍ଧି ପାଉଥିବା ଫଳରେ ଓଡ଼ିଶାରେ ମଧ୍ୟ ଦିନକୁ ଦିନ କରୋନାର ପ୍ରଭାବ ବଢିଚାଲିଥିବା ବେଳେ ଦିନକୁ ଦିନ ପଜିଟିଭ ର ସଂଖ୍ୟା […]

କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୨୭ନୁତନ ପଜିଟିଭ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା ୧୫୬ରେ ପହଞ୍ଚିଲା

ଫୁଲବାଣୀ-( ସୁନୀଲ ପଟନାୟକ) ମଙ୍ଗଳବାର କନ୍ଧମାଳ ଜିଲ୍ଲାରେ ପୁଣି୨୭ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ଆଜିର ୨୭ନୂଆପଜିଟିଭ କୁ ମିଶାଇ ପଜିଟିଭ ସଂଖ୍ୟା ୧୫୬ ରେ ପହଞ୍ଚିଛି । ସେହିପରି ଫୁଲବାଣୀ ସହର ସମେତ ଜିଲ୍ଲାରେ ମାଇକ୍ରୋ କଣ୍ଟେନମେଣ୍ଟ ସଂଖ୍ୟା ମଧ୍ୟ ଦିନକୁ ଦିନବୃଦ୍ଧି ପାଉଛି। ସେହିପରି କଣ୍ଟେନମେଣ୍ଟ ଏରିଆ ଓ ଅନ୍ୟ ଅଞ୍ଚଳରେ ସ୍କ୍ରିନିଙ୍ଗ ଓ ସରଭେଲାନସ ମଧ୍ୟ କରାଯାଉଛି। କେବଳ ସେତିକି ନୁହେଁ ପ୍ରଶାସନ ଓ ପୋଲିସ ସହ ର ର […]

ପୁଣି ଅବକାରୀ ବିଭାଗ ସ୍କ୍ୱାଡ଼ ର ଚଢ଼ାଉ, 108 କେଜି ଗଞ୍ଜେଇ ଜବତ, ୩ ଗିରଫ

ଫୁଲବାଣୀ – (ସୁନୀଲ ପଟ୍ଟନାୟକ)ପୁଣି ଅବକାରୀ ବିଭାଗର ଏକ ସ୍କ୍ୱାଡ଼ ଚଢ଼ାଉ କରି 108 କେଜି ଗଂଜେଇ ଚୋରା ଚାଲଣ ବେଳେ ଜବତ କରିଛି l ଗଞ୍ଜେଇ ଚୋରା ଚାଲଣ ହେଉଥିବାବିଶେଷ ସୂତ୍ରରୁ ଖବର ପାଇ ଭୋର 5ଟା ବେଳେ ଫୁଲବାଣୀ ସହର ଗୂଦାରୀ ନିକଟ ସାଧନ ଛକ ଠାରେ ଅବକାରୀ ବିଭା ଗ ଟିମ୍ ଛକି ରହିଥିଲେ lଫିରିଙ୍ଗିଆ ଠାରୁ ଗୋଟି ଏ ବୋଲେରୋ ପିକଅପ୍ ବନ୍ଧା କୋବି ବୋଝେଇ ଗାଡିରେ ଚତୁରତାର ସହ ଏସବୁ […]

ନାବାଳିକା ଅପହରଣ ମାମଲାରେ ଜଣେ ଗିରଫ

ଫୁଲବାଣୀ_(ସୁନୀଲ ପଟନାୟକ) ଏକ ନାବାଳିକା ଅପହରଣ ମାମଲାରେ ଗୁରୁବାର କନ୍ଧମାଳ ଜିଲ୍ଲା ଟିକାବାଲି ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ଭଜଂ ନଗର ନିକଟ ମୁଜାଗଡ଼ ଅଞ୍ଚଳର ଗୁଣ୍ଡରିବାଡିର ହେମନ୍ତ ନା ଏକ ।ଏକ ବିବାହ କାର୍ଯ୍ୟକ୍ରମରୁ ନାବାଳିକାକୁ ହେମନ୍ତ ଅପହରଣ କରିନେଇଥିଲା।ଏନେଇ ନାବାଳିକାର ପରିବାର ଲୋକେ ଟିକାବାଲି ଥାନାରେ ଅଭିଯୋଗ କରି ଥିଲେ।ଫଳରେ ଟିକାବାଲି ପୋଲିସ ଏ ନେଇ ଏକ ମାମଲା ରୁ ଜୁ କରି ଗୁଣ୍ଡରି ବାଡି ଅଞ୍ଚଳରୁ […]

କରୋନା କଟକଣା ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ,ଜିଲ୍ଲାପାଳ ଏସପିଙ୍କ କଡ଼ା ନିର୍ଦ୍ଦେଶ

ଫୁଲବାଣୀ_(ସୁନୀଲପଟନାୟକ) ଅମାନିଆ ହେଲେ ଏଣିକି ଆଉ ଚଳିବନି, କରୋନାକଟକଣାକୁ କଡ଼ାକଡ଼ି ପାଳନ କରାଯିବା ନେଇ ଜିଲ୍ଲାପାଳ ଓ ଏସ ପି ଆଜି ବଜାରର ବିଭିନ୍ନ ସ୍ଥାନ ବୁଲି ଦେଖିବାପରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କରୋନା କଟକଣା କୁ ଲୋକେ ମାନୁନଥିବା ଦେଖିବାକୁ ପାଇଥିଲେ ।ଏଣୁ କରୋନାପାଇଁ ସରକାର ଜାରି କରିଥିବା କଟକଣା ନିୟମିତ ମାସ୍କ ପିନ୍ଧିବା ସହ ବଜାରରେ ଅନ୍ୟୁନ ୬ ଫୁଟ ସାମାଜିକ ଦୁରତା […]