କୋରନା ସଂକ୍ରମଣ ରୋକିବା ପାଇଁ ଦୁଇଦିନିଆ ସଟଡାଉନର ପ୍ରଭାବ, ଦୋକାନ ବଜ଼ାର ବନ୍ଦ, ରାସ୍ତା ଘାଟ ଶୂନଶାନ

ମହାମାରୀ କରୋନା ସଂକ୍ରମଣର ଦ୍ଵିତୀୟ ଲହର ଦ୍ରୁତ ଗତି ରେ ବୃଦ୍ଧି ପାଉଥିବା ରୁ ଏହାକୁ ରୋକିବାକୁ ରାଜ୍ୟସରକାର ଶନିବାର ଓ ରବିବାର ସଟ୍ ଡାଉନ ଘୋଷଣା କରିବା ପରେ ଆଜି କନ୍ଧମାଳ ଜିଲ୍ଲା ର ସଦରମହକୁମା ଫୁଲବାଣୀ ରେ ଦୋକାନ ବଜାର ସବୁ ବନ୍ଦ ରହିଛି l ପୋଲିସ ସହରରେ ପଇଁତରା ମାରିବା ସହ ବିଭି ନ୍ନ ଛକରେ ଯିବା ଆସିବା ଲୋକଙ୍କୁ ଯାଂଚ୍ କରୁଛି l କେବଳ ଜରୁରୀ କାଳୀନ ସେବା ବ୍ୟତୀତ ଦୋକାନ […]

ଜଙ୍ଗଲ ଜମିକୁ ନେଇ କୋଟଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟ ରେ ବିବାଦ, ଗ୍ରାମରେ ଉତ୍ତେଜନା

ଫୁଲବାଣୀ-( ସୁନୀଲ ପଟନାୟକ) ଜଙ୍ଗଲ ଜମିକୁ ନେଇ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି । ଶୁକ୍ରବାର ହରିପୁର ନିକଟସ୍ଥ ଅଭୟାରଣ୍ୟ ଜମି ଅକ୍ତିଆରକୁ ନେଇ ଗୋଟିଏ ପରିବାରକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ଗ୍ରାମରେ ଉତେଜନା ସୃଷ୍ଟି ହୋଇଥିଲା। ଖବର ପାଇ କୋଟଗଡ ବନବିଭାଗ ରେ ଜଂର ସୂର୍ଯ୍ୟକାନ୍ତ ବେହେରା ଓ ତୁମୁଡିବନ୍ଧ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲା।ସୂଚନାଯୋଗ୍ୟଯେ ଅଭୟାରଣ୍ୟ […]

ଆଜିର ରାଶିଫଳ

ଅଦ୍ୟ ଏପ୍ରିଲ ମାସ ୨୪ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-ଶୁକ୍ଳପକ୍ଷତିଥି-ଦ୍ୱାଦଶୀ ରାତ୍ରି ଘ୦୭/୩୫ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର- ପୁର୍ବା ଫାଃ ଦିବା ଘ ୦୭/୧୪ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରା ଫାଃଚନ୍ଦ୍ର-ସିଂହ ଦିବା ଘ ୧୨/୪୪ ପର୍ଯ୍ୟନ୍ତ ତଦନ୍ତେ କନ୍ୟାଯୋଗ- ଧୃବକରଣ-ବବସୌରମାସ- ମେଷ ୧୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୭/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୪୯✧═════•❁❀❁•═════✧ଯୋଗିନୀ ନୈରୁତେ ରାତ୍ରି ଘ୦୭/୩୫ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେବୃଷ ରାଶିର ଘାତ ଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ […]

୬ କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗ6ଜଂଇ ଜବତ, ଜଣେ ଗିରଫ

ଫୁଲବାଣୀ-( ସୁନୀଲ ପଟନାୟକ)ଗୋଛାପଡା ପୋଲିସ କୁ ମିଳିଛି ବଡ ସଫଳତା l ଶୁକ୍ରବାର ସଦର ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ । ବଧାନ ରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଧିକାରୀ ତୃପ୍ତି ରଂଜନ ନା ଏକ ଙ୍କ ନେତୃତ୍ଵରେ ପୋଲିସ ଟିମ ବାଘଡୁଗରୀ ଗ୍ରାମ ଉପରେ ଚଢ଼ାଉ କରି ୬କୁଇଣ୍ଟାଲ ଗ6ଜଂ ଇ ଜବତ କରିବା ସହ ଏ ସଂପର୍କରେ ପୋଲିସ ଜଣଙ୍କୁ ଗିରଫ କରିଥିବାବେଳେ ୪ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ […]

ଫୁଲବାଣୀରେ କରେ।ନା ସଚେତନତା

* ଫୁଲବାଣୀ- (ସୁନୀଲ ପଟନାୟକ) ଦେଶ, ରାଜ୍ୟ ଓ ଜିଲ୍ଲା ରେ କରେ। ନାରଦ୍ୱିତୀୟ ଲହର ଏବେ. ସମସ୍ତଙ୍କୁ ଆତଙ୍କିତ କରିଛି । ସେହିପରି ଦିନକୁ ଦିନକରୋନାର ଗ୍ରାଫ ମଧ୍ୟ ବଢିବାରେ ଲାଗିଛି ଜିଲ୍ଲାରେ। ଜିଲ୍ଲାରେକରୋନା ରେ ବର୍ତ୍ତମାନ ସୁଧା ୧୮୮ଜଣ କରେ ।ନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେହିପରି ୨ଜଣ ଙ୍କ ମୁଣ୍ଡ ମଧ୍ୟ ନେଇ ସାରିଲାଣି କରେ । ନା।ତଥାପି ମଧ୍ୟ କିଛି ଅମାନିଆ ଲୋକ ସଚେତନ ନ ହୋଇ ସରକାରଙ୍କ ନୀତି ନିୟମ […]

ଆଠଗଡ ସବଡିଭିଜନ ରେ ମାସ୍କ ଚେକିଙ୍ଗ ହେବ କଡାକଡି,ଉପଖଣ୍ଡ ସ୍ତରୀୟ ବୈଠକରେ ପ୍ରକାଶ କଲେ ଉପଜିଲାପାଳ

ଆଠଗଡ(ଉଲାପ୍ର)ଦିନକୁଦିନ କରୋନା ଭୟାନକ ରୂପ ନେଉଥିବା ବେଳେ କଟକ ଜିଲ୍ଲା ଆଠଗଡ ପ୍ରଶାସନ ତରଫରୁ ଶୁକ୍ରବାର ଦିନ ଉପଜିଲାପାଳ ଙ୍କ ଅଫିସ କାର୍ଯ୍ୟାଳୟ ରେ ଏକ ବୈଠକ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି, ଏଥିରେ ଆଠଗଡ ସହର ସହିତ ଆଠଗଡ ଉପଖଣ୍ଡ ର ଆଠଗଡ, ତିଗିରିଆ, ବଡମ୍ବା, ନରସିଂହପୁର ତହସିଲ ଅଞ୍ଚଳରେ କଡାକଡି ମାସ୍କ ଚେକିଙ୍ଗ କରାଯିବା ପାଇଁ ନୀତିଗତ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି,ଏତଦ ବ୍ୟତୀତ,ଆଠଗଡ ସହରର ଦୁର୍ଗାବଜାର, ପୁରୁଣା ବସ ଷ୍ଟାଣ୍ଡ,କନ୍ତଲ […]

ଦୋକାନ ଘର ଆବ ଣ୍ଟନ ହେଉନି ଦେଢ଼ କୋଟି ଟଙ୍କା ପାଣିରେ ପଡିଲା

ଫୁଲବାଣୀ- (ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ର ଷ୍ଟାଡିୟମ ସମ୍ମୁଖରେ ଆଦିବାସୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ସଂରକ୍ଷିତ ରଖିବା ସହ ବିକ୍ରୀ କରିବାଲାଗି ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ୧୦ଗୋଟି ଦୋକାନ ଗୃହ ସମେତ ବିଶାଳଗୋଦାମ ଗୃହ ମଧ୍ୟ ନିର୍ମାଣ କରାଯାଇଥିଲା।ଏଥିରେ ପ୍ରାୟ ଦେଢ କୋଟି ଟଙ୍କା ଖର୍ଚ କରାଯାଇଥିଲା ।୨୦୧୫ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୭ ମସିହାରେ ଶେଷ ହୋଇଥିଲା । ହେଲେ ଆଜିକୁ ୪ବର୍ଷ ବିତିଯାଇଥିଲେ ମଧ୍ୟ ଏ ସବୁ […]

କରେନାକୁ ମାତ ଦେବା ଲାଗି ପ୍ରଶାସନର ଯୋରସୋର ଉଦ୍ୟମ, ଥର୍ମାଲ ସ୍କ୍ରିନିଙ୍ଗ ସହ ସ୍ୱାସ୍ଥ୍ୟଯାଞ୍ଚ

ଫୁଲବାଣୀ- (ସୁନୀଲ ପଟନାୟକ) ମହାମାରୀ କରୋନାର ଦ୍ୱିତୀୟ ଲହରକୁ ମାତ ଦେବା ଲାଗିକରି କନ୍ଧମାଳ ଜିଲ୍ଲା ପ୍ରଶାସନ ଯୋରସୋର ଉଦ୍ୟମ ଚଳାଇଛି । ସହରଠୁ ଆରମ୍ଭ କରି ଗ୍ରାମାଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ,ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଥର୍ମାଲ ସ୍କ୍ରିନିଙ୍ଗ କରୁଛନ୍ତି । କାହାକୁ ଜ୍ଵର , ଥଣ୍ଡା କାଶ କିମ୍ବା ଅନ୍ୟାନ୍ୟ ସମସ୍ୟାକଣରହିଛି ତାହା ପଚାରି ବୁଝୁଛନ୍ତି । ସେହିପରି ଜ୍ଵର ଥଣ୍ଡା ଥିଲେ ଡାକ୍ତରଙ୍କ ପରାମର୍ଶ ନେବା […]

ଆଜିର ରାଶିଫଳ

୨୩ ଏପ୍ରିଲ ୨୦୨୧ ମେଷ ରାଶିଆଜି ଅତ୍ମୀୟଙ୍କ ଗହଣରେ ମନର ଦୁଃଖକୁ ସାମୟିକ ପାଶୋରୀ ଦେବେ। ଦ୍ୱିତୀୟଭାବରେ ଏକାଧିକ ଗ୍ରହ ବାକ୍‌ସଂଯମ ଅଭାବରୁ ସମସ୍ୟା ସୃଷ୍ଟି କରିପାରେ। କଳା, ସାହିତ୍ୟ, ଗବେଷଣା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରୁ ଲାଭବାନ ହେବେ। ସାୟାହ୍ନେ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍‌ କରିପାରନ୍ତି। ବୃଷଚତୁଃଗ୍ରହଯୋଗ କାରଣରୁ କର୍ମକ୍ଷେତ୍ରରେ ସାହାଯ୍ୟ ଓ ସହଯୋଗର ସୁଅ ଆପଣଙ୍କ ପାଖକୁ ଆପଣାଛାଏଁ ଆସିବ। ଶନି ଦୃଷ୍ଟିରୁ ଅପେକ୍ଷା କରିଥିବା କାମ ବିଳମ୍ବରେ ହେବ। କୌଣସି ବନ୍ଧୁଙ୍କ […]