ଆଜିର ରାଶିଫଳ

ଅଦ୍ୟ ଏପ୍ରିଲ ମାସ ୨୬ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-ଶୁକ୍ଳପକ୍ଷତିଥି-ଚତୁର୍ଦ୍ଧଶୀ ଦିବା ଘ୦୧/୦୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମାନକ୍ଷତ୍ର- ଚିତ୍ରା ରାତ୍ରି ଘ ୧୧/୫୮ ପର୍ଯ୍ୟନ୍ତ ତଦନ୍ତେ ସ୍ଵାତୀଚନ୍ଦ୍ର-କନ୍ୟା ଦିବା ଘ୦୧/୨୫ ପର୍ଯ୍ୟନ୍ତ ତଦନ୍ତେ ତୁଳାଯୋଗ- ହର୍ଷଣକରଣ- ବାଣିଜ୍ୟସୌରମାସ- ମେଷ ୧୩ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୫୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ଦିବା ଘ୦୧/୦୫ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେମିଥୁନ ରାଶିର ଘାତବାରଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ ୦୭/୦୧ ଗତେ […]

ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱାସ୍ଥ୍ୟ ଆରୋଗ୍ୟ ଦିବସ ପାଳିତ

ଆଠଗଡ( ଉଲାପ୍ର)ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ମେଘା ସେକ୍ଟର ର ବେଣ୍ଟପଦା, କନ୍ଦରପୁର ଓ କଟକିଆସାହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ମେଘା ସେକ୍ଟର ର ବରିଷ୍ଠ ବହୁମୂଖୀ ସ୍ବାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ୍ ଙ୍କ ସଂଯୋଜନାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ପାଳିତ ହୋଇଯାଇଛି, ଏହି ଅବସରରେ ସପ୍ତାହବ୍ୟାପୀ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଯୋଜନା ସଂଯୋଜିକା ପୁଷ୍ପାମିତ୍ରା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ଆଶା,ଅଙ୍ଗନୱାଡି କର୍ମୀ […]

ପୂର୍ବତନ ସାଂସଦ ସୁଗ୍ରୀଵ ସିଂ ଙ୍କ ପରଲୋକ, ବିଭିନ୍ନ ମହଲ ରେ ଶୋକ

ଫୁଲବାଣୀ -(ସୁନୀଲ ପଟନାୟକ ) କନ୍ଧମାଳ ର ପୂର୍ବତନବିଜେ ଡ଼ି ସାଂସଦ ଓ , ପୂର୍ବତନ ମୁନିସିପାଲଟି ଅଧ୍ୟ କ୍ଷ ସୁଗ୍ରୀଵ ସିଂ ଙ୍କ ଆଜି ଭୁବେନନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ସିଂ ଙ୍କ ଅକାଳ ମୃତ୍ୟୁ ରେ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜ଼ିଲ୍ଲା ରେ ଶୋକ ର ଛାୟା ଖେଳିଯାଇଛି l ସ୍ୱଗର୍ତ ସିଂ କିଛି ବର୍ଷଧରି ସାମ୍ବାଦିକତା କରୁଥିଲେ lସାମ୍ବାଦିକତା ରୁ […]

ନରସିଂହପୁର ମେଡିକାଲ ରେ ଡାଇଲିସିସ ମେସିନ ଉଦଘାଟିତ

ନରସିଂହପୁର(ଉଲାପ୍ର)ନରସିଂହପୁର ମେଡ଼ିକାଲ ରେ ହେପଟାଇଟିସ ସି ଭାଇରସ ଡାଇଲିସିସ ମେସିନ ର ଶୁଭାରମ୍ଭ ହୋଇଯାଇଛି, ଏହାକୁ ବିଧାୟକ ଦେବୀ ପ୍ରସାଦ ମିଶ୍ର ଶୁଭାରମ୍ଭ କରିଥିଲେ,ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ।ଏହି ମେସିନ ଉଦଘାଟିତ ହେବା ପରେ ସ୍ତାନୀୟ ଅଞ୍ଚଳର ଲୋକେ ଏହାର ସୁବିଧା ପାଇ ପାରିବେ ବୋଲି ଆଶା କରାଯାଉଛି।

ବ୍ଲକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ, ୬୬ ୟୁନିଟ ରକ୍ତ ସଂଗ୍ରହ

ନରସିଂହପୁର(ଉଲାପ୍ର)ନରସିଂହପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ଚମ୍ପେଶ୍ୱର ଚମ୍ପାନଥ ପୀଠ ପର୍ଯ୍ୟଟନ ବ୍ୟାଖ୍ୟାନକେନ୍ଦ୍ର ପରିସରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ନରସିହପୁର ଅଞ୍ଚଳ ର ବହୁ ଯୁବ ଛାତ୍ର ଅଂଶ ଗ୍ରହଣ କରି ରକ୍ତ ଦାନ କରିଥିଲେ । ଶିବିର ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ଦେବୀ ପ୍ରସାଦ ମିଶ୍ର ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ ଯୋଗ ଦେଇ ରକ୍ତ ଦାନ ମହତ୍ ଦାନ ସମ୍ବନ୍ଧ […]

ଇଣ୍ଡିଆନ୍ ବ୍ୟାଙ୍କ ଅଲରା ଶାଖା ନୂତନ ଗୃହର ଉଦଘାଟନ

ନରସିଂହପୁର(ଉଲାପ୍ର)ନରସିଂହପୁର ବ୍ଲକ ଅନ୍ତର୍ଗତଅଲରା ଗ୍ରାମରେ ଥିବା ଇଣ୍ଡିଆନ ବ୍ୟାଙ୍କର ନୂତନ ଗୃହର ଶୁଭ ଉଦଘାଟନ ହୋଇଛି। ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରାକ୍ତନ ସାଂସଦ ଡକ୍ଟର ପ୍ରସନ୍ନ ପାଟଶାଣୀ ଯୋଗଦେଇ ନୂତନ ଗୃହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଭାଗବତ ଗୋସାଇଁ ଅନୁଷ୍ଠାନର ଟ୍ରଷ୍ଟି ଶତ୍ରୁଘ୍ନ ନାୟକ ସ୍ୱାଗତ ଅଭିଭାଷଣ ରଖିଥିଲେ ଓ ବ୍ୟାଙ୍କ ମ୍ୟାନେଜର ବିଭୁଦତ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ସଭାପତି ଶିଶିର ଧଳ, ପୂର୍ବ […]

ତିଗିରିଆ ଯମୁନାବନ୍ଧ ନିକଟରୁ ଲକ୍ଷାଧିକ ଟଙ୍କାର କାଠ ଜବତ

ତିଗିରିଆ(ଉଲାପ୍ର)ଆଠଗଡ ବନଖଣ୍ଡ ଅଧିକାରୀ ଗୋପୀନାଥ ସୁଦର୍ଶନ ଯାଦବ ଙ୍କ ନିର୍ଦ୍ଦେଶ ଅନୁସାରେ ତିଗିରିଆ ସେକ୍ସନ ଅନ୍ତର୍ଗତ ଯମୁନା ବନ୍ଧ ଠାରେ ଆଠଗଡ଼ ବନାଞ୍ଚଳ ତରଫରୁ ଚଢାଉ କରାଯାଇ 70 ସିଫ୍ଟ ର ଆକାସିଆ ପଟା, ଗୋଟେ ଆମ୍ବ ଲଗ ଓ କରତ ଜବତ କରାଯାଇଛି,ଦୀର୍ଘଦିନ ହେଲା ତିଗିରିଆ ଅଂଚଳରେ ଏଭଳି ଚୋରା କାଠ ବ୍ୟବସାୟ ଚାଲୁ ରହିଥିଲା, ଆଠଗଡ ଡିଏଫଓ ଖବର ପାଇବା ପରେ ଆଠଗଡ ରେଞ୍ଜର ଆଇଶା ଅଖତାର ନିଶାଙ୍କୁ ଖବର ଦେବାପରେ ଏହି ଚଢାଉ […]

କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନର କର୍ମକର୍ତା ମନୋନୀତ

ଫୁଲବାଣୀ 🙁 ସୁନୀଲ ପଟନାୟକ) ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ କନ୍ଧମାଳ ଜିଲ୍ଲାର ଫ୍ରଣ୍ଟଲାଇନ ସାମ୍ବାଦିକ ମାନଙ୍କ ଏକ ବୈଠକ ଫୁଲବାଣୀ ସ୍ଥିତ ଗୁଦାରୀ ଠାରେ ଅନୁଷ୍ଠିତ ହୋଇଯାଇଛି !ସରକାର ଏବଂ ଜିଲ୍ଲା ପ୍ରଶାସନର କୋଭିଡ କଟକଣାକୁ ଏବଂ ଗାଇଡ଼ ଲାଇନ ଅନୁସାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି !ବୈଠକରେ କନ୍ଧମାଳ ଜିଲ୍ଲାର ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମସ୍ତ ଜିଲ୍ଲା ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ !ବୈଠକ ଆରମ୍ଭ ହେବା ପୂର୍ବରୁ କରୋନା ମହାମାରୀର ଶିକାର […]