ସ୍ୱାମୀଙ୍କଦ୍ଵିତୀୟବିବାହ ଅଭିଯୋଗ କରି ନ୍ୟାୟ ପାଇଁ ଏସପିଙ୍କ ଦ୍ଵାରସ୍ଥ ପ୍ରଥମ ସ୍ତ୍ରୀ

ଫୁଲବାଣୀ- (ସୁନୀଲ ପଟନାୟକ) _ ନ୍ୟାୟ ପାଇଁ ଦ୍ଵାର ଦ୍ଵାର ବୁଲୁଛନ୍ତି ମହିଳା ନିଜ ସ୍ୱାମୀ ଙ୍କୁ ପାଇବା ପାଇଁସଂଘର୍ଷ କରୁଛନ୍ତି l ଫିରିଙ୍ଗିଆ ବ୍ଳକ ର ରବିଙ୍ଗିଆ ଗ୍ରାମ ର ସ୍ଵର୍ଣ୍ଣ ପ୍ରଭା କହଁର ।ଗତ 2009 ଜୁନ ରେ ଖଜୁରୀପଡ଼ା ଦରଡି ଗ୍ରାମର ସ୍ଵର୍ଣ୍ଣ ପ୍ରଭା ରବିଙ୍ଗିଆ ଗ୍ରାମ ର ପ୍ରତାପ କହଁର ଙ୍କୁ ବୈଦିକରିତୀରେ ବିବାହ କରିଥିଲେ l ପ୍ରତାପଙ୍କ ଗୋଟଏ ଝିଅ ଓ ଗୋଟଏ ପୁଅ ଥିବା ସ୍ୱତେ ସେ ପୁଣି […]

ଗୋଛାପଡ଼ା ପୋଲିସ ଦ୍ୱାରା ମିଲିସିଆ ଗିରଫ,ମାଓ ପୋ ଷ୍ଟର ଜବତ

ଫୁଲବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ପୋଲିସ ବୁଧବାର ଜଣେ ମିଲିସିଆ କୁ ଗିରଫ କରିଛି। ଗିରଫ ଜଣଙ୍କଫିରିଙ୍ଗିଆ ବ୍ଳକ ସୁମର ବନ୍ଧ ଗ୍ରାମର ରାମଦାସ କହଁର ବୋଲି ଗୋଚ୍ଛାପଡ଼ା ପୋଲିସ କହିଛି । ରାମଦାସ ନିକଟରୁ ପୋଲିସ ମାଓ ପୋଷ୍ଟର ଜବତ କରିଛି । ବୁଧବାର ରାମଦାସ ଫିରିଙ୍ଗିଆରେ ଥିବା ଖବର ପାଇ ଗୋଛାପଡ଼ା ପୋଲିସ ଗିରଫ କରିଥିଲା।ଗତ ୫/୪/୨୧ରେ ରାଇଘର ଠାରେ ପୋଲିସ-ମାଓବାଦୀ ଏନ କାଉଣ୍ଟରରେ ସେ ସାମିଲ ଥିବା ଜଣାପଡିଛି। […]

..କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୫୩ନୁତନ ପଜିଟିଭ ଚିହ୍ନଟ, ଫୁଲ ବାଣୀ ସହରରୁ ସର୍ବାଧିକ ୧୧ପଜିଟିଭ .ମୋଟ ପଜିଟିଭ ସଂଖ୍ୟା୩୦୦ଛୁଇଁ ଲା

ଫୁଲବାଣୀ-( ସୁନୀଲ ପଟନାୟକ) ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯାକନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି। ବୁଧବାର ଜିଲ୍ଲାରେ ପୁଣି ୫୩ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ସର୍ବାଧିକ ୧୧ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ବ୍ଳକ ଅଞ୍ଚଳରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଆଜିର ସହରର୧୧କରେ। ନା ପଜିଟିଭ ମଧ୍ଯରୁ .ଏଆରସିସ ଅଫସ ଜଣେ, କୋର୍ଟଛକରୁ ଜଣେ ,ଟେଲିଫୋନ କଲେ । ନୀ ଜଣେ, ଫରେଷ୍ଟ କଲୋନୀ […]

ଆଠଗଡ ରେ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ଆଠଗଡ(ଉଲାପ୍ର)ଆଠଗଡ ରେ ସ୍ୱତନ୍ତ୍ର ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି, ଆଠଗଡ ର ପୂର୍ବତନ ଆଇନଜୀବୀ ସ୍ବର୍ଗତ ଧନୁର୍ଦ୍ଧର ରାଉତ ସୁପୁତ୍ର ଆଇନଜୀବୀ ପ୍ରସନ୍ନ କୁମାର ରାଉତଙ୍କ ଚାମ୍ବରରେ ଅନୁଷ୍ଠିତ ହୋଇଥିଲା ମଧୁସୂଦନ ଦାସଙ୍କ ଜୟନ୍ତୀ,ଏହି ଅବସରରେ ଆଠଗଡ ର ବରିଷ୍ଠ ଆଇନଜୀବି ପ୍ରାଣକୃଷ୍ଣ ଦାଶ, ଅଦେଇତ ଚରଣ ପଣ୍ଡା,ଅଶୋକ କୁମାର ପଟ୍ଟନାୟକ, ରାମ ନାରାୟଣ ମହାନ୍ତି,ଜଗଦାନନ୍ଦ ତ୍ରିପାଠୀ,ବନ ବିହାରି ସାହୁ,ପ୍ରତାପ ପଟ୍ଟନାୟକ, ସୁଶାନ୍ତ ମିଶ୍ର,ଜ୍ଞାନରଞ୍ଜନ ମହାପାତ୍ର, ସତେନ ପଣ୍ଡା,ଜ୍ଞାନ ଧଳ […]

ଆଠଗଡ ରେ କରୋନା ଲହର ଜାରି,ପ୍ରଶାସନ ସ୍ଥାଣୁତା,ଉପଜିଲ୍ଲାପାଳ ଙ୍କୁ ଅଭୟ ଦେଲେ ଦାବିପତ୍ର

ଆଠଗଡ(ଉଲାପ୍ର)କରୋନାର ଦିତୀୟ ଲହର ଆଠଗଡ ରେ ସମ୍ପୂର୍ଣ ବାରିହୋଇ ପଡୁଛି, ଗତ ପଚିଶ ଦିନ ମଧ୍ୟରେ ଆଠଗଡ ସହର ସହିତ ବ୍ଲକ ରେ ଦୁଇଶହ ରୁ ଅଧିକ ଆକ୍ରାନ୍ତ ରେ କରୋନାରେ ଚିହ୍ନଟ ହୋଇ ସାରିଲେଣି,ହେଲେ ଆଠଗଡ ପ୍ରଶାସନ କିମ୍ବା ବିଜ୍ଞାପିତ ଅଞ୍ଚଳ ପରିଷଦର ଚେତା ପସୁନି, ଯୋଉଥି ପାଇଁ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି,ଏହାରି ମଧ୍ୟରେ ଯୋଉମାନେ କ ରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ମେଡ଼ିସିନ ଦେଇ ତାର କାମ […]

କରୋନାକଟକଣା ସତ୍ତ୍ଵେ କନ୍ଧମାଳ ପରିବହନ ବିଭାଗର ୭କୋଟି୮୬ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ,

ଫୁଲବାଣୀ-( ସୁନୀଲ ପଟନାୟକ) ମହାମାରୀ କରେ । ନା କଟକଣା ସତ୍ତ୍ଵେ ଗତ ୨୦୨୦ / ୨୧ଆର୍ଥୀକ ବର୍ଷରେ କନ୍ଧମାଳ ପରିବହନ ବିଭାଗ ପକ୍ଷରୁ ୭କୋଟି୮୬ ଲକ୍ଷ ୪୮ହଜାର୬୬୦ ଟଙ୍କା ରାଜସ୍ଵ ଆଦାୟ ହୋଇଥିବା ପରିବହନ ବିଭାଗ ପକ୍ଷରୁ ଜଣାପଡିଛି । କରେ । ନା ସଂକ୍ରମଣ ଦୃଷ୍ଟିରୁ ଗତବର୍ଷ ସରକାରଙ୍କ କରେ । ନା କଟକଣା ପ୍ରକାରେ ମାର୍ଚ୍ଚ ମାସରୁ ପାଖାପାଖିନଭେମ୍ଵର ମାସ ଯାଏ ପରିବହନକାର୍ଯ୍ୟାଳୟ ବନ୍ଦ ରହିଥିଲା। ଫଳରେ ସରକାର ଗତ ୨୦୨୦/୨୧ ବର୍ଷ […]

ଆଜିର ରାଶିଫଳ

ଅଦ୍ୟ ଏପ୍ରିଲ ମାସ ୨୮ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-କୃଷ୍ଣପକ୍ଷତିଥି-ପ୍ରତିପଦ ପ୍ରାତଃ ଘ୦୫/୩୦ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାନକ୍ଷତ୍ର- ବିଶାଖା ସଂ ଘ ୦୫/୫୮ ପର୍ଯ୍ୟନ୍ତ ତଦନ୍ତେ ଅନୁରାଧାଚନ୍ଦ୍ର-ତୁଳା ଦିବା ଘ୧୨/୪୩ ପର୍ଯ୍ୟନ୍ତ ତଦନ୍ତେ ବିଛାଯୋଗ- ବ୍ୟତିପ।ତକରଣ- କୌ ଳବସୌରମାସ- ମେଷ ୧୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୫୯✧═════•❁❀❁•═════✧ଯୋଗିନୀ ପୂର୍ବେ ପ୍ର।ତଃ ଘ୦୫/୩୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେକର୍କଟ ରାଶିର ଘାତବାରଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ ୦୮/୩୧ ଗତେ ଘ୧୦/୦୭ […]

ପୂର୍ବତନ ସାଂସଦ ସୁଗ୍ରୀଵ ସିଂ ଙ୍କ ପରଲୋକରେ ପ୍ରେସ କ୍ଲବ ଓ ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ ପକ୍ଷରୁ ଶୋକ

ଫୁଲବାଣୀ -(ସୁନୀଲ ପଟନାୟକ ) କନ୍ଧମାଳ ର ପୂର୍ବତନବିଜେ ଡ଼ି ସାଂସଦ ଓ , ପୂର୍ବତନ ମୁନିସିପାଲଟି ଅଧ୍ୟ କ୍ଷ ସୁଗ୍ରୀଵ ସିଂ ଙ୍କ ଅକାଳ ମୃତ୍ୟୁରେ କନ୍ଧମାଳ ଜିଲ୍ଲା ଫ୍ରଣ୍ଟ ଲାଇନ ମିଡିଆ ଏ ସୋସିଏସନ ପକ୍ଷରୁ କଗଭୀର ଶୋକ ବ୍ୟକ୍ତ କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଏନେଇ ଆଜି ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ ପକ୍ଷରୁ ପ୍ରେସକ୍ଲ୍ଵବ ଠାରେ ସୁଜିତ ବେହେରା ଙ୍କ ସଭାପତି ତ୍ଵ ରେ […]

ବାଲିଗୁଡା:ଜୀବନ ଜ୍ୟୋତି କଳା ପରିଷଦ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା,୨୭/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତବର୍ଷ ପୁଣି କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମ ପଞ୍ଚାୟତରେ ଜୀବନ ଜ୍ୟୋତି କଳା ପରିଷଦ ତରଫରୁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାରଖମା ହାଇସ୍କୁଲ ଛକଠାରୁ ରାଜିବ ଗାନ୍ଧୀ ସେବା କେନ୍ଦ୍ର ପର୍ଯ୍ୟନ୍ତ ଏକ ପଦଯାତ୍ରା କରି ଦୋକାନ ବଜାର,ଛକ, ବ୍ୟାଙ୍କ, ଅଫିସ ସବୁଠି ଲୋକ ମାନଙ୍କୁ କରୋନା ସଚେତନ ବାର୍ତ୍ତା ଜଣାଇ ଦିଆଯାଇଥିଲା। ପରିଷଦର […]

ମାହାଙ୍ଗା ସାଇବାବା ମନ୍ଦିରରେ ନୂତନ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ମାହାଙ୍ଗା (ଉଲାପ୍ର)ମାହାଙ୍ଗା ଜରିଆ ନଦୀ କୂଳରେ ଅବସ୍ଥିତ ସାଇବାବାଙ୍କ ମନ୍ଦିରରେ ଶ୍ରୀ ଶ୍ରୀ ଶିରିଡ଼ି ସାଇବାବାଙ୍କ ଏକ ମାର୍ବଲ ମୂର୍ତ୍ତି ସ୍ଥାପନ କରାଯାଇ ଆଜି ପ୍ରାତଃ ସମୟରେ ସେଥିରେ ପ୍ରାଣ ପ୍ରତିଷ୍ଠା କରାଯାଇଛି । ସାଇ ପ୍ରଶାନ୍ତି ଟେମ୍ପୂଲ୍ ଟ୍ରଷ୍ଟ, ମାହାଙ୍ଗା ତରଫରୁ କୋଭିଡ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଯଥାବିଧି ସମ୍ପନ୍ନ କରାଯାଇଥିଲା । ଦୀର୍ଘ ତିନିଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁପ୍ତ ଗଙ୍ଗା ଭାବେ ପରିଚିତ ଜରିଆ ନଦୀ ଆଳତୀ, ନିକଟସ୍ଥ ସମସ୍ତ […]