ଘରକୁ ଯାଇ ଛାତ୍ରୀ ଙ୍କୁ ଜାତି ପ୍ରମାଣ ପତ୍ର ଦେଲେ କ,ନୂଆଗାଁ ବିଡ଼ିଓ
ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କ. ନୂଆଗାଁ ବିଡ଼ିଓ ତଥା ଅତିରିକ୍ତଦାଇତ୍ବରେ ଥିବା ତହସିଲଦାର ଜୟ ଦେବ ଦାସଙ୍କ ମହାନତା ଦେଖିବାକୁମିଳିଛି lବିଡ଼ିଓ ଦାଶ ଦୁଇ ଦୁଇଟା ଦାଇତ୍ୱ ରେ ରହି ସମସ୍ତ ବ୍ୟସ୍ତତାମଧ୍ୟରେ ନିଜେ ଗାଁ କୁ ଯାଇ ଛାତ୍ରୀ ଙ୍କୁ ଜାତିଗତ ପ୍ରମାଣପତ୍ର ଘରେ ଦେଈ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି lଯାହାକୁ ନେଇ ଏବେ ଚର୍ଚା ଯୋର ଧରିଛି lସୂଚନା ଯୋଗ୍ୟ, ଯେ କ. ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗେଡା ଗ୍ରାମର […]