ପୁଣି ଅବକାରୀ ବିଭାଗ ସ୍କ୍ୱାଡ଼ ର ଚଢ଼ାଉ, ଏକ କୁଇଣ୍ଟାଲ ର ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ୬ ଗିରଫ

ଫୁଲବାଣୀ – (ସୁନୀଲ ପଟ୍ଟନାୟକ)ପୁଣି ଅବକାରୀ ବିଭାଗର ଏକ ସ୍କ୍ୱାଡ଼ ଚଢ଼ାଉ କରି ଏକ କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଂଜେଇ ଚୋରା ଚାଲଣ ବେଳେ ଜବତ କରିଛି l ଗଞ୍ଜେଇ ଚୋରା ଚାଲଣ ହେଉଥିବାବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ସୁପରିଟେଣ୍ଡଣ୍ଟଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ସ୍କ୍ବାର୍ଡ ଟିମ ସଦଳବଳେ ଫୁଲବାଣୀ ସହରର ମୁଖ୍ୟ ରାସ୍ତାରେ ପଇଁତରା ମାରିବା ସହ ସତର୍କ ନିଜର ମଧ୍ୟ ରଖିଥିଲା।ଫିରିଙ୍ଗିଆ ଠାରୁ ଗୋଟି ଏ ବୋଲେରୋ ପିକଅପ୍ ଓ ଫଲେ । କରି […]

କରୋନା ସନ୍ଦେହରେ ପଡ଼ି ରହିଲା ଶବ, ବିଧାୟକଙ୍କ ହସ୍ତକ୍ଷେପ ପରେ ହେଲା ବ୍ୟବଚ୍ଛେଦ,

ନରସିଂହପୁର ( ଉଲାପ୍ର)ନରସିଂହପୁର ବ୍ଲକ ଅନ୍ତର୍ଗତ ବଡଭୁଇଁ ଭଗତପୁର ଗ୍ରାମର ଜଣେ 33 ବର୍ଷ ଯୁବକ ତଥା କଟକ ଜିଲ୍ଲାର ସାଲେପୁର ତହସିଲ ଅଧୀନରେ ଥିବା ଦୁଇଟି ସର୍କଲ ରେ ରାଜସ୍ବ ନିରୀକ୍ଷକ ଥିବା ଜୈନେକ କର୍ମଚାରୀ ଙ୍କର କରୋନା ଆକ୍ରାନ୍ତ ରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ରୁ ପ୍ରକାଶ ଯେ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ ଶନିବାର ସନ୍ଧ୍ୟାରେ ନରସିଂହପୁର ମେଡ଼ିକାଲ କୁ ଚିକିତ୍ସା ପାଇଁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ […]

କନ୍ଧମାଳ ରେ ପୁଣି ୬୨ନୁତନ ପଜିଟିଭ ଚିହ୍ନଟ, ଫୁଲ ବାଣୀ ସହରରୁ ସର୍ବାଧିକ ୧୦ ପଜିଟିଭ,ମୋଟ ପଜିଟିଭ ସଂଖ୍ୟା ୪୪୮

ଫୁଲବାଣୀ-( ସୁନୀଲ ପଟନାୟକ) ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯା କନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି। ସୋମବାର ଜିଲ୍ଲାରେ ପୁଣି ୬୨ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୦ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।ଆଜି ସହର ର୧୦କରେ। ନା ପଜିଟିଭ ମଧ୍ୟରୁ ପେଜିଂ ସାହିରୁ ୨ ଜଣ ଚିହ୍ନଟ ହୋଇଥିବାବେଳେକେନ୍ଦୁପଦର ୨,ମେଡିକାଲ କାମ୍ପସ ୧,ନଦୀ ଖଣ୍ଡି ସାହି ୧ନାରାୟଣୀ ରୋଡ୨, ଭିଜିଲାନ୍ସ ଅଫିସ୍ ନିକଟ ୧, ଓକଣ୍ଟ […]

୪ବର୍ଷ ହେଲା କୁ ଅ ଖୋଳି ପାଉଣା ମିଳିଲାନି ପଞ୍ଚାୟତ ସମୁଖରେ ଅନଶନ ରେ ବସିଲେ ହିତାଧିକାରୀ

ଫୁଲ ବାଣୀ- (ସୁନୀଲ ପଟନୀୟକ) ମାସେ କି ଦିମାସ ନୁହେଁ ଦୀର୍ଘ ଓ ବର୍ଷ ହେଲାଣି ପ୍ରାପ୍ୟ ମିଳିଲାନି। ଶେଷରେ ବାଧ୍ୟ ହୋଇ ଗ୍ରାମପଞ୍ଚାୟତ ସମ୍ମୁଖରେ ଅନଶନରେ ବସିଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ଦୂତିପଡ଼ା ପଞ୍ଚାୟତର ପାତ୍ରପଡ଼ା ଗ୍ରାମ ର ହିତାଧିକାରୀ ସୁରେନ୍ଦ୍ର ବେହେରା।ସୁରେନ୍ଦ୍ର ଗତ ୨୦୧୬ମସିହାରେ ପାତ୍ରପଡ଼ା ଗ୍ରାମରେ କୁଆଡେ ଏକ କୁଅର ମରାମତି ଓ ତିଆରି କରିଥି ଲେ ଗୋଟିଏ କୁପ। ହେଲେ ଏ ଯାଏ ସୁରେନ୍ଦ୍ର ନିଜରପାରିଶ୍ରମିକ ଟଙ୍କା ଗଣ୍ଡାକ ପାଇବାପାଇଁ […]

କନ୍ଧମାଳ ଏବିଭିପି ପକ୍ଷରୁ କରେ।ନା ସଂକ୍ରମିତ ଙ୍କ ଘର ସମେତ ବିଭିନ୍ନ ସ୍ଥାନ ସାନି ଟାଇଜ

ଫୁଲବାଣୀ-(ସୁନୀଲ ପଟନାୟକ) ଦିନକୁ ଦିନ ସହରରେ କରୋନାପଜିଟିଭ ଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ଫଳରେ ପ୍ରଶାସନଠୁ ଆରମ୍ଭ କରିସମସ୍ତେ ଏହାକୁ ନେଇ ଚିନ୍ତିତ ଥିବାବେଳେ କରେ । ନ।କୁ ରୋକ ଲଗାଇବା ପାଇଁ ଏ ବିଭିପି ଏବେ ଅଣ୍ଟାଭିଡିଛି ।କନ୍ଧମାଳ ଜିଲ୍ଲା ଏ ବିଭିପି ପ୍ରମୁଖ ଶିବାଶିଷ ପଣ୍ଡା ଙ୍କ ନେତୃତ୍ୱ ରେ ଏବିଭିପି ସଦସ୍ୟ ଓ ସଦସ୍ୟାମାନେ କୋରନା ମାହାମ ।ରୀ ସମୟରେ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି। ଆଜି ଫୁଲବାଣୀ ବସଷ୍ଟାଣ୍ଡ ଠାରେ […]

ଆଜିର ରାଶିଫଳ

୩ ମଇ ୨୦୨୧ ✧═════•❁❀❁•═════✧🌹ମେଷ🌹👉:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।✧═════•❁❀❁•═════✧ 🌹ବୃଷ🌹👉:-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ […]

ଅଫ୍‌ଲାଇନ୍‌ରେ ପିଡିଏସ୍‌ ସାମଗ୍ରୀ ଦେବାକୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

କନ୍ଧମାଳ,୦୨/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ପିଡିଏସ୍‌ ସାମଗ୍ରୀ ଅଫ୍‌ଲାଇନ୍‌ ମାଧ୍ୟମରେ ଯୋଗାଇଦେବା ପାଇଁ ଯୋଗାଣ ସହାୟକ ସଂଘ କନ୍ଧମାଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛି। କରୋନା ମହାମାରୀର ସଂକ୍ରମଣ ରୋକିବା ପାଇଁ ଏହିଭଳି ନିଷ୍ପତ୍ତି ନେବାକୁ ଅଭିଯୋଗରେ ଦର୍ଶାଯାଇଛି। ଦୀର୍ଘ ୮ବର୍ଷ କାଳ ସାଧାରଣ ବଣ୍ଟନ ବ୍ୟବସ୍ଥା ସୁଚାରୁରୂପେ ହୋଇଆସୁଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଧାର କିମ୍ବା ଆଇଆର୍‌ଆଇଏସ ଦ୍ୱାରା ପିଡିଏସ୍‌ ସାମଗ୍ରୀ ଚାଉଳ, ଗହମ, କିରୋସିନ ବଣ୍ଟନ କଲେ ସଂକ୍ରମଣ […]

ବାଲିଗୁଡା ଉପଜିଲ୍ଲାପାଳଙ୍କ ମହାନତା, ଦୁର୍ଘଟଣାରେ ଆହତ ଯୁବକଙ୍କୁ ଯୋଗାଇଦେଲେ ଚିକିତ୍ସା

ବାଲିଗୁଡା,୦୨/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):ଦିନକୁ ଦିନ ମଣିଷ ମାନବିକତା ଭୁଲି ଯାଉଥିବା ବେଳେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ନିଜ ପଦପଦବୀ ଓ ସାମାଜିକ ସ୍ଥିତିକୁ ଖାତିର ନ କରି ସାଧାରଣ ମଣିଷର ଦୁଃଖରେ ଭାଗିଦାର ହୋଇଥାନ୍ତି। ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡାରେ। ନିଜେ ଉପଜିଲ୍ଲାପାଳ ଡ୍ୟୁଟିରେ ଥାଇ ମଧ୍ୟ ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକକୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ଆଜି ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏଭଳି ଘଟଣା ଘଟିଛି। ଉପଜିଲ୍ଲାପାଳ […]

ଡକାୟତି ବେଳେ ରିଭଲବର ସହ ଜଣେ ଗିରଫ,ସହଯୋଗୀ ଫେରାର

ଫୁଲବାଣୀ, (ସୁନୀଲ ପଟ୍ଟନାୟକ) ଶନିବାର ରାତିରେ ଫୁଲବାଣୀ ଜଣେ ହୋମଗାର୍ଡ ନିଜ ଗ୍ରାମ ଦୂତିମେଣ୍ଡି ରୁ ଫୁଲବାଣୀ କୁ ମୋଟର ସାଇକେଲ ରେ ଆସୁଥିବା ବେଳେ ଏଫ୍.ସି. ଆଇ ଛକ ନିକଟ ରାସ୍ତାରେ ଦୁଇଜଣ ଯୁବକ ମୋଟର ସାଇକେଲ ଅଟକାଇରିଭଲବର ଦେଖାଇ ଡକାୟତି ଉଦ୍ୟମ କରୁଥିବାବେଳେ ଖବର ପାଇ ଫୁଲବାଣୀ ଟାଉନ୍ ପୋଲିସ ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚି କାହ୍ନୁ ନାୟକ ନାମକ ଏକ ଯୁବକ କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ସହଯୋଗିସେଠାରୁ ଚମ୍ପଟ ମାରିଥିଲ […]

ବିପୁଳ ପରିମାଣ ର ବିଦେଶୀ ମଦ ଜବତ

ଫୁଲବାଣୀ_( ସୁନୀଲ ପଟନାୟକ)ଅବକାରୀ ଓ ପୋଲିସ ମିଳିତ ଚଡାଉ କରି ଆଜି 60 ଲିଟର ବିଦେଶୀ ମଦ ଜ ବତକରିଛନ୍ତି l ରବିବାର ସକାଳୁ ଖବର ପାଇ ପୋଲିସ ଓ ଅବକାରୀ ବିଭାଗରକର୍ମଚାରୀ ମାନେ ମିଳିତଭାବେ ମେଡିକାଲ୍ ଛକ ର ମାତୃ ଶକ୍ତି ଅଣ୍ଡା ଦୋକାନର ମାଲିକ ଭିକାରୀ ସୁବୁଦ୍ଧି ଘରେ ମିଳିତ ଚଡାଉ କରିଥିଲେ l ଚଡାଉ ବେଳେ ଘରୁ 10 ପେଟି ବିଦେଶୀ ମଦ ଜବତ କରିଥିଲେ l ଏହାର ଆନୁମାନିକ ମୂଲ୍ୟ 60 […]