କନ୍ଧମାଳ,୧୪/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି। ଦିନକୁ ଦିନ ସମଗ୍ର ଦେଶ ଓ ରାଜ୍ୟରେ ସ୍ଥିତି ସଙ୍ଗିନ୍ ହେଉଥିବା ବେଳେ କନ୍ଧମାଳ ଜିଲାରେ ମଧ୍ୟ ଏହାର ପ୍ରଭାବ ପଡ଼ଛି। ଗତ ୨ ଦିନ ହେଲା କନ୍ଧମାଳ ଜିଲାର ଫୁଲବାଣୀ ବ୍ଳକ ରେଡ଼୍ ଜୋନରେ ପହଞ୍ଚିଥିବା ବେଳେ ବ୍ଳକର ଫୁଲବାଣୀ ପୌର ପରିଷଦର ମଧ୍ୟ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମିତକୁ ଦୃଷ୍ଟିରେ ରଖି […]
ଫୁଲବାଣୀ-( ସୁନୀଲ ପଟନାୟକ) କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷକରି କୃଷି ଓ କୃଷକର ଉନ୍ନତି ପାଇଁ ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି । ଏଥିପାଇଁ କୋଟିକୋଟି ଟଙ୍କା ଅନୁଦାନ ମଧ୍ୟ ଦେଉଛନ୍ତି । ଜଳଛାୟା ଉନ୍ନୟନ୍ନ ପ୍ରକଳ୍ପ ମାଧ୍ୟମରେ ଚାଷଜମିର ଉନ୍ନତି ହୁଡା ମରାମତି, ଚେକଡ଼୍ୟାମ ନିର୍ମାଣ, କୃଷକ ସଚେତନ,ଚାଷୀଙ୍କ ଜମିରେ ବନ୍ଧ ନିର୍ମାଣ, ପ୍ଲାଣ୍ଟେସନ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି । ଏ ସବୁ କାର୍ଯ୍ୟର ସୁପରିଚାଳନା ଓ ତଦାରଖ ପାଇଁ ପ୍ରତି […]
ନରସିଂହପୁର-(ଉ ଲା ପ୍ର)ନରସିଂହପୁର ଦୈନିକ ପରିବା ମାର୍କେଟ ଉପରେ ଅତିରିକ୍ତ ତହସିଲଦାର ଓ ନରସିଂହପୁର ପୋଲିସ ଚଢ଼ାଉ କରିଥିଲେ ମାତ୍ର ସାମାଜିକ ଦୂରତ୍ୱ କେଉଁଠି ରହୁନାହିଁ।ପୂର୍ବବର୍ଷ ପରି ଚଳିତ ଲକ ଡାଉନ ସମୟରେ କ୍ଳବ ପଡ଼ିଆରେ ପରିବା ବଜାର ବ୍ୟବସ୍ତା କରାଗଲେ କାରୋନା ନିୟନ୍ତ୍ରଣ ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।ମାଛ ବଜାର ଓ ପରିବା ବଜାର ଏକାଠି ହୋଇ ଦୈନିକ ମାର୍କେଟରେ ବସୁଥିବାରୁ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି।ନରସିଂହପୁର ବ୍ଲକ କୋଭିଡ୧୯ପରିଚାଳନା କମିଟି ଅଧକ୍ଷ,ନରସିଂହପୁର ବିଡ଼ିଓ, […]
.ଫୁଲବାଣୀ- (ସୁନୀଲ ପଟନାୟକ) ଆଜି ପବିତ୍ର ଇଦ୍ । ଏହି ଇଦ୍ ପର୍ବକୁ ପ୍ରତିବର୍ଷ ମୁସଲମାନ ଭାଇ ଭଉଣୀ ମାନେ ବେଶ ହସଖୁସି ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ନୂଆ ପୋଷାକ ପିନ୍ଧିବା ସହ ମସଜିଦ କୁ ଆସିପବୀତ୍ର କୋରାନ ପାଠ କରିବା ସହ ପରସ୍ପରକୁ ଇଦ ମୁବାରକ ଜଣାଇଥାନ୍ତି ତେବେ ଗତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ସରକାର ଲକ ଡ଼ାଉନ ସଟ ଡାଉନ ଘୋଷଣା କରିବା ଫଳରେ ଇଦ ପର୍ବ ଫିକା ପଡିଯାଇଥିଲା […]
ଫୁଲବାଣୀ -(ସୁନୀଲ ପଟନାୟକ )ଏବେ ଆଉ ମହିଳା ମା ନେ ଆଗ ଭଳି ଘର କୋଣ ରେ ନ ବସି ପୁରୁଷ ମାନଙ୍କ ସ ହ ପାଦରେ ପାଦ ମିଳାଇ ଚାଲିବା ସହ ରୋଯୋଗା ର କରି ସ୍ୱାବଲମ୍ବୀ ହୋଇପାରିଛନ୍ତିlସେହିପରି କନ୍ଧ ମାଳ ଜ଼ିଲ୍ଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗା ଗଡଗ୍ରାମ ର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତୁଳସୀ ଏସ ଏଚ ଜି ର ମହିଳା ମନେ ମାଛ ଚାଷ କରି ବେଶ […]
ନରସିଂହପୁର-୧୩.୫.୨୧- (ଉ ଲା ପ୍ର)ନରସିଂହପୁର ବାଲିସାହି ଗ୍ରାମପଞ୍ଚାୟତ ନୂଆଗାଁର ଜ୍ଞାନରଞ୍ଜନ ପାତ୍ର ୨୨ବର୍ଷ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।ଘଟଣା ରୁ ପ୍ରକାଶଯେ ଏକ ପ୍ରେମ ଜନିତ ବ୍ୟାପାର କୁ ନେଇ ଯୁବକ ଜଣକ ବିଷ ପିଇ ଦେଇଛନ୍ତି।ତାଙ୍କ ପରିବାର ଲୋକ ତୁରନ୍ତ ନରସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଛନ୍ତି।ଏହି ମୃତ୍ୟୁ ସମ୍ପର୍କରେ ନରସିଂହପୁର ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର […]