କାଳବୈଶାଖୀରେ ବିଶାଳ ଗଛ ପଡି ସ୍କୁଲଘର ଭାଙ୍ଗିଲା

ଫୁଲବାଣୀ- (ସୁନୀଲ ପଟନାୟକ) କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍କକ ଅନ୍ତର୍ଗତ ମୁସୁଲିପଙ୍ଗା ପଞ୍ଚାୟତର ନେଡ଼ି ପଦର ଗ୍ରାମରେ।କାଳବୈଶାଖି ର ଶୁକ୍ରକାର ନେଡ଼ିପଦର ଗ୍ରାମର ସ୍କୁଲ ନିକଟରେ ଥିବା ଏକ ବିଶାଳକାୟ ଗଛ ସ୍କୁଲଘର ଉପରେଉପୁଡି ପଡିଯିବା ଫଳରେ ଘର ଓ ପାଚେରି ଭାଙ୍ଗିଯାଇଛି ।ଖବର ପାଇ ଫିରିଙ୍ଗିଆ ଅଗ୍ନିଶମ ବିଭାଗରବରୀଷ୍ଠ ଅଫିସର ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ଵରେ ବିକ୍ରମ କେଶରୀ ସାହୁ, ପଦ୍ମଲୋଚନ ଗଉଡ,ସୁରେନ୍ଦ୍ର ରାଉତ,ରାଜେଶ ଚ଼ଉହାନ, ରମାକାନ୍ତ୍ର ପଣ୍ଡା, ସ […]

ସ୍ଵାଧୀନତାର ୭୪ ବିତିଲା ହେଲେ ତଳ ମଣ୍ଡଳ ଗ୍ରାମବାସୀ ଙ୍କ ସମସ୍ୟା ସୁଧୁରୁନି

ଫୁଲ ବାଣୀ- (ସୁନୀଲ ପଟନାୟକ) ସ୍ଵାଧୀନତାର ୭୪ ବର୍ଷ ପରେ ବି କନ୍ଧମାଳ ଜିଲ୍ଲାରେ ଅନେକ ଗ୍ରାମ ରହିଛି ଯେଉଁଠି ବିକାଶ ର ଚିହ୍ନବର୍ଣ୍ଣନାହିଁ । ପ୍ରଶାସନିକ ବଡ଼ ବାବୁମାନଙ୍କ ପାଦ ପଡୁନି ସେଠାରେ।ସେଥି ମଧ୍ୟରୁ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ର ବ୍ରାହ୍ମଣପାଦ ପଞ୍ଚାୟତର ତଳ ମଣ୍ଡଳ ଗ୍ରାମ ଅନ୍ୟତମ। ଏହି ଗ୍ରାମଟି ।ଏହି ଗ୍ରାମର ଲୋକଙ୍କ ସତେ ଯେମିତି ଜୀବନ ଦୁର୍ବି ସହ ହୋଇ ପଡିଛି । ସରକାରଙ୍କ ସମସ୍ତ ମୌଳିକ ସୁବିଧା ରୁ […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୧୫ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-ଶୁକ୍ଳପକ୍ଷତିଥି-ତୃତୀୟା ଦିବା ଘ ୦୭/୫୪ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀନକ୍ଷତ୍ର-ମୃଗଶିରା ଦିବା ଘ ୦୯/୧୩ ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରାଚନ୍ଦ୍ର- ମିଥୁନଯୋଗ-ଧୃତିକରଣ-ଗରସୌରମାସ-ବୃଷ ୦୧ ଦିନଅଦ୍ୟ ବୃଷ ସଂକ୍ରାନ୍ତି ଓ ଅକ୍ଷୟତୃତୀୟା✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୪୩ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୪୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୭/୫୪ ପର୍ଯ୍ୟନ୍ତ ତଦନ୍ତେ ନୈରୁତେବୃଷ,ସିଂହ ଓ କନ୍ୟା ରାଶିର ଘାତବାରଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା – ଦିବା ଘ୦୬/୫୨ମଧ୍ୟେ ଓ ଘ ୦୪/୪୪ […]

ବାଲିଗୁଡା:ବିଦେଶୀ ମଦ ଦୋକାନରୁ ଡକାୟତି : ଲକ୍ଷାଧିକ ଟଙ୍କାର ମଦ ସହ ବ୍ୟାପକ ସାମଗ୍ରୀ ଚୋରୀ

ବାଲିଗୁଡା,୧୪/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ କରୋନାର ଦ୍ୱିତୀୟ ଲହରକୁ ପ୍ରତିହିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଲକଡାଉନ୍ ଓ ସଟ ଡାଉନ ଜାରି ରହିଥିବା ବେଳେ ଏହାର ସୁଯୋଗ ନେଇ ଗତ ରାତି ପ୍ରାୟ ୧୦.୩୦ସମୟରେ ରାମପୁର ଛକରେ ଥିବା ବିଦେଶୀ ମଦ ଦୋକାନରେ ଏକ ୮ଜଣିଆ ଡକାୟତି ଦଳ ପଶି ୬ଲକ୍ଷ ଟଙ୍କାର ବିଦେଶୀ ମଦ ସହ ଏକ ସ୍କୁଟି, ଇନଭର୍ଟର, କମ୍ପ୍ୟୁଟର ହାଡ଼ଡିସ୍କ ଲୁଟି ନେଇଥିବା […]

ବାଲିଗୁଡା:ତୁମୁଡିବନ୍ଧ ବ୍ଲକ ଅଞ୍ଚଳକୁ ଜିଲ୍ଲା ବାହାର ଲୋକଙ୍କ ଅବାଧ ପ୍ରବେଶ : ପ୍ରଶାସନର ଅଣଦେଖା ଯୋଗୁଁ ଚିନ୍ତା ବଢ଼ାଉଛି

ବାଲିଗୁଡା,୧୪/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଉପରମୁହାଁ ହେଉଥିବା ବେଳେ ତାହାକୁ ରୋକ ଲଗାଇବା ପାଇଁ ସରକାର ମେ୫ ରୁ ୧୯ତାରିଖ ୧୫ଦିନ ଲକ୍ ଡ଼ାଉନ୍ ଜାରି କରିଥିବା ବେଳେ ବାହାଘର ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଯଥାକ୍ରମେ ୫୦ ଓ ୨୦ଜଣଙ୍କୁ ନେଇ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ରହୁଥିବା ବେଳେ ତୁମୁଡ଼ିବନ୍ଧରେ ଖୁଲମଖୁଲ୍ଲା ଶହଶହ ଲୋକଙ୍କୁ ଏକାଠି କରି ଭୋଜି କରିବା ମହାଙ୍ଗା ପଡ଼ିଛି।ସ୍ଥାନୀୟ ପ୍ରଶାସନ ରୋକିବା ବଦଳରେ ଜାଣିଶୁଣି ନିରବ ରହିବା ଆଜି […]

କନ୍ଧମାଳ:ବେଆଇନ୍ ବାଲି ଚାଲାଣ, ୩୦ ହଜାର ଜରିମାନା ଆଦାୟ

କନ୍ଧମାଳ,୧୪/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡ଼ା ସଦରମହକୁମା ଠାରେ ପୁଲିସ୍ ଜନଗହଳି ରୋକିବା ସହିତ ଅମାନିଆ ବାଇକ୍ ଚାଳକମାନଙ୍କୁ ଅଟକାଇ ମାକ୍ସ ଓ ହେଲମେଟ୍ ବ୍ୟବହାର କରିନଥିବା ଳୋକଙ୍କ ଠାରୁ ଫାଇନ୍ ଆଦାୟ କରିିଥିଲେ। ଏହି ସମୟରେ ବୌଦ୍ଧ ଜିଲାରୁ ବାଲିନେଇ ଖଜୁରିପଡ଼ା ଆସିଥିବା ଏକ ହାଇୱା ଟ୍ରକକୁ ପୁଲିସ୍ ଅଟକାଇଥିଲା। ଏନେଇ ତହସିଲଦାରଙ୍କୁ ପୁଲିସ ସୂଚନା ଦେଇଥିଲା। ଖଜୁରିପଡ଼ା ତହସିଲଦାର ସ୍ୱପ୍ନିତା ନାୟକ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଭାବେ ବାଲି ଚାଲାଣ କରୁଥିବା […]

ବାଲିଗୁଡା:ପ୍ରଶାସନ ଓ ପୁଲିସ ପକ୍ଷରୁ ଯାଞ୍ଚ କଡାକଡି : ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ

ବାଲିଗୁଡା,୧୪/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନାର ଦ୍ୱିତୀୟ ଲହର ପ୍ରଭାବରେ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ସକାଶେ ପ୍ରଶାସନ ପକ୍ଷରୁ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଇଛି। ତଥାପି କିଛି ଅମାନିଆ କଟକଣାକୁ ଖାତିର କରୁନାହାନ୍ତି। ଏ ନେଇ ଜି.ଉଦୟଗିରି ତହସିଲଦାର ଜନ୍ମେଜୟ ସାହୁ କୋଭିଡ କଟକଣା ଉଲଙ୍ଘନ କରିଥିବା ଅଭିଯୋଗରେ ସହରର ଏକ ଘରୋଇ କ୍ଳିନିକ ଠାରୁ ଜରିମାନା ଆଦାୟ କରିଥିବା ବେଳେ ସ୍ଥାନୀୟ ପୋଲିସ […]

ଫିରିଙ୍ଗିଆ ପୋଲିସ ଦ୍ୱାରା ବିପୁଳ ପରିମାଣର ଗ6ଜଂ ଜବତ, ୨ ଗିରଫ

ଫୁଲ ବାଣୀ- (ସୁନୀଲ ପଟନାୟକ) କୌଣସି ସୁତ୍ରରୁ ଖବର ପାଇ ଶୁକ୍ରବାର କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ପୋଲିସ ଫିରିଙ୍ଗିଆ ଅଞ୍ଚଳରେ ସଦଳବଳେଚଢ।ଉକରି ୩କ୍ଵିଣ୍ଟାଲ ୨୦କେଜି ଗ 6ଜଂ ଇ ଜବତ କରିବା ସହ ଚୋରାଚାଲାଣରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପୋଲିସ ୫୯/୨୧ରେ ମାମଲା ରୁଜୁ କରିଥିବା କଥା ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମସୁନ୍ଦର ରାଓ କହିଛନ୍ତି ।ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ […]

କନ୍ଧମାଳ — ଆଜି ଫୁଲବାଣୀରୁ ୧୨ ଓ ଜିଲ୍ଲାରେ ୧୦୨ନୁତନ କରୋନାପଜିଟିଭ ଚିହ୍ନଟ

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ କରେ। ନା ପଜିଟିଭ ସଂଖ୍ଯା ଆଜି ପୁଣି ବୃଦ୍ଧି ପାଇ ୧୦୨ରେ ପହଞ୍ଚିଛି । ଶୁକ୍ରବାର ଜିଲ୍ଲାରେ ୧୦୨ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୨ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୮ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ଫୁଲ ବାଣୀ ସାହି ଓ ମାଷ୍ଟ୍ରପଡ଼ାରୁ ଦୁଇ ଜଣ ଲେଖାଏଁ କରେ । […]

ଦ୍ବିତୀୟ ବିଶ୍ବଯୁଦ୍ଧରେ ଭାଗ ନେଇଥିବା ସିପାହୀଙ୍କ ଧର୍ମପତ୍ନୀଙ୍କୁ ମିଳୁନି ପାରିବାରିକ ଭତ୍ତା

ବାଲିଗୁଡା,୧୩/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ସୀମାନ୍ତକୁ ଯବାନମାନେ ଅହରହ ସୁରକ୍ଷା ଦେଉଥିବା ବେଳେ ଆମେ ନିଜ ଘରେ ସୁରକ୍ଷିତ ରହିପାରୁଛୁ। କିନ୍ତୁ ଅତ୍ୟନ୍ତ କ୍ଷୋଭର ବିଷୟ ଜଣେ ଅବସରପ୍ରାପ୍ତ ଯବାନଙ୍କ ଧର୍ମପତ୍ନୀ (୯୦)ଙ୍କୁ ପାରିବାରିକ ଭତ୍ତା ମିଳୁ ନ ଥିବାର ବାସ୍ତବ ଚିତ୍ର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତର ଦୁଗୁଡିପାରି ଗ୍ରାମରେ ଦେଖିବାକୁ ମିଳିଛି।ବିବରଣୀରୁ ପ୍ରକାଶ ଯେ, ୧୯୩୧ ମସିହାରେ ବଡି ପ୍ରଧାନ ସିପାହୀ ଭାବେ ଭାରତୀୟ ସେନାରେ ଯୋଗଦେଇ […]