ବିଜେପି ଯୁବମୋର୍ଚ୍ଚାର ନୂତନ ପ୍ରାର୍ଥୀ ଚୟନ

କନ୍ଧମାଳ,୨୪/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ନୂତନ ପ୍ରାର୍ଥୀ ଚୟନ କରି ତାଲିକା ପ୍ରକାଶ କରାଯାଇଛି l ତାଲିକା ଅନୁସାରେ ସଭାପତି ରୂପେ ଗୋଲକ ବିହାରୀ କହଁର,ଉପ ସଭାପତି ରୂପେ ସୁଧାଂଶୁ ଗୁରୁ, ମନ ଭଂଜନ ବେହେରା,ବିଚିତ୍ର ବୀର୍ଯ୍ୟ ପ୍ରଧାନ, କୁସୁମୀ ପ୍ରଧାନ ଙ୍କୁ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ରୂପେ ବିଶ୍ୱ ରଞ୍ଜନ ଦାଶ, ଚନ୍ଦ୍ର ଶେଖର ନାୟକ, ସମ୍ପାଦକ ରୂପେ ଗୌତମ ମଳିକ, ସନ୍ତୋଷ […]

କରୋନା ଟେଷ୍ଟ ଭୟରେ ଗାଁ ଛାଡି ଜଙ୍ଗଲରେ ଗ୍ରାମବାସୀ

ବାଲିଗୁଡା,୨୩/୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ କରୋନାକୁ ନେଇ ଆତଙ୍କ ଦେଖାଯାଇଛି। ଝାରମୁଣ୍ଡା ଗ୍ରାମରେ ଗତ ସପ୍ତାହରେ ଜ୍ୱରରେ ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସେହି ପରିବାରର ଜଣେ ଓ ସାହିରୁ ଅନ୍ୟ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ପଡ଼ୋଶୀ ସାହି ବୁଦେଲପଡ଼ିରେ ମଧ୍ୟ ଜଣେ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ବୁରାଙ୍ଗିଆ ଅଞ୍ଚଳରେ ଭୟର ବାତାବରଣ […]

ଉଦୟ ଲାବଣ୍ୟ ର ପ୍ରଭାବ ଦୁଇଟି ଗାଁର ପାନୀୟ ଜଳ ସଙ୍କଟ ଦୁର ହେଲା,ଲୋକେ ଖୁସ

ଫୁଲ ବାଣୀ-(ସୁନୀଲପଟନାୟକ) ଏବେଖରାଦିନ। ପିଇବା ପାଣି ଗରାଏ ପାଇଁ ହନ୍ତସନ୍ତ ହେଉଥିବା କନ୍ଧମାଳ ଜିଲ୍ଲା ଚକାପାଦବ୍ଳକ ବ୍ରାହ୍ମଣପାଦ ପଞ୍ଚାୟତର ଶ୍ରୀରାମ ସାହି ଓ ବିଲୁଆପଡ଼ା ଗ୍ରାମରତଳ ମଣ୍ଡଳ ସାହିର ଲୋକେ ଦୀର୍ଘ ବର୍ଷ ଧରି ଜଳଯନ୍ତ୍ରଣା ଭୋଗୁଥିଲେ । ପାଣିପାଇଁ ମାଇଲମାଇଲ ବାଟ ଧୁଧୁଖରାରେ ନଦୀ ନାଳରୁ ପାଣି ଆଣୁଥିଲେ। ଏନେଇଅଭିଯୋଗ କଲେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ ସେମାନଙ୍କ କଥା ଶୁଣୁନଥିଲେ। ହେଲେ ଏନେଇ ଉଦୟ ଲାବଣ୍ୟ ରେ ଖବର ପ୍ରକାଶ ପାଇଥିଲା ଫଳରେ ଗ୍ରାମକୁ […]

କରେ।ନା ସହ ଲଢେଇ କରି ଶେଷରେ ହାରିଗଲେ କରୋନା ଯୋଦ୍ଧା

ଫୁଲବାଣୀ- (ସୁନୀଲ ପଟନାୟକ) ମହାମାରୀ କରେ । ନା ନେଇଗଲା କରେ । ନାଯୋଦ୍ଧାଙ୍କ ଜୀବନ । ଲଢେଇ କରି ଶେଷରେ ହାରିଗଲେ କରେ । ନାଯୋଦ୍ଧା ଆଶୁତୋଷ ବେହେରା ଓ ରଫ ବଣ୍ଟି ।ଆଜି ରବିବାର ରାତି ୧୦ଟା ବେଳେ ଆଶୁ ତୋଷଙ୍କ ଫୁଲ ବାଣୀ କୋଭିଡ଼ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଖବର ପହଞ୍ଚିବାପରେ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଆଶୁତୋଷ କୋଭିଡ଼ରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ଥିଲେ। ୨୦ […]

ସାମ୍ବାଦିକଙ୍କୁ ଗାଳି କରିଥିବା ଇନ୍ସପେକ୍ଟରଙ୍କୁ ବଦଳି

ବାଲିଗୁଡା,୨୩/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀର ଜୈନକ ସାମ୍ବାଦିକଙ୍କୁ ଗାଳି କରିଥିବା ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରି କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.ବିନୀତ ଅଗ୍ରୱାଲଙ୍କୁ ବିଭିନ୍ନ ସ୍ଥାନରୁ ଦିଆଯାଇଥିବା ଉକ୍ତ ଦାବୀ ପତ୍ର କୁ ଭିତ୍ତି କରି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଇନ୍ସପେକ୍ଟର ଶ୍ରୀ ସାମନ୍ତ ସିଂହାର ଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟ ରିଜର୍ଭ […]

ଆଜିର ରାଶିଫଳ

🌹ମେଷ🌷👉ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ✧═════•❁❀❁•═════✧🌹ବୃଷ🌷👉ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି […]

ଶସ୍ତା ସାନିଟାଇଜର ପାଇଁ ହୋଇପାରେ ବ୍ଲାକ୍‌ ଫଙ୍ଗସ୍‌, କ’ଣ ପାଇଁ ଜାଣନ୍ତୁ

କରୋନାରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧନ୍ତୁ ହାତରେ ସାନିଟାଇଜର ଲଗାନ୍ତୁ। କିନ୍ତୁ ଶସ୍ତା ସାନିଟାଇଜର କିଣୁଥିଲେ ସାବଧାନ ରୁହନ୍ତୁ। ସସ୍ତାରୁ ଆପଣ ହିନସ୍ତା ହୋଇପାରନ୍ତି। ରୋଗକୁ ହାତଠାରି ଘରକୁ ଡାକି ପାରନ୍ତି। କାରଣ ଶସ୍ତା ସ୍ପ୍ରେ ସାନିଟାଇଜର ଆପଣଙ୍କୁ ବହୁପରିମାଣରେ କ୍ଷତି ପହଞ୍ଚାଇପାରେ। ଏମିତି ଏକ କ୍ଷତି ଯାହା ଆପଣଙ୍କୁ ମୃତ୍ୟୁ ମୁହଁକ ଠେଲି ଦେଇପାରେ। ଭଲ ଥିବା ମଣିଷ ହଠାତ ରୋଗିଣା ହୋଇଯାଇପାରେ। ତେବେ କହିଁକି ଏବଂ କ’ଣ ପାଇଁ ଶସ୍ତା ସାନିଠାଇଜର ବ୍ୟବହାର କରିବେ […]

ପାରାଦୀପରୁ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ୍ : ପାଣିପାଗ ବିଭାଗର ପୂର୍ବାନୁମାନ ୨୬ ସନ୍ଧ୍ୟାରେ ଛୁଇଁବ ସ୍ଥଳଭାଗ

ପବନର ବେଗ ରହିପାରେ ଘଂଟା ପ୍ରତିବେଗ ୧୫୫ ରୁ ୧୬୫ କିଲୋମିଟର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ’ ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁପାରେ । ୨୬ ତାରିଖ ସନ୍ଧ୍ୟା ବାତ୍ୟା ପାରାଦୀପ ଓ ସାଗରଦ୍ବୀପ ମଧ୍ୟ ଭାଗରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା । ଭାତତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ତଳଭାଗ ଛୁଇଁବା ବେଳକୁ ଏହାର ପ୍ରଭାବରେ ଘଂଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । […]

କନ୍ଧମାଳ — ଫୁଲବାଣୀରୁ ସର୍ବାଧିକ୨୦ ଓ ଜିଲ୍ଲାରୁ ୧୦୪ନୁତନ କରୋନାପଜିଟିଭ ଚିହ୍ନଟ

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ କରେ। ନା ଗ୍ରାଫ ତଳ ମୁହଁ । ହେବାର ନାଁ ଧରୁ ନି । ରବିବାରଜିଲ୍ଲାରୁ ୧୦୪ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ସର୍ବ । ଧିକ ୨୦ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର କେନ୍ଦୁପଦରରୁ ୩ ଜଣ ମାଷ୍ଟ୍ରପଡ଼ା ୨. ଡିଏଚଏଚ୨, ପ୍ରଗତିମାର୍ଗ […]

ଆଠଗଡ ଯୁବ କଂଗ୍ରେସ ପକ୍ଷରୁ ସହରକୁ କରାଯାଉଛି ସାନିଟାଇଜ

ଆଠଗଡ(ଉଲାପ୍ର)ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଉମା ବଲ୍ଲଭ ରଥ ଓ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ ସ୍ମୃତି ରଞ୍ଜନ ଲେଙ୍କାଙ୍କ ନିର୍ଦେଶ କ୍ରମେ ଓ ଆଠଗଡ ଯୁବ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ମୁତାବକ ମେ ୨୧/୦୫/୨୦୨୧ ତାରିଖ ସକାଳ ୮.୩୦ଘଟିକା ଠାରୁ ଆଠଗଡ ଯୁବ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିଲା ଆଠଗଡ଼ ସହରର ସାନିଟାଇଜିଙ୍ଗ ପ୍ରକ୍ରିୟା ପ୍ରଥମ ଦିନ ପାଞ୍ଚ ଗୋଟି ୱାର୍ଡ କୁ ସମ୍ପୂର୍ଣ୍ଣ ସାନିଟାଇଜିଙ୍ଗ କରାଯାଇଥିଲା । ଆଠଗଡ଼ ସହରର ସମସ୍ତ ଯୁବ […]