ବାଲିଗୁଡା:ବନବାସୀ ସେବା ସମିତି ର ୫୦ତମ ପ୍ରତିଷ୍ଠା ଦିବସ ପାଳନ

ବାଲିଗୁଡା,୨୬/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ପୁରାତନ ସ୍ବେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ର ୫୦ତମ ପ୍ରତିଷ୍ଠା ଦିବସ ଏବଂ ବୁଦ୍ଧ ଜୟନ୍ତୀ ତଥା ଗୋପବନ୍ଧୁ ଚୌଧୁରୀ ଙ୍କ ଜନ୍ମ ତିଥି ସାମ୍ପ୍ରତିକ କୋଭିଡ ମହାମାରୀ ଏବଂ ସମ୍ଭାବ୍ୟ ମହାବାତ୍ୟା ପରିପ୍ରେକ୍ଷୀରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବାର୍ଷିକ ଉତ୍ସବ ପାଳନ ନ କରିବା ପାଇଁ ସ୍ଥିର କରାଯାଇଛି । କିନ୍ତୁ ଉକ୍ତ ଦିନରେ କୋଭିଡ୍ ନିୟମାବଳୀ କୁ ଅନୁସରଣ କରି […]

ବାତ୍ୟା ୟସର ପ୍ରଭାବରେ ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ମେଘୁଆ ପାଗ ସହ ଝିପିଝିପି ବର୍ଷା

ଫୁଲବାଣୀ-( ସୁନୀଲ ପଟନାୟକ) ବାତ୍ୟା ୟସ ର ପ୍ରଭାବ ଗତକାଲି ଠୁ ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ଦିନ ତମାମ ଫୁଲବାଣୀରେ ଆକାଶ ମେଘା ଛନ୍ନ ରହିବା ସହ ଜିଲ୍ଲାର ରାଇକିଆ,ଜିଉଦୟ ଗିରି ଆଦି କେତେକ ସ୍ଥାନରେ ଝିପିଝିପି ବର୍ଷା ସାଙ୍ଗକୁ ପବନ ବୋହି ଥିଲ।ଗତକାଲି ରାତିତମାମ ଝିପିଝିପି ବର୍ଷା ଲାଗିରହିଥିଲା। ସେହିପରି ଆଜି ବୁଧବାର ମଧ୍ଯ ଫୁଲବାଣୀସହରରେ ମେଘୁଆ ପାଗ ସହ ଛାଡି ଛାଡି ବର୍ଷା […]

ପୁଣି କରେ।ନାଗ୍ରାଫ ଉପର ମୁହଁ

. ।ଫୁଲବାଣୀରୁ ୧୨ ଓ ଜିଲ୍ଲାରୁ ୧୪୧ନୁତନ କରୋନାପଜିଟିଭ ଚିହ୍ନଟଫୁଲବାଣୀ-( ସୁନୀଲ ପଟନାୟକ) ମଙ୍ଗଳବାର କନ୍ଧମାଳ ଜିଲ୍ଲାରେ କରେ। ନା ପଜିଟିଭ ଙ୍କ ସଂଖ୍ୟା ଶହେ ତଳକୁ ଖସିଥିବାବେଳେ ଆଜି ବୁ ଧବାର ଜିଲ୍ଲାରେ ମୋଟ ୧୪୧ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୨ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର […]

ତୋଟାଗୁଡ଼ା ଉପର ସାହି ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇଦେବାକୁ ଦାବୀ

ଫୁଲ ବାଣୀ-( ସୁନୀଲ ପଟ୍ଟନାୟକ)ସରକାର ଗ୍ରାମାଞ୍ଚଳର ସବୁ ଲୋକଙ୍କୁ ପାନୀୟ ଜଳ ଯୋଗାଇଦେଉଥିବା କଥା କହୁଛନ୍ତି। ନଳକୂପ ଖୋକିବା, ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିବାପାଇଁ ପ୍ରର୍ଯ୍ୟାପ୍ତ ଅର୍ଥ ଅନୁଦାନ ମଧ୍ୟ ଯୋଗାଇ ଦେଇଛନ୍ତି । କେନ୍ଦ୍ରୀୟପଞ୍ଚଦଶ ଅର୍ଥ କମିଶନ ଓ ୫ମରାଜ୍ୟ ଅର୍ଥ କମିଶନ ମଧ୍ୟ ସିଧାସଳଖ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଗି ଅର୍ଥ ଅନୁଦାନ ଯୋଗାଇ ଦେଇଛନ୍ତି । ହେଲେ ଏତେ ଅର୍ଥ ଅନୁଦାନଆସିବା ପରେ ମଧ୍ୟ ଗ୍ରାମର ଲୋକମାନଙ୍କ […]

ନିୟମଭଲଙ୍ଘନ କରି ଭୋଜି ରାନ୍ଧି ୨୦ ହଜାର ତଣ୍ଡ ଗଣିଲେ

ଫୁଲ ବାଣୀ ,-(ସୁନୀଲପଟନାୟକ)ପୁଣି ସରକାରୀ ନିୟମ ଉଲଙ୍ଘନ କରି ବିବାହ ଉତ୍ସବ କରିଭୋଜି ରାନ୍ଧି ଶେଷରେ ୨୦ ହଜାର ଟଙ୍କା ତଣ୍ଡ ଗଣିଛୁନ୍ତି ଗୃହକର୍ତା ।ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକର ବପଲମେଣ୍ଡିଏ ଲ ପଞ୍ଚାୟତର ସିର୍କା କୁଟି ଗ୍ରାମରେ।କୋଭିଡ଼ ନିୟମକୁ ଫୁ କରି ଏହି ଗ୍ରାମରେବିନା ଅନୁମତିରେ ବିବାହ ଉତ୍ସବ ଆୟୋଜନ କରି ଭୋଜିରନ୍ଧା ଚାଲିଥିଲା। ବହୁ ବନ୍ଧୁ ପରିଜନ ସାଙ୍ଗସାଥି ଯୋଗ ଦେଇଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ ଚକାପାଦ […]

ଦିବଂଗତ କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷଙ୍କ ଉଦେଶ୍ୟରେ ଶୋକ ସଭା

ଫୁଲବାଣୀ :- (ସୁନୀଲ ପଟନାୟକ) ଦିବଂଗତ କରୋନା ଯୋଦ୍ଧା ସାମ୍ବାଦିକ ଶ୍ରୀ ଆଶୁତୋଷ ବେହେରାଙ୍କ ଉଦେଶ୍ୟରେ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନ ତରଫରୁ ଫୁଲବାଣୀ ସ୍ଥିତ ପ୍ରେସକ୍ଲବ ଠାରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି !ଏହି ଶୋକ ସଭାରେ ପ୍ରେସ କ୍ଳବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସମ୍ପାଦକ ଅଜିତ ମହାରଣା ଏବଂ ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନର ସଭାପତି ସୁଜିତ ବେହେରା, କାର୍ଯ୍ୟକାରୀ ସଭାପତି ବ୍ରଜବିହାରୀ ନନ୍ଦ, ସମ୍ପାଦକ […]

କନ୍ଧମାଳ:ଦିବଂଗତ କୋଭିଡ ଯୋଦ୍ଧା ସାମ୍ବାଦିକ ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ପାଇଁ ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ !

କନ୍ଧମାଳ,୨୬/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ) :ଚଳିତ ମାସ ୨୩ ତାରିଖ ଦିନ କୋଭିଡ ରେ ମୃତ୍ୟୁବରଣ କରିଥିବା ଆମର କୋଭିଡ ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରା ଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ଘୋଷିତ କୋଭିଡ ଯୋଦ୍ଧା ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିବା ପାଇଁ ଆଜି କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି !କନ୍ଧମାଳ ଜିଲ୍ଲାପାଳ ଡ଼ଃ […]

‘ସେଭ୍ ଦି ଚିଲଡ୍ରେନ୍’ ତରଫରୁ ୫ଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ

କନ୍ଧମାଳ,୨୬/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଏହି ମହାମାରୀ ସମୟରେ କରୋନା ତଥା ଅନ୍ୟାନ୍ୟ ରୋଗରେ ପୀଡିତ ରୋଗୀମାନଙ୍କ ନିମନ୍ତେ ଅମ୍ଲଜାନର ଆବଶ୍ୟକତା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ଡାକ୍ତରଖାନା ମାନଙ୍କରେ ଅମ୍ଲଜାନ ଗ୍ୟାସର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଅମ୍ଳଜାନ ଗ୍ୟାସର ଅଭାବରେ ଅନେକ ଜୀବନ ଅକାଳରେ ଚାଲିଯାଉଥିବାର ମଧ୍ୟ ନଜର ରହିଛି। ଏହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟ ଅନୁଷ୍ଠାନ ‘ସେଭ୍ ଦି ଚିଲଡ୍ରେନ୍’ […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୨୬ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-ଶୁକ୍ଳପକ୍ଷତିଥି-ପୂର୍ଣ୍ଣିମା ଦିବା ଘ୦୪/୫୨ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର-ଅନୁରାଧା ରାତ୍ରି ଘ୦୧/୫୨ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାଚନ୍ଦ୍ର- ବିଛାଯୋଗ-ଶିବକରଣ- ବିଷ୍ଟିସୌରମାସ-ବୃଷ ୧୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୪୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୨୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ଦିବା ଘ୦୪/୫୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେକର୍କଟ ରାଶିର ଘାତବାରପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ ୦୮/୨୬ଗତେ ଘ୧୦/୦୩ ମଧ୍ୟେବାରବେଳ।- ଦିବା ଘ ୧୧/୪୦ଗତେ ଘ୦୧/୧୭ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା ଘ୦୭/୩୫ ଗତେ ଘ୦୮/୨୫ ମଧ୍ୟେ […]

ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଦ୍ୟାଳୟ ଅଧ୍ୟକ୍ଷ : ଧକ୍କା ଦେଇଥିବା ଦୁଇ ମୋଟରସାଇକେଲ ଆରୋହୀ ଗୁରୁତର

ବାଲିଗୁଡା,୨୫/୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମିଡ଼ିଆକିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆହୋଇ ଫୋନରେ କଥା ହେଉଥିବାବେଳେ ଧକ୍କା ଦେଲା ଏକ ମୋଟର ସାଇକେଲ । ଦୁର୍ଘଟଣାରେ ବାଲିଗୁଡ଼ା ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ଅଧ୍ୟକ୍ଷ ରତିକାନ୍ତ ମହାପାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଜଣେ ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେପଟେ ଧକ୍କା ଦେଇଥିବା ମୋଟରସାଇକେଲରେ ଥିବା ଦୁଇଜଣ ଆରୋହୀ ଗୁରୁତର ହୋଇଛନ୍ତି । ଦୁଇ […]