ଗାଁ ଗାଁ ବୁଲି ରାଜସ୍ଵ ସେବା ଯୋଗାଉଛନ୍ତି ତହସିଲଦାର

ଫୁଲବାଣୀ-( ସୁନୀଲ ପଟନାୟକ) କରୋ । ନା ମହାମାରୀ କୁ ରୋକ ଲଗାଇବା ପାଇଁ ସରକାର ମେ ୫ତାରିଖରୁ ଲକଡାଉନ ଜାରୀ କରିଛନ୍ତି। ଫଳରେ ଗାଡି ମଟର ଚଳାଚଳ ବନ୍ଦ ରହିଛି। ଏପଟେ କରୋନା ସଂକ୍ରମଣ ପାଇଁ କାର୍ଯ୍ୟାଳୟଗୁଡିକ ରେ ମଧ୍ୟ ସାଧାରଣ ଲୋକଙ୍କ ପ୍ରବେଶ କୁ ବାରଣ କରାଯାଇଛି । ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ହାତ ପାଆନ୍ତାରେ ରାଜସ୍ଵ ସେବା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। […]

ଲକ୍ଷାଧିକ ଟଙ୍କାର ଶାଳ ଓ ପିଆଶାଳ ପଟା ଜବତ କଲା ବନ ବିଭାଗ

ଫୁଲବାଣୀ -(ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନ ବିଭାଗକୁ ସଫଳତା ମିଳିଛି l ଏକ ବୋଲେ ରୋ ପିକପ ସହ 120ଖଣ୍ଡ ଶାଳ ଓ ପିଆଶାଳ ପଟ୍ଟା ଜବତ କରିଛି l ଗତ କାଲି ବିଳମ୍ବିତ ରାତିରେ ବାଲିଗୁଡ଼ା ରେଞ୍ଜ ପୋଖରୀ ବନ୍ଧ ସେକ୍ସନ ଅଞ୍ଚଳ ରୁ ପଡ଼ୋଶୀ ବଲାଙ୍ଗୀର ଜିଲ୍ଲାକୁ ପଟ୍ଟା ଚାଲାଣକରା ଯାଉଥିବା ଖବର ପାଇ ରେଞ୍ଜର ଉଦିତ ପ୍ରଧାନ ଓ ଏସି ଏଫ ରୁଦ୍ର ପ୍ରସାଦ ରଥ ଙ୍କ ନେତୃତ୍ବ […]

କରେ।ନା ସଂକ୍ରମଣକୁ ରୋକିବା ପାଇଁ ବିଧାୟକ ଓ ବିଡିଓ ଙ୍କ ପ୍ରୟାସ

ଫୁଲବାଣୀ- (ସୁନୀଲ ପଟନାୟକ) ବିଳମ୍ବରେ ହେଲେ ବି କରୋନାର ଦ୍ୱିତୀୟ ସଂକ୍ରମଣକୁ ସଚେତନତା ମାଧ୍ୟମରେ ରୋକିବା ଲାଗି ବିଡିଓ ଆରମ୍ଭ କରିଛନ୍ତି ଏଥିରେ ହାତ ବଢ଼ାଇ ଆଗକୁ ଆସିଛିନ୍ତି ବିଧାୟକ,l ଏଭଳି କାର୍ଯ୍ୟ ଦେଖିବାକୁ ମିଳିଛିକନ୍ଧମାଳ ଜିଲ୍ଲା କନୁଆଗାଁ ବ୍ଳକରୋକନୁଆଁ ଗା ବିଡିଓ ଶରତ ଚନ୍ଦ୍ରପାତ୍ର ଉ-ତ୍ସର୍ଗୀକୃତ ମନୋଭାବ ରଖି ନିଜ ବ୍ଲକ ଅଞ୍ଚଳର ସମସ୍ତ ଲୋକମାନେ ଯେପରି ଘରେ ରହିବେ ଆଉ ସୁସ୍ଥ ରହିବେ । ଆବଶ୍ୟକ ପଡିଲେ ଘରୁ ବାହାରିଲେ ସର୍ବଦା ମୁହଁରେ ଡ଼ବଲ […]

ସାମ୍ବାଦିକଙ୍କ ପ୍ରତି ପୁଲିସ ର ଦୁର୍ବ୍ୟବହାର ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ସହ ଥାନା ଓ ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯିବା ପାଇଁ ନିଷ୍ପତି

ବାଲିଗୁଡ଼ା,୨୭/ ୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତାକୁ ନେଇ ସଙ୍କଟ ସୃଷ୍ଟି ହେଉଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ କୁମାର ଦାଶ ଙ୍କ ଆବାହକତ୍ୱ ରେ ବାଲିଗୁଡ଼ା ସ୍ଥିତ ଗାୟତ୍ରୀ ମନ୍ଦିର କଲ୍ୟାଣ ମଣ୍ଡପ ରେ ଜିଲ୍ଲାର ବିଭିନ୍ନ ବ୍ଲକ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ […]

ଆଜିର ରାଶିଫଳ

୨୭ ମଇ ୨୦୨୧ ✧═════•❁❀❁•═════✧🌹ମେଷ🌷👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।✧═════•❁❀❁•═════✧🌹ବୃଷ🌷👉ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ […]

ବୈଶାଖ ମାସରେ ଫୁଟିଲା ବ୍ରହ୍ମ କମଳ ଫୁଲ,କୋଉଠି ଦେଖନ୍ତୁ

ଆଠଗଡ(ଉଲାପ୍ର)ବୈଶାଖ ମାସରେ ଫୁଟିଲା ବ୍ରହ୍ମ କମଳ,ତା ପୁଣି ୟାସ ବାତ୍ୟା ସମୟରେ, ଏହି ବ୍ରହ୍ମ କମଳ ଫୁଲ ଫୁଟିଛି ଆଠଗଡ ସହରର ବରିଷ୍ଠ ଆଇନଜୀବୀ, ଗଡଜାତ ପରିକ୍ରମା ର ସଭାପତି,ଆଠଗଡ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ରଥଗଡା ବାସଭବନରେ, ଗତ କ8କିଛିବର୍ଷ ହେଲା ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଆଷାଢ଼ ମାସରେ ଏହି ବ୍ରହ୍ମ କମଳ ଫୁଲ ବହୁଳ ଭାବେ ଫୁଟିଥାଏ,ହେଲେ ଚଳିତ ବର୍ଷ ଏହି ବ୍ରହ୍ମ କମଳ ଫୁଲ ବୈଶାଖ ମାସରେ ଫୁଟିବା ଏକ […]

ଯୁବ ବିଜେଡ଼ି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲିଗୁଡା,୨୬/ ୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଯୁବ ବିଜେଡ଼ି ପକ୍ଷରୁ ଯୁବ ନେତା ଚିନ୍ମୟ ସାହୁ ଏବଂ ଅଶ୍ୱିନ ସାହୁ ଙ୍କ ନେତୃତ୍ୱରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତାଭାବ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଯୁବ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଚିନ୍ମୟ ସାହୁ ଏବଂ ଯୁବ ନେତା ଅଶ୍ୱିନ ସାହୁ ଙ୍କ ନେତୃତ୍ୱରେ ତୁମୁଡ଼ିବନ୍ଧ […]

ଜନ ବିକାଶ ତରଫରୁ କରୋନା ସଚେତନତା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ

ବାଲିଗୁଡା,୨୬/ ୦୫(ସଞ୍ଜୟ କୁମାର ପାଣିଗ୍ରାହୀ): ସାରା ବିଶ୍ୱ ଆଜି କରୋନା ମହାମାରୀର ଦ୍ୱିତୀୟ ଲହରରେ ଅସ୍ତବ୍ୟସ୍ତ I କରୋନାର ଦ୍ୱିତୀୟ ଲହରରେ ମଣିଷ ଜୀବନ ମୃତ୍ୟୁ ସହ ଲଢେଇ କରୁଛି I ଏ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନବିକାଶ ତରଫରୁ ବାଦେକେତା, ଗେଗୁରିପଦର, କୁଡୁପାକିଆ, ବାରଡିକିଆ, ଗହୀଙ୍ଗିଆ, ସାରିକେତା, ସାଇନପଡା ଓ ସଲାଗୁଡା ଗ୍ରାମରେ ଆଞ୍ଚଳିକ ଭାଷା ତଥା କୁଇ ଓ ଓଡ଼ିଆ ଭାଷାରେ ଲୋକମାନଙ୍କୁ କରୋନା […]

ନିୟମଭଲଙ୍ଘନ କରି ଭୋଜି ରାନ୍ଧି ୧୦ ହଜାର ତଣ୍ଡଗଣିଲେ

ଫୁଲ ବାଣୀ ,-(ସୁନୀଲପଟନାୟକ)ପୁଣି ସରକାରୀ ନିୟମ ଉଲଙ୍ଘନ କରି ବିବାହ ଉତ୍ସବ କରିଭୋଜି ରାନ୍ଧି ଶେଷରେ ୧୦ ହଜାର ଟଙ୍କା ତଣ୍ଡ ଗଣିଛୁନ୍ତି ଗୃହକର୍ତା ।ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକର ପର୍ତ୍ତମାହା ପଞ୍ଚାୟତର କଟା ବାଡ଼ି ଗ୍ରାମରେ।କୋଭିଡ଼ ନିୟମକୁ ଫୁ କରି ଏହି ଗ୍ରାମରେବିନା ଅନୁମତିରେ ବିବାହ ଉତ୍ସବ ଆୟୋଜନ କରି ଭୋଜିରନ୍ଧା ଚାଲିଥିଲା। ବହୁ ବନ୍ଧୁ ପରିଜନ ସାଙ୍ଗସାଥି ଯୋଗ ଦେଇଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ ଦାରିଙ୍ଗବାଡି ତହସିଲଦାର […]

ବାଲି ସାହି ପଞ୍ଚାୟତ ଓ ନୂଆ ବାଲି ଝାରିରେ କୁକୁର ଆତଙ୍କ

..ନରସିଂହପୁର- (ଉ ଲା ପ୍ର)ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବାଲିସାହି ପଞ୍ଚାୟତର ନୂଆ ବାଲିଝାରିରେ କୁକୁର ଆତଙ୍କ ଖେଳିଯାଇଛି । ଗତ ରାତିରେ ୧୫ ରୁ ଅଧିକ ଗାଈ, ୨ଟି କୁକୁଡ଼ା ଓ ଛେଳିକୁ କୁକୁର କାମୁଡ଼ିଛି ବୋଲି ସୂଚନା ମିଳିଛି, ଏଥିରେ ୨ ଜଣ ଶିଶୁ ଯାହାର ବୟସ ୫ ବର୍ଷ ଥିବା ବେଳେ ଜଣେ ବାଳକ ଯାହାର ବୟସ ୧୫ ବର୍ଷ । ସମସ୍ତେ ନରସିଂହପୁର ଡାକ୍ତରଖାନରେ ଚିକିତ୍ସିତ ହେଇଛନ୍ତି ଏବଂ ବାଲିସାହି ପଞ୍ଚାୟତର ପଶୁ […]