ନରସିଂହପୁର ରେ ଗାଡି ଧକ୍କାରେ ୮ ଗୋରୁ ମୃତ,୭ ଗୁରୁତର

କାନପୁର( ଉଲାପ୍ର).କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କନ୍ଧବେରିଣୀ ଛକ ଠାରେ ଅଜଣା ଗାଡି ଧକ୍କାରେ 8 ଗୋରୁ ମୃତ ହୋଇଥିବା ବେଳେ7 ଗୋରୁ ଗୁରୁତର।ଧକ୍କା ଦେବା ପରେ ଗାଡିଟି ଘଟଣା ସ୍ଥଳରୁ ପଳାଇଛି।ଗୋରୁ ଗୁଡିକ ଗୋଠରୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି।ଗୋରୁ ଜଗୁଆଳି କହିବା ଅନୁଯାୟୀ ସବୁଦିନ ପରି ଆଜି ଗୋରୁ ଚାରିବାକୁ ଗାଁ ପାଖରେ ଥିବା ପାହାଡ଼ କୁ ଯାଇଥିଲେ।ଫେରିବା ସମୟରେ ଗୋରୁ ଗୁଡିକ କଟକ ନରସିଂହପୁର ରାଜ୍ୟ ରାଜପଥ SH ନଂ […]

କରୋନାରୁ ବିବ୍ୟାଙ୍ଗ ସୁସ୍ଥ ହେଲେ, କୋଭିଡ଼ କେଆର ସେଣ୍ଟର ରେ ଖୁସିର ମାହୋଲ,

ଫୁଲବାଣୀ- (ସୁନୀଲ ପଟ୍ଟନାୟକ) ମହାମାରୀ କରେ। ନା ସଂକ୍ରମଣ ରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣେ ବିବ୍ୟାଙ୍ଗ ଆଜି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିବା ନେଇ ଏକ ଖୁସି ଖବର ମିଳିଛି । ଟିକା ବାଲି ଅଞ୍ଚଳର ଜଣେ ଦୃଷ୍ଟିଶକ୍ତିହୀନ ଦିବ୍ୟାଙ୍ଗ ଝିଅ କୋରନାରେ ସଂକ୍ରମିତ ହୋଇ ଅସୁସ୍ଥ ହେବାରୁ ତାଙ୍କୁ ଟିକା ବାଲିରେ ଥିବା କୋଭିଡ କେ ଆର ସେଣ୍ଟେରରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା। ସେଠାରେ ତାଙ୍କୁ କିଛିଦିନଚିକିତ୍ସା କରାଯାଇଥିଲା।’ଫଳରେ ସେ […]

ମୋଦି ସରକାରର ସାତ ବର୍ଷ ପୂର୍ତ୍ତି ଅବସରରେ ମାସ୍କ ଓସାନିଟାଇଜର ବଣ୍ଟନ

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)କେନ୍ଦ୍ରରେ ମୋଦି ସରକାର ଙ୍କ ୭ ବର୍ଷ ପୂର୍ତ୍ତୀ ଅବସରରେ ବିଜେପି ଦଳ ପକ୍ଷରୁ ବିଭିନ୍ନ ସେବା ମୁଳକ କାର୍ଯ୍ୟ ହାତକୁ ନିଆଯାଇଥିଲା।ଏହି ଉପଲକ୍ଷେ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଓ ପୌରାଞ୍ଚଳ ମାନଙ୍କରେ ସେବା କାର୍ଯ୍ୟ କରାଗଲା ।ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ବୁଲି ବୁଲି ମାସ୍କ, ସାନିଟାଇଜର, ପାଣି ଵୋଟଲ, ବିସ୍କୁଟ, ରନ୍ଧା ଖାଦ୍ୟ, ରାସନ ବାଣ୍ଟିବା ସହିତ କେତେକ ଯାଗାରେ ସ୍ଵଚ୍ଛଭାରତ କାର୍ଯ୍ୟକ୍ରମ କରିବାର ଦେଖାଯାଇଥିଲା ।ସମସ୍ତ […]

ବାତ୍ୟ ।କ୍ଷତିଗ୍ରସ୍ତ ପରିବାରକୁ ସହାୟତା ମିଳିନି

ଫୁଲ ବାଣୀ- (ସୁନୀଲ ପଟନାୟକ)ଗତ ୨୯ରେ ପ୍ରବଳ ବର୍ଷା ଓ ପବନ6 ବ।ହିବା ଫଳରେ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ କୁଶୁମେଣ୍ଡି ଗ୍ରାମପଞ୍ଚାୟତ ଅଧିନସ୍ତ ପିପଲସାହିର ରମେଶ ଚନ୍ଦ୍ରଗଣ୍ଡା,ଓ ଶତୃଘ୍ନନାଏକଙ୍କ ଘର ର ଛାତ ସଂପୂର୍ଣ୍ଣ ଉଡି ଯାଇଛି। ଫଳରେ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ।ଆଗକୁ ବର୍ଷାଦିନ ଘର ଉପରେ ଛାତ ନାହିଁ ପିଲା ଛୁଆ ଧରି ରହିବେ କେମିତି? ଏପଟେ ଲକଡ଼ାଉନ ଯୋଗୁଁ କାମ ଧନ୍ଦା । ବର୍ଷେ ହେଲାଣି ନାହିଁ […]

ବାଲିଗୁଡା: ମୋଦୀଙ୍କ ସପ୍ତମ ବର୍ଷ ଉପଲକ୍ଷେ ସ୍ୱଚ୍ଛ ଭାରତ ସହ ବ୍ୟାପକ ଜନ ହିତକର କାର୍ଯ୍ୟକ୍ରମ

ବାଲିଗୁଡା,୩୦/୫.(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଏନଏସି ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସପ୍ତମ ବର୍ଷ ପୃତ୍ତି ଅବସରରେ ବାଲିଗୁଡା ବିଜେପି ତରଫରୁ ମଣ୍ଡଳ ସଭାପତି ଦିବାକର ସାହୁଙ୍କ ନେତୃତ୍ୱରେ ସ୍ଵଛ ଭାରତ ଏବଂ ମାକ୍ସ ସାନିଟାଇଜର ବଣ୍ଟନ କରାଯିବା ସହିତ ବାଲିଗୁଡାର ବିଭିନ୍ନ ୱାର୍ଡରେ କରୋନା ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଉପସଭାପତି ମନୋଜ କୁମାର ରଥ ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ ରମାନନ୍ଦ ଘଡେଇଙ୍କ ସମେତ ସୁରେନ୍ଦ୍ର ପାତ୍ର, ଜଗମୋହନ ପଣ୍ଡା, […]

ମୋଦିଙ୍କ ନେତୃତ୍ୱାଧୀନ ସରକାରର ସାତ ବର୍ଷ ପୂର୍ତ୍ତି ଅବସରରେ ସଚେତନତା କାର୍ଯ୍ୟକ୍ରମ..

କନ୍ଧମାଳ,୩୦/୫.(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ଆଜି ସାତ ବର୍ଷ ପୂର୍ତ୍ତିହେଲା । ଏହି ଉପଲକ୍ଷେ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଓ ପୌରାଞ୍ଚଳ ମାନଙ୍କରେ ସେବା କାର୍ଯ୍ୟ କରାଯାଇଛି । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ବୁଲି ବୁଲି ମାସ୍କ, ସାନିଟାଇଜର, ପାଣି ବୋତଲ, ବିସ୍କୁଟ, ରନ୍ଧା ଖାଦ୍ୟ, ରାସନ ସାମଗ୍ରୀ ବାଣ୍ଟିବା ସହିତ କେତେକ ସ୍ଥାନରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ କରିଥିଲେ । ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ ମାନେ […]

ବାଲିଗୁଡା : ପାଣି ଆଣିବା ବେଳେ ଗଭୀର କୂଅରେ ଯୁବତୀ ଖସି ପଡିଲେ : ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀ ଙ୍କ ଉଦ୍ୟମଯୋଗୁଁ ଯୁବତୀ ବର୍ତ୍ତିଗଲେ

ବାଲିଗୁଡା,୩୦/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଳକର କଟିମାହା ପଞ୍ଚାୟତରେ ଘଟିଛି ଏକ ଅଭାବନିୟ ଘଟଣା। ଘଟଣା ପ୍ରକାରେ ଏକ ନିଶ୍ଚିତ ମୃତ୍ୟୁ ମୁଖରେ ଜଣେ ଯୁବତୀ ଜୀବନ ଫେରିପାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟିମାହା ଅଞ୍ଚଳର ଜନୈକା ଯୁବତୀ ନିଜ ଘରର କିଛି ଦୂରରେ ଥିବା ଏକ କୂଅରୁ ପାଣି ଆଣିବା ବେଳେ ଅଚାନକ ଭାବେ ଉକ୍ତ ଗଭୀର କୂଅ ମଧ୍ୟରେ ପଡ଼ିଯାଇଥିଲେ। ପଡ଼ିଯିବା ଫଳରେ ତାଙ୍କର ମୁଣ୍ଡ ଫାଟିବା […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୩୦ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଜ୍ୟେଷ୍ଠମାସ-କୃଷ୍ଣପକ୍ଷତିଥି-ପଞ୍ଚମୀ ରାତ୍ରି ଘ୦୧/୫୫ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀନକ୍ଷତ୍ର-ଉତ୍ତରାଷ।ଢା ଦିବା ଘ୦୫/୦୨ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣ।ଚନ୍ଦ୍ର- ମକରଯୋଗ-ଶୁକ୍ଳକରଣ-କୌଳବସୌରମାସ-ବୃଷ ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୫୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୦୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୧/୫୫ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେସିଂହ ରାଶିର ଘାତ ଚନ୍ଦ୍ରମେଷ ରାଶିର ଘାତବାରପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା ଓ ବାରବେଳ।- ଦିବା ଘ ୧୦/୦୫ଗତେ ଘ୦୧/୨୨ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା ଘ୦୬/୪୭ ଗତେ ଘ୦୯/୧୧ ମଧ୍ୟେ ଓ […]

ବୋହୁକୁ ଘରେ ପୁରାଇ ଲେନି ଶାଶୁ, ଫୁଲବାଣୀ ଅମଲାପଡ଼ା ସାହିରେ ଉତେଜନା

..ଫୁଲ ବାଣୀ- (ସୁନୀଲ ପଟନାୟକ) ବୋହୁ ଯାଇଥିଲେ ବାପ ଘର।ବାପ ଘର ତାଙ୍କର ହିଞ୍ଜିଳିକାଟୁ,I ସେଠାରୁ ବୋହୁ ନିଜ ୭ବର୍ଷ ଝିଅକୁ ନେଇ ଫୁଲବାଣୀ ଅମଲାପଡ଼ାସ୍ଥିତ ଶାଶୁଘରକୁ ଆସିବାବେଳେ ଶାଶୁ ବୋହୁ କୁ ଘରେ ନ ପୁରାଇ ତଡିଦେଇଥିଲେ ଓତାଲା ଠୁକି ଅନ୍ୟତ୍ର ଚାଲିଯାଇଥିଲେ । ଫଳ ରେ ବୋହୁ ୭ ବର୍ଷର ଝିଅ କୁ ଧରିଅସହାୟ ଅବସ୍ଥାରେ ଘର ସମ୍ମୁଖରେ ବସିରହିଥଲୋଏହା ଦେଖି ସାହିରେ ଥିବା ଏସଏଚଜି ଗୁପର ମହିଳାମାନେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଖବରପାଇ […]

ଶ୍ରଦ୍ଧାଞ୍ଜଳି: ଉତ୍କଳ ସାମ୍ବାଦିକ ସଙ୍ଘ ର ପୂର୍ବତନ ସମ୍ପାଦକ ସଂଗ୍ରାମୀ ବସନ୍ତ ଦାସଙ୍କୁ

ଉତ୍କଳ ସାମ୍ବାଦିକ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ତଥା ଓଡ଼ିଶାର ବୟୋଜ୍ୟେଷ୍ଠ ସାମ୍ବାଦିକ, ଲେଖକ, ସ୍ତମ୍ଭକାର, ରାଜନୀତି ବିଶ୍ଳେଷକ ବସନ୍ତ ଦାସଙ୍କ ପରଲୋକରେ ଉତ୍କଳ ସାମ୍ବାଦିକ ସଂଘ ଓ ଆଇଏଫ୍‌ଡ଼ବ୍ଲ୍ୟୁଜେ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏହି ଶୋକରେ ସ୍ୱର୍ଗତ ଦାସଙ୍କ ପରିବାରକୁ ଏଭଳି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି କୁହାଯାଇଛି । ଗୋଟିଏ ସମୟରେ ବସନ୍ତ ଦାସଙ୍କ ନେତୃତ୍ୱରେ ଉତ୍କଳ ସାମ୍ବାଦିକ ସଂଘ ବେଶ ସୁସଂଗଠିତ ହୋଇପାରିଥିଲା । […]