ଫୁଲବାଣୀରୁ ୪ ଓ ଜିଲ୍ଲାରୁ ୯୦ନୁତନ କରୋନାପଜିଟିଭ ଚିହ୍ନଟ,

ଫୁଲବାଣୀ-( ସୁନୀଲ ପଟନାୟକ) ସୋମବାର କନ୍ଧମାଳ ଜିଲ୍ଲାରେ ସୋମବାର ୯୦ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଆଜି ସୋମବାର ଫୁଲବାଣୀ ସହରରୁ ୪ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।ଆଜି ଫୁଲ ବାଣୀ ସହରରୁ ୪ ଜଣ ଚିହ୍ନଟ ହୋଇଥିବାବେଳେ ସେଥି ମଧ୍ୟ ରୁ ଫୁଲ ବାଣୀ ସାହିରୁ ୩ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ହାଉସିଙ୍ଗ ବୋର୍ଡ଼କ ଲୋନୀ ରୁ […]

ବିପୁଳ ପରିମାଣ ର ଗଂଜେଇ ଜବତ, ୩ ଗିରଫ

ଫୁଲବାଣୀ- (ସୁନୀଲ ପଟନାୟକ).ସୋମବାର ଫିରିଙ୍ଗିଆ ପୋଲିସ କୁ ମିଳିଛି ବଡ ସଫଳତା l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପାଡିପାଙ୍ଗା ଅଞ୍ଚଳରୁ ପୋଲିସ ୧୭ କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗ6ଜଂ ଇ ଜବତ, କରିଛି ଓ ଏ ସଂପର୍କରେ୩ ଜଣ ଅଭିଯୁକ୍ତ ମଧ୍ୟ ଗିରଫ କରିଛି ପୋଲିସ।ସୂଚନାଯୋଗ୍ୟଯେ ଏ ସବୁ ଚୋରା ଗ6ଜଂ ଇ ବାହାରକୁ ଚାଲାଣ କରିବାକୁ ଗାଁ ରାସ୍ତା ଉପରେ ରଖାଯାଇଥିଲା। କନ୍ଧମାଳ ଏସପି ବିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଫିରିଙ୍ଗିଆ ଥାନା ପୋଲିସ […]

ନାବାଳିକା ଅପହରଣ ଅଭିଯୋଗ, ଥାନାରେ ଏତଲା

ଫୁଲବାଣୀ- (ସୁନୀଲ ପଟନାୟକ)ନାବାଳିକା ଛାତ୍ରୀ ଅପହରଣ । ସୋମବାର ସକାଳୁ ସକାଳୁ ଏକ ବୋଲେରୋ ଗାଡିରେ ଆସି କିଛି ଦୁବୃର୍ତ୍ତ ଫୁଲ ବାଣୀ ସହରର ଶଗଡିଆ ସାହୀ ଅଞ୍ଚଳରେ ରହୁଥିବା ଏକ ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ନାବାଳିକା ଛାତ୍ରୀଙ୍କୁ ଘରୁ ଯୋର ଜବରଦସ୍ତ ଉଠାଇ ନେଇ ବୋଲେରୋରେ ଅପହରଣ କରିନେଇଥିବା ନେଇ ନାବାଳିକାର ପିତା ଥାନାରେ ଏତେଲା ଦେଇଛନ୍ତି।ତେବେ କିଏ କାହିଁକି ଓ କଣ ପାଇଁ ନାବାଳିକାଙ୍କୁ ଅପହରଣ କଲା ଜଣା ପଡିନି ।ସୂଚନା ଯୋଗ୍ୟ ଯେ, […]

କାଳ ବୈଶାଖୀ ର ପ୍ରଭାବ ମହl ସୀଙ୍ଗି ରେ ଶତାଧିକ ଗୃହ ନଷ୍ଟ

ଫୁଲବାଣୀ (-ସୁନୀଲ ପଟନାୟକ )କାଳବୈଶାଖୀ ର ପ୍ରଭାବ ଶତାଧିକ ଗୃହ ନଷ୍ଟ l କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହସୀଙ୍ଗି ସିର୍ତ୍ତିଗୁଡ଼ା କଞ୍ଜl ମେଣ୍ଡି ରେ କାଳ ବୈଶାଖୀ ର ପ୍ରଭାବରେ ଶତାଧିକ ଗୃହ ନଷ୍ଟ ହୋଇଛି l ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗି ଯିବାରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛିlଗତ କାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଝଡ ତୋଫାନ ହେବାରୁ ରାସ୍ତା ଘାଟ ଓ ଘର ଉପରେ ଗଛ ପଡ଼ି ଗୃହ ନଷ୍ଟ […]

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସ ରୁଦ୍ଧ ହୋଇ ଦୁଇ ମୃତ

–ଫୁଲବାଣୀ- (ସୁନୀଲ ପଟନାୟକ), ସୋମବାର ସକାଳୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ପିଟବାରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ପିତବାରି ଗ୍ରାମର ଜଣେ ଵ୍ୟକ୍ତି ର ନୂଆ ଲେଟିନ ଟାଙ୍କି ଭିତରେ ଆବର୍ଜନା ସଫା କରିବାକୁ ଜଣେ ଶ୍ରମିକ ଭିତରକୁ ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଟାଙ୍କି ଭିତରେ ପଡିଯାଇଥିଲା ।ଏହା ଦେଖି ଘର ମାଲିକ ଟାଙ୍କି ଭିତରକୁ ଯାଇଥିଲେ ।ସେ ମଧ୍ୟ ଶ୍ୱାସରୁଦ୍ଧ ହୋଇ ପଡିଯାଇଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ବିଭାଗ କୁ […]

ଚକାପାଦ ବନ୍ଧ ଖମଣ ଗ୍ରାମବାସୀ ଅନ୍ଧାରରେ

ଟ୍ରାନସଫରମର ମରାମତି ହେଉନି ।ଫୁଲ ବାଣୀ- (ସୁନୀଲ ପଟନାୟକ)ସରକାର ଦିନଦୟାଲ ଗ୍ରାମୀଣ ବିଦ୍ୟୁତ ଯୋଜନା ଓ ବିଜୁ ଗ୍ରାମ୍ୟ ଜ୍ୟେ ।ତି ଯୋଜନାରେ ସବୁ ଗ୍ରାମକୁ ବିଜୁଳୀ ଆଲୋକ ଯୋଗାଇ ଦେଉଛନ୍ତି । ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମାସ ମାସ ଧରି ଗ୍ରାମଗୁଡିକ ଅନ୍ଧାରରେ ରହୁଛି । ଅଭିଯୋଗ କଲେ ବି ବିଭାଗୀୟ ଯନ୍ତ୍ରୀମାନେ ଶୁଣୁ ନାହାନ୍ତି। ଲୋକେ ଏବେ ପ୍ରବଳଗରମରେ ଅନ୍ଧାରରେ ରହୁଥିବା ଦେଖିବାକୁ ମିଳୁଛି ।ଏଭଳି ଅଭିଯୋଗ ଆସିଛିକନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ […]

ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ ହେବେ କେବେ ? ଏତେଲା ର ୫ ଦିନ ପରେ ପୁଲିସର ହାତ ଖାଲି

ଫୁଲ ବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଫୁଲବାଣୀଠାରେ ଜଣେ ୱେବ ପ୍ରତିନିଧିଙ୍କୁ ଟାଉନପୋଲିସ ଏସ ଆଇ ପ୍ରଥମେ ଗାଳିଗୁଳ ଜକରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଓ ପରେ ଗୁଣ୍ଡା ଲଗାଇ ମରଣାନ୍ତକ ଆକ୍ରମଣ କରିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଅର୍ଭିଯୁକ୍ତମାନଙ୍କୁ ଘଟଣାର ସପ୍ତାହକ ପରେ ମଧ୍ୟ ଗିରଫ ନ କରି ତଦନ୍ତ ନାମରେ ଦିନ ଗଡାଇ ଚାଲିଥିବାବେଳେ ଚକାପାଦ ଠାରେ ମଧ୍ୟ […]

ସିଆରପିଏଫ ଜବାନଙ୍କ ମହାନତା ଚାନ୍ଦା ସଂଗ୍ରହ କରି ରାସନ ଦେଲେ

ଫୁଲ ବାଣୀ- (ସୁନୀଲ ପଟନାୟକ)କରେ। ନା ମହାମାରୀ ର ଦ୍ଵିତୀୟ ଲହର ସଂକ୍ରମଣକୁ ରୋ କିବା ପାଇଁ ସରକାର ଗତ ମେ ୫ ରୁ ଲକଡ଼ାଉନ ଘୋଷଣା କରିଛନ୍ତି ।ଫଳରେ ଲୋକମାନେ କାମ ଧନ୍ଦା କିଛି ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜୀବନ ଜିବିକା ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ବାଳନ୍ଦାପଡ଼ାରେ ସୁରକ୍ଷା ପାଇଁ ନିୟୋଜିତ ଥିବା ସିଆରପିଏଫ୧୨୭ବାଟାଲିୟନର ଜବାନମାନେ ମହାନତା ଦେଖାଇଛନ୍ତି ।ନିଜ ନିଜ ଭିତରେ କିଛି […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୩୧ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଜ୍ୟେଷ୍ଠମାସ-କୃଷ୍ଣପକ୍ଷତିଥି-ଷଷ୍ଠୀ ରାତ୍ରି ଘ୧୨/୫୦ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀନକ୍ଷତ୍ର-ଶ୍ରବଣ। ଦିବା ଘ୦୪/୨୫ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଟାଚନ୍ଦ୍ର- ମକର ରାତ୍ରି ଘ୧୨/୫୦ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭଯୋଗ-ବ୍ରହ୍ମକରଣ- ଗରସୌରମାସ-ବୃଷ ୧୭ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୪୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୫୦ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେସିଂହ ରାଶିର ଘାତ ଚନ୍ଦ୍ରମିଥୁନ ରାଶିର ଘାତବାରଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ ୦୬/୫୦ଗତେ ଘ୦୮/୨୭ ମଧ୍ୟେବାରବେଳ।- ଦିବା ଘ […]