ପିକ୍ଅପ୍ ଭ୍ୟାନ ଧକ୍କାରେ ମୃତ ଗାଈ ବଳଦଙ୍କ ମାଲିକଙ୍କୁ ସହାୟତା ପ୍ରଦାନ

ନରସିଂହପୁର (ଉ ଲା ପ୍ର)ଗଲା ପଅରଦିନ ସଂଧ୍ୟାରେ ଏକ ପିକଅପ ଭ୍ୟାନ ଦ୍ରୁତଗତିରେ ରାସ୍ତା ଅତିକ୍ରମ କରୁଥିବା କନ୍ଧବେରେଣୀର ଗାଈ ଗୋଠକୁ ଧକ୍କା ଦେବାରୁ ୪ଟି ଗାଈଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ୩ଟି ଗାଈ ଗୁରୁତର ହୋଇଥିଲେ। ସେଦିନ ଗରିବ ଗୋପାଳ ଓ ଗ୍ରାମବାସୀ ବିକ୍ଷୁବ୍ଧ ଥିଲେ । ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରାସାଦ ମିଶ୍ର ଜିଲ୍ଲାପାଳଙ୍କୁ ଯୋଗାଯୋଗ କରି ସହାୟତାର ପ୍ରତିଶ୍ରୁତି ଦେଇଥିଲେ। ସ୍ଥାନୀୟ ତହସିଲଦାର ଓ ସରପଞ୍ଚ ଏ କଥା ଗ୍ରାମବାସୀଙ୍କୁ ବୁଝାଇବାରେ […]

ପୁରୀରେ ଭଜନ ପ୍ରକଳ୍ପ ଚାଲୁ କରିବା ପାଇଁ ଜିଲାପାଳ ଙ୍କୁ ଦାବିପତ୍ର

ପୁରୀ(ଉଲାପ୍ର)ଶ୍ରୀକ୍ଷେତ୍ର ରେ ଧାର୍ମିକ ବାତାବରଣ ସୃଷ୍ଟି ତଥା ମହାପ୍ରଭୁଙ୍କ ମହିମା ଗାନ ଓ ଶ୍ରଦ୍ଧାଳୁ ଙ୍କ ମନରେ ଭକ୍ତିଭାବ ଜାଗ୍ରତ ନିମନ୍ତେ କିଛି ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା “ବଡ଼ଦାଣ୍ଡ ଭଜନ ପ୍ରକଳ୍ପ”। ଯେଉଁଥିରେ କି ସିଂହଦ୍ଵାର ଠାରୁ ଗୁଣ୍ଡିଚା ଘର ପର୍ଯ୍ୟନ୍ତ ବଡଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ଖୁଣ୍ଟରେ ପ୍ରାୟ ୫୦ ରୁ ଉର୍ଦ୍ଧ ଡ଼ାକବାଜି ଯନ୍ତ୍ର ସ୍ଥାପନ କରାଯାଇ ଶ୍ରୀଜଗନ୍ନାଥଙ୍କ ଭଜନ କୀର୍ତ୍ତନ ପରିବେଷଣ କରାଯାଉଥିଲା। ଯାହାକି ପବିତ୍ର ବଡଦାଣ୍ଡ ର ଗାରିମା ବୃଦ୍ଧି […]

ପ୍ରଧାନମନ୍ତ୍ରୀ ଗ୍ରାମସଡକ ନିମ୍ନମାନର

ନରସିଂହପୁର -(ଉଲାପ୍ର)ନରସିଂହପୁର ପାଇକ ରେଗେଡା ଠାରୁ ନୂଆଗାଁ ପର୍ଯ୍ୟନ୍ତ ଗ୍ରାମସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି।ଏହିରାସ୍ତା ସଂପୂର୍ଣ୍ଣ ନିମ୍ନ ମାନର ହେଉଥିବାରୁ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଆସୁଛନ୍ତି।ଠିକାଦାର ଜଣକ ପ୍ରକଳ୍ପ ଏଷ୍ଟିମେଟ ଅନୁଯାଇ କାମ ନକରି ନିଜ ଇଚ୍ଛାରେ କାମ କରୁଥିବାରୁ ତାହା ଲୋକମାନଙ୍କ କାମରେ ଆସିବନାହିଁ ବୋଲି ଲୋକେ ବାରମ୍ବାର ଅଭିଯୋଗ କରିଛନ୍ତି।ହେଲେ ଠିକାଦାର ମାନୁନାହାନ୍ତି।କନିଷ୍ଠ ଯନ୍ତ୍ରୀ,ସହକାରୀ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏହି କାମକୁ ଦେଖିବା ପାଇଁ ଜନସାଧାରଣ ଦାବି କରିଛନ୍ତି।

ପ୍ରଧାନଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ନରସିଂହପୁର -(ଉଲାପ୍ର)ନରସିଂହପୁର ବ୍ଲକ ଅନ୍ତର୍ଗତ ଗଣେଶ୍ୱର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ଗୋଛିଙ୍କୁ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏହି ଅବସରରେ ବ୍ଲକ ଅଧକ୍ଷ କିଶୋର ମିଶ୍ର, ଶିକ୍ଷାବିତ କୁଳମଣି ବାରିକ, ଶିକ୍ଷାବିତ ବିଜୟ କୁମାର ଛତ୍ର, ବିରେନ୍ଦ୍ର ବେହେରା, କଳିଙ୍ଗ କେଶରୀ ପ୍ରଧାନ, କରୁଣା କର ଶତ୍ରୁସଲ, ଅରୁଣ ବେହେରା, ରଶ୍ମିରଞ୍ଜନ ବେହେରା, ଅକ୍ରୁର ବେହେରା, ହରିହର ଚମ୍ପତିରାୟ, ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଅଜୟ କୁମାର ମହାନ୍ତି ନୂଆ ପ୍ରଧାନ ଶିକ୍ଷକ […]

ସୁଶାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ କନ୍ଧମାଳ ସାଂସଦ

.ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‍ ଅନ୍ତର୍ଗତ କୋଲାପଡ଼ା ଗ୍ରାମର ସୁଶାନ୍ତ ନାୟକଙ୍କ ଗତ ମେ ୨୨ ତାରିଖରେ କରୋନାରେ ପରଲୋକ ହୋଇଯାଇଛି । ସୁଶାନ୍ତ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ତରଫରୁ ଫିରିଙ୍ଗିଆ ବ୍ଲକ୍‍ ସଂଯୋଜକ ଭାବେ ବେଶ ନିଷ୍ଠା ଓ ଆନ୍ତରିକତର ସହକାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ।ତାଙ୍କର ପରଲୋକରେ ସାଂସଦ ଅଚ୍ୟୁତ ସାମନ୍ତ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ସାଂସଦ ପ୍ରତିନିଧିଙ୍କ ଜରିଆରେ […]

ଲକ ଡ଼ାଉନ ବେଳେକେନ୍ଦୁପତ୍ର ଆଦିବାସୀ ମହିଳାଙ୍କୁ ରୋଜଗାର ଦେଇଛି

ଫୁଲବାଣୀ-(ସୁନୀଲପଟନାୟକ) କରେ । ନାର ଦ୍ୱିତୀୟ ଲହର ସଂକ୍ରମଣ ରୋକିବା ପାଇଁ ସରକ।ରଚଳିତବର୍ଷ ପୁଣି ଗତ ମେ ୫ ରୁ ଲକ ଡାଉନ ଘୋଷଣା କରିଛନ୍ତି । ଫଳରେ ଏହା ଗରୀବଲୋକଙ୍କ ଜିବନ ଜୀବିକା ଉପରେ ଢେର ପ୍ରଭାବ ପକାଇଛି। ଲୋକେ ଜୀବିକା ହରାଇ ଦୁଃଖକଷ୍ଟରେ ଚଳୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ କେନ୍ଦୁପତ୍ର ଗରୀବ ଆଦିବାସୀ ମହିଳାଙ୍କ ମୁହଁରେ କିଛିଟା ହସ ଫୁଟାଇଛି।ତେବେ କାଳ ବୈଶାଖି ବର୍ଷା ଚଳିତ ବର୍ଷ କେନ୍ଦୁପତ୍ର ନଷ୍ଟ କରିଦେଇଛି । […]

ମେଡିକାଲ ଜମିରେ ଜଗନ୍ନାଥ ମନ୍ଦିର ନିର୍ମାଣ, ସମାଜସେବୀ ଙ୍କୁ ଧମକ

ଫୁଲବାଣୀ –ସୁନୀଲ ପଟନାୟକ )କନ୍ଧମାଳଜିଲ୍ଲା କ ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବେ ଆଇନ୍ ଜଗନ୍ନାଥ ମନ୍ଦିର ନିର୍ମାଣ ର ଗୁମର ଖୋଲିବା ପରେ କାର୍ଯ୍ୟନୁଷ୍ଠାନ ଭୟରେ ସମାଜସେବୀ ଙ୍କୁ ଧମକ l କ ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ କ ନୂଆଗାଁ ତହସିଲ ର କଞ୍ଜମେଣ୍ଡି ମୌଜା ଖାତା ନମ୍ବର ୧୩୫୧ ପ୍ଲଟ ନମ୍ବର ୨୩୫ ଏରିଆ୩’ ୫୬୮ ଆର୍ ସ୍ବାସ୍ଥ୍ୟ ବିଭାଗ ଜମି ଉପରେ କ ନୂଆଗାଁ ବ୍ଲକ୍ ରୁ ସ୍ପେଶିଆଲ ପ୍ରୋବେଲମ […]

ବନପାଳଙ୍କ ଅକାଳ ବିୟୋଗ ରେ ଶୋକ

. ଫୁଲବାଣୀ-ସୁନୀଲ ପଟନାୟକ )ଫୁଲବାଣୀ ବନଖଣ୍ଡ ଅଧୀନ ଫିରିଙ୍ଗିଆ ରେ ଜଂଅଧିନ ନୂଆ ପଦର ସେକସ ନ ରେ ବନପାଳ ଭାବେ କାର୍ଯ୍ୟ କରୁଥିବା ବନପାଳ ରଙ୍କ ନିଧି ନାୟକଙ୍କ ୪୬ଙ୍କଆକାଳ ବିୟୋଗରେ ଡିଏଫଓ ଲକ୍ଷ୍ମୀଧର ବେହେରା , ଫିରିଙ୍ଗିଆରେ ଜଂର ବିଜୟ କୁମାର ମଲ୍ଲିକ ଙ୍କ ସମେତ ସହକର୍ମୀମାନେ ଗଭିର ଶୋକବ୍ୟକ୍ତ କରିବା ସଙ୍ଗେସଙ୍ଗେ ଶୋକସନ୍ତ୍ରପ୍ତ ପରିବାରବର୍ଗଙ୍କ ପ୍ରତି ଗଭିର ସମବେଦନା ଜ୍ଞାପନ କରିଛନ୍ତି ।ସ୍ଵର୍ଗତ ନା ଏକ ଜଣେ କର୍ମ ଠ, ମିଷ୍ଟ ବାସୀ, […]

ଅଦ୍ୟ ଜୁନ ମାସ ୦୧ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଜ୍ୟେଷ୍ଠମାସ-କୃଷ୍ଣପକ୍ଷତିଥି-ସପ୍ତମୀ ରାତ୍ରି ଘ୧୨/୩୭ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀନକ୍ଷତ୍ର-ଧନିଷ୍ଟା ତଦନ୍ତେ ଦିବା ଘ୦୪/୩୫ ପର୍ଯ୍ୟନ୍ତ ତଦନ୍ତେ ଶତଭିଷ।ଚନ୍ଦ୍ର- କୁମ୍ଭଯୋଗ-ବୈଧୃତିକରଣ- ବିଷ୍ଟିସୌରମାସ-ବୃଷ ୧୮ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୦୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ରାତ୍ରି ଘ୧୨/୩୭ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ରମକର ରାଶିର ଘାତବାରସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ ୦୧/୨୫ଗତେ ଘ୦୩/୦୨ ମଧ୍ୟେବାରବେଳ।- ଦିବା ଘ ୦୬/୫୦ଗତେ ଘ୦୮/୨୭ […]