ଲକଡ଼ାଉନରେ ଆଦିବାସୀ ମହିଳଙ୍କୁ ରୋଜଗାର ଯୋଗାଉଛି ଠୁରୀ ଆମ୍ବ

ଫୁଲବାଣୀ- (ସୁନୀଲ ପଟନାୟକ)ଏବେ ଆମ୍ବ ରୂତୁ । ଫୁଲବାଣୀ ସହର ରୁ ଆରମ୍ଭ କରି ଜିଲ୍ଲାର ସବୁଠାରେ ଧାଡିକି ଧାଡ଼ି ଠୁରି ଆମ୍ବର ପସରା ଦେଖିବାକୁ ମିଳୁଛି । ଗ୍ରାହକ ମାନେମଧ୍ୟ ବେଶ ଖୁସିର ସହ ଏହି ଆମ୍ବକିଣିନେଉଛନ୍ତି । ସକାଳୁ ସକାଳୁ ଫୁଲ ବାଣୀ ସହରର ଗୋପବନ୍ଧୁ ଛକ, ମାଦି କୁନ୍ଦା ଛକ, ମେଡିକାଲ ଛକ ,ଡିଆରଡିଏ ଛକରେ ବିଶେଷକରିଆଦିବାସୀ ମହିଳାମାନେ ଠୁରୀ ଆମ୍ବର ପସରା ମେଲାଇ ବସିଥାନ୍ତି । ଏହି ଆମ୍ବ ମହିଳାମାନେ ଜଙ୍ଗଲରେ […]

ଯେତେ ପ୍ରସଂସା କଲେ ବି କମ ହେବ ଅସମୟର ବନ୍ଧୁ ଟିମ ହ୍ୟୁମାନିଟି

ଫୁଲବାଣୀ- (ସୁନୀଲ ପଟ୍ଟନାୟକ) କରେ। ନା ମହାମାରି ସମୟରେ ବନ୍ଧୁବର୍ଗ , ଆତ୍ମୀୟ ସଜନ,ସମସ୍ତେ ପରକରି ଦେଉଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ସହାୟତାର ହାତ ବଢ଼ାଇମାନବିକତାର ପରିଚୟ ଦେଇଛନ୍ତି ଫୁଲବାଣୀରଟିମ ହ୍ୟୁମାନିଟିର ସଦସ୍ୟମାନେ, I ତାଙ୍କ ପ୍ରତି ଫୁଲବାଣୀ ସମେତ ଜିଲ୍ଲାବାସୀଙ୍କ ବିଶ୍ୱାସ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଟିମ ହ୍ୟୁମାନିଟିକୁ ଯେତେ ପ୍ରଶସଂ। କଲେ କମ ହେବ।ଆପଣ ନିଜକୁ ଏକା ଓ ଅସହାୟ ଭାବୁଛନ୍ତି କି? ଯଦି ହଁ ତେବେ ଟିମ […]

ନିରୁପମା ଦୋରା କନ୍ଧମାଳର ନୂତନ ଏଡ଼ିଇଓ

ଫୁଲବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ ନୂତନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ( ଏଡି ଇଓ) ଭାବେ ନିରୁପମା ଦୋରା ଦୀୟୀତ୍ଵ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ନିରୁପମା କଳାହାଣ୍ଡି ଜିଲ୍ଲା ନର୍ଲାର ସିନିୟର ବି ଇଓ ଭାବେ ନିଷ୍ଠା ଓଆନ୍ତରୀକତାର ସହ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ନିରୁପମା ।ବର୍ତ୍ତମାନଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ସେ ସର୍ବଦା ଦୃଷ୍ଟି ଦେବେ ବୋଲି କନ୍ଧମାଳ ଜିଲ୍ଲାରେ ନୂତନ […]

ଦୃଢ ମନୋବଳ କରୋନାକୁ ହରାଇଲା ହାରିଛି କରେ।ନା ଜିତିଛି ଜୀବନ

ଫୁଲ ବାଣ-(ସୁନୀଲ ପଟନାୟକ) କରେ । ନାର ପ୍ରଥମଲ ହର ଯେମିତି ସେମିତି କଟିଯାଇଥିଲା ହେଲେଏବେ କରେ। ନାରଦ୍ଵିତୀୟ ଲହର ଘାତକ ସାଜିଛି । ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଫଳରେ କରେ ନା ସଂକ୍ରମିତ ହେଲେ ରୋଗୀ ଓ ପରିବାର ଲୋକ ଙ୍କ ମଧ୍ୟରେ ଅଜଣା ଭୟର ସଞ୍ଚାର ଖେଳିଯିବା ସ୍ଵାଭାବିକ।ତେବେ ଏହି ସଙ୍କଟ ସମୟରେ ସାମାଜିକ ଦୁରତା ରକ୍ଷାକରିବା ଯେତିକି ଆବଶ୍ୟକ ମାନସୀ କଭାବେ ଯୋଡିହୋଇ ରହିବା ସେତିକି ଆବଶ୍ୟକ। ଦୃଢ ମନୋବଳ […]

ଅଦ୍ୟ ଜୁନ ମାସ ୦୨ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-କୃଷ୍ଣପକ୍ଷତିଥି-ଅଷ୍ଟମୀ ରାତ୍ରି ଘ୦୧/୩୦ ପର୍ଯ୍ୟନ୍ତ ତଦନ୍ତେ ନବମୀନକ୍ଷତ୍ର-ଶତଭିଷ। ଅପରାହ୍ନ ଘ୦୫/୩୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ବ ଭାଦ୍ରଚନ୍ଦ୍ର- କୁମ୍ଭଯୋଗ-ବିସ୍କୁମ୍ଭକରଣ-ବାଳବସୌରମାସ-ବୃଷ ୧୯ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୨୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୨୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୧/୩୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ରକର୍କଟ ରାଶିର ଘାତବାରଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ ୦୮/୨୫ଗତେ ଘ୧୦/୦୩ ମଧ୍ୟେବାରବେଳ।- ଦିବା ଘ ୧୧/୪୨ଗତେ ଘ୦୧/୨୧ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। […]

SUM ULTIMATE SUCCESSFULLY TREATS A BLACK FUNGUS CASE

Bhubaneswar(buro news)A 44-year-old man, suffering from black fungus, was treated at SUM Ultimate Medicare, with doctors opting for the surgical route with success. The man from Ganjam district was infected with Covid-19 and had received treatment at the SUM Covid Hospital for ten days before being discharged. A diabetic, he was treated with steroids to […]

ସୁସ୍ଥ ହେଲେ ବ୍ଲାକ ଫଙ୍ଗସ ରୋଗୀ ସମ ଆଲଟିମେଟ ମେଡିକାୟରରେ ସଫଳ ଚିକିତ୍ସା

ଭୁବନେଶ୍ୱର,(ଉଲାପ୍ର)ବ୍ଲାକ ଫଙ୍ଗସ ରେ ପୀଡିତ ଥିବା ଜଣେ ଜଣେ 44ବର୍ଷୀୟ ବ୍ୟକ୍ତି ସମ ଆଲଟିମେଟ ମେଡିକେୟାରରେ ସଫଳ ଚିକିତ୍ସା ପାଇବା ଯୋଗୁଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ସମମରେ ସଫଳ ଅସ୍ତ୍ରୋପଚାର ଦ୍ୱାରା ତାଙ୍କୁ ସୁସ୍ଥ କରାଯାଇଛି |ଗଞ୍ଜାମ ଅଂଚଳର ଏହି ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ | 10 ଦିନ ଚିକିତ୍ସା ପାଇବା ପରେ ସେ ଡିସ୍ଚାର୍ଜ ହୋଇଥିଲେ | ସେ ମଧୁମେହ ରୋଗୀ ଥିବା […]

ଭାଇରାଲ ହେବାରେ ଲାଗିଛି ଜଙ୍ଗଲରାଣି ବ୍ଲେସି ପ୍ରଧାନଙ୍କ ଫଟୋ

ଫୁଲବାଣୀ- (ସୁନୀଲ ପଟନାୟକକନ୍ଧମାଳ ଜିଲ୍ଲାର ଦ।ରିଙ୍ଗ ବାଡି ବ୍ଳକ 6ତରା ବାଡି ଗ୍ରାମର ବ୍ଲେସି ପ୍ରଧାନ ଙ୍କ ଫଟୋ ଦିନକୁ ଦିନଭାଇରାଲ ହେବାରେ ଲାଗିଛି ।ବ୍ଲେସି ଙ୍କ ବୟସ ମାତ୍ର ୪ ବର୍ଷ । ହେଲେ ତାଙ୍କ ପାଖରେ ଭରପୁର ପ୍ରତିଦ୍ଭା ରହିଛି । ଓଡ଼ିଶାର କାଶ୍ମିର କୁହାଯାଉଥିବା ଦାରିଙ୍ଗବାଡି ର ବଣ ପାହାଡ଼ ଘେରା ଆଦିବାସୀ ଇଲାକାରେ ରୁହନ୍ତି ବ୍ଲେସି। ବଣ ମଲିପରି ବଣରେ ନଫୁଟି ଆଜିକନ୍ଧମାଳ ଓ ସାରା ଓଡ଼ିଶାରେ ଭାଇରାଲ ହେବାରେ ଲାଗିଛି […]

କାର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଆଦର୍ଶ ବିଦ୍ୟାଳୟ ନିକଟରେ ଆଜି ଏକ ମର୍ମାନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି. ।ମୃତ ବ୍ୟକ୍ତି ଜଣକ ଫିରିିଙ୍ଗିଆ ବ୍ଲକ ବନ୍ଧଗଡ ପଂଚାୟତ ମନୁଆବାଡି ଗାଁ ର ଲଷ୍ମୀଧରକ ହଁ ର ବୋଲି ଜଣା ପଡିଛି ।ସୂଚନା ଯୋଗ୍ୟ ଯେ ମୃତ ବ୍ୟକ୍ତି ଜଣକ ଙ୍କ ଏକ ନବଜାତ ଶିଶୁ ଜନ୍ମ ହେବାରୁ ସେ ଚିକତ୍ସା ପାଇଁ ତାଙ୍କ ସ୍ତ୍ରୀ […]

ବାଲିଗୁଡାରେ ଘନଘନ ବିଦ୍ୟୁତ କାଟ ଓ ଲୋ-ଭୋଲଟେଜ ସମସ୍ୟାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି

ବାଲିଗୁଡା,୦୧/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବିଦ୍ୟୁତ ଉପଖଣ୍ଡରେ ଏବେ ନୀତିଦିନ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । କୌଣସି ପୂର୍ବ ସୂଚନା ନଥାଇ ପ୍ରତିଦିନ ସକାଳୁ ସନ୍ଧ୍ୟା ଭିତରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହିଁ । ବିଦ୍ୟୁତସେବା ଏବେ ଜନସାଧାରଣଙ୍କ ଜୀବନଯାତ୍ରା ଓ ଜୀବିକା ନିର୍ବାହ କ୍ଷେତ୍ରରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବାରମ୍ବାର […]