ବିଦ୍ୟୁତ ତାର ଲାଗି ବାଳକ ର ଅକାଳ ମୃତ୍ୟୁ

ବାଲିଗୁଡା,୦୩/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ପସରଡ଼ି ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି l ତୀରଜ ପାଟମାଝି ନାମକ ଏକ ବାଳକ ସିର୍ଲା ମୁଖ୍ୟ ବଜ଼ାର ର ଦୋକାନ ରୁ କିଛି ଜିନିଷ କିଣିସାରିବା ପରେ ନିଜ ଦାଦା ସହିତ ନିଜ ଗ୍ରାମ ପସରଡ଼ି କୁ ଫେରୁଥିବା ବେଳେ ତଳେ ଭୂମି ତଳେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ l […]

ଗୁଞ୍ଜ ଓ ୱାର୍ଡ ପକ୍ଷରୁ ବାଲିଗୁଡାରେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ କରୋନା କିଟ ବଣ୍ଟନ

ବାଲିଗୁଡ଼ା,୦୩/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଦେଶରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଥିବା ବେଳେ ଜୀବନକୁ ବାଜି ଲଗାଇ ଘରୁ ବାହାରକୁ ଆସି ଖବର ସଂଗ୍ରହ କରୁଥିବା କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ରେ ୩୦ଜଣ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଗୁଞ୍ଜ୍ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସୁରେଶ କୁମାର ଏବଂ ୱାର୍ଡ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ସମ୍ପାଦକ ଆଶୁତୋଷ ସାହୁ ମିଳିତ ଭାବରେ ଦୁଇ ଅନୁଷ୍ଠାନ ପକ୍ଷରୁ କରୋନା କିଟ ପ୍ରଦାନ କରିଛନ୍ତି । ଏହି କୀଟ ବଣ୍ଟନ କାର୍ଯ୍ୟକ୍ରମକୁ […]

ପୁଣି ଫୁଟିଲା ବ୍ରହ୍ମ କମଳ ଫୁଲ,କୋଉଠି

ଆଠଗଡ(ଉଲାପ୍ର)ପୁଣି ଫୁଟିଲା ବ୍ରହ୍ମ କମଳ ଫୁଲ, ଏହି ବ୍ରହ୍ମ କମଳ ଫୁଲ ଫୁଟିଛି ଆଠଗଡ ସହରର ବରିଷ୍ଠ ଆଇନଜୀବୀ, ଗଡଜାତ ପରିକ୍ରମା ର ସଭାପତି,ଆଠଗଡ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ରଥଗଡା ବାସଭବନରେ, ଗତ କିଛିବର୍ଷ ହେଲା ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଆଷାଢ଼ ମାସରେ ଏହି ବ୍ରହ୍ମ କମଳ ଫୁଲ ବହୁଳ ଭାବେ ଫୁଟିଥାଏ,ହେଲେ ଚଳିତ ବର୍ଷ ଏହି ବ୍ରହ୍ମ କମଳ ଫୁଲ ବୈଶାଖ ମାସ ଓ ଜେଷ୍ଠ ମାସରେ ଫୁଟିବା ଏକ ବିରଳ […]

ବାପାଙ୍କ ପରେ ଚାଲିଗଲେ ମା, ଅନାଥ ହୋଇଗଲା ଝିଅ

ନରସିଂହପୁର-(ଉଲାପ୍ର)ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ଗ୍ରାମର ସ୍ବର୍ଗତ ଗୋଲକ ପ୍ରତିହାରୀ ଙ୍କ ପତ୍ନୀ ଶାନ୍ତିଲତା ପ୍ରତିହାରୀ ଙ୍କର ୪୭ ବର୍ଷ ଙ୍କର ଆଜି ଅକାଳ ବିୟୋଗ ଘଟିଯାଇଛି ଯାହା ଫଳରେ ଅନାଥ ହୋଇଯାଇଛି ୧୦ ବର୍ଷର ଝିଅ ପୂଜାରାଣୀ ପ୍ରତିହାରୀ ଅନାଥ ହୋଇଯାଇଛି।ସୂଚନା ରୁ ପ୍ରକାଶ ଯେ ବାଲିଝରି ଗ୍ରାମର ଗୋଲକ ପ୍ରତିହାରୀ ଙ୍କ ପରିବାର କହିଲେ ପତ୍ନୀ ଶାନ୍ତିଲତା ପୁଅ ଭାଗିରଥି ଏବଂ ଝିଅ ପୂଜା ଙ୍କୁ ନେଇ ଛୋଟିଆ ପରିବାର ପୂର୍ବରୁ ଗୋଲକ ଙ୍କର […]

କାଳ ବିଶାଖିରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ତହସିଲଦାର

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରଖଜୁରିପଡ଼ା ବ୍ଳକର ଦଳପଡ଼ା ଗ୍ରାମରେ କାଳବୈଶାଖୀ ଲ କ୍ଷତିଗ୍ରସ୍ତ ଗରୀବ ପରିବାରଙ୍କୁ ଭେଟିଲେ ଖଜୁରିପଡ଼ା ତହସିଲଦାର ସ୍ୱପ୍ନିତା ନା ଏକ । ଏନେଇ ଖବର ପାଇବା ମାତ୍ରକେ ତହସିଲଦାର ଶ୍ରୀମତି ନା ଏକ ବର୍ଷା ଛାଡିବା ପରେ ରାତିରେ ଦଳପଡ଼ା ଗ୍ରାମକୁ ଯାଇ କ୍ଷତି ଗ୍ରସ୍ତ ପରିବାର ଙ୍କ ଘରକୁ ଘର ଯାଇ ସୁବିଧା ଅସୁବିଧା କଥା ବୁଝିଥିଲେ।କ୍ଷୟକ୍ଷତି ସଂପର୍କରେ ତୁରନ୍ତ ଆକଳନ କରି ରିପୋର୍ଟ ଦେବା ଲାଗି ଆରଆଇଙ୍କୁ ନିର୍ଦ୍ଦେଶ […]

କରୋନାକାଳର ଦୁଃଖ ସରକାରଙ୍କ ନିର୍ଦ୍ଦେଶ ସତ୍ୱେ ଛାତ୍ରଛାତ୍ରୀଙ୍କୁ ଚାଉଳ କି ଟଙ୍କା ମିଳିନି ‘ ଅର୍ଦ୍ଧାଧିକ ଶିକ୍ଷକଙ୍କ ଦେଖା ମିଳୁନି

ଫୁଲ ବାଣୀ- (ସୁନୀଲ ପଟନାୟକ)କରେ । ନା ମହାମାରୀ ପାଇଁ ସରକା ର ପ୍ରଥମରୁ ଅଷ୍ଟମ ଯାଏ ସ୍କୁଲ ବନ୍ଦ କରିଛନ୍ତି। ଏବେ କରେ। ନା ରଦ୍ଵିତୀୟ ଲହର ପାଇଁ ଗତ ମେ ୫ ରୁ ଲକଡ଼ାଉନ ଘୋଷଣା କରିଛନ୍ତି । ତେବେ ଏହି ସମୟରେ ଶିକ୍ଷକମାନେ ସଦର ମହକୁମା ରେ ରହି ପିଲାଙ୍କ ଆଡ଼ମିଶନ କରିବେ. ମଧ୍ୟାନ୍ନ ଭୋଜନ ବାବଦ ଚାଉଳ ଓ ଟଙ୍କା ପିଲାଙ୍କୁ ପ୍ରଦାନ କରିବେ । ଏଥି ସହ ଘରକୁ ଘର […]

ଗ୍ରାମ୍ୟ ନିର୍ମାଣ ବିଭାଗ ର ଖାମଖିଆଲି କାରବାର

ସୂଚନା ଫଳକ ରେ ସୂଚନା ନାହିଁଫୁଲବାଣୀ- (ସୁନୀଲପଟନାୟକ)ରାଜ୍ୟସରକାର ପ୍ରତି କାର୍ଯ୍ୟରେସ୍ଵଛ ତା ଉପରେ ଗୁରୁତ୍ଵ ଦେଉଛନ୍ତି ।ଆଉ କାର୍ଯ୍ୟ ଆରମ୍ଭ ହେବା ଦିନରୁ ସମସ୍ତଙ୍କ ଅବଗତି ପାଇଁ ଡିସପ୍ଳେ ବୋର୍ଡ ମାରିବା ଲାଗି ସବୁ ବିଭାଗକୁ କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।ହେଲେ ଫୁଲ ବାଣୀ ଗ୍ରାମ୍ୟ ନିର୍ମାଣ ବିଭାଗ ଡିଭିଜନ ଅଧିନ ଜି ଉଦୟଗିରି ଯନ୍ତ୍ରୀମାନୁନଥିବା ଅଭିଯୋଗ ହେଉଛି । ସରକାରୀ ନିତି ନିୟମକୁ ଫୁ କରି କୁ ଆଡେ ଖୋଲାଖୋଲି ପିସି କାରବାର ଚଳାଇଥିବା […]

ଆଜିର ରାଶିଫଳ

ମେଷ: 👉ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।✧═════•❁❀❁•═════✧ବୃଷ:👉 ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । […]

ବାଲିଗୁଡା : ସ୍ମାର୍ଟ ସ୍କୁଲ କରିବାକୁ ନେଇ ତେଜୁଛି ବିବାଦ: ସ୍ମାର୍ଟ ସ୍କୁଲ ସରକାରୀ ବିଦ୍ୟାଳୟରେ କରିବାକୁ ଦାବୀ

ବାଲିଗୁଡା,୦୨/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲ ତାଲିକାରେ ସ୍ଥାନ ପାଇଥିବା ଏକ ବାଳିକା ଉଚ୍ଚ ବିଦ୍ୟାଳୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହି ବିଦ୍ୟାଳୟର ଜମି ଘରୋଇ ମାଲିକାନାରେ ରହିଥିବା ବେଳେ ଏହାର ପରିସରରେ ଏକ ଧର୍ମାନୁଷ୍ଠାନ ରହିଛି। ସେପଟେ ସରକାର ସ୍ମାର୍ଟ ସ୍କୁଲ ନାମରେ ସମସ୍ତ ଜମି ଅକ୍ତିଆରକୁ ନେଇ ଯିବେ ବୋଲି ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଧିନସ୍ଥ ବ୍ରାହ୍ମଣୀଗାଁ […]

ସମଗ୍ର କନ୍ଧମାଳରେ କାଳ ବୈଶାଖିର କରାଳ ରୂପ : ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଲେ ଏକ ପରି ବାରର ୪ ସଦସ୍ୟ

ବାଲିଗୁଡା,୦୧/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କାଳ ବୈଶାଖିର କରାଳ ରୂପ କରୋନାରୁ ବଳି ପଡିଛି। ଏହାର ପ୍ରଭାବ ସମଗ୍ର ଜିଲାର ପ୍ରାୟ ଅଞ୍ଚଳରେ ଦେଖାଯାଇଥିବା ବେଳେ ପ୍ରବଳ ପବନ ସହିତ ବର୍ଷା ଯୋଗୁଁ ସାଧାରଣ ଜନ ଜୀବନ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇ ପଡିଥିଲା। ତେବେ ସହରାଞ୍ଚଳ ମାନଙ୍କ ଅପେକ୍ଷା ଗ୍ରାମାଞ୍ଚଳ ମାନଙ୍କରେ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖାଯାଇଥିଲା। ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଘରଦ୍ୱାରା ମଧ୍ୟ ଭାଙ୍ଗିରୁଜି […]