ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୦୮ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-କୃଷ୍ଣପକ୍ଷତିଥି-ତ୍ରୟୋଦଶୀ ଦିବା ଘ ୧୧/୨୯ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀନକ୍ଷତ୍ର-ଦ୍ଵିଜା ଦିବା ଘ ୦୬/୨୨ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାଚନ୍ଦ୍ର-ମେଷ ଦିବା ଘ ୦୧/୦୭ ପର୍ଯ୍ୟନ୍ତ ତଦନ୍ତେ ବୃଷଯୋଗ- ଅତିଗଣ୍ଡକରଣ- ବାଣିଜ୍ୟସୌରମାସ-ବୃଷ ୨୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୫୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଦିବା ଘ ୧୧/୨୯ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେମେଷ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାରଚତୁର୍ଦ୍ଦଶୀ ର ପାର୍ବଣ ଶ୍ରାଦ୍ଧ✧═════•❁❀❁•═══ବାରବେଳ। -ଦିବା ଘ ୦୬/୪୬ଗତେ ଘ୦୮/୨୭ ମଧ୍ୟେକାଳବେଳ।- ଦିବା […]

ଚିନ୍ତାରେ ସାବିତ୍ରୀ, କିପରି ପୂଜା ପାଇବେ ସତ୍ୟବାନ, ଗୋଟିଏ ଦିନରେ ସୂର୍ଯ୍ୟପରାଗ ଓ ସାବିତ୍ରୀ ପର୍ବ

ବାଲିଗୁଡା,୦୭/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ଜୁନ ୧୦ ତାରିଖରେ ସାବିତ୍ରୀ ବ୍ରତ ସହିତ ସୂର୍ଯ୍ୟପରାଗ ପଡୁଛି । ଏହି ଚିନ୍ତାରେ ଏବେ ଅଛନ୍ତି ସାବିତ୍ରୀମାନେ । ଅନ୍ୟପଟେ ଲକଡାଉନ ଲାଗି ଚୁଡ଼ି ଓ ଲୁଗାଦୋକାନ ବନ୍ଦ । ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି ବହୁତ ଖାସ । ହିନ୍ଦୁ ଧର୍ମରେ ଏହାକୁ ସାବିତ୍ରୀ ବ୍ରତ କୁହାଯାଏ । ଏହି ଦିନକୁ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରାଯାଏ । ଏଥର ଜୁନ ୧୦ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟ […]

କରେ।ନା ମହାମାରି ସମୟରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛି ମାରୁତିସେନା

ଫୁଲବାଣୀ- (ସୁନୀଲ ପଟ୍ଟନାୟକ) କରେ। ନା ମହାମାରି ସମୟରେ ବନ୍ଧୁବର୍ଗ , ଆତ୍ମୀୟ ସଜନ,ସମସ୍ତେ ପରକରି ଦେଉଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ସହାୟତାର ହାତ ବଢ଼ାଇମାନବିକତାର ପରିଚୟ ଦେଇଛନ୍ତି ଫୁଲବାଣୀ ସହରର ମାରୁତିସେନା, I ତାଙ୍କ ପ୍ରତି ଫୁଲବାଣୀ ସମେତ ଜିଲ୍ଲାବାସୀଙ୍କ ବିଶ୍ୱାସ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।କମ ଦିନ ହେଲା ନୂତନ ଭାବେ ଗଢିଉଠିଥିବା ମାରୁତିସେନା ନାମକ ଏକ ସଂଗଠନ କରେ । ନା ମହାମାରୀ ଠୁ କିପରି ଦୂରେଇ ରହିବେ […]

ଜନ୍ମ ଦିନ ଭୋଜି ହେଲା କାଳ, ଡ୍ୟାମରେ ବୁଡ଼ି ଯୁବକ ମୃତ

ଫୁଲବାଣୀ- (ସୁନୀଲ ପଟନାୟକ)ଜନ୍ମଦିନ ଭୋଜି ହେଲା କାଳ l ଲକଡାଉନ ସତ୍ତ୍ଵେ ସାଙ୍ଗସାଥିଙ୍କ ମେଳରେ ଜନ୍ମ ଦିନ ମନାଇବା ଲାଗି ବାଲିଗୁଡ଼ା ନିକଟସ୍ଥ ପେନା କେତ। ଡ୍ୟାମ କୁ ଯାଇଥିଲେ ରୁ ପେଶ ପାତ୍ର।ତେବେ ଡ୍ୟାମକୁ ଗାଧେଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ିଯିବା ଫଳରେ ରୁ ପେଶ ମୃତ୍ୟୁବରଣ କରିଥିଲେ । ଏହି ଖବର ଜଣାପଡିବା ପରେ ବାଲିଗୁଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ରୁପେଶବାଲିଗୁଡ଼ାର ଜଣେ ଜଣାଶୁଣା ବ୍ୟବସାୟୀ ରବି ପାତ୍ରଙ୍କ ପୁଅ ବୋଲି […]

୧୮ରୁ ୪୪ ବର୍ଷ ଯୁବକଙ୍କୁ ଟିକାକରଣ ଆରମ୍ଭ

ଫୁଲ ବାଣୀ- (ସୁନୀଲ ପଟନାୟକ)ଆଜି ଫୁଲ ବାଣୀ ସହର ରେ ୧୮ ରୁ ୪୪ ବର୍ଷ ମଧ୍ୟରେ ଥିବା ଯୁବକ ଯୁବତୀମାନଙ୍କୁ କରେ। ନାର ପ୍ରଥମ ପ୍ରର୍ଯ୍ୟାୟ ଟିକା ଦାନ ଆରମ୍ଭ ହୋଇଛିକେନ୍ଦ୍ର ସରକାରଙ୍କ ତରଫରୁ ଏହା ସମସ୍ତଙ୍କୁ ମାଗଣାରେ ଉପଲବ୍ଧ କରାଯାଉଛି । ଫୁଲବାଣୀ ସହରର ସରକାରୀ ଡାକ୍ତରଖାନା ପରିସର, ବିଜୁ କଲ୍ୟାଣ ମଣ୍ଡପ ଓ ଵିପିଆଇଟି କଲେଜ ପରିସରର ଏପରି ୩ଟି ସ୍ଥାନରେ ଟିକା କରଣ କରାଯାଇଥିଲା।ଏହି ଟିକା କରଣ ସମୟରେ ସାଧାରଣ ଲୋକଙ୍କ […]

ଡାକ୍ତର କୀର୍ତ୍ତନ ଗୌଡ଼ଙ୍କ ଦେହାନ୍ତ

ବୁଗୁଡା, (ଉଲାପ୍ର) ବୁଗୁଡା ଏନଏସି ଅନ୍ତର୍ଗତ ଏକ ନମ୍ବର ୱାର୍ଡ ଗୋଳାମୁଣ୍ଡୁଳା ଗ୍ରାମର ଜଣାଶୁଣା ଡାକ୍ତର କୀର୍ତ୍ତନ ଗୌଡ଼ ଜୁନ ୬ ତାରିଖ ସନ୍ଧ୍ୟା ସାଢ଼େ ଛଅଟା ସମୟରେ ବୁଗୁଡା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସ୍ବର୍ଗତ ଡାକ୍ତର ଶ୍ରୀ ଗୌଡ଼ କରୋନା ସଂକ୍ରମଣ ହୋଇ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସା ହୋଇ ସୁସ୍ଥ ହୋଇ ଫେରିଥିଲେ। ଗତକାଲି ସନ୍ଧ୍ୟାରେ ଶ୍ବାସକ୍ରିୟାରେ ଅସୁବିଧା ଅନୁଭବ କରିବାରୁ ବୁଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। […]

ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର

~~~~~~~ବୁଗୁଡା ୦୬/୦୬ (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମ ବାଘୁଆ କେନାଲ ନିକଟରେ ଜୁନ ୬ ତାରିଖ ଦିନ ଏକ ଅଜଣା ଚାରିଚକିଆ ଗାଡି ଧକ୍କାରେ ଜଣେ ଯୁବ ବାଇକ ଚାଳକ ଗୁରୁତର ଆହତ ହୋଇ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ଓଡ଼ି ୦୭ କେ ୩୨୬୬ ହୋଣ୍ଡ ସାଇନ ବାଇକରେ ପୋଲସରା ଥାନା ଅନ୍ତର୍ଗତ ମଧୂପଲ୍ଲୀ ଗ୍ରାମ ପଞ୍ଚାୟତ, ଜିଲୁଣ୍ଡା ଗ୍ରାମର ୨୭ ବର୍ଷ ବୟସ୍କ ନରେନ୍ଦ୍ର […]

ମନରେଗା ଯୋଜନା ଫେଲ : ଲକ୍ଷାଧିକ ଟଙ୍କାର ଆମ୍ବ ଓ ଲିଚୁ ଗଛ ଗଲା କୁଆଡେ ? ତଦନ୍ତ ଦାବି

ବାଲିଗୁଡା,୬/୬.(ସଞ୍ଜୟ କୁମାର ପାଣିଗ୍ରାହୀ):ଜନସାଧାରଣ ଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି କରିବା ପାଇଁ ସରକାର ମନରେଗା ଯୋଜନାରେ ଉନ୍ନତ କିସମ ଫଳ ବଗିଚାକରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି । ହେଲେ ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା ତଥା ଦୁର୍ନୀତିପୂର୍ଣ୍ଣ ମନୋଭାବ କାରଣରୁ ଫଳ ଚାଷ ଯୋଜନା ଜିଲ୍ଲାରେ ଏତେଟା ସଫଳତା ହାସଲ ହୋଇ ପାରୁନଥିବା ଦେଖାଯାଉଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର […]

୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କର କରୋନା ଟୀକା କରଣ ଆରମ୍ଭ

କନ୍ଧମାଳ,୦୬/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରାଞ୍ଚଳରେ ଚଳିତ ମାସ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କର କୋଭିଡ଼ ଟୀକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪୦୦୦ ହିତାଧିକାରୀଙ୍କ ପାଇଁ ଏହା ଉପଲବ୍ଧ ହେବ। ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିଜୁ କଲ୍ୟାଣ ମଣ୍ଡପ ଓ ବିପି ଆଇ ଟି କଲେଜରେ ଏହି ଟୀକାକରଣ କରାଯିବ। ଇଚ୍ଛୁକ ହିତାଧିକାରୀ ମାନେ କୋ-ୱାଇନ ପୋର୍ଟାଲ କିମ୍ବା ଆରୋଗ୍ୟସେତୁ ଆପ୍ ମାଧ୍ୟମରେ […]

ସରକାରି ସହାୟତା ଅପେକ୍ଷାରେ ପଲିଥିନ ତଳେ ଅଗ୍ନି ବିପନ୍ନ

ଫୁଲ ବାଣୀ- (ସୁନୀଲ ପଟନାୟକ) ସରକାରି ସହାୟତା କିଛି ମିଳିନି । ଘରପୋଡିଯିବା ପରେ ଏବେ ବେସାହାରା ହୋଇ ଗଛ ମୁଳେ ପଲିଥିନ ତଳେ ଦୁଇଟି ଅଗ୍ନି ବିପନ୍ନ ପରିବାର ରହୁଛନ୍ତି । ଆଗକୁ ଦିନ କେଇଟା ପରେ ବର୍ଷାଦିନ । ଏଭଳି ପରିସ୍ଥିତିରେ ଭାଗ୍ୟକୁ ଆଦରୀପଡି ରହିଛନ୍ତି ବାଲିଗୁଡା ବ୍ଳକ କୁଟିକିଆ ପଞ୍ଚାୟତର ସିଟୁ ବାଡି ଗ୍ରାମର ଦିଗି ମଲିକ ଓ ବିନୋଦ ମଲିକଙ୍କ ପରିବାର।ନିଆଁର ଆଁରେ ଯାହା ଥିଲା ସବୁକିଛି ପୋଡିଯାଇଛି । ଖାଇବାକୁ […]