ପୋଲିସ ଓ ମାଜିଷ୍ଟ୍ରେଟ ଚେକିଙ୍ଗ ସତ୍ତ୍ଵେ ସହରଠୁ ଗାଁ ସବୁଠି ସାବିତ୍ରୀ ଭିଡ, ସଂକ୍ରମଣ ବୃଦ୍ଧି ଆଶଙ୍କା

ଫୁଲବାଣୀ- (ସୁନୀଲ ପଟନାୟକ) ଓଡିଆଣୀମାନଙ୍କ ଓଷା ମଧ୍ୟରୁ ସାବିତ୍ରୀ ବ୍ରତର ମାହାତ୍ମ୍ୟ ସଂପୁର୍ଣ୍ଣ ଭିନ୍ନ। ଏହି ଦିନ ଓଡ଼ିଆ ଘରର ବୋହୁ ମାନେ ସ୍ଵାମୀଙ୍କ ଦୀର୍ଘ ଜୀବନ କାମନା କରି ଅତି ନିଷ୍ଠାର ସହ ବ୍ରତ ରଖିଥାନ୍ତି। ତେବେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କରେ । ନାର ଦ୍ୱିତୀୟ ଲହରକୁ ବ୍ରେକ୍ ଦେବାପାଇଁ ସରକାର ଲକ ଡ଼ାଉନ ଜାରୀ କରିଛନ୍ତି । ଫଳରେ ଦୋକାନବଜାର ସକାଳ ୭ରୁ ପୂର୍ବାହ୍ନ୧୧ଟା ଯାଏ ଖୋଲିବା ଲାଗି ସରକାର […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୦୯ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-କୃଷ୍ଣପକ୍ଷତିଥି-ଚତୁର୍ଦ୍ଦଶୀ ଦିବା ଘ ୦୧/୫୬ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟାନକ୍ଷତ୍ର-କୃତ୍ତିକା ଦିବା ଘ ୦୯/୨୬ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀଚନ୍ଦ୍ର-ବୃଷଯୋଗ- ସୁକର୍ମାକରଣ- ଶକୁନିସୌରମାସ-ବୃଷ ୨୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୧୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ଦିବା ଘ ୦୧/୫୬ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେବିଛା ରାଶିର ଘାତଚନ୍ଦ୍ରକର୍କଟ ରାଶିର ଘାତବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଶ୍ରାଦ୍ଧ✧═════•❁❀❁•═══ବାରବେଳ। -ଦିବା ଘ ୧୧/୪୨ଗତେ ଘ୦୧/୨୧ ମଧ୍ୟେକାଳବେଳ।- ଦିବା ଘ ୦୨/୨୫ଗତେ ଘ୦୩/୪୮ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା ଘ୦୭/୩୫ […]

କରୋନା ସଚେତନତା ବାର୍ତ୍ତା ବାହକ ଯାନର ଶୁଭାରମ୍ଭ

ବାଲିଗୁଡା,୦୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ଦ୍ଵାରା କରୋନା ସଚେତନତା ବାର୍ତ୍ତା ବାହକ ଗାଡ଼ି ଓ ପୋଷ୍ଟର କ୍ୟାମ୍ପେନ କୁ ସ୍ଥାନୀୟ ତହସିଲଦାର ଶଶାଙ୍କ ଶେଖର ପାତ୍ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ ସି. ଡି.ପି.ଓ.ଅନିତା କୁମାରୀ ଦାଶ ଏବଂ ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ରେ ଯୋଗଦେଇ କ୍ୟାମ୍ପେନ ର ସଫଳତା କାମନା କରିଥିଲେ […]

କରୋନା କାଳରେ ବାଲିଗୁଡା ୧୨୭ ବାଟାଲିୟନ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ

ବାଲିଗୁଡ଼ା,୦୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ଦିନ ଧରି କରୋନା ଯୋଗୁଁ ସବୁ କିଛି ବନ୍ଦ ହୋଇ ଯାଇଛି, ଏହି ପରିପ୍ରେକ୍ଷୀରେ ବିଶେଷ କରି ଗରିବ ଖଟିଖିଆ ତଥା ଦିନ ମଜୁରିଆ ପରିବାର ଲୋକେ ବିଶେଷ ପ୍ରଭାବିତ ହୋଇଛନ୍ତି l ଏହାକୁ ଦୃଷ୍ଟି ରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଙ୍କ ନେତୃତ୍ୱରେ ଏଫ/ କମ୍ପାନୀ ଏବଂ ଏଚକ୍ୟୁ/୧୨୭ ବାଟାଲିୟନ ସିଆରପିଏଫ ଯବାନ ମାନଙ୍କ ତରଫରୁ ଏକ ବଳିଷ୍ଠ ପଦକ୍ଷେପ […]

ଅମାନିଆଙ୍କୁ ସାବାଡ କଲେ ବାଲିଗୁଡା ତହସିଲଦାର,୧୭ହଜାରରୁ ଉର୍ଦ୍ଧ୍ଵ ଜୋରିମାନା ଆଦାୟ

ଫୁଲ ବାଣୀ- (ସୁନୀଲ ପଟନାୟକ) ମହାମାରୀ କରେ । ନା ର ଦ୍ଵିତୀୟ ଲହରକୁ ବ୍ରେକ ଦେବାଲାଗି ସରକାର ମେ ୫ତାରିଖରୁ ଲକ ଡ଼ାଉନ ଜାରୀ କରିଛନ୍ତି। ସୋମବାର ରୁ ଶୁକ୍ରବାର ସକାଳ ୧୧ଟା ଯାଏ ପନିପରିବା ଓ ରେ ସନ, ଫଳ ଓ ଖୀର ଆଦି ଦୋକାନ ଖୋଲିବ। ସେହି ପରି ଲୋକଙ୍କୁ ଚାଲି ଚାଲିଆସି ଆବଶ୍ୟକ ସାମଗ୍ରୀ କିଣାକିଣି କରିବା ଲାଗି ପରାମର୍ଶ ଦେଇଛି ପ୍ରଶାସନ । ଶନିବାର ଓ ରବିବାର ସାପ୍ତାହନ୍ତ ସଟ […]

କରୋନାରେ ପ୍ରଭାବିତ ଚାଷୀଙ୍କୁ ମାଗଣା ହଳଦୀ ଓ ଅଦା ବାଣ୍ଟିଲା ଆଇଟିଡିଏ

।ଫୁଲବାଣୀ-( ସୁନୀଲ ପଟନାୟକ) କରୋନାର ଦ୍ୱିତୀୟ ଲହରକୁ ବ୍ରେକ୍ ଦେବା ଲାଗି ସରକାର ଗତ ମେ୫ରୁ ଲକଡାଉନ ଘୋଷଣା କରିଛନ୍ତି।ଫଳରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ।ଚାଷୀ ମଧ୍ୟ ଏଥିରୁ ବାଦ ପଡିନାହଁ।ନ୍ତି। ଫଳରେ କରୋନା ମହାମାରୀ ସମୟରେ ଚାଷୀମାନଙ୍କୁ ସହାୟତାର ହାତ ବଢ଼ାଇଛି ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା (ଆଇଟିଡିଏ) । ଆଇଟିଡିଏ ପକ୍ଷରୁ ଫୁଲ ବାଣୀ, ଫିରିଙ୍ଗିଆ, ଓଖଜୁରିପଡ଼ା ବ୍ଳକର ଗ୍ରାମମାନଙ୍କରେ ୧୫ଟନ ଉର୍ଦ୍ଧ୍ୱ ହଳଦୀ ଓ,ଅଦା ବିହନ ମାଗଣାରେ ପ୍ରଦାନ […]

ଓଡ଼ିଶାର ଗର୍ଵ ଓ ଗୌରବ ,ଶବର ସାଥି ରିତୁରାଣୀ ସାସମଲ

କଟକ(ଉଲାପ୍ର)ସଡକ ଦୃଘଟଣା ହେଉ କି ଟ୍ରେନ ଦୃଘଟଣା ଶବ ଯେତେ ପରିତ୍ୟକ୍ତ ହେଲେ ବି ଅଚିହ୍ନା ଶବ ଉଦ୍ଧାର ସହ ଶବ ପୋଡିବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନିଅନ୍ତି ଋତୁରାଣୀ ସାସମଲ । ଆଉ ନିଜ ଇଛା ଶକ୍ତି ବଳରେ ବିଗତ ୫ ବର୍ଷ ମଧ୍ୟରେ ପ୍ରାୟ ୨୦୦୦ ଶବରୁ ଅଧିକ ଅଚିହ୍ନା ଶବ ଉଦ୍ଧାର କରିବା ସହ ପୋଡିବାରେ ପ୍ରଦୀପ ସେବା ଟ୍ରଷ୍ଟକୁ ସାହାଯ୍ୟ କରି ,ଆଜି ସେ ନିର୍ଭୟା ଚ୍ୟାରିଟେବୁଲ ଟ୍ରଷ୍ଟ କରି […]

ରଥ ନିର୍ମାଣ ବାବଦରେ ବିଧାୟକଙ୍କ ଚିଠି ବଢାଇଲା ବିବାଦ । ନୀଳଗିରି ବିଧାୟକଙ୍କ ନାଁରେ ଏତଲା, ନିଜକୁ ଜଗତଗୁରୁ ଭାବୁଛନ୍ତି କି ବୋଲି ପ୍ରଶ୍ନ କଲା ଜଗନ୍ନାଥ ସେନା ।

ବିଧାୟକଙ୍କ ଚିଠି ବଢାଇଲା ବିବାଦ । ବାଲେଶ୍ୱର ନୀଳଗିରିରେ ଚଳିତବର୍ଷ ରଥଯାତ୍ରା ନେଇ ଜିଲ୍ଲାପାଳଙ୍କୁ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକଙ୍କ ଚିଠି, ବିବାଦ ଘେରକୁ ଟାଣିନେଇଛି । କୋଭିଡ୍ ସମୟରେ ରଥ ନିର୍ମାଣରେ ଅଯଥା ଖର୍ଚ୍ଚ ନକରାଯାଉ ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଥିଲେ । ତେବେ ମହାପ୍ରଭୁଙ୍କ ରଥଯାତ୍ରା ନେଇ ଖର୍ଚ୍ଚକୁ ଅଯଥା ବୋଲି କହିବା, ଅତ୍ୟନ୍ତ ଅଶୋଭନୀୟ ଏବଂ ଏହା ଜଗନ୍ନାଥପ୍ରେମୀଙ୍କ ଭାବାବେଗ ପ୍ରତି କୁଠାରଘାତ ବୋଲି ଅଭିଯୋଗ ହୋଇଛି । ସେପଟେ […]

ଜୀବଙ୍କ ଜିନ୍ ବଦଳାଉଛି ଚୀନ୍ : ଚୀନ ବିରୁଦ୍ଧରେ ସାମ୍ବାଦିକ ଜେସପର୍ ବେକରଙ୍କର ଦାବି

ଚାଇନା ଉପରେ ସାରା ବିଶ୍ୱର ନଜର । ଯଦି ପଚାରିବେ କାହିଁକି ? ତାହାଲେ ତାର ଅନେକ କାରଣ ରହିଛି । ଆଉ ସବୁଠୁ ବଡ କାରଣ ହେଉଛି ବର୍ତ୍ତମାନର ମହାମାରୀ । ଯାହା ଚାଇନାର ଉହାନ୍ ଲ୍ୟାବରୁ ଆସିଥିବାର ଅନେକ ସୂତ୍ରରୁ ପ୍ରମାଣ ହେଉଛି । ବ୍ରିଟେନ ଓ ଆମେରିକାର ଗୋଇନ୍ଦା ସଂସ୍ଥା ବି ଚୀନ୍ ର ଏହି ଖତରନାକ୍ ଲ୍ୟାବ ର ସତକୁ ସାମ୍ନାକୁ ଆଣିବା ପ୍ରୟାସରେ ଲାଗିପଡିଛନ୍ତି । କିନ୍ତୁ ଏସବୁ ଭିତରେ […]

ଦେଶବାସୀଙ୍କୁ ଧର୍ମେନ୍ଦ୍ରଙ୍କ ଝଟକା, କହିଲେ କମିବନି ପେଟ୍ରୋଲ ଦର

ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଦିନୁକ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ଏମିତିକି ଭାରତର କିଛି ସହରରେ ପେଟ୍ରୋଲ୍ ଦର ଲି. ପ୍ରତି ୧୦୦ ଟଙ୍କା ଟପିଛି । ବଢୁଥିବା ତୖେଳ ଦରକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ। ଏଭଳି ସମୟରେ ପେଟ୍ରୋଲ୍ ଓ ଡିଜେଲ୍ ଦରରୁ ନିସ୍ତାର ମିଳିବ ନାହିଁ ବୋଲି କହିଛନ୍ତି ପେଟ୍ରାେଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁଜୁରାଟରେ କେନ୍ଦ୍ର ମନ୍ତ୍ରୀଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଜବାବ ଦେବାକୁ ଯାଇ […]