ସାହୁ କାର ଙ୍କ ଶେ।ଷଣ ର ଶୀକାର ଶାଳ ମଞ୍ଜି ସଂଗ୍ରହକାରୀଙ୍କୁ ପାରିଶ୍ରମିକ ମିଳୁନଥିବା ଅଭିଯୋଗ

ଫୁଲବାଣି- (ସୁନୀଲ ପଟନାୟକ) ଲକ୍ ଡାଉନ ସମୟରେ ଏ ବର୍ଷ ଆଦିବାସୀମାନେଶାଳ ମଞ୍ଜି ସଂଗ୍ରହ କରି ଥିଲେ।କି ପିଲା କି ବୁଢା ସମସ୍ତେ ଲକ୍ ଡାଉନ ଯୋଗୁଁ ଘରେ ରହିଥିବା ଯୋଗୁ ଶାଳ ମଞ୍ଜି ସଂଗ୍ରହ କରି ଦିପଇସା ଯେପରି ମିଳିବ ସେଥିପାଇଁ ସମସ୍ତେ ଶାଳ ମଞ୍ଜି ସଂଗ୍ରହ କଲେ । ହେଲେ ଉପଯୁକ୍ତ ପାରିଶ୍ରମିକ ପାଉ ନ ଥିବା କହିଛନ୍ତି ।ସାହୁକାର ମାନଙ୍କ ଶେଷଣ ର ଶିକାର ହେଉଥିବା ଅଭିଯୋଗ କରି ଛନ୍ତି ସଂଗ୍ରହକାରୀ । […]

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କନ୍ଧମାଳ,୧୩/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଏକ ନାବାଳିକାକୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ଖଜୁରୀପଡ଼ା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ପ୍ରକାଶ ଯେ, ଖଜୁରୀପଡା ଥାନା ଅଞ୍ଚଳର ଜଣେ ନାବାଳିକାର ବାପା ଗତ ୫ ତାରିଖ ଦିନ ତାଙ୍କର ଝିଅ ଘରୁ କେଉଁଆଡେ ଚାଲିଯାଇଥିବା ନେଇ ଅଭିଯୋଗ କରିଥିଲେ l ପରେ ପରେ ନାବାଳିକା ଜଣକ ନିଜ ଘରକୁ ଫୋନ କରି […]

ଇଞ୍ଜେକ୍ସନ ନ ମିଳିବାରୁ ସାପ କାମୁଡାରେ ୮ ବର୍ଷର ଶିଶୁର ମୃତ୍ୟୁ :ତଦନ୍ତ ଦାବୀ

ବାଲିଗୁଡା,୧୨/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ରଣଗାଁରେ ଏକ ଦୁଃଖଦ ଘଟଣା ଘଟିଛି I ବିଳମ୍ବିତ ରାତ୍ରିରେ ସାପ କାମୁଡ଼ାରେ ୮ ବର୍ଷର ଶିଶୁର ମୃତ୍ୟୁ ଘଟି ଥିବା ସୂଚନା ମିଳିଛି I ମୃତ ନାବାଳକ ଜଣକ ହେଲେ ସୁମନ ଗଣ୍ଡାଙ୍କ ପୁଅ ଆଜାଦ ଗଣ୍ଡା I ମୃତ୍ୟୁ ଶିଶୁର ମାଁଙ୍କ କହିବା ଅନୁଯାୟୀ ରାତି ଶୋଇଥିବା ବେଳେ ବିଳମ୍ବିତ ରାତ୍ରୀ ସମୟ ୧୨ ଟାରୁ ଗୋଟାଏ ମଧ୍ୟରେ […]

ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ସଭାପତିଙ୍କ ବିୟୋଗରେ ଶୋକ ସଭା

ବାଲିଗୁଡ଼ା,୧୨/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ପାର୍ଥବ ନାୟକ ଙ୍କ ବିୟୋଗ ରେ ସଂଘ ପକ୍ଷରୁ ବାଲିଗୁଡ଼ା ସ୍ଥିତ ମା ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି l ସ୍ୱର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା l ଚଳିତ ମାସ ତିନି ତାରିଖ ଦିନ ସ୍ୱର୍ଗତ ନାୟକ ମୃତ୍ୟୁ ବରଣ କରିଥିଲେ […]

ନରସିଂହପୁର ରେ ଜଳିଗଲା ଛତୁ ଫାର୍ମ

ନରସିଂହପୁର (ଉଲାପ୍ର)ନରସିଂହପୁର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗାଲିସିଗାଡ଼ିଆ ଗ୍ରାମର ପବିତ୍ର ମୋହନ ପଣ୍ଡା ଙ୍କର ଛତୁ ଫାର୍ମ ଓ ଛତୁ ପ୍ରସ୍ତୁତ ପାଇଁ ରଖା ଯାଇଥିବା 45 ହଜାର ନଡ଼ା ଗଦା ଗତକାଲି ଜଳିଯାଇଛି। ପ୍ରାୟ ଏକ ଲକ୍ଷ ଟଙ୍କା କ୍ଷତି ହୋଇଥିଲା ପବିତ୍ର ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ର ପ୍ରକୃତ ଆକଳନ କରି କ୍ଷତି ପୁରାଣ ଯୋଗାଇ ଦେବାକୁ ସେ ଦାବୀ କରିଛନ୍ତି।

ଖବରର ପଛେପଛେ ଉଦୟ ଲାବଣ୍ୟ, ନ୍ୟାୟ ମିଳିଲା କାଁହୁ ଓ ଉଲ ସାମଲଙ୍କୁ, ପାଇଲେ ବାର୍ଦ୍ଧକ୍ୟ ଭତ୍ତା

ଉଦୟ ଲାବଣ୍ୟ ସମ୍ବାଦପତ୍ର ଓ ୱେବ ଚାନେଲ ପାଇଁ ଆଜି ଖୁସିର ଦିନଟିଏ, ଦୀର୍ଘ ଚାରିମାସ କସରତ କରିବା ପରେ ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ର ବଳିପୁର ଗ୍ରାମର କାଁହୁ ସାମଲ ଓ ଉଲ ସାମଲକୁ ଆମେ ନ୍ୟାୟ ପ୍ରଦାନ କରିପାରିଛୁ,ଉଭୟଙ୍କର ବୟସ ପାଖାପାଖି ୬୫ ଓ ୬୨,ଉଭୟଙ୍କର ବୟସ ହୋଇଥିଲେ ମଧ୍ୟ ଦୁହେଁ ବାର୍ଦ୍ଧକ୍ୟ ଭତ୍ତା ପାଉନଥିଲେ, ତା ପୁଣି ରାଜନୈତିକ କାରଣ ଯୋଗୁ,ଏହି ମଉସା ,ମାଉସୀ ଦୁହେଁ କଟକ ଜିଲାପାଳ ଙ୍କୁ ଦେଖା […]

ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ସୁରକ୍ଷା ଥଳି ପ୍ରଦାନ

ବାଲିଗୁଡ଼ା,୧୨/୦୬(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାହାରା ପକ୍ଷରୁ କ.ନୂଆଗାଁ ବ୍ଲକ ସଭାଗୃହ ଠାରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁରକ୍ଷା ଥଳି ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସାହାରା ସମ୍ପାଦକ ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତା କରି କରୋନା ସମୟରେ ଆମ ଅଞ୍ଚଳରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟର ଅଧିକ ସମ୍ଭାବନା ଥିବାରୁ ପ୍ରଶାସନ ନିକଟରେ ପହଞ୍ଚାଇବା ପାଇଁ ଅଧିକ ଧ୍ୟାନ ଦେବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ […]

ନରସିଂହପୁରରେ କିନ୍ନର ସଙ୍ଘ ପକ୍ଷରୁ ସହାୟତା ବଣ୍ଟନ

ଚମ୍ପେଶ୍ୱର(ବିପିନ ବିହାରୀ ପଣ୍ଡା) ବଡମ୍ବା ନରସିଂପୁର କିନର ସଂଘ ପକ୍ଷରୁ ନରସିଂହପୁର ସ୍ଥାନୀୟ ପାଇକପାଟଣା ପଞ୍ଚାୟତ ରେ ଟାଟା ଷ୍ଟିଲ ର ସହଯୋଗ ରେ ୩୦ ପରିବାର ଙ୍କୁ ଆଜି ଖାଦ୍ୟ ପ୍ୟାକେଜ ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ରାଜ୍ୟ କିନ୍ନର ସଂଘର ସଭାପତି ମୀରା ପରିଡା ଯୋଗଦେଇଥିଲେ। ପୂର୍ବରୁ ମଧ୍ୟ ଆର୍ଥିକ ଅନଗ୍ରସର କିଛି ପରିବାର ଙ୍କୁ ନରସିଂହପୁର କିନ୍ନର ସଙ୍ଘ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଆଗାମୀ ଦିନ […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୧୨ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-ଶୁକ୍ଳପକ୍ଷତିଥି-ଦ୍ଵିତୀୟା ରାତ୍ରି ଘ ୦୮/୦୨ ପର୍ଯ୍ୟନ୍ତ ତଦନ୍ତେ ତୃତୀୟାନକ୍ଷତ୍ର- ଆର୍ଦ୍ର। ଅପରାହ୍ନ ଘ ୦୫/୨୩ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁଚନ୍ଦ୍ର-ମିଥୁନଯୋଗ- ଗଣ୍ଡକରଣ- ବ।ଳବସୌରମାସ-ବୃଷ ୨୯ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୪୨ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୫୯✧═════•❁❀❁•═════✧ଯୋଗିନୀ ଉତ୍ତରେ ରାତ୍ରି ଘ ୦୮/୦୨ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେକନ୍ୟା ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୬/୫୦ ମଧ୍ୟେ ଓ ଘ ୦୪/୪୩ଗତେ ଘ୦୬/୨୨ […]