କନ୍ଧମାଳ ର ଜଣେ ଜବାନ ସହୀଦ :କନ୍ଧମାଳରେ ଶୋକର ଛାୟା

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଳକର ସଜଂୟ କୁମାର ପ୍ରଧାନ ନାମକ ଜଣେ ଜବାନସହୀଦ ହୋଇଥିବା ଜଣାପଡିଛି । ସହିଦ ସଜଂୟଙ୍କ ଘର ରାଇକିଆ ବ୍ଳକର ପେଟା ପାଙ୍ଗ । ଗ୍ରାମରେ। ସେ ଶ୍ରୀନଗର ଠାରେ ଡ୍ୟୁଟି କରୁଥିଲେ, lଆସନ୍ତାକାଲି ତାଙ୍କର ପାର୍ଥୀ ବଶରୀର ଗ୍ରାମରେ ପହଞ୍ଚିବ। ମରଶରୀର ପହଞ୍ଚିବାପରେ ନିଜ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରଶାସନ ପକ୍ଷରୁ ସହିଦ ସଂଜୟଙ୍କ ଗ୍ରାମରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଠାରେ ଶୋକସଭା ଅନୁଷ୍ଠିତ […]

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା,୧୪/୦୫(ସଞ୍ଜୟ କୁମାର ପାଣିଗ୍ରାହୀ) ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ ଅଞ୍ଚଳରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ କିଭଳି ସୃଷ୍ଟି ନହେବ ଓ ଏହା ସହ ସାମ୍ବାଦିକଙ୍କୁ ରାଜ୍ୟ ସରକାର ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିବା ପରେ ସାମ୍ବାଦିକ ମାନଙ୍କ ମନରେ ଏକ ଉତ୍ସାହ ଏବଂ ଉଦିପନା ସୃଷ୍ଟି ହେଇଛି ବୋଲି ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ରରେ […]

କରୋନା ଫିକା କରିଦେଲା ରଜପର୍ବ

ଫୁଲ ବାଣୀ- (ସୁନୀଲ ପଟନାୟକ) ଆଜି ପହିଲି ରଜ,ବର୍ଷକରେ ଥରେ ଆସେ ରଜା ଫଳରେ ଝିଅମାନେ ଏହିଦିନ କୁ ଅପେକ୍ଷା କରିଥାନ୍ତି ମନଭରି ଉପଭୋଗ କରିବ।କୁ । ହେଲେ କରେ ନା ପାଇଁଗତବର୍ଷ ପରି ଏ ବର୍ଷ ମଧ୍ୟ କରୋନାମହା ମାରି ର ଦ୍ଵିତୀୟ ଲହରଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଫିକା କରିଦେଇଛି ରଜ ପର୍ବକୁ। ଏଥର ସାଙ୍ଗସାଥି ନୁହେଁ ବରଂ ନିଜ ଘରେ ଦୋଳୀ ଲଗାଇ ରଜପାଳିଛନ୍ତି ଝିଅମାନେ । ଗାଁ ହେଉକି ସହର […]

ଭର୍ଚୁଆଲ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ

ବାଲିଗୁଡ଼ା,୧୪/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ବିଶ୍ଵ ମହାମାରୀ କରୋନା ପାଇଁ ରାଜ୍ୟସ୍ତରୀୟ ଲୋକକଳା ଦିବସ ଜୁମ୍ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳନ ହୋଇଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଲୋକ କଳା ଦିବସ ପାଳିତ ହୋଇଯାଇଛି l ଏଥିରେ ଜିଲ୍ଲା ଉପ ସଭାପତି ସରୋଜ କର୍ଣ୍ଣ ଙ୍କ ନେତୃତ୍ବରେ ଭର୍ଚୁଆଲ ମାଧ୍ୟମରେ ଆଲୋଚନା ହୋଇଥିଲା l ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି କହଁର କାର୍ଯ୍ୟାଳୟ ପ୍ରମୁଖ ନରେଶ କୁମାର, ବାଲିଗୁଡ଼ା ବ୍ଲକ୍ […]

ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତି ପକ୍ଷରୁ କରେ।ନା ସଚେତନ

ଫୁଲ ବାଣୀ-(ସୁନୀଲପଟନାୟକ) କନ୍ଧମାଳ ଜିଲ୍ଲାକ ନୂଆ ଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ପଞ୍ଚାୟତ ରେ କରେ। ନା ସଚେତନତାରାଲି ଅନୁଷ୍ଠିତ ହେଇଥିଲା । ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତିର ମିଳିତ ଭାବେ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି କରୋନା ସଚେତନ କରିଥିଲେ ।ହାତରେ ସଚେତନତାବାର୍ତ୍ତା ଥିବା ପ୍ଲାକାର୍ଡ ସହ ବ୍ୟାନର ଧରି ସ୍ଲୋଗାନ ଦେଇ ସଚେତନ କରିଥିଲେ। ସରକାରଙ୍କ କୋଭିଡ଼ ୧୯ନିୟମ ମାନିବା ପାଇଁ ପରାମର୍ଶ ଦେଇଥଲେ । ଘରୁ ବାହାରକୁ ବାହାରିଲେ ସର୍ବଦା ମାସ୍କ ପିନ୍ଧିବା, […]

ଭୁବନେଶ୍ୱର ରେ ଗୋଟିଏ ନମ୍ବରରେ ଦୁଇଟି ଗାଡି,ଅସଲି କୋଉଟା ଓ ନକଲି କୋଉଟା

ଭୁବନେଶ୍ୱର(ଉଲାପ୍ର)ଭୁବନେଶ୍ୱର ରେ ଗୋଟିଏ ନମ୍ବରରେ ଦୁଇଟି ଗାଡି ଚାଲିଛି,ଗୋଟିଏ ଅସଲି ଆଉ ଗୋଟିଏ ନକଲି,ତେବେ କୋଉଟା ଅସଲି ଓ କୋଉଟା ନକଲି ତାହା କେବଳ ଆର୍ଟିଓ କହି ପାରିବେ,ଗତ ଏକବର୍ଷ ହେଲା ଆର୍ମି ଲେଖାଥିବା ଗୋଟିଏ ଗାଡି ଓ ପ୍ରେସ ଲେଖାଥିବା ଗୋଟିଏ ଗାଡି ଏପରି ଦୁଇଟି ଗାଡି ଭୁବନେଶ୍ୱର ରେ ଘୁରି ବୁଲୁଛି,କମିଶନରେଟ ପୋଲିସ ଦେଖୁଛି ଏହି ଗାଡିକୁ ହେଲେ କେହି ଧରୁ ନାହାଁନ୍ତି ଗାଡି ଟିକୁ,ତେବେ ଯାହା ଜଣାପଡୁଛି ଏହି ଗାଡିର ମାଲିକ କୁଆଡେ […]

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଭୁବନେଶ୍ବର(ଉଲାପ୍ର)ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ତରଫରୁ ଖାରବେଳ ନଗର ଠାରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭର୍ଚୁଆଲ ମାଧ୍ୟମରେ ଫାଉଣ୍ଡେସନର ସଭାପତି ପ୍ରହଲ୍ଲାଦ ସିଂହ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି . ଅନୁଷ୍ଠିତ ହୋଇଯାଇଥିବା ଭର୍ଚୁଆଲ ସଭାରେ ବକ୍ତାମାନେ ପ୍ରଫେସର ରାଧାମୋହନଙ୍କୁ ସେବା ଓ ସାଧନାର ଜଣେ ଅସାଧାରଣ ଗାନ୍ଧୀପ୍ରାଣ ସରଳ ଉଦଯୋଗୀ ପୁରୁଷ ଥିଲେ ବୋଲି ବକ୍ତବ୍ୟ ରଖିଥିଲେ । ପ୍ରକୃତି ପରିବେଶ ଓ ବସ୍ତୁନିଷ୍ଠ ବିକାଶ ନିମନ୍ତେ ସମର୍ପିତ […]

ଶିକ୍ଷା ଏମିତି ଏକ ଅସ୍ତ୍ର ଯାହାକୁ ପ୍ରୟୋଗ କରି ସାରା ବିଶ୍ବ କୁ ପରିବର୍ତ୍ତନ କରାଯାଇପାରେ : ଅଂଶୁମାନ ପ୍ରିୟ ଦର୍ଶନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଦେଶ ମହାମାରୀ କରୋନା ରେ କବଳିତ ଥିବାରୁ ସବୁ କିଛି ଠପ ହୋଇ ଯାଇଛି l ସେଥି ମଧ୍ୟରୁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ଯାଇଛି କହିଲେ ଅତି୍ୟୁକ୍ତି ହେବ ନାହିଁ l ଏ ସବୁକୁ ଆଖି ଆଗରେ ରଖି ୟୁଥ ଅଫ କନ୍ଧମାଳ ଆରମ୍ଭ କରିଛି ଏକ ନିଆରା ପ୍ରୟାସ l ପ୍ରଥମେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସୁଦ୍ରୁକୁମ୍ପା ପଞ୍ଚାୟତରେ ଥିବା ଆଡିମୁଣ୍ଡା, ଚୁଚୁରୁଡ଼ା, ଯାର୍ଗିଶୋରୁ ଏହି […]

ନିଷ୍ଠା ଓ ଆକାର ଫାଉଣ୍ଡେସନ ତରଫରୁ ରାସନ୍ ସାମଗ୍ରୀ ବଣ୍ଟନ

ବରଗଡ଼,କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲକଡାଉନ ପାଇଁ ତରଫରୁ ରାସନ୍ ସାମଗ୍ରୀ ବଣ୍ଟନଲୋକଙ୍କ କାମ ଧନ୍ଦା ପୁରା ବନ୍ଦ ହୋଇଯାଇଛି। ନିଷ୍ଠା ପରିବାର ଓ ଆକାର ଫାଉଣ୍ଡେସନ ର ମିଳିତ ଉଦ୍ୟମ ରେ ଆଜି ଗାଇସିଲେଟ ବ୍ଲକ ର ଭୁତି ବାହାଲ,ସର୍ଗି ପାଲି,ନାଥ ପାଲି,କନ୍ଦାଗାଡ,ଟେଂଗନାପାଲି, ଭାଂଗମୁଣ୍ଡା,ଜଡା ମୁଡା,ଜାମୁଠ ବାହାଲ, କୁ ଯାଇ ୧୧୦ପାକେଟ୍ ଶୁଖା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା।ଅନେକ ଦିବ୍ୟାଂଗ ମାନଙ୍କୁ ମଧ୍ଯ ରାସନ ସାମଗ୍ରୀ ଦିଆଯାଇଥିଲା। ଏଥିରେ ନିଷ୍ଠାର […]

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ ଓ କୋର୍ଟ ଚାଲାଣ

କନ୍ଧମାଳ,୧୩/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ କରୁଥିବା ଅଭିଯୋଗରେ ଗୋଛାପଡା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ନାମ ଲାଙ୍ଗୁସା କହଁର (୪୮) ଓ ତାର ଘର ଫିରିଙ୍ଗିଆ ବ୍ଲକ କୋଏରମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ ଡୁବାସାରୁ ଗ୍ରାମ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ ସେ ଏହି ଅଞ୍ଚଳରେ ଥିବା ମାଓବାଦୀଙ୍କୁ ରାସନ ସାମଗ୍ରୀ,ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଯୋଗାଇ ଦେଉଥିଲା । […]