ଅଟୋ-ବାଇକ ମୁହାଁମୁହିଁ ଧକ୍କା,ଦୁଇ ଗୁରୁତର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଗ୍ରାମ ନିକଟ ଅଡ଼ାମୁଣ୍ଡା ଘାଟି ବୁଲାଣିରେ ସୋମବାର ରାତ୍ରରେ ଅଟୋ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟର ସାଇକେଲରେ ଯାଉଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି। ଗୁରୁତର ଦୁଇଜଣ ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ଗ୍ରାମ ପଞ୍ଚାୟତ ଜାଡ଼ିଙ୍ଗି ଗ୍ରାମର ପେଟା ବଡମାଝୀ […]