କନ୍ଧମାଳରେ ବିନା ଲାଇସେନ୍ସରେ ଚାଲିଛି ଅନେକ ମେଡିସିନ ଦୋକାନ, ୪ଦୋକାନ ସିଲ, ବାକି କେବେ ?

ଫୁଲବାଣୀ- (ସୁନୀଲ ପଟନାୟକ) ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ସରକାରୀ ନିତି ନିୟମକୁ ଉଲଙ୍ଘନ କରି ଗ୍ରାମ। ଞ୍ଚଳ ଗୁଡିକରେ ବିନା ଲାଇସେନ୍ସରେ ଚାଲିଛି ଅନେକ ମେଡିସିନ ଦୋକାନ । ସେମାନେ ମନଇଛ। ଏକ୍ସପାଇର ଡେଟ ମେଡିସିନ, ଓ ନିମ୍ନମାନର ଅନାମଧେୟ ଡୁପ୍ଲିକେଟ ମେଡିସିନ ଆଦି ଚଢ଼ା ଦରରେ ରୋଗୀ ଙ୍କୁ ବିକ୍ରି କରୁଥିବା ଅଭିଯୋଗ ହେଉଛି । ନା ସେମାନେ ଫର୍ମାସିଷ୍ଟ ନିଜେ ପଢିଛନ୍ତି ନା କୌଣସି ଫର୍ମାସିଷ୍ଟ ଙ୍କୁ ନିଯୁକ୍ତି ଦେଇଛନ୍ତି । ୟା […]

ବାଲିଗୁଡା: ଫାର୍ମାସିଷ୍ଟଙ୍କ ୬ଦଫା ଦାବୀ ନେଇ କଳବ୍ୟାଜ୍ ପରିଧାନ : କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ

ବାଲିଗୁଡ଼ା,୧୭/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମେତ ୬୪ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୫୧ଜଣ ଫାର୍ମାସିଷ୍ଟ ମାନେ ସେମାନଙ୍କ ବିଭିନ୍ନ ଦାବୀକୁ ତୁରନ୍ତ ପୂରଣ ନେଇ କଳା ବ୍ୟାଚ ପରିଧାନ କରିଥିବା ଜଣାପଡିଛି l ଉକ୍ତଦାବୀ ଗୁଡିକ ମଧ୍ୟରେ କ୍ୟାଡ଼ର ପୂର୍ଣ୍ଣ ଗଠନ, ପଦୋନ୍ନତି, ଅସ୍ଥାୟୀ ଫାର୍ମାସିଷ୍ଟ ଙ୍କୁ ସ୍ଥାୟୀ କରିବା, ଅନ ଲାଇନ କାର୍ଯ୍ୟ ପାଇଁ ଡିଇଓ ନିଯୁକ୍ତି, ଖାଲି ପଡିଥିବା ପଦବୀ ପୂରଣ, ଦରମା ଅସଙ୍ଗତି ଏଭଳି ୬ଦଫା ଦାବୀ […]

କନ୍ଧମାଳ : ଆୱାର୍ଡ ପକ୍ଷରୁ ଚାଷୀ ମାନଙ୍କୁ କଳଧାନ ବିହନ ବଣ୍ଟନ

କନ୍ଧମାଳ,୧୭/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):ବିଜ୍ଞାନ ଭିର୍ତ୍ତିକ ପ୍ରମାଣ ସିଦ୍ଧ ସ୍ୱାସ୍ଥ୍ୟରେ ହିତକ ଜନକ କଳଧାନ ଚାଉଳରେ ପୃଷ୍ଟି ସାର ଭରିରହିଥିବା ଯୋଗୁଁ ବର୍ତ୍ତମାନର କରୋନା କାଳରେ କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ‘ ଆୱାର୍ଡ ‘ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରି ଚଳିତ ଖରିଫ ଋତୁରେ ଏହି କଳା ଧାନ ଚାଷ ର ବହୁଳ ପ୍ରସାର ନିମନ୍ତେ ପ୍ରଥମ ଥର ନିମନ୍ତେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ତର୍ଗାବାଲି ଅଞ୍ଚଳର ଚାଷୀମାନଙ୍କୁ ମାଗଣାରେ ଅନୁଷ୍ଠାନର […]

ତୁମୁଡିବନ୍ଧଠାରେ ଯୁବ ବିଜେଡିର ସାନିଟାଇଜ କାର୍ଯ୍ୟକ୍ରମ

ଫୁଲବାଣୀ- (ସୁନୀଲ ପଟନାୟକ) କରୋନା ମହାମାରି ର ଦ୍ଵିତୀୟ ଲହର କୁ ଚେକ ଦେବାଲାଗି ଯୁବ ବିଜେଡି ଆଗେଇ ଆସିଛି ।ଗୁରୁବାର ତୁମୁଡିବନ୍ଧ ଠାରେ ଯୁବ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଚିନ୍ମୟ ସାହୁ ଏବଂ ଯୁବ ନେତା ଅଶ୍ୱିନ ସାହୁଙ୍କ ଦ୍ୱାରା ସାନିଟାଈଜେସନ କାର୍ଯ୍ୟକ୍ରମ ସହ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣୀ କହ୍ନର ଯୋଗଦେଇଥିଲେ। ଯୁବ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଚିନ୍ମୟ ସାହୁ, ଯୁବ […]

ଆବାସ ଯୋଜନା କାହାପାଇଁ? ପ୍ରଦ୍ୟୁମ୍ନଙ୍କୁ ଘର ମିଳୁନି, ଝାଟିମାଟି କୁଡିଆରେ ମୁଣ୍ଡ ଗୁଞ୍ଜୁଛୁନ୍ତି ୭ପ୍ରାଣୀ କୁଟୁମ୍ବ

ଫୁଲ ବାଣୀ- (ସୁନୀଲ ପଟନାୟକ)ସରକାର ଗରୀବ ବାସ ହିନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ,ବିଜୁ ପକ୍କା ଘର, ମୋକୁଡିଆ ଆଦି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହି ସବୁ ଯୋଜନାରେ ମାଗଣ ।ରେ ବାସଗୃହ ଯୋଗାଇ ଦେଉଥିବା କହୁଛନ୍ତି ।ହେଲେ ଏ ସବୁ ଯୋଜନା ପ୍ରକୃତ ହିତାଧିକାରିଙ୍କ ପାଖରେ ପହଞ୍ଚିପାରୁନଥିବା ଦେଖିବାକୁ ମିଳିଛି । ଏ ଭଳି ଅଭିଯୋଗ ଆସି ଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଆଡ଼ା ସିପଡ଼ା ପଞ୍ଚାୟତର ବିଦୁଖୋଲ ଗ୍ରାମ […]

ଅଦ୍ୟ ଜୁନ ମାସ ୧୭ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-ଶୁକ୍ଳପକ୍ଷତିଥି-ସପ୍ତମୀ ରାତ୍ରି ଘ ୧୦/୦୧ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀନକ୍ଷତ୍ର- ପୂର୍ବା ଫାଃ ରାତ୍ରି ଘ ୧୦/୫୧ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରା ଫାଃଚନ୍ଦ୍ର-ସିଂହ ରାତ୍ରି ଘ ୦୪/୪୩ ପର୍ଯ୍ୟନ୍ତ ତଦନ୍ତେ କନ୍ୟାଯୋଗ-ବଜ୍ରକରଣ-ଗରସୌରମାସ-ମିଥୁନ ୦୩ ଦିନଅଦ୍ୟ ବସୁମତୀ ସ୍ନାନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୦୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୪୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ରାତ୍ରି ଘ ୧୦/୦୧ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେକର୍କଟ ଓ ମକର ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରସପ୍ତମୀ ର ଏକୋଦିଷ୍ଟ […]

ମାନବିକତା ଭୁଲିଗଲା ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ ସାମ୍ବାଦିକ ଙ୍କ ହସ୍ତକ୍ଷେପ ପରେ ଅସହାୟ ବୃଦ୍ଧ ଙ୍କୁ ଚିକିତ୍ସା ସୁବିଧା ମିଳିଲା

:ବାଲିଗୁଡା,୧୬/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ସମୟରେ ସମସ୍ତେ ସମସ୍ତଙ୍କୁ କେଉଁଠି ନା କେଉଁଠି ସାହଯ୍ୟ କରୁଥିବା ବେଳେ ସ୍ଥାନୀୟ ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ ମାନବିକତା କିଭଳି ଭୁଲିଯାଆନ୍ତି ତାହାର ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧ ରେ।ଯାହାକୁ ନେଇ ତିବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଘଟଣା ରୁ ପ୍ରକାଶ ଯେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଡଡ଼ଙ୍ଗ ଗ୍ରାମ ପାଖେ ଥିବା ଏକ ବ୍ରିଜ଼ ନିକଟରେ ଏକ ଅଜଣା ବୃଦ୍ଧ ବ୍ୟକ୍ତି ଚାଲି ଚାଲି […]

୮୭୨ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନର ଶୁଭାରମ୍ଭ କଲା “ଇଣ୍ଡିଆ”

ବୁଗୁଡା ୧୬/୦୬/୨୧ ଅଜିମ୍ ପ୍ରେମ୍ ଜୀ ଫାଉଣ୍ଡେସନ ସହାୟତାରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଇଣ୍ଡିଆ ପକ୍ଷରୁ ବୁଗୁଡା ଓ ପୋଲସରା ବ୍ଲକ ଅନ୍ତର୍ଗତ ୨୦ ଟି ଗ୍ରାମର ୮୭୨ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ବୁଗୁଡା ବ୍ଲକର ଗୋଲିଆ ପଞ୍ଚାୟତରେ ଜୁନ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଶୁଖିଲା ଖାଦ୍ୟ ଭାବେ ପ୍ରତ୍ୟେକ ପରିବାର କୁ ଚୁଡା, ଚିନି, ଦୁଗ୍ଧ ଗୁଣ୍ଡ, ଚାହା ଗୁଣ୍ଡ, ସୁଜି, ଜାଇ, ତେଲ, […]

ପୋଲିସ ପଞ୍ଝାରେ ୪ଜଣ ନକଲି ମାଓବାଦୀ : ଟଙ୍କା ଓ ସୁନା ସହ ବିଭିନ୍ନ ମାରଣାସ୍ତ୍ର ଜବତ

ବାଲିଗୁଡ଼ା,୧୬/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ୍‌ ପଞ୍ଝାରେ ୪ଜଣ ଫେକ୍‌ ମାଓବାଦୀ ବୁଧବାର ଧରାପଡିଛନ୍ତି । ପ୍ରକାଶ ଯେ, ଚଳିତ ମାସ ୧୦ତାରିଖ ରାତିରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ୱନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇ ଟଙ୍କା, ସୁନା ଡାଲି, ଚାଉଳ ଲୁଟି ନେଇଥିଲେ ୬ଜଣ ଦୁର୍ବୃତ୍ତ । ଘଟଣାକୁ ନେଇ ଦୁଇ ପରିବାର […]

ନାବାଳିକାଙ୍କୁ ଦୁଷ୍କ୍ମର୍ମ ,ଅଭିଯୁକ୍ତ ଗିରଫ

ଫୁଲବାଣୀ (-ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ସୁଲୁମାହା ରେ ଅଭାବନୀୟ ଘଟଣାଦେଖିବାକୁ ମିଳିଛି l ଜଣେ ନାବାଳିକାଙ୍କୁ ବଳପୂର୍ବକ ଦୁଷ୍କର୍ମ କରି ବା ଅଭିଯୋଗ ରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣକରିଛି lମିଳିଥିବା ସୂଚନା ଅନୁଯାୟୀ ବାର ତାରିଖ ରାତି ପ୍ରାୟ ଆଠଟା ବେଳେ ନାବାଳିକା ଜଣକ ପରିସ୍ରା କରିବାକୁ ବାହାରକୁ ଆସିଥିଲା ସେହି ସମୟରେ ସେହି ଗାଁ ର ବିନୟ ଛଟିଆ ( ୨୦) ନାମକ […]