ବାଲିଗୁଡା ଉପଖଣ୍ଡ ବିଦ୍ୟୁତର ଅବ୍ୟବସ୍ଥା ସମ୍ପର୍କରେ ବିଜେପିର ଏକ ପ୍ରତିନିଧି ଦଳ ବିଦ୍ୟୁତ ଅଧିକାରୀଙ୍କ ସହ ଆଲୋଚନାଲ

ବାଲିଗୁଡା,୧୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଆଜକୁ ଦୀର୍ଘ ଦିନ ହେଲା ବିଦ୍ୟୁତ କାଟ ସହ ଲୋ-ଭୋଲଟେଜ ଭଳି ବିଭିନ୍ନ ସମସ୍ୟା ଉପୁଜିଥିଲେ ମଧ୍ୟ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ କୌଣସି ପ୍ରକାରେ ସମାଧାନ କରିପାରୁ ନଥିବା ଯୋଗୁଁ ଜନସାଧାରଣଙ୍କ ପକ୍ଷରୁ ବାଧ୍ୟ ହୋଇ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ବାଲିଗୁଡା ବିଜେପିର ଏକ ପ୍ରତିନିଧି ଟିମ ବାଲିଗୁଡା ବିଜୁଳି ବିଭାଗ କାର୍ଯ୍ୟାଳୟ ଠାରେ ପହଁଚି ବାଲିଗୁଡା ଅଞ୍ଚଳରେ ହେଉଥିବା ବାରମ୍ବାର […]

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନୀଙ୍କ ପେଟରେ ଯନ୍ତ୍ରଣା ହେବା ଯୋଗୁଁ ଭୁବନେଶ୍ୱର ସ୍ଥାନାନ୍ତରିତ

କନ୍ଧମାଳ,୧୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାସ୍ଥିତ ଚାରିପଡ଼ା ଗ୍ରାମର ଅନନ୍ୟ ପ୍ରତିଭା ତଥା ଲୋକକବି, ଆଦିବାସୀ ସଂସ୍କାରକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନୀ (ଟାଡ଼ିସରୁ ବାଇ) ଫୁଲବାଣୀ ଜିଲ୍ଲା କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।ତାଙ୍କ କୋଭିଡ୍‌ ନମୁନା ଗତ ୧୪ ତାରିଖରେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତାଙ୍କୁ ନିଜ ବାସଭବନରେ ସଙ୍ଗରୋଧରେ ରଖାଯାଇ ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କ ଦ୍ବାରା ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ହୋଇଥିଲା। ସେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ତୁରନ୍ତ […]

ଫୁଲବାଣୀରୁ ୭,ଜିଲ୍ଲାରୁ ୩୪ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।ଜିଲ୍ଲାରେ ଶୁକ୍ର ବାର ମୋଟ ୩୪ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ୭ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ଫୁଲବାଣୀ ସାହିରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ ମୋ ଚିସାହି, କଲେଜ ଛକ, ଭେଟେ ନାରି ଅଫିସ, ବ୍ରାହ୍ମଣ ସାହି, […]

ଲାଇନପଡ଼ା କଂପ୍ୟୁଟର ଦୋକାନରେ କଳା କନା ବୁଲାଇଲେ ଦୁର୍ବୁର୍ତ୍ତ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତଲାଇନପଡା ଓମ ମୋବାଇଲ ଦୋକାନ ଗୁରୁବାର ମଧ୍ୟରାତ୍ରିରେ ଦୁର୍ବର୍ତ୍ତମାନେ ତାଲା ଭାଙ୍ଗି କଳା କନା ବୁଲାଇ ଦେଇଛନ୍ତି । ଦୋକାନ ରେ ଥିବା ୨ ଟି କମ୍ପୁଟର, ଗୋଟେ ଜେରକ୍ସ ମେସିନ, ସି ସି ଟିଭି କ୍ୟାମେରା, ମୋବାଇଲ, ଆଉ ନଗଦଟଙ୍କା ଲୁଟି ନେଇ ପଳାଇଛନ୍ତି ଦୁର୍ବୁର୍ତ୍ତ ମାନେ । ଏନେଇ ଦୋକାନ ମାଲିକ ଲାଇନପଡା ଫାଣ୍ଡି ରେ ଏତେଲା ଦେବାପରେ ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଆଚାର୍ଯ୍ୟ […]

କରେ। ନା ମାଡ,୬ଟି ବସର ମାଲିକ ବିକୁଛନ୍ତି ଫଳ ପନି ପରିବା

ଫୁଲବାଣୀ -(ସୁନୀଲ ପଟନାୟକ )କ ରୋନା ମହାମାରି ପ୍ରଭାବ ରେ ସମସ୍ତେ ପ୍ରଭାବିତ । ଛୋଟ ଛୋଟ ଉଠା ଦୋକାନୀ ଠୁ ଆରମ୍ଭ କରି ବସ ମାଲିକ ଯାଏ କେହି ମଧ୍ୟ ଏଥିରୁ ବର୍ତ୍ତୀ ପାରିନାହ।ନ୍ତି। ସମସ୍ତଙ୍କ ଜୀବନ ଜିବିକା ପ୍ରଭାବିତ ହୋଇଛନ୍ତି । ପରିବାର ଚଳାଇବା ପାଇଁ ଫୁଲ ବାଣୀର୬ଟି ବସର ମାଲିକ କିଭଳି ରାସ୍ତାକଡରେ ବସି ଫଳ ପନି ପରିବା ବିକୁଛନ୍ତି ।ପଞ୍ଚାନନ ସ।ହୁ। ଘର ଚକାପାଦ ବ୍ଳକର ଆରାବକା। ଦିନ ଥିଲା ପଞ୍ଚାନନ […]

ବାରମ୍ଵାର ଦାବୀ ସତ୍ତ୍ଵେ ଶୁଣୁନି ପ୍ରଶାସନ ହାତୀମୁଣ୍ଡା- ମେରା ମାହା ରାସ୍ତା ମରାମତି କେବେ ?

ଫୁଲବାଣୀ- (ସୁନୀଲ ପଟନାୟକ) ବାରମ୍ଵାର ଦାବୀ କଲେ ମଧ୍ୟ ଶୁଣୁ ନି ପ୍ରଶାସନ।ଆଗକୁ ବର୍ଷାଦିନ। ରାସ୍ତା ଅବସ୍ଥା ଅଧିକା ଖରାପ ହେବ। ଯିବାଆସିବା ମୁସ୍କିଲ ହୋଇ ଯିବ । ମରାମତି କରିବାଲାଗି ଯନ୍ତ୍ରୀଙ୍କୁ କହି କହି ଥକିଗଲେଣି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ହାତି ମୁଣ୍ଡ । – ମେରା ମାହା ଗ୍ରାମବାସୀଙ୍କଠାରୁ । ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ୯୦ ଭାଗ ପିଚୁ ଉଠିଗୁଡି ବାହାରି ଗଲାଣି। […]

ବିଭିନ୍ନ ଦୁର୍ଗମ ଗ୍ରାମକୁ ଗମନାଗମନ ବ୍ୟବସ୍ଥା

ଫୁଲବାଣି- (ସୁନୀଲ ପଟନାୟକ)ଦିନ ଥିଲା କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମଗୁଡିକୁ ଭଲ ରାସ୍ତାଟିଏ ନଥିଲା, ଗାଡି ମଟର କଥା ଛାଡ଼, ପାଦରେ ଚାଲି କି ଯିବା ସମ୍ଭବ ହେଉନଥିଲା। ଲୋକେ ମାଇଲ ମାଇଲ ବାଟ ସୁଉଚ୍ଚ ପାହାଡ ପର୍ବତଡେଇଂ ପଞ୍ଚାୟତକୁ ଚାଉଳ ଆଣିବା ପାଇଁ ଯାଉଥିଲେ।ବଡିଭୋରରୁ ଯାଇ ସଞ୍ଜ ନଇବାବେଳେଚାଉଳ ମୁଣ୍ଡରେ ଧରି ଆଣିବା ବେଳେ ବାଟରେ ଗୋଡ଼ଖସି ପଡି ଅ।ହତ ବି ହେଉଥିଲେ। ଆଉ ବେଳେ ବେଳେ ବନ୍ୟଯନ୍ତୁଙ୍କ ଆକ୍ରମଣର ବିଶୀକାର ହେଉଥିଲେ। […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୧୮ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-ଶୁକ୍ଳପକ୍ଷତିଥି-ଅଷ୍ଟମୀ ରାତ୍ରି ଘ ୦୮/୪୯ ପର୍ଯ୍ୟନ୍ତ ତଦନ୍ତେ ନବମୀନକ୍ଷତ୍ର- ଉତ୍ତରା ଫାଃ ରାତ୍ରି ଘ ୧୦/୨୧ ପର୍ଯ୍ୟନ୍ତ ତଦନ୍ତେ ହସ୍ତାଚନ୍ଦ୍ର-କନ୍ୟାଯୋଗ- ଅଶ୍ରୁକକରଣ-ବିଷ୍ଟିସୌରମାସ-ମିଥୁନ ୦୪ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୫୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ରାତ୍ରି ଘ ୦୮/୪୯ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେବୃଷ ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ ୦୮/୩୦ଗତେ ଘ୧୧/୫୦ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା […]

କନ୍ଧମାଳରେ ବିନା ଲାଇସେନ୍ସରେ ଚାଲିଛି ଅନେକ ମେଡିସିନ ଦୋକାନ, ୪ଦୋକାନ ସିଲ, ବାକି କେବେ ?

ଫୁଲବାଣୀ- (ସୁନୀଲ ପଟନାୟକ) ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ସରକାରୀ ନିତି ନିୟମକୁ ଉଲଙ୍ଘନ କରି ଗ୍ରାମ। ଞ୍ଚଳ ଗୁଡିକରେ ବିନା ଲାଇସେନ୍ସରେ ଚାଲିଛି ଅନେକ ମେଡିସିନ ଦୋକାନ । ସେମାନେ ମନଇଛ। ଏକ୍ସପାଇର ଡେଟ ମେଡିସିନ, ଓ ନିମ୍ନମାନର ଅନାମଧେୟ ଡୁପ୍ଲିକେଟ ମେଡିସିନ ଆଦି ଚଢ଼ା ଦରରେ ରୋଗୀ ଙ୍କୁ ବିକ୍ରି କରୁଥିବା ଅଭିଯୋଗ ହେଉଛି । ନା ସେମାନେ ଫର୍ମାସିଷ୍ଟ ନିଜେ ପଢିଛନ୍ତି ନା କୌଣସି ଫର୍ମାସିଷ୍ଟ ଙ୍କୁ ନିଯୁକ୍ତି ଦେଇଛନ୍ତି । ୟା […]

ବାଲିଗୁଡା: ଫାର୍ମାସିଷ୍ଟଙ୍କ ୬ଦଫା ଦାବୀ ନେଇ କଳବ୍ୟାଜ୍ ପରିଧାନ : କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ

ବାଲିଗୁଡ଼ା,୧୭/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମେତ ୬୪ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୫୧ଜଣ ଫାର୍ମାସିଷ୍ଟ ମାନେ ସେମାନଙ୍କ ବିଭିନ୍ନ ଦାବୀକୁ ତୁରନ୍ତ ପୂରଣ ନେଇ କଳା ବ୍ୟାଚ ପରିଧାନ କରିଥିବା ଜଣାପଡିଛି l ଉକ୍ତଦାବୀ ଗୁଡିକ ମଧ୍ୟରେ କ୍ୟାଡ଼ର ପୂର୍ଣ୍ଣ ଗଠନ, ପଦୋନ୍ନତି, ଅସ୍ଥାୟୀ ଫାର୍ମାସିଷ୍ଟ ଙ୍କୁ ସ୍ଥାୟୀ କରିବା, ଅନ ଲାଇନ କାର୍ଯ୍ୟ ପାଇଁ ଡିଇଓ ନିଯୁକ୍ତି, ଖାଲି ପଡିଥିବା ପଦବୀ ପୂରଣ, ଦରମା ଅସଙ୍ଗତି ଏଭଳି ୬ଦଫା ଦାବୀ […]