ଆଇଟି ନିୟମ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କୁ ଜାତିସଂଘର ଶକ୍ତ ଝଟକା

ନୂଆ ଆଇଟି ନିୟମ ଆଣି ଟୁଇଟର ଓ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକୁ ନାଲିଆଖି ଦେଖାଉଥିବା କେନ୍ଦ୍ର ସରକାରଙ୍କୁ ଶନିବାର ଜାତିସଂଘରୁ ଶକ୍ତ ଝଟକା ଲାଗିଛି। ଭାରତର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ରୁଲ୍ସ, ୨୦୨୧ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ନିୟମର ଅନୁକୂଳ ନୁହେଁ। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମ ଏବଂ ଡିଜିଟାଲ ମିଡିଆ ଓ୍ବେବ୍‌ସାଇଟ୍‌ଗୁଡ଼ିକ ପାଇଁ ଜାରି କରାଯାଇଥିବା […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୨୦ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-ଶୁକ୍ଳପକ୍ଷତିଥି-ଦଶମୀ ଦିବା ଘ ୦୪/୪୦ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀନକ୍ଷତ୍ର- ଚିତ୍ରା ରାତ୍ରି ଘ ୦୭/୩୯ ପର୍ଯ୍ୟନ୍ତ ତଦନ୍ତେ ସ୍ଵ।ତିଚନ୍ଦ୍ର-କନ୍ୟା ଦିବା ଘ ୦୮/୩୬ ପର୍ଯ୍ୟନ୍ତ ତଦନ୍ତେ ତୁଳାଯୋଗ- ପରିଘକରଣ-ତୈତି ଳସୌରମାସ-ମିଥୁନ ୦୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୪୨ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୯✧═════•❁❀❁•═════✧ଯୋଗିନୀ ଉତ୍ତରେ ଦିବା ଘ ୦୪/୪୦ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେବୃଷ ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା […]

ଫୁଲବାଣୀରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ

ଫୁଲବାଣୀ(ଉଲାପ୍ର)ରାହୁଲ ଗାନ୍ଧୀ ଙ୍କ୫୧ତମ ଜନ୍ମ ଦିନ ପାଳିତ, ଫୁଲବାଣୀ,-ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ଅଖିଳ ଭାରତୀୟ କଂଗ୍ରେସ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ଙ୍କ୫୧ତମ ଜନ୍ମ ଦିନ କନ୍ଧମାଳ ଜ଼ୀଲ୍ଲା କଂଗ୍ରେସ ସଭାପତି ଶ୍ରୀ ଅନାମ ନାୟକ ଙ୍କ ନେତୃତ୍ୱରେ ପାଳନ କରାଯାଇଛି, ଏହି ଅବସରରେ ଜ଼ୀଲ୍ଲା ମୁଖ୍ୟ ଚିକିତ୍ସା ଲୟ ରେ ଥିବା କୋବିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ଥିବା ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ, […]

କନ୍ଧମାଳ ଛାତ୍ର କଂଗ୍ରେସ ତରଫରୁ ରାହୁଲ୍ ଗାନ୍ଧୀଙ୍କ ୫୧ ତମ ଜନ୍ମଦିନ ପାଳନ

କନ୍ଧମାଳ,୧୯/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଛାତ୍ର ମାନଙ୍କର ଆଦର୍ଶ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀଜୀ ଙ୍କ ୫୧ ତମ ଜନ୍ମଦିନ କୁ କରୋନା ସଚେତନତା ଦିବସ ଓ ସହାୟତା ଦିବସ ଭାବରେ ପାଳନ କରାଯାଇଛି l କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଫୁଲବାଣୀ ସଦର ମହକୁମା ଠାରେ ଅସହାୟ ବୃଦ୍ଧ ବୃଦ୍ଧା ଏବଂ ଦିନ ମଜୁରିଆ ମାନଙ୍କ ଘର ଘର ବୁଲି ଶୁଖିଲା ଖାଦ୍ୟ ବଣ୍ଟନ ସହ […]

କଳ୍ପତରୁ ଫାଉଣ୍ଡେସନ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଶାଳା( ଉଲାପ୍ର) କଳ୍ପତରୁ ଦାସ ନ୍ୟାସନାଲ ଫାଉଣ୍ଡେସନ ତରଫରୁ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଙ୍କ ନିର୍ଦ୍ଦେଶକ୍ରମେ ଧର୍ମଶାଳା 13ନଂ ଜୋନ ଜିଲ୍ଲା ପରିଷଦ ନିରଞ୍ଜନ ରାଉତ ଙ୍କ ତତ୍ୱବାଧାନରେ ଧର୍ମଶାଳା ପୂର୍ବତନ ବିଜୁ ଯୁବ ଜନତା ଦଳର ସଭାପତି ପ୍ରସନ୍ନ କୁମାର ରାଉତ ଙ୍କ ନେତୃତ୍ୱରେ ଜାରକା ଗ୍ରାମପଞ୍ଚାୟତର ଟିକରପଡା ଗ୍ରାମରେ ଶୁଖିଲା ଖାଦ୍ୟ, ଛତା ଓ ମାସ୍କ ବଣ୍ଟନ ସହ ସାନିଟାଇଜର ମାରି କରୋନା ର ଦିତ୍ତୀୟ ଲହର ସହ କିପରି ମୁକାବିଲା କରାଯିବ […]

ପାହାଡ ଚଢିଲେ ଉତ୍ତା ବାଣ୍ଟିଲେ ବ୍ଲକ ଅଧିକାରୀ

ଫୁଲ ବାଣୀ- (ସୁନୀଲ ପଟନାୟକ)କରୋନା ମହାମାରି କୁ ବ୍ରେକ୍ ଲଗାଇବା ପାଇଁ ସରକାର ଲକଡ଼ାଉନ ଘୋଷଣା କରିଛନ୍ତି। ଫଳରେ ଗାଡି ମଟର ସବୁ ବନ୍ଦ ରହିଛି।ଫଳରେ ଲୋକେ କୌଣସି ଜରୁରୀକାର୍ଯ୍ୟରେ ମଧ୍ୟ ବ୍ଲକକୁଆସିପାରୁନାହାଁନ୍ତି। ଫଳରେ ସରକାର ମଧ୍ୟ ରାଜସ୍ୱ ଓ ବ୍ଳକ ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମକୁ ଯାଇ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏଭଳି ପରିସ୍ଥିତିରେ ଶୁକ୍ରବାର ରାଇକିଆ ବ୍ଲକ୍ ବିଡିଓ ପ୍ରବୀଣ କୁମାରବାଣୁଆ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକ।ରି ମାନେ ମିଶି […]

ମୋବାଇଲ ଫାଟିଗଲା ଅଳ୍ପ କେ ବର୍ତ୍ତିଲେ ଛାତ୍ର

ଫୁଲ ବାଣୀ_(ସୁନୀଲପଟନାୟକ)ଅନ୍ଲାଇନ କ୍ଲାସ ସରିବାପରେ ଫାଟିଗଲା ମୋବାଇଲ। ତେବେ ଅଳ୍ପକେ ବର୍ତ୍ତୀ ଯାଇ ଛନ୍ତି ଫୁଲବାଣୀ ପବ୍ଲିକ ସ୍କୁଲରେ ପାଠ ପଡୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ସାତ୍ୱିକ ପଟନାୟକ । ସା ତ୍ଵିକ ସବୁଦିନ ପରି ଆଜି ମଧ୍ୟ ସକାଳୁ ଅନଲାଇନରେ.ପାଠ ପଢୁଥିଲେ । ତେବେ କ୍ଲାସ ସରିବାପରେ ମୋବାଇଲକୁ ରଖି ଦୁରରେ ବସି ହୋମ ୱ। ର୍କ କରୁଥିଲେ। ତେବେ ମୋବାଇଲଟି ହଠାତ ଫାଟିଯାଇଥିଲା। ଫଳରେ ଶବ୍ଦ ଶୁଣି ଘର ଲୋକେ ଦଉଡି ଆସିଥିଲେ। ତେବେ […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୧୯ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-ଶୁକ୍ଳପକ୍ଷତିଥି-ନବମୀ ରାତ୍ରି ଘ ୦୭/୦୦ ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର- ହସ୍ତା ରାତ୍ରି ଘ ୦୯/୧୮ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରାଚନ୍ଦ୍ର-କନ୍ୟାଯୋଗ- ବାରୀୟ।ନ୍କରଣ-ବ।ଳବସୌରମାସ-ମିଥୁନ ୦୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୨ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୦୯✧═════•❁❀❁•═════✧ଯୋଗିନୀ ପୂର୍ବେ ରାତ୍ରି ଘ ୦୭/୦୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେବୃଷ ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ ଘ୦୬/୫୦ମଧ୍ୟେ ଓ ୦୪/୪୫ଗତେ ଘ୦୬/୨୫ମଧ୍ୟେବାରବେଳ।- ଦିବା ଘ […]

ଟାଟା ଟ୍ରଷ୍ଟ ତରଫରୁ ପ୍ରଦତ୍ତ ବିଶୁଦ୍ଧ ପାନୀୟ ଜଳ ଓ ଚାଷପୋଯୋଗୀ ପ୍ରକଳ୍ପ ଉଦଘାଟିତ

ବାଲିଗୁଡା,୧୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କୋଟଗଡ ବ୍ଲକ ଅନ୍ତର୍ଗତ ନୀଲୀଗୁଡାରେ ଟାଟା ଟ୍ରଷ୍ଟ ତରଫରୁ ପାହାଡ଼ ଝରରୁ ପହଁଚିଲା ବିଶୁଦ୍ଧ ପାନୀୟ ଜଳ ଓ ଚାଷପୋଯୋଗୀ ପ୍ରକଳ୍ପ ଏହା କୋଟଗଡ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ନୀଲୀଗୁଡା ର ଲୋକେ ଉତ୍ସାହିତ ହୋଇ ଲୋକ କଳା ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ବଜାଇ ଅତିଥି ଙ୍କୁ ସ୍ୱାଗତ କରିଥିଲେ l ଏଥିରେ […]