ଲାଇନପଡ଼ା ଡିଗ୍ରୀ କଲେଜରେ ଆନ୍ତର୍ଜାତୀୟ ଯୋଗ ଦିବସ

ଫୁଲବାଣୀ- (ସୁନୀଲ ପଟନାୟକ)ସୋମବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ର ଲାଇନ ପଡ଼ା ଡିଗ୍ରୀ କଲେଜ ରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ୱେ ବି ନାର ମାଧ୍ଯମରେ ଯୋଗସଂପର୍କିତ ସଚେତନତାସଭା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ପ୍ରାଧ୍ଯ। ପକ ଦୀନବନ୍ଧୁ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନ।କରିଥିଲେ। ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡଃ ଲକ୍ଷ୍ମୀକାନ୍ତ୍ର ମହାନ୍ତି, ସମ୍ମାନିତ ଅତିଥିଭାବେ ଡଃସତିଶ ପ୍ରସାଦନା ଏକ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଯୋଗଦେଇ ଯୋଗର ଉପକାରୀତା ସଂପର୍କରେ ବୁଝାଇଥିଲେ। ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର […]

ନରସିଂହପୁର ରେ ଡ୍ରେନ ତିଆରି ହୋଇଥିବା ରାସ୍ତା ଅଧାପନ୍ତରିଆ ଭାବେ ପଡ଼ିରହିଛି

ନରସିଂହପୁର( ସୁବ୍ରତ କୁମାର ମିଶ୍ର )ନରସିଂହପୁର ବ୍ଲକ ଅନ୍ତର୍ଗତ ନୂଆପାଟଣା କୈବ୍ରତ ସାହିରେ ଡ୍ରେନ ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଛି। ୭ଲକ୍ଷ୍ୟ ଟଙ୍କା ର ସୂଚନା ଫଳକ ଲାଗିଯାଇଛି ହେଲେ ଡ୍ରେନ କାମ ଅଧ ପାନ୍ତରିଆ ଭାବରେ ପଡ଼ିରହିଛି। ପ୍ରଶାସନ ଜାଣିଶୁଣି ଚୁପ ବସିଛି, ହେଲେ ଡ୍ରେନ ତିଆରି କରିବା ସମୟରେ ରାସ୍ତା ଗୁଡିକ ଖାଲ ଖମା ହୋଇ ବିପର୍ଯ୍ୟସ୍ତ ଅବସ୍ଥାରେ ରେ ପଡି ରହିଛି। ଏହି ଖାଲ ଖମା ଗୁଡିକରେ […]

ବାବାଜୀଙ୍କୁ କ୍ଷମା ମାଗିଲା ପୋଲିସ

:-ନରସିଂହପୁର (ସୁବ୍ରତ କୁମାର ମିଶ୍ର)ନରସିଂହପୁର ବ୍ଲକ ଶରଧାପୁର ର ଭାଗବତ ଆଶ୍ରମର ଗୋବିନ୍ଦ ବାବାଙ୍କୁ ନରସିଂହପୁର ପୋଲିସ ପବିତ୍ର ପଟ୍ଟନାୟକ ଅଶାଳୀନ ବ୍ୟବହାର କରିଥିଲେ ଏହାର ପ୍ରତିବାଦରେ ସାଧୁ ସମାଜ ନରସିଂହପୁର ଥାନା ଘେରାଉ କରିବା ସହ ପୋଲିସ କୁ ସସ୍ପେଣ୍ଡ କରିବା ନିମନ୍ତେ କରିବସିଥିଲେ ମାତ୍ର ୫ ଦିନ ପରେ ପୋଲିସ ନିଜ ଆଡୁ କ୍ଷମା ପ୍ରାଥନା କରିବାରୁ ସମସ୍ୟା ର ସମାଧାନ ହୋଇଯାଇଛି ଫଳରେ ସାଧୁ ସମାଜ ଏଥିରେ ଖୁସି ପ୍ରକଟ କରିଛନ୍ତି ଓ […]

ରାଇକିଆରେସୂଜନ ପକ୍ଷରୁ ରାସନ ସାମଗ୍ରୀ ପ୍ରଦାନ

ଫୁଲ ବାଣୀ-(ସୁନୀଲ ପଟନାୟକ)କରେ। ନା ମହାମାରୀ ର ଦ୍ୱିତୀୟ ଲହରରେ ସମସ୍ତଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି । ଲକ ଡ଼ାଉନ ଯୋଗୁଁ ଗରୀବ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଏଭଳି ପରିସ୍ଥିତିରେ ଏମାନଙ୍କୁ ସହାୟତାର ହାତ ବଢାଇଛି ସୃଜନ ନାମକ ଏକ ସଂଗଠନ, I ଆଜି ସୋମବାରCovid 19 Relief ରାଇକିଆ ଠାରେ “ସୃଜନ” ଅନୁଷ୍ଠାନ ତରଫରୁ ୨୫ ଟି ପରିବାର କୁ ଗୋଟିଏ ମାସ ପାଇଁ ରାସନ୍ ସାମଗ୍ରୀ […]

ଅନ୍ତରଙ୍ଗ, କନ୍ଧମାଳ ପକ୍ଷରୁ କୋଭିଡ୍ ସଚେତନତା ରଥ

ଫୁଲବାଣୀ -(ସୁନୀଳ ପଟନାୟକ)କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ କରୋନା ମହାମାରୀ ଦ୍ବିତୀୟ ଲହର ଓ ଆଗାମୀ ତୃତୀୟ ଲହର ପାଇଁ ସମସ୍ତଙ୍କୁ ସଚେତନତା କରିବା ତଥା ଟିକା କରଣ ପାଇଁ ଗାଁ ଗାଁରେ ଏହି ସଚେତନତା ରଥ ଦ୍ୱାରା ଅବଗତ କରିବା ଏବଂ ସଚେତନତା କରିବା ପାଇଁ ଏହାର ପ୍ରୟାସ ରହିବ। ଘୁ. ଉଦୟଗିରି, ରାଇକିଆ, ଟିକିବାଲି, ଚକାପାଦ ଓ ଖଜୁରିପଡା ବ୍ଲକର ବିଭିନ୍ନ ଗାଁରେ ଏହି ସଚେତନତା ରଥ ଯାତ୍ରା କରିବା ସହିତ ଲୋକମାନଙ୍କୁ ସଚେତନତା କରିବା […]

ଫୁଲବାଣୀରୁ ୫,ଜିଲ୍ଲାରୁ ୩୮ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।ଜିଲ୍ଲାରେ ରବିବାର ମୋଟ ୩୮ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ବ୍ଳକର ୭ଜଣ ଓ ଫୁଲବାଣୀ ସହରରୁ ୫ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ନୀରାୟଣୀ ରୋଡରୁ ୩ ଜଣ ଚିହ୍ନଟ ହୋଇଥିବାବେଳେ ଡ଼ାକ ପାଲ ଓ ଜିରିଙ୍ଗି ପଡ଼ାରୁ ଜଣେ ଲେଖାଏ […]

ମନରେଗା କାମରେ ଦୁର୍ନିତୀ ,ମଣିଷ ବଦଳରେ ମେସିନ କରୁଛି କାମ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାରେ ମହତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ରେ କେବଳ ଜବକାର୍ଡ ଧ।ରି ହିତାଧିକାରୀମାନେ କାମ କରିବା ଲାଗି କେନ୍ଦ୍ର ସରକାରଙ୍କସ୍ପଷ୍ଟ ନିର୍ଦ୍ଦେଶ ରହିଛି। ହେଲେ ଏ ସବୁ ନିତି ନିୟମ ନିର୍ଦ୍ଦେଶକୁ ସିଧାସଳଖ ଫୁ କରି ଜେସିବି ମେସିନ ଲଗାଇ ସ୍ପଷ୍ଟ ଦିବାଲୋକରେ କାମ ହେଉଛି । ଅଭିଯୋଗ କଲେ ଶୁଣୁନି ପ୍ରଶାସନ।ଏଭଳି ଅଭିଯୋଗ ଆସିଛିକନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକରୁ।ଏହି ବ୍ଳକ ଅନ୍ତର୍ଗତ କଖାରୁ 6 ଝ।ଲାପଞ୍ଚାୟତର ଘାଟି ଗୁଡ଼ା […]

ଫୁଟୁ କୁଲି ଛତୁ ଭାରି ସୁଆଦିଆ

(ସୁନୀଲ ପଟନାୟକ)ନା ଫୁଟୁ କୁଲି ଛତୁ । ଦେଖି ବାକୁ ମାଟି ରଙ୍ଗ ଆଉ ଗୋଲଗୋଲ । ମାଟି ଭିତରୁ ଖୋଳି ବାହାର କର। ଯାଉଥିବାରୁ ଉପରରଙ୍ଗ ମାଟିଆ ଦେଖାଯାଏ । ସଫାକରିଲେ ଧଳା । ତେବେ ଖୋଳପା କୁଫଟାଇଲେ ଭିତରୁ ଅସିଲି ଛତୁ ବାହାରିଥାଏ। ଏହାକୁ ତରକାରୀ, କିମ୍ବା କଷା, ନଚେତ ପିଆଜ କଞ୍ଚାଲଙ୍କାପକାଇ ଭାଜିଲେ ଭାରି ସୁଆଦିଆ ଲାଗେ। ଯିଏ ଥରେ ଏହାର ସ୍ଵାଦ ଚାଖିଛି ସେ ସହଜରେ ଭୁଲିପାରିବନି।ବର୍ଷା ଦିନ ଆରମ୍ଭରେହିଁ ଏହି […]

ଦରମା ଦାବୀ କରି ଓଏସଆରଟିସି କର୍ମଚାରୀଙ୍କ ସ୍ମାରକ ପତ୍ର

ଫୁଲ ବାଣୀ -(ସୁନୀଲ ପଟନାୟକ )କରୋ ନା ମହାମାରି ପାଇଁ ସରକାର ଗତ ମେ ୫ ରୁ ଲକଡ଼ାଉନ ଘୋଷଣା କରିଛନ୍ତି । ଫଳରେ ଗାଡି ମଟର ଚଳାଚଳ ବନ୍ଦ ରହିଛି । ଏପଟେ ମାସ ମାସ ଧରି ଦରମା ଗଣ୍ଡାକ ହେଲେ ମିଳିବାକୁ ନାହିଁ। ଏଭଳି ଦୁର୍ବିସହ ଜୀବନ ଜିଉଁଛନ୍ତି ଫୁଲ ବାଣୀ ରାଜ୍ୟ ପରିବହନ ନିଗମ ର କର୍ମଚାରୀମାନେ।ହାତରେ ପଇସାଟିଏ ନାହିଁ ପରିବାର କିପରି ଚଳାଇବେ ସେ ଚିନ୍ତାରେ ଏବେ ଅଛୁନ୍ତି ଓ ଏସ […]

ଦୋକାନ ଖୋଲିବାକୁ ଦାବୀ କରି କନ୍ଧମାଳ ଜିଲା ବାରୀକ ସମିତିର ସ୍ମାରକ ପତ୍ର

ଫୁଲ ବାଣୀ -(ସୁନୀଲ ପଟନାୟକ )କରୋ ନା ମହାମାରି ପାଇଁ ସରକାର ଗତ ମେ ୫ ରୁ ଲକଡ଼ାଉନ ଘୋଷଣା କରିଛନ୍ତି । ଫଳରେ ସେ ଲୁନ ଓ ସ୍ପା ଆଦି ସଂପୂର୍ଣ୍ଣ ବନ୍ଦ ରହିଛି । ଏପଟେ ମାସ ମାସ ଧରି ଲକ ଡ଼ାଉନ, ସଟ ଡ଼ାଉନ ଯୋଗୁଁ ସେମାନଙ୍କ ଦୋକାନ ବନ୍ଦ ଥିବାରୁ ପରିବାର ଲୋକଙ୍କୁଦୁଇ ଓଳା ଦୁଇମୁଠା ଖାଇବାକୁ ଦେବା ସମ୍ଭବ ହେଉନାହିଁ। ତା ସହ ଘର ଭଡ଼ା ଦୋକାନ ଭଡ଼ା, ଦେହ […]