ଧର୍ମଶାଳା ରେ ଶୁଖିଲା ଖାଦ୍ୟ ବଣ୍ଟନ

ଆଜି କଳ୍ପତରୁ ଦାସ ନ୍ୟାସନାଲ ଫାଉଣ୍ଡେସନ ତରଫରୁ ଆମ ପ୍ରିୟ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ (ଜିତୁ ଭାଇ) ଙ୍କ ନିର୍ଦ୍ଦେଶକ୍ରମେ ଧର୍ମଶାଳା 13ନଂ ଜୋନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ନିରଞ୍ଜନ ରାଉତ ଙ୍କ ତତ୍ୱବାଧାନରେ ଧର୍ମଶାଳା ପୂର୍ବତନ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ରାଉତ ଙ୍କ ନେତୃତ୍ୱରେ କ୍ଷେତ୍ରପାଳ ଗ୍ରାମପଞ୍ଚାୟତର ନୂଆପଡା ଦଳିତ ସାହିରେ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ ସହ ସାନିଟାଇଜର ମାରି କରୋନା ର […]

ସିବିଏସଇ ଆଇସିଏସଇ ନିଷ୍ପତ୍ତି କୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ରେ କରାଯାଇଥିବା ଆବେଦନ ଖାରଜ

ନୂଆଦିଲ୍ଲୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ଆଇସିଏସ୍ଇ) ଦ୍ୱାରା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଢ଼ାଞ୍ଚାର ମୂଲ୍ୟାଙ୍କନ ପାଇଁ ବୋର୍ଡ ଦ୍ୱାରା ଅଣାଯାଇଥିବା ମୂଲ୍ୟାଙ୍କନ ସ୍କିମ୍ କୁ ସୁପ୍ରିମ କୋର୍ଟ ମଞ୍ଜୁର କରିଛନ୍ତି। ଅପର ପକ୍ଷରେ କୋଭିଡ -୧୯ ପରିସ୍ଥିତି କାରଣରୁ ପରୀକ୍ଷା ବାତିଲ କରିବାକୁ ସିବିଏସ୍ଇ ଏବଂ ଆଇସିଏସ୍ଇର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଶୀର୍ଷ କୋର୍ଟରେ ଅନେକ ଆବେଦନ କରାଯାଇଥିଲା ଯାହାକୁ କୋର୍ଟ ଖାରଜ […]

ଆଠଗଡ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଆଠଗଡ( ଉଲାପ୍ର)ଆଠଗଡ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ଯୋଗ ଦିବସ ଆଭାସି ଯୋଗେ ପାଳିତ ହୋଇଯାଇଛି,ମହିଳା ମହାବିଦ୍ୟାଳୟ ର ଅଦ୍ଧକ୍ଷା ସଂଗୀତା ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆନ୍ତର୍ଜାତିକ ଯୋଗ ଦିବସ ଅନ ଲାଇନ ଆଭାସି ଯୋଗେ ଅନୁଷ୍ଠିତ ହୋଇଥିଲା, ଅଧ୍ୟ୍ୟା ପିି କା ଟ୍ଵି୍ଵିଲ ମିଶ୍ରଙ୍କ ପରିଚାଳନା ରେ ଏହି ଯୋଗ ଦିବସରେ ଅଧ୍ୟାପିକା ତଥା ଛାତ୍ରୀମାନେ ଘରେ ରହି ଏହି ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମ ରେ ଯୋଗ କରିଥିଲେ,ଏନଏସଏସ ଅଧ୍ୟାପିକା ବସିରା ବେଗମ,ଅଧ୍ୟାପିକା […]

ସ୍ଳ ବାଲିଗୁଡ଼ା ସରକାରୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତରିତ ଦାବିରେମହିଳା ସଂଘ ଓ ଯୁବକ ସଂଘ ପକ୍ଷରୁ ବାରଖମା ରାସ୍ତା ଅବରୋଧ

ଫୁଲବାଣୀ (-ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଗାଁ ରେ ମଦ ଦୋକାନ କୁ ବିରୋଧ କରି ବିକ୍ଷୋଭ ରାସ୍ତା ଅବରୋଧକରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ବାସିନ୍ଦା l ବାରଖମା ର ବିଦେଶୀ ମଦ ଦୋକାନ ଟି ଜନ ବସତି ନିକଟ ରେ ଥିବାରୁ ବିଭିନ୍ନ ସମୟରେଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ କରି ମଙ୍ଗଳବାର ସକାଳୁ ସକାଳୁ ବାରଖମା ଖ୍ରୀଷ୍ଟିଆନ ସାହି ବାସିନ୍ଦା ଯୁବକ ସଂଘ ମହିଳା ସଂଘପକ୍ଷରୁ […]

କନ୍ଧମାଳ- ପୋଲିସ ଓ ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଗୁଳି ଗୁଳା ସମେତ ବହୁ ମାଓ ସାମଗ୍ରୀ ଜବତ

ଫୁଲ ବାଣୀ_(ସୁନୀଲ ପଟନାୟକ) ସୋମବାର କନ୍ଧମାଳ ଜିଲା ଗୋଛାପଡ଼ା ଜଙ୍ଗଲରେ କମ୍ବି ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାମୁହିଁ ହୋଇଥିଲେ। ଫଳରେଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା । ତେବେ ଘ ଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ଖସି ପଳାଇଥିଲେ। ତେବେ ଆଜି ସର୍ଚ ଅପରେସନ ବେଳେ ସୁରକ୍ଷାକର୍ମୀମାନେ ବହୁ ମାଓ ସାମଗ୍ରୀ ଜବତ କରିଥିବା ନେଇ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ।ଜବତ ମାଓ ସାମଗ୍ରୀ ମଧ୍ୟରେବନ୍ଧୁକ, […]

ଦାଦନ ଚାଲାଣକୁ ବିରୋଧ କରି ମାଡ଼ ଖାଇଲେ ସରପଞ୍ଚ

ଫୁଲବାଣୀ- (ସୁନୀଲ ପଟନାୟକ)ଦ।ଦନ ଶ୍ରମିକ ଚାଲାଣ ରୋକିବାକୁ ଚେଷ୍ଟାକରି ଶେଷରେ ନିସ୍ତୁକ ମାଡ ଖାଇଲେ ସରପଞ୍ଚ ।ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାକନୁଆଁ ଗା ବ୍ଳକର ଚାଞ୍ଚେଡି ରୁ। ଗତକାଲି କେରଳରୁ ଏକ ବସ କନ୍ଧମାଳ ଜିଲର ରାଇକିଆ, କନୂଆଗାଁ ବାଲିଗୁଡା ଆଦି ଅଞ୍ଚଳ ରୁ ଦାଦନ ଶ୍ରମିକଙ୍କୁ ଏକାଠି କରିନେଉଥିଲା। ତେବେ କିଛିନାବାଳକ ଙ୍କୁ ମଧ୍ୟ ନେବାପାଇଁ ଉଦ୍ୟମ କରିବା ଦେଖି ସରପଞ୍ଚ ରାଜକିଶୋର ପ୍ରଧାନ ବିରୋଧ କରିଥିଲେ। ଫଳରେ ରାଜକିଶୋରଙ୍କୁ ଦଲାଲ ମାନେ ଯୋର […]

ଵରୀଷ୍ଠ ଅବସରପ୍ରାପ୍ତକର୍ମଚାରୀ ନେତାଙ୍କ ପରଲୋକ

ଫୁଲବାଣୀ- (ସୁନୀଲ ପଟନାୟକ) ଫୁଲବାଣୀ ସହରର ଅବସରପ୍ରାପ୍ତ ସରକାରି କର୍ମଚାରୀ ନେତା ତଥା ଜଣାଶୁଣା ବୁଦ୍ଧିଜିବୀ ଅରୁଣ କୁମାର ଦାସଙ୍କ ଆଜି ସକାଳେ ତାଙ୍କର ମାଷ୍ଟ୍ରପଡ଼ା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି ।ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।ସେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ଲାବର ଟରିଟେକ୍ନିସିଆନ ଭାବେନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ।ଅବସର ପରେ ବିଭିନ୍ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ। ତାଙ୍କର ମୃତ୍ୟରେ ସହର ରେ […]

ଫୁଲବାଣୀ ସହରରେ ଜାମୁକୋଳିର ଚାହିଦା ବଢୁଛି

ଫୁଲବାଣୀ- (ସୁନୀଲ ପଟନାୟକ) ଏବେ ବାସୁ କୋଳୀ ସିଜନ । ଫଳରେ ଫୁଲ ବାଣୀ ସହରର ଡିଆରଡିଏ ଛକ, ଗୋପବନ୍ଧୁ ଛକ ମାଦିକୁନ୍ଦା ଛକ ଆଦି ବିଭିନ୍ନ ସ୍ଥାନରେ ଏବେ ଜାମୁକୋଳୀ ର ପସରା ମେଲିଛି। ଲୋକେ ମଧ୍ୟ ଏବେ ଜାମୁ କୋଳି କିଣି ନେଉଛନ୍ତି।ଆଗରୁ ଜାମୁକୋଳି ପାଚି ରାସ୍ତାକଡ଼ରେ ପଡ଼ି ନଷ୍ଟ ହେଇଥିଲା । ଗାଇଗୋରୁ ଛେଳି ସବୁ ଖାଉଥିବା ଦେଖିବାକୁ ମିଳୁଥିଲା।ହେଲେ ଏବେ ଜାମୁକୋଳି ସ୍ୱାସ୍ଥ୍ୟ ପ୍ରତି ହିତ କର ଓ ହାର୍ଟ ଲିଭର […]

ଆଜିର ରାଶିଫଳ

🌹ମେଷ🌹👉:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ✧═════•❁❀❁•═════✧🌹ବୃଷ🌹👉:-ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା […]

କୁଟିଆ ଆଦିମ ଜନଜାତିଙ୍କୁ ସାହାରା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ବାଲିଗୁଡ଼ା,୨୧/୦୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧ ଙ୍କୁ ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମୁଣ୍ଡିଗଡ଼ ପଞ୍ଚାୟତ ର ପାଲକି ପଦର ଓ ଗୁମା ପଞ୍ଚାୟତ ର ଡୁପି ଓ ମାଦାଗୁଡା ପଞ୍ଚାୟତ ର ପବନ ଗାଁ ରେ ବସବାସ କରୁଥିବା ଜନଜାତିଙ୍କ ପରିବାର କୁ ସମ୍ପାଦକ ସୁକାନ୍ତ କୁମାର ନାୟକ ସେମାନଙ୍କ ନିକଟରେ ପହଁଚି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ଏହା […]