ବାଲ୍ୟବିବାହ ରୋକିଲା ଚାଇଲଡ଼ଲାଇନ

ଫୁଲବାଣୀ- (ସୁନୀଲ ପଟନାୟକ)ବ୍ୟାପକ ସଚେତନତାସତ୍ତ୍ଵେ କନ୍ଧମାଳ ଜିଲ୍ଲାରେ ବାଲ୍ୟବିବାହ ରୋକିବାର ନାଁ ନେଉନି । କୌଣସି ସୁତ୍ରରୁ ଖବର ପାଇ ଶିଶୁ ବିକାଶ ପ୍ରକଳ୍ପ ଅଧିକ।ରି ଓ ପୋଲିସର ମିଳିତ ସହାୟତାରେ ଆଜି ଚାଇଲଡ ଲାଇନ ସଦସ୍ୟମାନେ କୋଟଗଡ଼ 6ର ବିବାହ ପାଇଁ ନାବାଳକ ଓ ନାବାଳିକା ଉଦ୍ୟମ କରୁଥିବାବେଳେ ଏହାକୁ ରୋକିଥିବା ଜଣାପଡିଛି।ସୂଚନା ଯୋଗ୍ୟ ଯେ, ସ୍ଥାନୀୟ ଡୁମରି ସାହିର ଜଣେ ନାବାଳିକାକୁ କୋଟଗଡ଼ ଅଞ୍ଚଳର ଜଣେ ନାବାଳକ ପ୍ରେମ କରୁଥିଲା ଆଉ ବିବାହ କରିବ […]

ପାଣିରେ ବୁଡ଼ି ଶିଶୁର ମୃତ୍ୟୁ

ଫୁଲ ବାଣୀ- (ସୁନୀଲ ପଟନାୟକ)ବୁଧବାରକନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆ ପଦର ପଞ୍ଚାୟତର ଲତପଙ୍ଗିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।. ବିଲରେ ଥିବା ଖାତ ଭିତରେ ଥିବା ପାଣିରେ ଶିଶୁଟି ବୁଡିଯିବା ଫଳରେ ତାର ମୃ ତ୍ୟୁ ହୋଇଥିଲା।ସୂଚନାଯୋଗ୍ୟ ଯେ ଗ୍ରାମର ଗ୍ରାମ ସାଥି ବିରାଜ କହଁରଙ୍କ ୩ ବର୍ଷର ସାନ ପୁଅ ତାର ମା ଜମଲିନିଙ୍କ ସହ ବିଲକୁ ଯାଇଥିଲା ।ମା କାମକରୁଥିବାବେଳେ ଶିଶୁଟି ଜମି ହୁଡା।ରେ ଖେଳୁଥିଲା ଆଉ ଖେଳୁଖେଳୁ […]

କନ୍ଧମାଳ ଜିଲ୍ଲାରେ ୨୧୯ ଗ୍ରାମ ବାଲ୍ୟବିବାହ ମୁକ୍ତ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ପ୍ରଶାସନ ଓ ଏକ୍ସନ ଏଡସହାୟତାରେ ଗାଁକୁ ଗାଁ ବୁଲି ବାଲ୍ୟ ବିବାହର କୁ ପରିଣାମ ସଂପର୍କ ରେବ୍ୟାପକ ସଚେତନତା କରିବା ଫଳରେ ଲୋକେ ଏହା ର ମହତ୍ଵ ବୁଝିପାରି ବାଲ୍ୟବିବାହ ନ କରିବା ଲାଗି ଶପଥ ନେଇଥିଲେ।ଫଳରେ ରଗତ ୩ ମାସ ମଧ୍ୟରେ ୨୧୯ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ କରାଯାଇଥିବା ବିଷୟ ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ରୋକିବା ଓ କିଶୋରୀ ସଶକ୍ତିକରଣ ନିମନ୍ତେ ଗଠିତ ଟାସ୍କଫୋର୍ସ ର ବୁଧବାରସମୀକ୍ଷା […]

ବାଲିଗୁଡା : ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ

ବାଲିଗୁଡ଼ା:୨୩/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା ଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଛି ବଡ଼ିପଦର ରାଜସ୍ୱ ଗ୍ରାମ। ବଡ଼ିପଦର ଗ୍ରାମ ଓ ଗାହାଡାଡ଼ି ଗ୍ରାମରେ ସରକାରଙ୍କ ଯୋଜନା ସବୁ ଅପହଞ୍ଚ ହୋଇ, ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ସବୁ ସ୍ୱପ୍ନ ଭଳି ରହିଛି । ସରକାରୀ ଯୋଜନାରେ ଚାଲିଥିବା ପ୍ରକଳ୍ପ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଏହି ରାଜସ୍ୱ ଗ୍ରାମରେ ୪୫ ପରିବାର ରହୁଥିବା ବେଳେ […]

ଦାରିଙ୍ଗବାଡିରେ ୱାଚ ଟାୱାର୍ ସହ ମିନି ପାର୍କ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନ ଚୟନ

ବାଲିଗୁଡା,୨୨/୦୬(ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶାର କାଶ୍ମୀର ତଥା ଭୂସ୍ବର୍ଗ ଭାବେ ଦାରିଙ୍ଗବାଡ଼ି ପରିଚିତ । ଓଡିଶାର ପର୍ଯ୍ୟଟନ କ୍ଷେତ୍ରରେ ଦାରିଙ୍ଗବାଡ଼ି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଶୀତ ଦିନ ହୋଇଗଲେ ଶୀତର ମଜା ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦାରିଙ୍ଗବାଡ଼ିକୁ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଏପରିକି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଗତବର୍ଷ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦାରିଙ୍ଗବାଡ଼ିରେ ଇକୋ […]

ନେଗେଟିଭ ରିପୋର୍ଟ ପରେ ବି ସଙ୍ଗରୋଧ ରେ ଅଛନ୍ତି ଜଣେ ଗଣମାଧ୍ୟମ ପ୍ରତିନିଧି,ସାମ୍ବାଦିକ ସଂଘର ଦୃଢ ନିନ୍ଦା

ଫୁଲବାଣୀ- (ସୁନୀଲ ପଟନାୟକ) ହାତରେ ନେଗେଟିଭ ରିପୋର୍ଟ । ତଥାପି ଘର ଆଗରେ ବାଡ ବାନ୍ଧିଲା ପ୍ରଶାସନ। ଆଉ ସଙ୍ଗ ରୋଧରେ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛି କୁ ଆଡେ ପ୍ରଶାସନ। ସେହି ବ୍ୟକ୍ତି ଜଣଙ୍କ ଆଉ କେହି ନୁହଁନ୍ତି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସହରର ଜଣେ ଗଣମାଧ୍ୟମ ପ୍ରତିନିଧି ପ୍ରତାପ ଚନ୍ଦ୍ର ପାଢୀ ।ସେ ଓ ତାଙ୍କ ପରିବାରକୁ ସଙ୍ଗ ରୋଧରେ ରଖିବା ସହ ବାରମ୍ଵାର ଫୋନ କରି ଆପଣ ସୁସ୍ଥ ଅଛନ୍ତି ତ?ଘରେ ରୁହନ୍ତୁ। […]

ସଂଘବଦ୍ଧ ଭାବେ ଯୁବକକୁ ପିଟିପିଟି ହତ୍ୟା, ୩ ଅଟକ

ଫୁଲ ବାଣୀ_(ସୁନୀଲ ପଟନାୟକ)ମଙ୍ଗଳବାର ବିଳମ୍ବିତ ରାତିରେ ଖଜୁରୀପଡା ଥାନା ଅନ୍ତର୍ଗତ କାଣ୍ଡ । ବାଡି ଗ୍ରାମରେ ଜଣେ ଯୁବକକୁ ଆଉ କିଛି ଯୁବକ ସଂଘବଦ୍ଧ ଭାବେ ପିଟି ପିଟି ଅତି ନୃଶ ସଂଭାବେ ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ଦଳପଡ଼ା ଗ୍ରାମ ର ସୁଜିତ ସାହାଣୀ।ସକାଳୁ ଖବର ପାଇ ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସଙ୍ଗେସଙ୍ଗେ ଘଟଣାର ତଦନ୍ତ କରୁଛି ।ଏ ସଂପର୍କରେ ଖଜୁରୀପଡ଼ାପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା […]

ଟ୍ରାକ୍ଟର ତଳେ ଚାପି ହୋଇ ଶିଶୁ ମୃତ

ଫୁଲବାଣୀ – (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ସାରଂଗଡ ଥାନା ଅନ୍ତର୍ଗତ ପାବୁରିଆ ନିକଟସ୍ଥ ତଳ ଡାମିଗୁଡା ଗ୍ରାମରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଙ୍ଗଳବାର ଏକ ଇଟା ବୋଝେଇ ଟ୍ରାକ୍ଟର (ନମ୍ବର OR12A 6492) ଇଟାନେଇ ଯାଉଥିବା ସମୟରେ ହଠାତ୍ ଏକ ୫ବର୍ଷର ଶିଶୁ ସହନ ପ୍ରଧାନ ଟ୍ରାକ୍ଟର ସାମ୍ନାକୁ ଆସିଯାଇଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ଭାରସାମ୍ୟ ହରାଇଥିବା ବେଳେ ଶିଶୁ ଜଣକ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପରିବାର […]

ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ଜଣେ ଗିରଫ

ବାଲିଗୁଡ଼ା,୨୨/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନାର ମଣ୍ଡାକିଆ ଗ୍ରାମପଞ୍ଚାୟତ ବିଅରପଙ୍ଗା ଗ୍ରାମର ସଞ୍ଜୟ ପ୍ରଧାନ ଏକ ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ରାଇକିଆ ପୋଲିସ ଗିରଫ କରିଛି l ମିଳିଥିବା ସୂଚନା ଅନୁଯାୟୀ ଗତ ୧୫ ତାରିଖରେ ସଞ୍ଜୟଙ୍କ ଘରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ଜବତ କରିଥିଲେ ପୋଲିସ l ପୋଲିସ ଆସିବା ଖବର ପାଇ ସଞ୍ଜୟ ଘରୁ ଛୁ ମାରିଥିଲା l ମଙ୍ଗଳବାର ପୋଲିସ କୈାଣସି […]