ଟୀକାକରଣ ଉପରେ ସଚେତନତା କର୍ମଶାଳା

ବରଗଡ଼ ୨୪/୬ -ବରଗଡ ଜ଼ିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କନାପାଲି ଅଙ୍ଗନବାଡି କେନ୍ଦ୍ର ଠାରେ ମହାଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ କୋ-ଭେକସିନ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା ପରିଷଦସଭ୍ୟ ସୁବ୍ରତ ବେହେରା ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ ରେ କନାପାଲି ଅଙ୍ଗନବାଡ଼ି କର୍ମୀବିଷ୍ଣୁପ୍ରିୟା ଦଲେଇ ସାମାଜିକ ଦୂରତା ଓ ସରକାରଙ୍କ ଆଶୀର୍ବାଦ ଯୋଜନା ଉପରେ ଆଲୋଚନା କରିଥିଲେ l ବିଲାସ ଭୋଇ ଅଙ୍ଗନବାଡି ମାସ୍କ ପରିଧାନ ଉପରେ […]

ଭିଡିଓ କନଫରେନ୍ସ ମାଧ୍ୟମରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼:- ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଜି ଭିଡିଓ କନଫରେନ୍ସ ସିଂ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଚାପ ଅବଶୋଷଣ ପ୍ରଣାଳୀ ରେ ଭେଷେଜ ଅମ୍ଳଜାନ ଉତ୍ପାଦନ ବ୍ୟବସ୍ଥା (167 LPM) ଏବଂ ତରଳ ଭେଷେଜ ଅମ୍ଳଜାନ ସଂରକ୍ଷଣ ପଦ୍ଧତି (LMP 6kl)ର ଦୁଇଟି ପ୍ରକଳ୍ପ ର ଆରମ୍ଭ […]

ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ

ବରଗଡ଼:- କୃଷି ଜିଲ୍ଲା ଭାବେ ପରିଚିତ ବରଗଡ଼ ଜିଲ୍ଲା ର ସମସ୍ୟା ର ଅନ୍ତ ହେଉନାହିଁ। ଚାଷ ଆରମ୍ଭ ବେଳେ ନକଲି ବିହନ,ସାର ଓ କୀଟନାଶକ ଦ୍ରବ୍ୟ ର ଅଭାବ ହେଉଥିବା ସମୟରେ ଅମଳ ପରେ ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ ମାନେ ରହିଛନ୍ତି। ପ୍ରତି ବର୍ଷ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତଥାପି ସରକାରୀ ସ୍ତରରେ ଏହାର ସମାଧାନ ହେଉନାହିଁ। ଜିଲ୍ଲା ରେ ଏବେ ଟୋକନ ଅବଧି ଶେଷ, ମାର୍କେଟ ୟାର୍ଡ ଗୁଡିକ ରେ […]

ଭିଡିଓ କଂନଫେରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଭିତି ପ୍ରସ୍ତର କାର୍ଯ୍ୟକ୍ରମ

ଫୁଲବାଣୀ – ସୁନୀଲ ପଟନାୟକ )୮ଟି ଜିଲା ସମେତ କନ୍ଧମାଳ ଜିଲ୍ଲାରେ ମଧ୍ୟସ୍ୱସ୍ଥ୍ୟ ସେବାର ଉନ୍ନତିପାଇଁ ଫୁଲ ବାଣୀସଦରମହକୁମା ଡାକ୍ତରଖାନା ପରିସରରେଅକ୍ସସିଜେନ ପ୍ଲାଣ୍ଟ ର ଭିତିସ୍ଥାପର କରିଛନ୍ତି। ଏହା ଦ୍ୱାରା ଜିଲାରେ ଅକ୍ସସିଜେନ ପାଇଁ ଯେଉଁ ଅସୁବିଧା ରହିଥିଲା ତାର ପରି ସମାପ୍ତି ହେବ। ଏହାସହିତ ମୁଖ୍ୟ ମନ୍ତ୍ରୀ କନ୍ଧମାଳ ଜିଲା ପାଇଁ ଯେଉଁ ମେଡିକାଲ କଲେଜ ଘୋଷଣା କରିଛନ୍ତି। ତାହାର କାମ ମଧ୍ୟ ଏବେ ଜୋରସୋରରେ ଚାଲୁ ରହିଛି। ଏଥପାଇଁ ଜିଲାର ସମସ୍ତ ଜନସାଧାରଣ ପକ୍ଷରୁ […]

ଗୋପବନ୍ଧୁ ଛକରେ ବାଇକ- ସ୍କୁଟି ଦୁର୍ଘଟଣା, ଜଣେ ଗୁରୁତର

ଫୁଲବାଣୀ: (ସୁନୀଲ ପଟ୍ଟନାୟକ) ଆଜି ରାତି ୮ ୩୦ମିନଟ ରେ ସ୍ଥାନୀୟ ଗୋପବନ୍ଧୁ ଛକରେ ଏକ ସ୍କୁଟି ଓ ବା ଇକ ମଧ୍ୟରେ ମୁହଁ । ମୁହିଁ ଧକ୍କା ହେବା ଫଳରେ ୨ ଜଣ ଆହତ ହୋଇଥିବାବେଳେ ସ୍କୁଟି ଚାଳକ ଚିଣ୍ଟୁ ପାଣ୍ଡେ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ମୁଣ୍ଡରେ ଆଘାତ ଲାଗିଛି । ଉଭୟଆହତଙ୍କୁ ଚିକିତ୍ସା ନିମନ୍ତେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ତେବେ ଚିଣ୍ଟୁ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା […]

ପିଆଇଏ ଗାଁରେ,ଆଉଟ ସୋର୍ସିଂ କର୍ମଚାରୀ ତୁଲାଉଛନ୍ତି ଜଳଛାୟା କାର୍ଯ୍ୟ

ଫୁଲବାଣୀ- (ସୁନୀଲ ପଟନାୟକ)ସରକାର ଜଳଛାୟା କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଓ ଚାଷଜମିର ଉନ୍ନତି ପIଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ବିଭାଗର ହାତଗଣତି କିଛି ପିଆଇଏଙ୍କ ମନମୁଖି ତଥା ଖାମଖିଆଲି କାରବାର :ଦୁର୍ନିତୀ ପୂର୍ଣ୍ଣମନୋଭାବ, ପ୍ରିୟା ପ୍ରିତି ତେ।ଷଣ ସାଙ୍ଗଙ୍କୁ ସ୍ଥାୟୀ ଅନୁପସ୍ଥିତ ଯୋଗୁଁ ବିଭାଗ ଦ୍ଵାରା ହାତକୁ ନିଆଯାଉଥିବା କାମ ସବୁ ଉପରଠାଉରିଆ ନିମ୍ନ ମାନର ହେବା ସହ ବ୍ୟାପକ ଅର୍ଥ ମଧ୍ୟ ହେରଫେର ହେଉଥିବା ଶୁଣା ଯାଉଛି।ଦାୟୀ ତ୍ଵରେ ଥିବା ପିଆଇଏ ଜଣକ […]

ବାଲିଗୁଡା: କରୋନା କଟକଣା ଭିତରେ ସରିଲା ଶ୍ରୀଜିଉ ମାନଙ୍କ ସ୍ନାନ ପୂର୍ଣ୍ଣିମା : ଗଜାନନ ବେଶରେ ବିଜେ ହେଲେ ତିନି ଠାକୁର

ବାଲିଗୁଡା,୨୪/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ଭକ୍ତ ଓ ଭଗବାନଙ୍କ ଭାବ ଓ ଭକ୍ତିର ସମ୍ପର୍କ ରହିଛି । ଏଭଳି ପବିତ୍ର ଦିନ ଗୁଡିକ ପାଇଁ ଶ୍ରଦ୍ଧାଳୁ ଭକ୍ତଗଣ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନର ଅନେକ ଆଶା ନେଇ ଅପେକ୍ଷାରତ ଥାଆନ୍ତି । ତେବେ କରୋନା ମହାମାରୀ ଭଳି ଏକ ବ୍ୟାଧିରେ ସମସ୍ତେ ଉଣା ଅଧିକେ ଜଡ଼ିତ ହୋଇଥିବା ବେଳେ ସରକାରୀ ନିୟମ ପ୍ରତି ଦୃଷ୍ଟି ଦେଇ ସବୁ କାର୍ଯ୍ୟ ଭକ୍ତଙ୍କ ବିନା ସମ୍ପନ୍ନ ହେଉଛି ।କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଥିବା […]

ସହିଦ ଚନ୍ଦ୍ରକାନ୍ତ ପ୍ରଥମଶାଦ୍ଧବାର୍ଷିକୀ , ଆଜିବି ଝୁରି ହେଉଛନ୍ତି ସମସ୍ତେ

ଫୁଲବାଣୀ,-(ସୁନୀଲ ପଟ୍ଟନାୟକ)ଚାହୁଁ ଚାହୁଁ ବର୍ଷେ ବିତିଗଲା। ଏବେ ବି ବିଶ୍ୱାସ ହେଉନି ଯେ, ଚନ୍ଦ୍ରକାନ୍ତ ଆମ ଗହଣରେ ନାହିଁ ବୋଲି । ଠିକ ଗତ ବର୍ଷ ଆଜିର ଦିନରେ ଲଦାଖର ଗଲୱ। ନ ଉପତ୍ୟକାରେ ଡ୍ୟୁଟିରେ ଥିବାବେଳେ ଭାରତ -ଚିନ ସେନା ମଧ୍ୟରେ ମୁହାଁମୁହିରେ ଚନ୍ଦ୍ରକାନ୍ତ ସହିଦ ହୋଇଥିଲେ।ଆଜି ସହିଦ ଚନ୍ଦ୍ରକାନ୍ତଙ୍କ ପ୍ରଥମଶ୍ରାଦ୍ଧବାର୍ଷିକୀ ।ତାଙ୍କ ଗ୍ରାମ ରାଇକିଆ ବ୍ଳକ ଅନ୍ତର୍ଗତ ବିଅର ପାଙ୍ଗା ରେ ଆଜି ଗ୍ରାମବାସୀ ସାଙ୍ଗସାଥୀ ମିଶି କୋଭିଡ଼ ଗାଇଡଲାଇନ ମାନିପାଳନ କରୁଛନ୍ତି ଶ୍ରାଦ୍ଧବାର୍ଷିକ […]

ଫୁଲ ବାଣୀ ସଦର ମହକୁମା ଡାକ୍ତରଖାନାରେ ଲିକ୍ୟୁଡ ମେଡିକାଲ ଅକ୍ସିଜେନ ପ୍ରାଣ୍ଟ ପ୍ରତିଷ୍ଠା ହେବ

ଫୁଲ ବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ଉନ୍ନତି ତଥା ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନା ପରିସରରେ ଲିକ୍ୟୁଡ୍‌ସ ମେଡିକାଲ ଅକ୍ସିଜେନପ୍ଲାଣ୍ଟ ପ୍ରତିଷ୍ଠା ହେବ।ଏହି ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି Liquid Medical Oxygen ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ।ଏହାଦ୍ବାରା ଜିଲ୍ଲାର ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଅକ୍ସିଜେନ ର ଅଭାବ ରହିବ ନାହିଁ।ଫଳରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସିଟିଜେନ ଫରୋମ, […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୨୪ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଜ୍ୟେଷ୍ଠମାସ-ଶୁକ୍ଳପକ୍ଷତିଥି-ପୂର୍ଣ୍ଣିମା ରାତ୍ରି ଘ ୧୨/୦୨ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ ୦୯/୪୧ ପର୍ଯ୍ୟନ୍ତ ତଦନ୍ତେ ମୂଳାଚନ୍ଦ୍ର- ବିଛା ଦିବା ଘ ୦୯/୪୧ ପର୍ଯ୍ୟନ୍ତ ତଦନ୍ତେ ଧନୁଯୋଗ- ଶୁଭକରଣ-ବିଷ୍ଟିସୌରମାସ-ମିଥୁନ ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୧୬ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ରାତ୍ରି ଘ ୧୨/୦୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେତୁଳା ଓ କୁମ୍ଭ ରାଶିର ଘାତବାରପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା […]