ମା ନ।ରାୟଣୀଙ୍କ ଘଟ ଧ।ରି ମହିଳାଙ୍କ ପରଲୋକ :ସହରରେ ଶୋକର ଛାୟା

ଫୁଲ ବାଣୀ- (ସୁନୀଲ ପଟନାୟକ)ଫୁଲ ବାଣୀ ସହରରେ ପ୍ରତି ଦୁଇ ବର୍ଷରେ ଥରେ ମାନାରାୟଣୀ ଯାତ୍ରା ହେଇଥାଏ । ଯାତ୍ରାରେ ନିଷ୍ଠା ଓ ଆନ୍ତରୀକତା ରସହ ମା ନାରାୟଣୀଙ୍କ ଘଟଧାରଣ କରିଆସୁଥିବା ମୁଖ୍ୟ ଘଟଧାରୀ ମହିଳାଦେଶୀ ବେହେରା ଙ୍କ ପତ୍ନୀ ଶ୍ରୀମତୀ ଜେ. ସେନେ ପିଲା ପାତ୍ରଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ବର୍ଷ ପାଖାପାଖିହୋଇଥିଲା। ସେ ଗତ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ ।ତାଙ୍କ ମୃତ୍ୟୁରେ ସହର […]

କୋଭିଡ ନିୟମ ଉଲଘଂନ: ବିନା ସାମାଜିକ ଦୂରତାରେ ବିଧବା ଦିବସ ପାଳନ

ବାଲିଗୁଡ଼ା,୨୫/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ପ୍ରଶାସନ କୋଭିଡ ନିୟମକୁ ଉଲ୍ଲଂଘନ କରି କିଭଳି ଗୋଟିଏ କୋଠରୀ ରେ ବୃଦ୍ଧା ଓ ବିଧବା ମହିଳା ମାନଙ୍କୁ ଏକାଠି ବସାଇ ବୈଠକ କରିବା କୁ ନେଇ ବୁଦ୍ଧିଜୀବି ପ୍ରଶ୍ନ କରିଛନ୍ତି । ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ, ତୁମୁଡ଼ିବନ୍ଧ ସମେତ ବିଭିନ୍ନ ପଞ୍ଚାୟତ ରେ ବିଡ଼ିଓ ରୀନା ପ୍ରଧାନ, ଜିପିଓ ଭୀମସେନ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଘ୍ନେଶ୍ୱର ଦିଗାଲ ମିଳିତ ଭାବେ ଏହି […]

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

~~~~~~~ବୁଗୁଡା ୨୫/୦୬ (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ଶଙ୍କରୁ ଗ୍ରାମର ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ଶଙ୍କରୁ ଗ୍ରାମର ଜଣେ ନାବାଳିକା ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ବିଦ୍ୟାଳୟ ବନ୍ଦ ଯୋଗୁଁ ଘରେ ରହି ପାଠ ପଢୁଥିଲେ। ନାବାଳିକାଙ୍କ ଘରେ ପରିବାରର କେହି ନଥିବାର ସୁଯୋଗ ନେଇ ସେହି ଗ୍ରାମର ଡାକ ଜେନାଙ୍କ […]

କରେ।ନା ଭୟ ବ୍ଳକ କାର୍ଯ୍ୟାଳୟ କୁ ବିଡିଓ ଆସୁନାହ।ନ୍ତି

ଫୁଲ ବାଣୀ-(ପିଏନଏସ) କରେ ।ନାଭୟ ଏବେ ସମସ୍ତଙ୍କୁ ଘାରିଛି । ବ୍ଲକକୁ ବିଡିଓ ଆସୁନାହଁ।ନ୍ତି ଜମା, ଫଳରେ ବିଭିନ୍ନ କାର୍ଯ୍ୟରେ ଗ୍ରାମାଞ୍ଚଳର ଲୋକେ ବ୍ଳକ ଅଫିସ ଆସି ଅପେକ୍ଷା କରି କରି ଫେରୁଛନ୍ତି । ଏ ଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକରୁ।ଦିନେ କି ଦୁଇ ଦିନ ନୁହେଁ ଗଲା ୧୦ ଦିନରୁ ଅଧିକା ହେବ ବିଡିଓବ୍ଳକ ଅଫିସ ଆସିନାହାନ୍ତି । ତେବେ ସରକାରି ବାସ ଭବନରେ ରହି ଜରୁରୀ ଅଫିସ କାମ କିଛି […]

କୋଟଗଡ଼ ଚାଷୀଙ୍କୁ ଜଳସେଚନ ସୁବିଧା , ଚାଷୀଙ୍କ ମୁହଁରେ ହସ ଫୁଟିଲା

ଫୁଲ ବାଣୀ- (ସୁନୀଲ ପଟନାୟକ)ଏଣିକି କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡରକ୍ଷୁଦ୍ର, ନାମ ମାତ୍ର ଗରୀବ ଚାଷୀ ଜଳସେଚନର ସୁବିଧା ପାଇବେ । ଉଠା ଜଳସେଚନ ବିଭାଗ ପକ୍ଷରୁ ଚଳିତବର୍ଷ କୋଟଗଡ଼ ବ୍ଳକ 6ର କୋଟି କୋଟି ଟଙ୍କା ବ୍ୟୟରେ ଗୋଟିଏ କି ଦୁଇଟି ନୁହେଁ ଛଅ ଛଅଟି ପ୍ରକଳ୍ପ ନିର୍ମାଣ ହୋଇଛି, ଫଳରେ ଏହି ଅଞ୍ଚଳର ଶତାଧିକ ଗରୀବ ଚାଷୀଙ୍କ ମୂ ହଁରେ ହସ ଫୁଟିଲ।କେନ୍ଦ୍ର ସରକାରଙ୍କ ରୁ ରୁବାନ […]

ପୋଲିସ ପଞ୍ଚାରେ ୨ନକଲି ମାଓବାଦୀ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସକୁ ପୁଣି ମିଳିଛି ସଫଳତା । ୨ ଜଣ ନକଲି ମାଓବାଦୀ କୁ ଗିରଫ କରିଛି ଦାରିଙ୍ଗବାଡି ପୋଲିସ । ଏହି ଦୁଇ ଜଣ ହେଲେ ସିମନବାଡି ପଞ୍ଚାୟତ ସଲୀବାଡିରମସେଶ ଦିଗଲଓ କୋଟଗଡ଼ପୁରୁ ସୁଡ଼ି ଗ୍ରାମ୍ୟ ଆଣ୍ଡ୍ରିୟ ପ୍ରଧାନ।ସୂଚନା ଯୋଗ୍ୟ ଯେ ଗତ୧୦ତାରିଖ ଦିନ ବିଳମ୍ବିତ ରାତିରେ ଦାରିଙ୍ଗବାଡି ଅଞ୍ଚଳର ମକପାଟା ଗ୍ରାମର ପ୍ରମୋଦ ପ୍ରଧାନ ଓ ଟେପାରିଗ୍ରାମ ରବିଶ୍ଵନାଥ ପ୍ରଧାନ ଙ୍କ ଘରେ ପଶି ନିଜକୁ ମା ଓ […]

କୁମ୍ଭାରୀ ରେ ଗୁରୁ ଭଗବାନ ସାହୁ ଙ୍କ ଜୟନ୍ତୀ

~~~~ବରଗଡ଼ ୨୫/୬- ପଶ୍ଚିମ ଓଡିଶାରେ ମଞ୍ଚ ନାଟକର ସୃଷ୍ଟିକର୍ତ୍ତା ଭାଷା,ଲୋକକଳା ସଂସ୍କୃତି, ଶବ୍ଦନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟର ପ୍ରଚାରକ, ଲୋକମହୋତ୍ସବର ଜନକ, କୋଶଳ ନାଟ୍ଯ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୯୧ ତମ ଜୟନ୍ତୀ ତାଙ୍କ ଜନ୍ମ ସ୍ଥାନ କୁମ୍ଭାରୀ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ କୁମ୍ଭାରୀ ଗାମ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ କେଦାର ମିଶ୍ର ଙ୍କ ସଭାପତିତ୍ବରେ ଜିଲ୍ଲା ସ୍ମୃତି କମିଟୀ ସଂପାଦକ ପ୍ରଦୀପ ଦେବତା, ଭାଗବତ ପଧାନ, ଯୁଗଳ ପ୍ରସାଦ ସିଂ […]

ଉଠା ଦୋକାନୀଙ୍କୁ ସହାୟତା ରାଶି ପ୍ରଦାନ

ବରଗଡ଼ ୨୫/୬- କୋଭିଡ କଟକଣାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ରାଜ୍ୟ ର ଉଠା ଦୋକାନୀଙ୍କୁ ସାହାର୍ଯ୍ୟ କ୍ରମେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଦିନ ରେ ୩୦୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଥିଲେ। ଏହି କ୍ରମରେ ବରପାଲି ବ୍ଲକ ର ୨୩୩ ଜଣ ଉଠା ଦୋକାନୀଙ୍କୁ ତାଙ୍କ ସହାୟତା ରାଶି ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପୁର ବିଧାୟିକା ରୀତା ସାହୁ ଅତିଥି ଭାବେ ଯୋଗ […]

ବିଡିଓ ହେବ ତ ଏମିତି… ଦୁର୍ଗମ ପାହାଡ଼ ଚଢିଲୋକଙ୍କ ସମସ୍ୟା ବୁଝୁ ଛନ୍ତି ରାଇକିଆ ବିଡିଓ

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)ଆଦିବାସୀ ବହୁଳବ୍ଳକଗୁଡିକରେ ସାଧାରଣତଃ ବିଡିଓମାନେ ଅଧିକାଂଶ ସମୟ ନିଜ ଘରକୁ ଚାଲିଯାଉଥିବା ଆଉ ଦୁର୍ନିତୀ ରେ ଲିପ୍ତ ରହୁଥିବା ଖବର ମିଳିଥାଏ। ହେଲେ କନ୍ଧମାଳ ଜିଲା ର ରାଇକିଆ ବ୍ଳକର ବିଡିଓ ପ୍ରବୀଣ କୁମାର ବା ଣୁଆ ଙ୍କ କାର୍ଯ୍ୟକଳାପ ସଂପୂର୍ଣ୍ଣ ଭିନ୍ନ। ସେ ସର୍ବଦା ବ୍ଳକରେ ଉପସ୍ଥିତ ରହିବା ସାଙ୍ଗକୁ ଅଞ୍ଚଳର ଲୋକମାନଙ୍କ ଉନ୍ନତି କଥା ହି ଚିନ୍ତା କରିଥାନ୍ତି । ଗାଁ କୁ ଗାଁ ବୁଲି ଲୋକଙ୍କୁ କରେ । […]