ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର
ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ ଭାରତୀୟ ମହିଳା କ୍ରିକେଟ ଟିମ ସହ ହଂକଂ ଗସ୍ତ କରି ସେଠାରେ ଆୟୋଜିତ ଏସୀୟା କପ ଚାମ୍ପିଅନସିପରେ ଭାଗ ନେବେ lତାଙ୍କର ଖେଳ ପ୍ରତି ଅନୁରାଗ, ନିଷ୍ଠା, ଆନ୍ତରିକତା, ଅଭିଜ୍ଞତା, ଓ ଆଗ୍ରହ କୁ […]