ମନିଷା ବାନାର୍ଜୀ ବରଗଡ଼ ଜିଲ୍ଲାପାଳ

ବରଗଡ଼:- ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇ ଏ ଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଏହି କ୍ରମରେ ରାଜ୍ୟ ଜିଏ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ରେ ୨୦୧୩ ବ୍ୟାଚ ଓଡ଼ିଶା କ୍ୟାଡ଼ର ଆଇ ଏ ଏସ ଅଧିକାରୀ ମନିଷା ବାନାର୍ଜୀ ଙ୍କୁ ବରଗଡ଼ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ବର୍ତ୍ତମାନ ସେ ସୋନପୁର ଜିଲ୍ଲାପାଳ ଭାବେ କିର୍ଯ୍ୟରତ ଅଛନ୍ତି।

ବୋର୍ଡରେ ସିମୀତକାଜୁବାଦାମ ଚାଷ ,ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଲା

ଫୁଲବାଣୀ-( ସୁନୀଲ ପଟନାୟକ)ସରକାର କୃଷି ଓ କୃଷକର ଅର୍ଥନୈତିକ ଉନ୍ନତି ପାଇଁ ଅନେକ 6 ଯାଜନା କରିଛନ୍ତି । ହେଲେ ଏ ସବୁ ଯୋଜନା କେବଳ କାଗଜକଲମରେ ଚାଲିଥିବା ଅଭିଯୋଗ ହେଉଛି । ଚାଷୀ ପ୍ରକୃତସୁଫଳ ପାଇପାରୁନାହାଁନ୍ତି। ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ।ଫିରିକଫିରିଙ୍ଗିଆ ବ୍ଳକ ଡିମିରିଗୁଡ଼ା ପଞ୍ଚାୟତ ର ବାଡିଗୁଡ଼ା ଗ୍ରାମର ପତିରା କହଁର, ଉଦ୍ୟାନ ବିଭାଗ ଜରିଆରେ ମନରେଗା ଯୋଜନାରେ – ଗତ ୧୭/୧୦/୨୦୧୯ରେ ନିଜର ୨.୫ ହେକ୍ଟର ଜମିରେ […]

କୋଭିଡ କେୟାର ସେଣ୍ଟରରୁ ମା ଓ ଛୋଟ ଶିଶୁ ସୁସ୍ଥ ହୋଇ ଫେରିଲେ

ବାଲିଗୁଡା,୨୭/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସଶୀମାହା ଗ୍ରାମର ଶାମୁକା ପ୍ରଧାନ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ ପୁତ୍ର କୁ ଜନ୍ମ ଦେଇଥିଲେ | ସେଠାରେ ଡାକ୍ତର କୋଭିଡ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ | କୋଭିଡ ଟେଷ୍ଟ ପଜିଟିଭ ବାହାରିବା ପରେ ଗୋଟେ ଦିନର ଜନ୍ମ କଲା ଛୁଆ କୁ ଧରି ଶାମୁକା ଚଳିତ ମାସ ୧୭ ତାରିଖରେ ମା ଓ ଶିଶୁ ଉଭୟେ ବାଲିଗୁଡା […]

ଦାରିଙ୍ଗବାଡି ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ବାଟବଣା : ଭୋଟ ବର୍ଜନ ପାଇଁ ଗ୍ରାମବାସୀଙ୍କ ଧମକ

ବାଲିଗୁଡ଼ା,୨୭/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):ସରକାରୀ ଯୋଜନା ବାଟବଣା ଏହା କନ୍ଧମାଳ ଜିଲ୍ଲାର କୌଣସି ଦୁର୍ଗମ ଅଞ୍ଚଳରେ ନୁହେଁ ଖୋଦ ଦାରିଙ୍ଗବାଡି ବ୍ଲକ ସଦର ମହକୁମାରେ ଦେଖିବାକୁ ମିଳିଛି।ଯାହା ଶୁଣିଲେ ସତ ହେଉନଥିବା ବେଳେ ବାସ୍ତବ ରେ ଦେଖିଲେ ଜଣା ପଡୁଛି ଯେ କିଭଳି ଅଫିସର ଓ ଠିକାଦାର ମିଳିମିଶି କିଭଳି ସେମାନଙ୍କ ସୁବିଧା ପାଇଁ ଯୋଜନାକୁ ବାଟବଣା କରିଦେଇ ପାରନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ଦାରିଙ୍ଗବାଡି ର ବଡିପଦର ଗ୍ରାମବାସୀ। ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା […]

ପୁନମ କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି ହେଲେ

ଫୁଲ ବାଣୀ- (ସୁନୀଲ ପଟନାୟକ)ଫୁଲବାଣୀ ସହରର ବିଜୁ ଜନତା ଦଳର ମହିଳା ନେତ୍ରୀ ପୁନମ କହଁରଙ୍କୁ ଜିଲା ବିଜୁ ଜନତା ଦଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି।ବିଜୁ ମହିଳାଜନତା ଦଳର ରାଜ୍ୟ ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ସୁପାରିଶ କ୍ରମେ ରାଜ୍ୟ ବିଜୁଜନତା ଦଳ ସଭ। ପତି ନବୀନ ପଟନ।ୟକ ଶୁକ୍ର ବାର ପୁନମ ଙ୍କୁ ନିଯୁକ୍ତି ନେଇଛନ୍ତି। ଫଳରେ ପୁନମ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜୁଜନତା ଦଳ ସଭାପତି ନବୀନ […]

ନୟାଗଡ଼ ରେ ସାମ୍ବାଦିକ ଙ୍କୁ ଆଶାଳୀନ ବ୍ୟବହାର ନେଇ କଟକ ଜିଲ୍ଲା,ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ଦୃଢ ନିନ୍ଦା କଲା

ଆଠଗଡ(ଉଲାପ୍ର)ନୟାଗଡ଼ ଜିଲ୍ଲାରେ କର୍ତ୍ତବ୍ୟ ରତ ସାମ୍ବାଦିକ news7 ଓ ଧରିତ୍ରୀ ସାମ୍ବାଦିକ ଙ୍କୁ ଅବକାରୀ ବିଭାଗର କର୍ମଚାରୀଙ୍କ ଆଶାଳୀନ ବ୍ୟବହାର ଗାଳିଗୁଲଜ କୁ ନେଇ ଉତ୍କଳ ସାମ୍ବାଦିକ ସଙ୍ଘ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ଓ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ଦୃଢ ନିନ୍ଦା ପ୍ରକାଶ କଲା, ଆଜି କଟକ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଲଲାଟେନ୍ଦୁ ସେନାପତିଙ୍କ ପୌରହିତ ରେ ସ୍ତାନୀୟ ଉତ୍ତରା ଚଣ୍ଡୀ ମନ୍ଦିର ଠାରେ ଏକ ବୈଠକ କରାଯାଇ ଏଭଳି ଘଟଣାକୁ […]

ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା

ବାଲିଗୁଡା,୨୬/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷ ୨୦୨୦-୨୧ର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶତ ପ୍ରତିଶତ ସଫଳତା ହାସଲ କରିଛି l ବିଦ୍ୟା ମନ୍ଦିରର ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉନ୍ନତ ମାନର ଶିକ୍ଷାଦାନ ଶୈଳୀ ଯୋଗୁଁ ପ୍ରତିବର୍ଷ ଏହି ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ହାଇସ୍କୁଲ୍ ବାର୍ଷିକ ପରୀକ୍ଷାରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଥାନ୍ତି I କିନ୍ତୁ ଚଳିତ ବର୍ଷ […]

ଜିଲ୍ଲା ପ୍ରଶିକ୍ଷଣ ବର୍ଗ, କଟକନଗର ଟେ ଅନୁଷ୍ଠିତ

କଟକ(ଉଲାପ୍ର୍)ରତୀୟ ଜନତା ପାର୍ଟିର ଓଡ଼ିଶାରେ ଆଜି ଜିଲ୍ଲା ପ୍ରଶିକ୍ଷଣ ବର୍ଗ(ଇ ଚିନ୍ତନ ବୈଠକ) ଆୟୋଜନ କରାଯାଇଛି ।ପ୍ରତି ଶନିବାର ଦିନ ୧୦ ଘଟିକା ସମୟରେ ଗୋଟିଏ ଗୋଟିଏ ବିଷୟ ରେ ଭାଷଣ ଓ ଚର୍ଚ୍ଚା ହେବ। ଭାଜପା ସଙ୍ଗଠନର କାର୍ଯ୍ୟକର୍ତା ଜିଲ୍ଲା,ମଣ୍ଡଳ, ୱାର୍ଡ ଓ ବୁଥ ସ୍ତରରେ ମାନସିକ ଓ ଶାରୀରିକ ଦୃଷ୍ଟିରୁ ରାଷ୍ଟ୍ରବାଦୀ ବିଚାରାଧାରାରେ ପ୍ରେରିତ ହୋଇ ରାଜନୈତିକ ଶକ୍ତି ହୋଇ କାର୍ଯ୍ୟ କରିବା ପାଇଁ ଏହି ବର୍ଗ ପ୍ରତି ବର୍ଷ ହୋଇଥାଏ। ଏହି ଅନୁକ୍ରମରେ […]

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୨୭ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ରାକ୍ଷସଆଷାଢ଼ମାସ-କୃଷ୍ଣପକ୍ଷତିଥି-ତୃତୀୟା ଅପରାହ୍ନ ଘ ୦୩/୩୦ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀନକ୍ଷତ୍ର- ଶ୍ରବଣ। ରାତ୍ରି ଘ ୦୧/୩୨ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଟାଚନ୍ଦ୍ର- ମକରଯୋଗ-ବୈଧୃତିକରଣ-ବିଷ୍ଟିସୌରମାସ-ମିଥୁନ ୧୩ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୧୬ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୪୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୩/୩୦ ପର୍ଯ୍ୟନ୍ତ ତଦନ୍ତେ ନୈରୁ ତେସିଂହ ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ।ଓ ବାରବେଳ।- ଦିବା ଘ ୧୦/୦୮ଗତେ ଘ୦୧/୨୯ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା ଘ୦୬/୪୯ ଗତେ ଘ୦୯/୧୪ମଧ୍ୟେ […]

ମାଟ୍ରିକ ପରୀକ୍ଷାରେ ବରଗଡ଼ ଜିଲ୍ଲାର ପାସ୍ ହାର ୯୬%

ବରଗଡ଼:-୨୬/୬ ଗତକାଲି ପ୍ରକାଶ ପାଇଥିବା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ବରଗଡ଼ ଜିଲ୍ଲା ର ପାସ୍ ହାର ଶତକଡ଼ା ୯୬.୯୬ ରହିଛି। ସେଥିମଧ୍ୟରୁ ଏ ୧ ଗ୍ରେଡ ରେ ୮୪ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ଏ ୨ ଗ୍ରେଡ ରେ ୬୬୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଚଳିତ ବର୍ଷ ଜିଲ୍ଲାର ୩୨୦ ଟି ହାଇସ୍କୁଲରୁ ୧୯,୩୨୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୧୮,୬୩୪ ଜଣ ପାସ୍ କରିଛନ୍ତି। କୈ।ତହିଁ ହାଇସ୍କୁଲ ର ରିଜଲଟ ଶୂନ୍ୟ […]