ବରପାଲି ରେ ବିଦ୍ୟୁତ ଲାଇନ୍ କଟାକୁ ନେଇ ଉତ୍ତେଜନା
ବରଗଡ଼:- ବିଦ୍ୟୁତ ବିତରଣ ଟାଟା କମ୍ପାନୀ ହାତକୁ ନେବା ପରେ ଖାଉଟି ଙ୍କୁ ଜୁଲୁମ କରାଯାଉଥିବା ଅଭିଯୋଗ ରେ ଆଜି ବରପାଲି ର ଜନସାଧାରଣ ବିଦ୍ୟୁତ ଏସଡିଓ ଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ। ପରେ ବିଧାୟିକା ରୀତା ସାହୁ ଘଟଣା ସ୍ଥଳରେ ପହଞ୍ଚି ବରଗଡ଼ ସ୍ଥିତ ନିର୍ବାହୀ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିବା ପରେ ସମାଧାନ ର ବାଟ ପିଟିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଟାଟା କମ୍ପାନୀ ଜିଲ୍ଲା ରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ହାତ […]