ଅଦ୍ୟ ଜୁଲାଇ ମାସ ୦୨ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-କୃଷ୍ଣପକ୍ଷତିଥି-ଅଷ୍ଟମୀ ଦିବା ଘ ୦୩/୨୬ ପର୍ଯ୍ୟନ୍ତ ତଦନ୍ତେ ନବମୀନକ୍ଷତ୍ର- ରେବତୀଚନ୍ଦ୍ର- ମୀନଯୋଗ-ଶୋଭନକରଣ-କୌଳବସୌରମାସ-ମିଥୁନ ୧୮ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୩୬ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୪୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ଦିବା ଘ ୦୩/୨୬ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେଧନୁ ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୮/୩୪ ଗତେ ଘ୧୧/୫୩ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। – ଦିବା ଘ୧୨/୫୫ ଗତେ ଘ୦୩/୦୪ ମଧ୍ୟେ ଓ ରାତ୍ରି […]
କନ୍ଧମାଳ,୦୨/୦୭(ସଞ୍ଜୟ କୁମାର ପାଣିଗ୍ରାହୀ): ଏକୁଟିଆ ନିଜ ସ୍ତ୍ରୀ ର ଶବକୁ ବୋହିଲା ସ୍ୱାମୀ । ନିକଟରେ ଦେଖଣାହାରୀ ବହୁତ ଥିଲେ ମଧ୍ୟ କେହି ହେଲେ ସହାୟତା କଲେ ନାହିଁ । ଏଭଳି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଜଣେ ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ଫୁଲବାଣୀ ଡାକ୍ତରଖାନାରେ ମହିଳା ଭେଷଜ ବିଭାଗରେ ମୃତ୍ୟୁ ହୋଇଥିଲା । ତାଙ୍କର ନିକଟରେ ତାଙ୍କ ସ୍ୱାମୀ ଏବଂ ତାଙ୍କର […]
ବରଗଡ଼ : – ଆଜି ଜାତୀୟ ଡାକ୍ତର ଦିବସ ଅବରସରେ ସୋହେଲାର ଜଣାଶୁଣା ଡାକ୍ତର ଶିଶିର ସାହୁଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂ ସମ୍ବର୍ଦ୍ଧିତ କରିଥିଲେ। ମନ୍ତ୍ରୀ ଶ୍ରୀ ସିଂ ଡାକ୍ତର ସାହୁଙ୍କ ବାସଭବନକୁ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଡାକ୍ତର ଶିଶିର ସାହୁ ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଅବସର ଗ୍ରହଣ କଲା ପରେ ତାଙ୍କ ବାସଭବନରେ ନି ଶୁଳ୍କ ରୋଗୀ ସେବା କରିଆସୁଛନ୍ତି […]
ବରଗଡ଼:- ରାଜ୍ୟ ସରକାର ଚାଷୀ ପ୍ରତି ଅଣଦେଖା ତଥା ଚାଷୀଙ୍କ ଧାନ ବିକ୍ରୀ ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବରାହଗୋଡା ଅଟଳ ଛକଠାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଙ୍କ ନେତୃତ୍ବରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଫଳରେ ଦୁଇ ଘଣ୍ଟା ଧରି ରାସ୍ତା ର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିଲା । ଜିଲ୍ଲା ରେ ଲାଗିରହିଥିବା ଚାଷୀ ଆନ୍ଦୋଳନ ସମାଧାନ ସରକାର […]
ବରଗଡ଼ :- କୃଷି ପ୍ରଧାନ ବରଗଡ଼ ଜିଲ୍ଲା ର କୃଷି ଓ କୃଷକ ଙ୍କ ପ୍ରତି ପ୍ରାଥମିକତା ଦିଆଯିବ। ସେହିପରି କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ ସଜାଗ ରହିବ ବୋଲି ଆଜି ବରଗଡ଼ ର ନୂତନ ଜିଲ୍ଲାପାଳ ମନିଷା ବାନାର୍ଜୀ ଆଇ .ଏ. ଏସ. କାର୍ଯ୍ୟ ଭାର ଗ୍ରହଣ କରି କହିଛନ୍ତି। ସରକାର ଙ୍କ ସମସ୍ତ ଯୋଜନାର ଯେପରି ସଫଳ ରୂପାୟନ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ। ୫ ଟି […]
ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ନୂଆଗାଁ ରେ ଅଭାବନୀୟ ଘଟଣା ଟ୍ରକ୍ ଧକ୍କା ରେ ବାଇକ୍ ଆରୋହୀ ଙ୍କମୃତ୍ୟୁ ଘଟିଥିବା ସୂଚନା ମିଳିଛି lମୃତକ ଜଣକ ହେଲେ ବେଲଘର ଗୁମ୍ମା ଗାଁ ର ବୃନ୍ଦାବନ ଜାନି lବୃନ୍ଦାବନ ନିଜ ଗାଁ ରୁ ବାଇକ୍ ଯୋଗେ ଦୂର୍ଗାପଙ୍ଗା ଅଭିମୁଖେ ଯାଉଥିବା ବେଳେ ମୁହା ମୁହିଁ ଧକ୍କା ହୋଇଥିଲା ଫଳରେ ବୃନ୍ଦାବନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲାବୃନ୍ଦାବନ ତାଙ୍କ ଝିଅ ବାହାଘର ତିଥି ନିର୍ଣ୍ଣୟ କରିବାକୁ ବାଇକରେ […]
ଫୁଲବାଣୀ- (ସୁନୀଲ ପଟନାୟକ)ଫୁଲ ବାଣୀବନବିଭାଗ ଡିଭିଜନ ଅନ୍ତର୍ଗତ ସୁଡ୍ରୁ କୁମ୍ଫା ରେ ଜଂ ଅଧିନରେ ୭୨ ତମ ବନମହୋତ୍ସବ ପାଳିତ ହୋଇଥିଲା।ଏହି ଅବସରରେ ରେ ଜଂଅଧିନ କୁଣ୍ଡ । ପଥର ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ କିସମର ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା।ଏହି ଅବସରରେ ରେ ଜଂ ଅଫିସର ଶିଶିର କୁମାର ଝାଙ୍କର ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ଜଙ୍ଗଲ ସୁରକ୍ଷା କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ କୁଣ୍ଡା ପଥର […]
.ଫୁଲ ବାଣୀ-( ସୁନୀଲ ପଟନାୟକ)କୁହାଯାଏ ଭଗବାନ ମନୁଷ୍ୟକୁ ପ୍ରଥମ ଜନ୍ମ ଦେଇଥିବାବେଳେ ଡାକ୍ତର ଦ୍ଵିତୀୟ ଜନ୍ମ ଦେଇଥାନ୍ତି । ଡାକ୍ତରମାନଙ୍କ ସେବା ସାରା ଜଗତର କୋଟି କୋଟି ଲୋକଙ୍କୁ ମୃତ୍ୟୁମୁହଁରୁ ଫେରାଇ ଆଣୁଛି । ସେମାନେ ହେଉଛନ୍ତି ଦ୍ୱିତୀୟଇଶ୍ଵର ,I ସେହି ମହାନଙ୍କ ପାଇଁ ଆଜିର ଡାକ୍ତର ଦିବସ ଉପଲକ୍ଷେ ଭାରତୀୟ ଷ୍ଟେଟବ୍ୟାଙ୍କ ଫୁଲ ବାଣୀ ମଥାନତ ସମ୍ମାନ ଜଣାଇବା ସହ ଫୁଲ ବାଣୀ ଡାକ୍ତରଖାନାର ଦୁଇଜଣ ଡାକ୍ତରଙ୍କୁ ସମ୍ମାନିତ କରିଥିଲେ ।।ସେମାନେ ହେଲେ ଡ।କ୍ଟର ମନୋରଂଜନ […]
କଟକ(ଉଲାପ୍ର)କଟକ ଯୋବ୍ରା ମାଛ ମାର୍କେଟ ରେ ସକାଳେ ଜୀବିକା ଅର୍ଜ୍ଜନ ପାଇଁ ଯାଇଥିବା ଛୋଟ ବେପାରୀଙ୍କ ଉପରେ ପୋଲିସ ଜୁଲୁମ ଓ ଅତ୍ୟାଚାର ପ୍ରତିବାଦରେ ଭାଜପା କଟକନଗର ତରଫରୁ ମାଲ ଗୋଦାମ ଥାନା ଘେରାଉ ଦିବା ୧୧.୪୫ ମିନିଟ ରେ କରାଯାଇଥିଲା। ଯୋବ୍ରା ମାଛ ବେପାରୀଙ୍କ ଠାରୁ ଅନ୍ୟାୟ ଭାବେ ଫାଇନ ମଗାଯାଉଥିବାରୁ ଏବଂ ଏହାର ପ୍ରତିବାଦ କରିବାରୁ ବିଜେପି କାର୍ଯ୍ୟକର୍ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଯିବା ଘଟଣାରୁ ଯୋବ୍ରା ମାଛ ବ୍ୟବସାୟୀ ସଂଘ ଓ କଟକନଗର […]