ବାଲିଗୁଡା:ଆଦିବାସୀ ବୃଦ୍ଧା ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ :ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବୀ

ବାଲିଗୁଡା,୦୨/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକର କରଡୁକୁପା ପଞ୍ଚାୟତର ଉପାନ୍ତ ଅଞ୍ଚଳ ଟକପଦର୍ ଗ୍ରାମରେ ଜଣେ ବୃଦ୍ଧା ଆଦିବାସୀ ମହିଳା ଋତୁଲୀ ମାଝୀ ଙ୍କ ଦୁଃଖ ବୁଝିବାକୁ କାହା ପାଖରେ ସମୟ ନାହିଁ l ଏହି ବୃଦ୍ଧା ମହିଳା ଜଣକ ଆଜକୁ ୨ ବର୍ଷ ରୁ ଅଧିକ ହେବ ଏକ ଅଜଣା ରୋଗରେ ପୀଡିତ ଅଛନ୍ତି l ତାଙ୍କ ପାଟିର ତଳ ଓଠ ଏବଂ ଜିଭ ଫୁଲି ଯାଇ ଘା ରେ […]

କନ୍ଧମାଳ :ସ୍ତ୍ରୀର ମୃତ ଦେହ କୁ ସ୍ୱାମୀ ଏକାକୀ ବୋହିବା ଘଟଣା: ଦୁଇ ନିଲମ୍ବିତ :ଜଣେ ବହିଷ୍କୃତ

କନ୍ଧମାଳ,୦୨/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀର ମୃତଦେହକୁ ସ୍ୱାମୀ ଏକାକୀ ବୋହି ଗାଡ଼ିରେ ରଖିବା ଘଟଣାରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କନ୍ଧମାଳ ସିଡିଏମ୍‌ଓ । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟାଫ ନର୍ସ ମାମିନା ପାତ୍ର ଓ ଆଟେଣ୍ଡାଣ୍ଟ ପ୍ରିୟଙ୍କା ମୁଖୀଙ୍କୁ ସିଡିଏମ୍ଓ ନିଲମ୍ବିତ କରିଥିବା ବେଳେ ଡେସ୍କ କର୍ମଚାରୀ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୦୨ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-କୃଷ୍ଣପକ୍ଷତିଥି-ଅଷ୍ଟମୀ ଦିବା ଘ ୦୩/୨୬ ପର୍ଯ୍ୟନ୍ତ ତଦନ୍ତେ ନବମୀନକ୍ଷତ୍ର- ରେବତୀଚନ୍ଦ୍ର- ମୀନଯୋଗ-ଶୋଭନକରଣ-କୌଳବସୌରମାସ-ମିଥୁନ ୧୮ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୩୬ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୪୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ଦିବା ଘ ୦୩/୨୬ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେଧନୁ ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୮/୩୪ ଗତେ ଘ୧୧/୫୩ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। – ଦିବା ଘ୧୨/୫୫ ଗତେ ଘ୦୩/୦୪ ମଧ୍ୟେ ଓ ରାତ୍ରି […]

ମରିଗଲା ମାନବିକତା !ଏକୁଟିଆ ନିଜ ସ୍ତ୍ରୀ ର ଶବକୁ ବୋହିଲା ସ୍ୱାମୀ

କନ୍ଧମାଳ,୦୨/୦୭(ସଞ୍ଜୟ କୁମାର ପାଣିଗ୍ରାହୀ): ଏକୁଟିଆ ନିଜ ସ୍ତ୍ରୀ ର ଶବକୁ ବୋହିଲା ସ୍ୱାମୀ । ନିକଟରେ ଦେଖଣାହାରୀ ବହୁତ ଥିଲେ ମଧ୍ୟ କେହି ହେଲେ ସହାୟତା କଲେ ନାହିଁ । ଏଭଳି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଜଣେ ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ଫୁଲବାଣୀ ଡାକ୍ତରଖାନାରେ ମହିଳା ଭେଷଜ ବିଭାଗରେ ମୃତ୍ୟୁ ହୋଇଥିଲା । ତାଙ୍କର ନିକଟରେ ତାଙ୍କ ସ୍ୱାମୀ ଏବଂ ତାଙ୍କର […]

ଜାତୀୟ ଡାକ୍ତର ଦିବସ ରେ ଡାକ୍ତର ଶିଶିର ସାହୁ ସମ୍ବର୍ଦ୍ଧିତ

ବରଗଡ଼ : – ଆଜି ଜାତୀୟ ଡାକ୍ତର ଦିବସ ଅବରସରେ ସୋହେଲାର ଜଣାଶୁଣା ଡାକ୍ତର ଶିଶିର ସାହୁଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂ ସମ୍ବର୍ଦ୍ଧିତ କରିଥିଲେ। ମନ୍ତ୍ରୀ ଶ୍ରୀ ସିଂ ଡାକ୍ତର ସାହୁଙ୍କ ବାସଭବନକୁ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଡାକ୍ତର ଶିଶିର ସାହୁ ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଅବସର ଗ୍ରହଣ କଲା ପରେ ତାଙ୍କ ବାସଭବନରେ ନି ଶୁଳ୍କ ରୋଗୀ ସେବା କରିଆସୁଛନ୍ତି […]

ଚାଷୀଙ୍କ ଧାନ ଉଠାଇବା ଦାବୀରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଜାତୀୟ ରାଜପଥ ଅବରୋଧ

ବରଗଡ଼:- ରାଜ୍ୟ ସରକାର ଚାଷୀ ପ୍ରତି ଅଣଦେଖା ତଥା ଚାଷୀଙ୍କ ଧାନ ବିକ୍ରୀ ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବରାହଗୋଡା ଅଟଳ ଛକଠାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଙ୍କ ନେତୃତ୍ବରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଫଳରେ ଦୁଇ ଘଣ୍ଟା ଧରି ରାସ୍ତା ର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିଲା । ଜିଲ୍ଲା ରେ ଲାଗିରହିଥିବା ଚାଷୀ ଆନ୍ଦୋଳନ ସମାଧାନ ସରକାର […]

ନୂତନ ଜିଲ୍ଲାପାଳ ଭାବେ ମନିଷା ବାନାର୍ଜୀ କାର୍ଯ୍ୟ ଭାର ଗ୍ରହଣ, କୃଷି ଓ କୃଷକ ଙ୍କ ସମାସ୍ୟା ଗୁରୁତ୍ବ ଦେବି

ବରଗଡ଼ :- କୃଷି ପ୍ରଧାନ ବରଗଡ଼ ଜିଲ୍ଲା ର କୃଷି ଓ କୃଷକ ଙ୍କ ପ୍ରତି ପ୍ରାଥମିକତା ଦିଆଯିବ। ସେହିପରି କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ ସଜାଗ ରହିବ ବୋଲି ଆଜି ବରଗଡ଼ ର ନୂତନ ଜିଲ୍ଲାପାଳ ମନିଷା ବାନାର୍ଜୀ ଆଇ .ଏ. ଏସ. କାର୍ଯ୍ୟ ଭାର ଗ୍ରହଣ କରି କହିଛନ୍ତି। ସରକାର ଙ୍କ ସମସ୍ତ ଯୋଜନାର ଯେପରି ସଫଳ ରୂପାୟନ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ। ୫ ଟି […]

ଅଜଣାଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ନୂଆଗାଁ ରେ ଅଭାବନୀୟ ଘଟଣା ଟ୍ରକ୍ ଧକ୍କା ରେ ବାଇକ୍ ଆରୋହୀ ଙ୍କମୃତ୍ୟୁ ଘଟିଥିବା ସୂଚନା ମିଳିଛି lମୃତକ ଜଣକ ହେଲେ ବେଲଘର ଗୁମ୍ମା ଗାଁ ର ବୃନ୍ଦାବନ ଜାନି lବୃନ୍ଦାବନ ନିଜ ଗାଁ ରୁ ବାଇକ୍ ଯୋଗେ ଦୂର୍ଗାପଙ୍ଗା ଅଭିମୁଖେ ଯାଉଥିବା ବେଳେ ମୁହା ମୁହିଁ ଧକ୍କା ହୋଇଥିଲା ଫଳରେ ବୃନ୍ଦାବନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲାବୃନ୍ଦାବନ ତାଙ୍କ ଝିଅ ବାହାଘର ତିଥି ନିର୍ଣ୍ଣୟ କରିବାକୁ ବାଇକରେ […]

ସୁଡ୍ରୁ କୁମ୍ପା ବନବିଭାଗ ରେ ୭୨ତମ ବନମହୋସ୍ଥବ ପାଳିତ

ଫୁଲବାଣୀ- (ସୁନୀଲ ପଟନାୟକ)ଫୁଲ ବାଣୀବନବିଭାଗ ଡିଭିଜନ ଅନ୍ତର୍ଗତ ସୁଡ୍ରୁ କୁମ୍ଫା ରେ ଜଂ ଅଧିନରେ ୭୨ ତମ ବନମହୋତ୍ସବ ପାଳିତ ହୋଇଥିଲା।ଏହି ଅବସରରେ ରେ ଜଂଅଧିନ କୁଣ୍ଡ । ପଥର ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ କିସମର ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା।ଏହି ଅବସରରେ ରେ ଜଂ ଅଫିସର ଶିଶିର କୁମାର ଝାଙ୍କର ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ଜଙ୍ଗଲ ସୁରକ୍ଷା କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ କୁଣ୍ଡା ପଥର […]