୭୨ତମବନମହୋତ୍ସବ ରାଇକିଆ ଚାରା ବିତରଣ କେନ୍ଦ୍ର ଉଦଘାଟିତ

ଫୁଲବାଣୀ-(ସୁନୀଲପଟନାୟକ) ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଁଏ ବୃକ୍ଷ ଚାରା ଲଗାଇବା ସହ ତାର ଯତ୍ନ ନେଲେ ସୁସ୍ଥ ଓ ସବୁଜପରିବେଶ ସୃଷ୍ଟି ହେବ ଓ ଆଗାମୀ ପିଢ଼ି ଏହାଦ୍ଵାରା ଲାଭବାନ ହୋଇପାରିବେ ବୋଲି ୭୨ତମବନମହୋତ୍ସବ ଅବସରରେ ରାଇକିଆ ବନବିଭାଗ ରେ ଜଂ ପକ୍ଷରୁ ବିଜୟ ହାଇସ୍କୁଲ ନିକଟରେ ଏକଚ।ରା ବିତରଣ କେନ୍ଦ୍ର,ର ଶୁଭ ଉଦଘାଟନ ଅବସରରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନୀରାୟଣ ବେହେରା (ଆଇଏଫଏସ) ମୁଖ୍ୟଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସେହିପରି ଡିଏଫଓ […]

ମନରେଗା ଯୋଜନା ଆଣ୍ଠେଇଛି ଶ୍ରମିକ ବଦଳରେ ମେସିନକରୁଛି କାମ

ଫୁଲବାଣୀ- (ସୁନୀଲ ପଟନାୟକ)ସରକାର ଗ୍ରାମାଞ୍ଚଳର ଲୋକଙ୍କୁ ବର୍ଷକୁ ଶହେ ଦିନର କାର୍ଯ୍ୟଯୋଗାଇଦେବା ଲାଗି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ଶ୍ରମିକମାନଙ୍କୁ ଚିହ୍ନଟ କରି ଜବକାର୍ଡ ବି ପ୍ରଦାନ କରିଛନ୍ତି। ହେଲେ ସେମାନଙ୍କୁ କାର୍ଯ୍ୟରେ ନଲଗ। ଇ ଖୋଲାଖୋଲି ଭାବେ ମେସିନ ଜରିଆରେ କାମ କରୁଛନ୍ତି । ଅଭିଯୋଗ କଲେ ଜେସିବି ମାଲିକ ଜିଆରଏସ ଓ ଯନ୍ତ୍ରୀ ମିଶି ହିତାଧିକ ।ରୀ ଙ୍କୁ ଧମକ ଦେଉଥିବା ଶୁଣିବାକୁ ମିଳୁଛି । କହୁଛନ୍ତି ତମେ […]

ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ରାସ୍ତା କଡରେ ବିପଦ ସଙ୍କୁଳ ଗଛ

ଫୁଲ ବାଣୀ-( ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନର ରାସ୍ତାକଡରେଖଣ୍ଡା ଭଳି ଝୁଲି ରହିଛି ଅନେକ ଗଛ । କେତେବେଳେ କାହା ଉପରେ ପଡିବ କହିବା ମୁସ୍କିଲ । ଏହି ଅବସ୍ଥାରେ ସେହି ପାଖରେ ଥିବା ଲୋକେ ଓ ରାସ୍ତାଦେଇ ଯାଉଥିବା ଲୋକେ ସବୁ ସମୟରେ ବିପଦ ମଣୁଛନ୍ତି । ଏବେ ପୁଣି ବର୍ଷାଦିନ ତା ସାଙ୍ଗକୁ ପବନ ବି । ଏ ଭଳି ପରିସ୍ଥିତିରେ ଗଛ ସବୁ ପୁର୍ତ୍ତ […]

ନୃସିଂହନାଥ ବନାଞ୍ଚଳ ପକ୍ଷରୁ ୭୨ ତମ ବନମହୋତ୍ସବ

ବରଗଡ଼:- ପାଇକମାଲ ସ୍ଥିତ ଅଗ୍ନି ସମ ବିଭାଗ କାର୍ଯ୍ୟାଳୟ ପରିସରରେ ନୃସିଂହନାଥ ବନାଞ୍ଚଳ ପକ୍ଷରୁ ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ନୃସିଂହନାଥ ବନାଞ୍ଚଳ ଅଧିକାରୀ ଗିରିଧାରୀ ପ୍ରଧାନ ମୂଖ୍ୟ ଅତିଥି,ବନପାଲ ଲୋକେଶ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ରହିଛି ବୋଲି ମତ ପୋଷଣ କରି ଥିଲେ। ମୂଖ୍ୟ ଅତିଥି ଶ୍ରୀ ପ୍ରଧାନ ବର୍ତ୍ତମାନ ଏହି […]

ରାଇକିଆ ବନ ବିଭାଗ ରେ ଜଂରେ ୭୨ତମ ବନମହ 6ତ୍ସ। ବ ଅବସରରେ ବ୍ୟାପକ ବୃକ୍ଷରୋପଣ

ଫୁଲବାଣୀ- (ସୁନୀଲ ପଟନାୟକ)ଫୁଲବାଣୀବନବିଭାଗ ଡିଭିଜନ ଅନ୍ତର୍ଗତ ରାଇକିଆ ରେ ଜଂ ଅଧିନରେ ୭୨ ତମ ବନମହୋତ୍ସବ ପାଳିତ ହୋଇଥିଲା।ଏହି ଅବସରରେ ରେ ଜଂଅଧିନ ଲଣ୍ଡିକିଆ ଓ ବକଡ଼ମାହା ବନ ସଂରକ୍ଷଣ ସମିତି ଅଧୀନରେ ଥିବା ଜଙ୍ଗଲ ଓ ଅଗ୍ନିଶମ ବିଭାଗ କାର୍ଯ୍ୟ।ଳୟ ରେ ବିଭିନ୍ନ କିସମର ବୃକ୍ଷ ସବୁ ରୋପଣ କରାଯାଇଥିଲା।ଏହି ଅବସରରେ ରେ ଜଂ ଅଫିସର ସୁନୀଲ କୁମାର ସାହୁ ଙ୍କ ପ୍ରତକ୍ଷ ତତ୍ତ୍ଵ । ବଧାନରେ ଅନୁଷ୍ଠିତ ବୃକ୍ଷରୋପଣକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ […]

୭୦ ଛୁଇଂଲାଣି ଭତ୍ତା ମିଳିବ କେବେ ?

ଫୁଲବାଣୀ – (ସୁନୀଲ ପଟନୀୟକ)କେନ୍ଦ୍ର ଓ ରାଜ୍ୟସରକାର ଗରୀବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରିଛନ୍ତି । ହେଲେ ଏ ସବୁ ଯୋଜନା ର ସୁଫଳ କିନ୍ତୁ ଗରିବ ଗୁରୁବାଙ୍କୁ ମିଳୁନିlଯାହାର କି ଜ୍ଵଳନ୍ତ ଉଦାହରଣ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଋତୁଙ୍ଗିଆ ଗ୍ରାମ ରେ କଟ୍ରିକିଆ ଗାଁ 6 ର।ଗ୍ରାମ ର ଲଦ ପ୍ରଧାନ ଓ ରୁନ୍ଦେ ପ୍ରଧାନ ନାମକ ବୃଦ୍ଧ ଦମ୍ପତ୍ତି ଙ୍କୁ ସତୁରୀ ଛୁଇଁଲାଣି କିନ୍ତୁ ଭତ୍ତା ଗଣ୍ଡାଙ୍କ ମିଳୁନାହିଁ l ପଞ୍ଚାୟତ ଅଫିସ […]

ଫସଲ ବିମା ସପ୍ତାହ ଅବସରରେ ସଚେତନତା ରଥ

।ଫୁଲବାଣୀ- (ସୁନୀଲ ପଟନାୟକ)ଫସଲ ବିମା ସପ୍ତାହ ଅବସରରେ କନ୍ଧମାଳ ଜିଲ୍ଲାର ଜିଉଦୟଗିରି ବ୍ଳକର ଗୋଷ୍ଠୀକୃଷି ପରାମର୍ଶ କେନ୍ଦ୍ର ପରିସରରେ କେନ୍ଦ୍ର ସରକାରଙ୍କଦ୍ଵାରା ଆଜାଦି କାଅମୃତ ମହୋତ୍ସବ ଭାରତ ୭୫ କ୍ୟାମ୍ପେନର ଅଧିନରେ ଫସଲ ବିମା ସପ୍ତାହ ପାଳିତ ହୋଇ ଥିଲା। ଏହା ୧ ରୁ ୭ ଯାଏ ଚାଲିବ।ଏହି କାର୍ଯକ୍ରମ ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକ ।ରି ପ୍ରଶାନ୍ତ ଶତପଥି ଯୋଗଦେଇଥିବା ବେଳେ ତହସିଲଦାର ଡ. ଜନ୍ମେଜୟ ସାହୁ, ଅତିରିକ୍ତ ଜିଲ୍ଲା କୃଷି […]

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତୀ ଅଭିଯୋଗ, ତଦନ୍ତ ଦାବୀ କଲେ ବିଜେପି ନେତା

ଫୁଲବାଣୀ-( ସୁନୀଲ ପଟନାୟକ)କେଉଁଠି ହିତାଧିକାରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଧ।ଇଁ ଧାଇଁ ହତାଶ ହେଉଛି ତ ଆଉ କେଉଁଠି ହିତାଧି କ।ରିଙ୍କୁ ଘର ମିଳୁଛି ହେଲେ ସେ ସବୁ କାମ ଠିକାଦାର ଦ୍ଵାରା ନିମ୍ନମାନର କରାଯାଉଥିବା ନେଇ ହିତାଧିକାରି ଅଭି 6ଯାଗ କରୁଛନ୍ତି। ଏଭଳି ଅଭିଯୋଗ ଆସିଛିକନ୍ଧମାଳ ଜିଲା କନୁଆଗାଁ ବ୍ଳକ କୁଡୁତୁଲି ପଞ୍ଚାୟତରୁ ।ପଞ୍ଚାୟତ ଅଧୀନ ପାଇର ମାଲଗ୍ରାମରେ କିଛି ଗରୀବ ବା ସହୀନ ହିତାଧି କ।ରିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ […]

ବିଦେଶୀ ମଦ ଦୋକାନରୁ ଚୋରୀ

ଫୁଲ ବାଣୀ- (ସୁନୀଲପଟନାୟକ)ଶୁକ୍ରବାର ବିଳମ୍ବିତ ରାତିରେ ଖଜୁରୀପଡାସ୍ଥିତ ବିଦେଶୀ ମଦ ଦୋକାନରୁ ଦୁବୃର୍ତ୍ତିମାନେ ତାଲା ଭାଙ୍ଗି ବିଭିନ୍ନ ଦାମୀ କ୍ରାଣ୍ଡର ପ୍ରାୟ ୧୦ ହଜାର ଟଙ୍କା ମୂଲ୍ୟର ବିଦେଶୀ ମଦ ସବୁ ଚୋରୀ କରିନେଇ ପଳାଇଛନ୍ତି ।ସକାଳେ ଏନେଇ ଖବର ପାଇବାପରେ ଦୋକାନ ମାଲିକ ଖଜୁରୀପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୭୫/୨୧ରେ ମାମଲା ରୁଜ୍ଜୁ କରି ବା ସହ, ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଥାନା ଅଧିକାରିରମାକାନ୍ତ ପାତ୍ର, ଏସଆଇ ଉଦ୍ଧବ […]

ସିଆରପିଏଫ ଜବାନଙ୍କ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ

ବାଲିଗୁଡା,୦୩/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତରେ ଥିବା ସିଆରପିଏଫ ଜି/୧୨୭ ବାଟାଲିୟନ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି l “ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ସମ୍ପଦ” କୁ ଆଧାର କରି ଏହି ଦିବସ ପାଳନ କରିବା ସହ ଏହି କାର୍ଯ୍ୟକ୍ରମରେ ସିଆରପିଏଫ ଜି/୧୨୭ ବାଟାଲିୟନର ଇନ୍ସପେକ୍ଟର ଜି.ଡି.ଭେନୁ କେ.ଏମ ଏବଂ ବାରଖମା ଫାଣ୍ଡି ଅଧିକାରୀ , ବାରଖମା ସ୍ୱାସ୍ଥ୍ୟ ସେବକ ଗଣ ଓ ବାଲିଗୁଡା ବନ ଭିଭାଗର […]