ବରଗଡ ନୁତନ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ବରଗଡ:-ପଶ୍ଚିମ ଓଡିଶା କଳାକାର ମହାସଂଘ ସଭ୍ୟମାନେ ବରଗଡ଼ରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ମୋନିଷା ବାନାର୍ଜୀ ଆଇ ଏ ଏସ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏଥିରେ ପଶ୍ଚିମ ଓଡିଶା କଳାକାର ମହାସଂଘ ତଥା ରାଜ୍ୟ କଳାକାର ସଂଘ ର ସଭାପତି ଚୈତନ୍ୟ ପାଇକ ଏବଂ ଉପ ସଭାପତି ତଥା ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର କଂସ ମହାରାଜ ଭୁବନେଶ୍ବର ପ୍ରଧାନଙ୍କ ସମେତ ପଶ୍ଚିମ ଓଡିଶା କଳାକାର ମହାସଂଘର ସଭ୍ୟମାନେ ଉପସ୍ଥିତ […]

୭୨ତମବନମହୋତ୍ସବ ଅବସରରେ ପର୍ଯ୍ୟ ଟନ ସ୍ଥଳୀ ରେ ବୃକ୍ଷ ରୋପଣ

ଫୁଲବାଣୀ-(ସୁନୀଲ ପଟନାୟକ )-ବୃକ୍ଷହିଁ ଜୀବନ l ବୃକ୍ଷ ବିନା ବଂଚିବା ଅସମ୍ଭ ବ l ଏଣୁ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଁଏ ବୃକ୍ଷ ଚାରା ଲଗାଇବା ସହ ତାର ଯତ୍ନ ନେଲେ ସୁସ୍ଥ ଓ ସବୁଜପରିବେଶ ସୃଷ୍ଟି ହେବ ଓ ଆଗାମୀ ପିଢ଼ି ଏହାଦ୍ଵାରା ଲାଭବାନ ହୋଇପାରିବେ ବୋଲି ୭୨ତମବନମହୋତ୍ସବ ଅବସରରେଫୁଲବାଣୀ ବ୍ଲକ ର କଟ୍ରିଂଗିଆ ପଂଚାୟତ ର ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇବିଡ଼ିଓ ଶାନ୍ତନୁ […]

ପୁର୍ତ୍ତ ବିଭାଗର ମନମାନୀ ,ଘରେ ପାଣି ପଶିଲା

ଫୁଲ ବାଣୀ- (ସୁନୀଲ ପଟନାୟକ )ପୁର୍ତ୍ତ ବିଭାଗର ମନ ମାନୀ, ଚରମ ଅବହେଳା,6 ବପରୁଆମନୋଭାବ ଯୋଗୁଗତକାଲି ର ସାମାନ୍ୟ ବର୍ଷାରେ ରାସ୍ତାରେ ଦୁଇଫୁଟପାଣି ପ୍ରବାହିତ ହେବା ସହ କିଛି ଲୋକଙ୍କ ଘର ଭିତରେ ପାଣି ପଶିଯାଇଥିଲା। ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ଥିଲେ। ଆଗକୁ ବର୍ଷାଦିନ। ସେତେବେଳେ କଣ ହେବ କିପରି ରହିବେ ସେ ଚିନ୍ତାରେ ସାହି ବାସିନ୍ଦା।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଷ୍ଟ୍ରପଡ଼ା ସୁନା ମିଶ୍ର ସାହି ରୋଫିସରିବାଉଣ୍ଡରି ଭିତ6ର ଥିବା ଭଙ୍ଗାନାଳରେ […]

ବୋଲେରୋ ସହ ମୂଲ୍ୟବାନ ପଟା ଜବତ

ଫୁଲ ବାଣୀ- (ସୁନୀଲ ପଟନାୟକ) ବାଲିଗୁଡା ବନ ବିଭାଗ ଡିଭିଜନ ଅନ୍ତରିତକୋଟଗଡ ବନବିଭାଗ ରେ ଞ୍ଜକୁ ମିଳିଛି ବଡ଼ ସଫଳତା । ରବିବାର ବିଳମ୍ୱିତ ରାତିରେ କୌଣସି ସୁତ୍ରରୁ ଖବର ପାଇ ରେ ଜଂ ଅଫିସ ର ସୂର୍ଯ୍ୟକାନ୍ତ ବେହେରା ଙ୍କ ନେତୃତ୍ବରେ ଜଙ୍ଗଲ ବିଭାଗ ପେଟ୍ରୋଲିଙ୍ଗଟି ମ ଝରିଘାଟ ନିକଟରେ ସଜବାଜ ହୋଇ ଛ କି ବସିଥିଲା। ଏକ ବୋଲେରୋ ପିକ ଅ ପ ଗାଡି ତୁମୁଡିବନ୍ଧରୁ କୋଟଗଡ଼କୁ ଦ୍ରୁତଗତିରେ ଆସୁଥିବା ସନ୍ଦେହ କରି ଉକ୍ତ […]

କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶପାଇଁ ଏମସିଏଲ ୪କୋଟି ଟଙ୍କା ଦେବ

.ଫୁଲବାଣୀ- (ସୁନୀଲ ପଟ୍ଟନାୟକ)ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ମହାନଦୀ କୋଲଡ ଫିଲଡ଼ (ଏମସିଏଲ) ସହଯୋଗର ହାତ ବଢାଇଛି । ଆଜି ସୋମବାର ଏନେଇ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ କନ୍ଧମାଳ ଜିଲ୍ଲାପାଳ ଡାବୁନ୍ଦାଡିଆଇଏଏସଙ୍କ ସହ ଏମସିଏଲର ଜେନେରାଲ ମ୍ୟାନେଜର(ସି ଏସ ଆର)ପି.କେ ଚକ୍ରବର୍ତ୍ତୀଙ୍କ ସହ ଏମଓୟୁ ସ୍ଵାକ୍ଷର ହୋଇଛି ।ଆରୋହଣ ଯୋଜନାରେ କନ୍ଧମାଳ ଜିଲ୍ଲାରେ ୧୯ଟି ସରକାରି ସ୍କୁଲର ଭିତ୍ତିଭୂମୀ ରବିକାଶପାଇଁ ମୋଟ୪,୦୪ କୋଟି ଟଙ୍କା ଅର୍ଥ ଅନୁବାନଯୋଗାଇଦେବ।ଏଥିରେ ଏହି ୧୯ଟି ସ୍କୁଲକୁ ଉନ୍ନତମାନର […]

ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ

ଫୁଲ ବାଣୀ-( ସୁନୀଲ ପଟନାୟକ) ରବିବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେଲପଦର ଗ୍ରାମ୍ 6ର ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ବେଲପଦର ଗ୍ରାମର ଶ୍ରୀବତ୍ସ ମଲିକଙ୍କ ପୁଅ ସରୋଜ ମଲିକ ବୋଲି ଜଣାପଡିଛି । ସରୋଜ କୁ ଗୁରୁତର ଅବସ୍ଥାରେ ଘର ଲୋକେ ଚିକିତ୍ସା ପାଇଁ ବ୍ରାହ୍ମଣପାଦ ମେଡିକାଲ ଆଣିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସରୋଜର ମୃତ୍ୟୁ ଘଟିଛି ।ଚକାପାଦ ଥାନା ପୋଲିସ ଏ ନେଇ […]

କନ୍ଧମାଳର ବରିଷ୍ଠ ଆଇନଜିବୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

କନ୍ଧମାଳ,୦୪/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘର ସଦସ୍ୟ ଅଜିତ କୁମାର ପାଣିଗ୍ରାହୀ(ରୁନା)ଙ୍କ ଫୁଲବାଣୀ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା ତାଙ୍କ ବିୟୋଗରେ ଫୁଲବାଣୀ ଓକିଲ ସଂଘ ତରଫରୁ ନୂତନ ବାର ହଲରେ ଓକିଲ ସଂଘର ସଭାପତି ଶିଦ୍ଧେଶ୍ଵର ଦାସଙ୍କ ତତ୍ତ୍ଵାବଧାନରେ ସମ୍ପାଦକ ଅଜିତ କୁମାର ପଟ୍ଟନାୟକଙ୍କ ସହଯୋଗ ରେଏକ ଶୋକ ସଭା ଆୟୋଜନ କରାଯାଇଥିଲା । ପ୍ରଥମେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ […]

କନ୍ଧମାଳର ୱାଇଲଡ଼ ଲାଇଫ ୱାର୍ଡେନ ହେଲେ କୌଶିକ ସାହୁ

ବାଲିଗୁଡା,୦୪/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ୱାଇଲଡ଼ ଲାଇଫ ୱାର୍ଡେନ ଭାବେ ବାଲିଗୁଡାର ବରିଷ୍ଠ ଆଇନଜୀବି କୌଶିକ ସାହୁ ମନୋନିତ ହୋଇଛନ୍ତି | ରାଜ୍ୟ ମୂଖ୍ୟ ୱାଇଲଡ଼ ଲାଇଫ ଅଧିକାରୀ ଙ୍କ ଚିଠି ନଂ.୬୦୭୮/୨୧ ପ୍ରକାରେ ୱାଇଲଡ଼ ଲାଇଫ ୱାଡେନ ଭାବେ କୌଶିକ ସାହୁ ମନୋନୀତ ହୋଇଥିବା ବିଷୟ ବାଲିଗୁଡା ବନଖଣ୍ଡ ତରଫରୁ ଜଣାପଡିଛି l ଶ୍ରୀସାହୁ ଏଥି ପୂର୍ଵରୁ ୱାଇଲଡ଼ ଲାଇଫ ୱାଡେନ ରୂପେ ଚାରିଥର ମନୋନୀତ ହୋଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ […]

କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ

ବାଲିଗୁଡା,୦୪/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ୱାଦିକ ସଂଘ ପକ୍ଷରୁ ତୁମୁଡିବନ୍ଧ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗୁରୁ ପ୍ରସାଦ ମିଶ୍ର, ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶ , ସାମ୍ବାଦିକ ପବିତ୍ର ଦିଗାଲ, ,ମନୋରଞ୍ଜନ ରୟ, ବିପ୍ର ଚରଣ ମାନସେଠ, ଦୀପକ କୁମାର ପରାସେଠ, ପ୍ରବୀଣ କୁମାର ପଟ୍ଟନାୟକ, ପ୍ରଳୟ ରାୟ ନାୟକ, […]

ବରଗଡ଼ ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ବୃକ୍ଷରୋପଣ

ବରଗଡ଼ : ଡାକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ଗତ ୨୩ ତାରିଖରୁ ଭାରତୀୟ ଜନତା ପାର୍ଟି ତରଫରୁ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭାରତ ମଧ୍ୟରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ସାମୁହିକ ସ୍ଥାନ ମାନଙ୍କରେ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ କରାଯାଉଛି । ଏହି କ୍ରମରେ ବରଗଡ ଜିଲ୍ଲାସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ମହାପ୍ରଭୁ ନୃସିଂହ ନାଥ ପୀଠରେ ଅବସ୍ଥିତ ଆଇଓସିଏଲ ଅତିଥି […]