ଦୁଷ୍କର୍ମମାମଲାରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

,ଫୁଲବାଣୀ- (ସୁନୀଲ ପଟନାୟକ)ମଙ୍ଗଳବାର ଏକ ଦୁଷ୍କର୍ମମାମଲାର ବିଚାର କରି ଫୁଲ ବାଣୀ ପୋ କ୍ସ କୋର୍ଟର ବିଚାରପତିକନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଅଭିଯୁକ୍ତ ଟୁନା ପ୍ରଧାନ କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ । ଦେଶ ଦେବା ସହ ୫ ହଜାର ଟଙ୍କା ଜରିମାନ । ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟଯେ ୨୦୧୫ରେ ଅଭିଯୁକ୍ତ ଟୁନା ସଂପୁକ୍ତ ଥାନା ଅଞ୍ଚଳର ଜଣେନାବାଳିକାକୁ ଏକାକୀ ପାଇ ଦୁଷ୍କର୍ମ କରିଥିଲା। ଏନେଇ ରାଇକିଆ ଥାନାରେ ପିଡିତାଙ୍କ ପରିବାର ପକ୍ଷରୁ ଏତଲା […]

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ରଥ କାମ

ପୁରୀ(ଉଲାପ୍ର)ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶେଷ ପର୍ୟ୍ଯାୟରେ ପହଞ୍ଚିଲାଣି ରଥ ନିର୍ମାଣ କାମ। ରବିବାର ୩ ରଥରେ ହଂସପଟା ଲାଗିବା ପରେ ଆଜି କଳସ ଓ ଓଲଟଶୁଆ ଲାଗିଛି। ରୂପକାର ପ୍ରଭାରେ ଖୋଦେଇ କରି କିର୍ତ୍ତୀମୁଖ ଓ ଉଭୟ ପାର୍ଶ୍ବରେ ମଗରମୁଣ୍ଡ କରିବା ପରେ ରଙ୍ଗ ଦେବା ଆରମ୍ଭ ହୋଇଛି। ସେହିପରି ୩ ରଥରେ ଅଶ୍ବ ସଂଯୋଗ ପାଇଁ ଇଶ ଓ ଜୁଆଳି ପ୍ରସ୍ତୁତ ହୋଇଛି। ରଥଉପରେ ବିଶ୍ବକର୍ମା ମହାରଣା ପଟା ବାଡେଇ ସିଂହାସନ ବୁଜିଛନ୍ତି। ୩ […]

ପେଟ୍ରୋଲ,ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ବଜାଇବ ଘଣ୍ଟାଘଣ୍ଟି,ଥାଳି ବାଡେଇ କରିବେ ଅଭିନବ ପ୍ରତିବାଦ

ଆଠଗଡ(ଉଲାପ୍ର)କେନ୍ଦ୍ର ରେ ଥିବା ବିଜେପି ମୋଦି ସରକାରଙ୍କ ଦ୍ୱାରା ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ର ଅହେତୁକ ମୂଲ୍ୟ ବୃଦ୍ଧି ଫଳରେ ସାଧାରଣ ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ଆର୍ଥିକ ବୋଝ ବଢି ବଢି ଚାଲିଛି। ପେଟ୍ରୋଲ ଓ ଡିଜେଲ ୧୦୦ ଟଙ୍କା ଛୁଇଁଲାଣି, ରନ୍ଧନ ଗ୍ୟାସ ୧୦୦୦ ଟଙ୍କା ରେ ପହଁଚିଲାଣି। ରାଜ୍ୟରେ ଥିବା ନବୀନ ସରକାର ଓ କେନ୍ଦ୍ର ଥିବା ମୋଦି ସରକାର ଟିକସ ବାବଦ ରେ ପ୍ରାୟ ୬୦ପ୍ରତିଶତ ରୁ ଅଧିକ […]

ସାମ୍ବାଦିକ ସୁରକ୍ଷା ଆଇନ ଓ ନୟାଗଡ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ରେ ଆକ୍ରମଣ କାରି ଙ୍କୁ ଗିରଫ ଦାବୀ ରେ ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ବାଲିଗୁଡ଼ା,୫/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):ନୟାଗଡ ଜିଲ୍ଲା ଅବକାରୀ ବିଭାଗର ଏଏସଆଇ ଦୁଇ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ମାଡ ମାରିବା ଘଟଣାକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଘୋର ନିନ୍ଦା କରିବା ସହ ସଂପୃକ୍ତ ଏ ଏସ ଆଇ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟ ରେ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ଦାବୀ କରି ଆଜି ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଙ୍କ […]

ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ ମୋ କଲେଜ ଅଭିଯାନ

ବାଲିଗୁଡା,୦୫/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ କଲେଜ ପରିସରରେ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଘର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଭାସ୍କର ନାୟକ ସଭାପତିତ୍ୱକରିଥିଲେ lମହାବିଦ୍ୟାଳୟର ବିଭିନ୍ନ ଆବଶ୍ୟକତା ପୂରଣ କରିବା ନେଇ କମିଟି ସଦସ୍ୟ ମାନଙ୍କମଧ୍ୟରେ ଆଲୋଚନା କରାଯାଇ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ନିଷ୍ପତି ନିଆ ଯାଇଥିଲା।ଏହା ସହିତ ପ୍ରତି ମାସର ଶେଷ […]

କନ୍ଧମାଳରେ ପୁଣି ହାତୀ ପଲ , ଲୋକେ ଭୟଭୀତ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳରେ ପୁଣି ହାତୀପଲ। ଗତ କିଛିଦିନ ହେଲାବଣୁଆହାତୀ ଙ୍କ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଭୟଭିତ ଅବସ୍ଥାରେ ଅଛନ୍ତି ।ସଞ୍ଜ ନଇଁଲେ ଘରୁ ବାହାରୁନାହଁ।ନ୍ତି ଲୋକେ । ଅଭିଯୋଗ କଲେ ଜଙ୍ଗଲ ବିଭାଗ ଶୁଣୁ ନି ।ଏ ଭଳି ଅଭିଯୋଗ ଆସିଛି ଫୁଲବାଣୀ ବନଖଣ୍ଡ ଅଧିନ ଜିଉଦୟଗିରି 6 ରଜଂ ଅନ୍ତର୍ଗତ ମୁକୁଲିଙ୍ଗି ଆ ଓ ଲଏରାଜୁ ଗ୍ରାମରୁ, Iପଡୋଶୀ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମସର ବନଖଣ୍ଡ ଅଞ୍ଚଳରୁ ୧୬ଟି କିଆ ହାତୀପଲ ଆସି ଉପଦ୍ରବ […]

ବକେୟା ପାଉଣା ଦାବୀ କରି ସ୍ମାରକପତ୍ର

ଫୁଲ ବାଣୀ- (ସୁନୀଲ ପଟନାୟକ) କାମ କଲେ ହେଲେ ଅପେକ୍ଷା କରି କରି ବକେୟା ପାଉଣା ଗଣ୍ଡାକ ବିମଧ୍ଯ ମିଳିଲାନି। କେତେ ଆଉ ଅପେକ୍ଷା କରିଥାନ୍ତେ। ମାସେ କି ଦିମା ସ ନୁହେଁ ୨ ବର୍ଷ ହୋଇଗଲାଣି। ଏଭଳି ଅଭିଯୋଗ ଆଣିଛନ୍ତି ଫେଡକୋ ବିରୁଦ୍ଧରେ ।ଫଳରେ ଆଜି ମଙ୍ଗଳବାର ବହୁ ଶ୍ରମିକ ଏନେଇ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ସ୍କାରକ ପତ୍ର ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟଯେ,ଜିଲ୍ଲାର ବହୁ ଶ୍ରମିକ ଦିନଦୟାଲ ଉପାଧାୟଗ୍ରାମୀଣ ବିଦ୍ୟୁତକରଣ ଯୋଜନା କାର୍ଯ୍ୟ ନେଇଥିବା ଫେଡକୋରେ କାର୍ଯ୍ୟ […]

ଓଏସଆରଟିସି ବସଆଜିଠୁ ଚାଲିଲା

ଫୁଲବାଣୀ- (ସୁନୀଲ ପଟନାୟକ)କରୋନା ସଂକ୍ରମଣ ବଢୁଥିବା ଯୋଗୁ୍ରାଜ୍ୟସରକାର ଗତ ମେ ମାସରୁ ଜୁନ ୩୦ ଯାଏ ଲକ ଡ଼ାଉନ ଘୋଷଣା କରିବସ ହ ବସ ଚଳାଚଳ ବନ୍ଦ କରିଦେଇଥିଲେ। କିନ୍ତୁ ମଙ୍ଗଳବାର ଆଜି ରାଜ୍ୟ ସରକାର ଙ୍କ ନିଷ୍ପତ୍ତି କ୍ରମେ O. S. R. T. C ବସ ଚଳାଚଳ ଆରମ୍ଭ ହୋଇଛି l ସେଇ ଭଳି କନ୍ଧମାଳ ଜିଲ୍ଲା ରେ ମଧ୍ୟ ସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି l ଫୁଲବାଣୀ ଠାରୁ 7 ଟି […]

ଭୋଜି କୁଯିବା ବେଳେ ଅଟୋ ଓଲଟିଲା .୪ ଗୁରୁତର

ଫୁଲବାଣୀ- (ସୁନୀଲ ପଟନାୟକ)ଭୋଜି କୁଯିବା ବେଳେ ଅଟେ । ଓଲଟି ପଡିବା ଫଳରେ ୨୫ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରତର ଆହତ ହୋଇଛନ୍ତି ।ଘଟଣା ଘଟିଛି ଦ।ରିଙ୍ଗବାଡି ଥାନ। ଅନ୍ତର୍ଗତ ସିମନବାଡି ରୋଖବରରୁ ପ୍ରକାଶ ଯେ ଏକ ଅଟେ । ଯୋଗେ ତିଲୋରୀ ପଞ୍ଚାୟତର ଆରାକାମ୍ଵା ଗ୍ରାମରୁ ପର୍ତ୍ତମାହା ପଞ୍ଚାୟତ ଅନ୍ତର୍ଗତ କାଡ଼ା ସପଟା ଗ୍ରାମକୁ ଏକ ଭୋଜି ଖାଇବା ଲାଗି ଯାଉଥିବାବେଳେ ଭାରସାମ୍ୟ ହରାଇସିମନବାଡିଠାରେ ଓଲଟି ପଡିଥିଲା । କରୋ ନା […]

ବିଜୁ ଜନତା ଦଳର କାର୍ଯ୍ଯକର୍ତ୍ତା ମାନଙ୍କ ବିଜେପିରେ ଯୋଗଦାନ

ବରଗଡ,ତା ୫ ୵ ୭ଡା: ଶ୍ଯାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ସାରା ଦେଶରେ ଭାରତୀୟ ଜନତା ପାର୍ଟିର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଳିଥିବା ବେଳେ ଆଜି ସୋମବାର ଦିନ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତ ବିଜୁ ଜନତାଦଳ ର କେତେକ ପ୍ରମୁଖ କାର୍ଯ୍ଯକର୍ତ୍ତା ଆଜି ପାଇକମାଲ ଠାରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ବିଜୁ ଜନତା ଦଳର […]