ଅଚିନ୍ହା ଵ୍ୟକ୍ତି ର ଶବ ଉଦ୍ଧାର, ହତ୍ୟା ସନ୍ଦେହ

.ଫୁଲବାଣୀ -(ସୁନୀଲ ପଟନାୟକ )ଗୁରୁବାର ଫୁଲବାଣୀ ସହର ନିକଟ ୠଜଂଗୀ ସ୍ଥିତ ପେଟ୍ରୋଲ ପମ୍ପ ସମୁଖରେ ଥିବା ଏକ କୋଠା ଘର ଛାତ ଉପରେ ଜଣେ ଅଚିନ୍ହା ଵ୍ୟକ୍ତି ର ଶବ ଜବତ କରିଛି ପୋଲିସ lମୃତକ ଜଣକ ଜ଼ିଲା ବାହାର ର ବୋଲି ଜଣାପଡିଛି lଵ୍ୟକ୍ତି ଜଣକ କିଏ ଓ କେଁଉ ପରିସ୍ଥିତି ରେ ଛାତ ଉପରେ ମୃତ୍ଯୁ ହେଲା ତାର ତଦନ୍ତ କରୁଛି ସଦର ପୋଲିସ lଵ୍ୟକ୍ତି ଜଣକୁ କିଏ ହତ୍ୟା କରିଛି ନା […]

ଗୁଦାରି ଆରଆଇ କାର୍ଯ୍ୟାଳୟ ଭିତରୁ ନାଗସାପ ଉଦ୍ଧାର

ଫୁଲବାଣୀ-( ସୁନୀଲ ପଟନାୟକ)କନ୍ଧମାଳ ଜିଲା ଖଜୁରିପଡ଼ା ତହସିଲ ଅନ୍ତର୍ଗତ ଗୁଦାରି ରେ ଭି ନ୍ଯୁ ଇନସପେକ୍ଟର ଙ୍କ କାର୍ଯ୍ୟାଳୟ ମଧ୍ୟରୁ ଏକ ନାଗସାପକୁ ଉଦ୍ଧାର କରାଯାଇଛି। ଟିମ ହ୍ୟୁମାନିଟିର ସ୍ନେକ ହେଲପ ଲାଇନ ର ଭି ଜଗନାଥ ରାଜୁ ଓ ଅନ୍ୟମାନେ ସେଠାରେ ପହଞ୍ଚି ଉଦ୍ଧାର କରିଥିଲେ।ପରେ ସାପଟିକୁ ଜଙ୍ଗଲ ମଧ୍ୟରେ ଛାଡିଦିଆଯାଇଥିଲା।ସୂଚନାଯୋଗ୍ୟ ଯେ ଗୁରୁବାର ଅଫିସ କାମ ଚାଲିଥିବ । ବେଳେ କର୍ମଚାରୀମାନେ ସ।ପଟିକୁ ଦେଖି ଭୟରେ ଚିତ୍କାର କରି ବାହାରକୁ ଚାଲିଆସିଥିଲେ।ପରେଆରଆଇ ସୁନୀଲ କୁମାର […]

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ନେଇ ବିଜେପିର ଆଠଗଡ ବ୍ଲକ ଘେରାଉ,ଆଠଗଡ ଏନଏସିରେ ଶହେ କୋଟି ଟଙ୍କାର ଆବାସ ଦୁର୍ନୀତି ଅଭିଯୋଗ

ଆଠଗଡ(ଉଲାପ୍ର)ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କାକୁ ବିଜେଡି ସରକାର ବାଟ ମାରଣା କରୁଥିବାରୁ ଏହାକୁ ନେଇ ତାତିଛି ଓଡିଶା ବିଜେପି,ସବୁ ନିର୍ବାଚନ ମଣ୍ଡଳୀର ବ୍ଲକ ଓ ଏନଏସି ଅଫିସ ଆଗରେ ବିଜେପି ଦଳ ପ୍ରତିବାଦ ଆରମ୍ଭ କରିଛି,ଗୁରୁବାର ଦିନ ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଦଳୀୟ ଅଫିସ ଠାରୁ ବାହାରି ସହର ପରିକ୍ରମା କରିବା ସହିତ ଆଠଗଡ ବ୍ଲକ ଅଫିସ ଠାରେ ପହଁଚି ଥିଲେ ଦଳୀୟ କର୍ମୀ,ବ୍ଲକ ଅଫିସ […]

ଘଣ୍ଟ,ଥାଳି ବାଡେଇ ଖଞ୍ଜଣି ବଜେଇ ଅଭିନବ ଉପାୟରେ ପ୍ରତିବାଦ କଲେ କଂଗ୍ରେସ ଦଳ

ଆଠଗଡ(ଉଲାପ୍ର)କେନ୍ଦ୍ର ରେ ଥିବା ବିଜେପି ମୋଦି ସରକାରଙ୍କ ଦ୍ୱାରା ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ର ଅହେତୁକ ମୂଲ୍ୟ ବୃଦ୍ଧି ଫଳରେ ସାଧାରଣ ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ଆର୍ଥିକ ବୋଝ ବଢି ବଢି ଚାଲିଛି। ପେଟ୍ରୋଲ ଓ ଡିଜେଲ ୧୦୦ ଟଙ୍କା ଛୁଇଁଲାଣି, ରନ୍ଧନ ଗ୍ୟାସ ୧୦୦୦ ଟଙ୍କା ରେ ପହଁଚିଲାଣି। ରାଜ୍ୟରେ ଥିବା ନବୀନ ସରକାର ଓ କେନ୍ଦ୍ର ଥିବା ମୋଦି ସରକାର ଟିକସ ବାବଦ ରେ ପ୍ରାୟ ୬୦ପ୍ରତିଶତ ରୁ ଅଧିକ […]

ଆମେରିକାରେ ଓଡ଼ିଆ ସାଂସ୍କୃତିକ କେନ୍ଦ୍ର ଉଦ୍‍ଘାଟିତ

ହ୍ୟୁଷ୍ଟନ ୭ା୭ : ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଟେକ୍‍ସାସ୍‍ ରାଜ୍ୟର ହ୍ୟୁଷ୍ଟନ ମହାନଗରୀରେ ଓଡ଼ିଶାର ଏକ ସାଂସ୍କୃତିକ କେନ୍ଦ୍ର ନିକଟରେ ପ୍ରତିଷ୍ଠା କରାଯାଇଥିବା ଜଣାଯାଇଛି । ଡଃଏସ୍‍.କେ. ଦାଶ ସେଣ୍ଟର ଫର ଓଡ଼ିଆ କଲ୍‍ଚର ନାମକ ଏହି କେନ୍ଦ୍ରକୁ ପ୍ରଖ୍ୟାତ ବୈଜ୍ଞାନିକ ଓ ସମାଜସେବୀ ଡଃ ସୀତକଣ୍ଠ ଦାଶ ଏବଂ ତାଙ୍କର ସହଧର୍ମିଣୀ କବୟିତ୍ରୀ କଳ୍ପନା ଦାଶପାରମ୍ପରିକ ଫିତା କାଟି ଉଦ୍‍ଘାଟନ କରିଥିଲେ । ୩୧୦୧, ଫିକୱେ ମାର୍ଗଠାରେ ଓରିସା କଲଚର ସେଣ୍ଟର (ଓ.ସି.ସି) ଦ୍ୱାରା ନିର୍ମିତ ଏହି […]

ଆଗକୁ ବର୍ଷା ଆସୁଛି, ଗାଁକୁ ରାସ୍ତା ନାହିଁ

୪୨୧ଗାଁ ବାହ୍ୟ ଜଗତରୁ ବିଛିନ୍ନ ଆଶଙ୍କାଫୁଲବାଣୀ- (ସୁନୀଲ ପଟନାୟକ)ଏବେ ବର୍ଷାଦିନ ଆସିଲାଣି। ଆଗକୁ ଜୋରରେ ଛେଚି ବ।ଏ ପଟେ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକର ୧୭୧ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୫ ଶହରୁ ଉର୍ଦ୍ଧ୍ଵ ଛୋଟବଡ଼ ଗ୍ରାମ ରହିଛି ।ସେ ମଧ୍ୟ ରୁ କୁ ଆଡେ ୪୨୧ଗ୍ରାମକୁରାସ୍ତା ନାହିଁ। ଲୋକେ ପାହାଡ଼ ପର୍ବତ ନଦୀ ନାଳ ଡେଇଁ ବହୁ କଷ୍ଟରେ ଜୀବନକୁ ବାଜୀ ଲଗାଇ ଚାଲିଚାଲି ଯିବା ଆସିବା କରୁଛନ୍ତି । ଗାଡି ମଟର ଯିବା ସାତ ସପନ,Iଖରାଦିନରେ […]

ଫୁଲବାଣୀ ଜିଲ୍ଲାରେ ମୋବାଇଲ ଟାୱାର ନାହିଁ,ପିଲା ଗଛ ଡାଳରେ ବସି ପାଠ ପଢୁଛନ୍ତି

ଗଛ ଡାଳରେ ପାଠପଢ଼ାଫୁଲବାଣୀ- (ସୁନୀଲ ପଟନାୟକ)ଦେଖନ୍ତୁ ସାର । ସରକାର କରେ । ନା ମହାମାରି ପାଇଁ ଗତ ମାର୍ଚ୍ଚ ୨୦୨୦ ରୁ ସ୍କୁଲ କଲେଜ ସବୁ ବନ୍ଦ ରଖିଛନ୍ତି। ଅନଲାଇନରେ ପାଠ ପଢାଉଛନ୍ତି। ଶେଷରେବାପାଙ୍କୁ କହି କହି ଫୋର ଜିମୋବାଇଲ ଟିଏକଣିଲି ପଢିବି ବୋଲି । ହେଲେ ଗାଁକୁ ନେଟୱାର୍କ ଆସୁନି । ଫଳରେ ଘରୁ ଦୁରରେ ଥିବା ଏହି ଗଛ ନିକଟରେ ନେ ଟ ୱାର୍କ ଟିକିଏ ଧରୁଛି ଏଣୁ ଗଛ ଡାଳରେ ବସି […]

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ସମ୍ମୁଖରେ ଆଜି କଂଗ୍ରସ ପକ୍ଷରୁ ଡିଜେଲ, ପେଟ୍ରୋଲ, ଇନ୍ଧନ ଗ୍ୟାସ, ଖାଇବା ତେଲ, ଅହେତୁକ ଦର ବୃଦ୍ଧିର ପ୍ରତିବାଦ କରିବା ସହ ବିକ୍ଷୋଭ, ପ୍ରଦର୍ଶନ କରାଯାଇଥିଲା।ଏଥିରେ ଚକାପାଦ ବ୍ଲକ ସଭାପତି ହରିଶ ଚନ୍ଦ୍ର କହଁର, ଉପସଭାପତି ଦେବିଦତ୍ତ ନାୟକ, ପୂର୍ବତନ ବିଧାୟିକା ଶ୍ରୀମତି ଅଜୟନ୍ତି ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଶ୍ରୀ ସନ୍ତୋଷ ପଟନାୟକ, ଏ ସି ସେଲ ବ୍ଲକ ସଭାପତି ସଂଜିତ କୁମାର ନାୟକ, ଆଇ, ଏନ […]

ଅନ୍ତେବାସୀ ଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ଫୁଲବାଣୀ -(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ଼ ବ୍ଲକ ର ଜାମଝର ଗ୍ରାମରେ ଆନାଥ ଆଶ୍ରମରେ “”ଆପଣ ଏକା ନୁହଁନ୍ତି ପାଉଣ୍ଡସେନ “”ତରପରୁ ଆଶ୍ରମରେ ରହୁଥିବା 40ଜଣ କୁନି କୁନି ପିଲାମାନଙ୍କୁ ଖାତା, ପେନ,ପେନସିଲ,ରବର,ବିସ୍କୁଟ,ଏବଂ ରନ୍ଧା ଖାଦ୍ୟ ଦିଆଯାଇଥିଲା,ଆଶ୍ରମର ପ୍ରତିଷ୍ଠାତା ଶ୍ରୀ ବିଜୟ ପ୍ରଧାନ ଆପଣଙ୍କ ଏକା ନୁହଁନ୍ତି ଫା ଉଣ୍ଡସେନ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଫା ଉଣ୍ଡସେନରେ ସଦସ୍ୟ ବୁଲୁ ମଲିକ,ପ୍ରଣବ କୁମାର ବେହେରା, ସ୍ୱଧୀନ ବେହେରା, ପ୍ରତାପ ନାୟକ, ବିଭୁତିନାୟକପ୍ରମୁଖ […]

ନିଖୋଜ ଡ୍ରାଇଭରର ମୃତଦେହ ଉଦ୍ଧାର ହତ୍ୟା ନା ଆତ୍ମହତ୍ୟା ସନ୍ଦେହଜନକ

ଫୁଲ ବାଣୀ- (ସୁନୀଲ ପଟନାୟକ)୩ ଦିନ ଧରି ନିଖୋଜ ଥିବା ଜଣେ ଟ୍ରକ ଡ୍ରାଇଭରର ମୃତଦେହ ଝୁଲନ୍ତ। ଅବସ୍ଥାରେ ଉଦ୍ଧାର ହୋଇଛି ।ମୃତ ଡ୍ରାଇଭର ଜଣକ ହେଲେ ବୌଦ୍ଧ ଜିଲ୍ଲା ପୁରଣା କଟକ ଅଞ୍ଚଳର ଆଲୋକ ପ୍ରଧାନ। ଆଲୋକ ମାଲବୋଝେଇ ଟ୍ରକକୁ ସଦର ଥାନା ଅନ୍ତର୍ଗତ ବଲମ ପଦରରାସ୍ତାରେ ଛାଡିଦେଇଥିଲେ। ଏନେଇ ଟ୍ରକ ମାଲିକ ଗତ ୪ ତାରିଖରେ ସଦର ଥାନାରେ ଏତେଲା ଦେଇ ଥିଲେ।ତେବେ ଘଟଣାର ୩ ଦିନ ପରେନିକଟସ୍ଥ ଶ୍ରାସାନଣ୍ଡା ଜଙ୍ଗଲରେ ଏକ ଗଛରେ […]