ଆବାସ ଯୋଜନା ଦୁର୍ନିତି ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଳକ ଘେରାଓ

ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲା ବିଜେପି ପକ୍ଷରୁ ଆବାସ ଯୋଜନା ଦୁର୍ନିତି ବିରୋଧରେ ଫୁଲବାଣୀ ବ୍ଳକ ଘେରାଓ ସହିତ ବିଡିଓଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।କନ୍ଧମାଳ ଜିଲ୍ଲାରେ ଆବାସ ଯୋଜନା ଗରିବ ହିତାଧିକାରିଙ୍କୁ ନ ମିଳିବା,ଟଙ୍କା ଲାଞ୍ଚ ନଦେଲେ ହିତାଧିକାରି ଘର ପାଇବାରୁ ବଞ୍ଚିତ ହେବା,ପ୍ରଧାନମନ୍ତୀ ଆବାସ ଯୋଜନା ଫଳକ ନିକଟରେ ମୁଖ୍ୟମନ୍ତୀଙ୍କ ଫଳକ ରହିବାକୁ ନେଇ ବିଜେଡି ଉପରେ ବର୍ଷିଛି ଦଳ ।ଏହି ଦୁର୍ନିତି ବିରୋଧରେ ବିଜେଡି ସରକାରଙ୍କୁ ନିନ୍ଦା କରିବା […]

ବରୀଷ୍ଠ ସମାଜସେବୀ ପାଉଲ ପ୍ରଧାନଙ୍କ ପରଲୋକ

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)କକ୍ଷମାଳ ଜିଲ୍ଲାର ଜଣେ ଜଣାଶୁଣା ତଥା ବରୀଷ୍ଠ ସମାଜସେବୀ ପାଉଲ ପ୍ରଧାନଙ୍କ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ବ୍ରେନ ଷ୍ଟ୍ରେ । କ ଯୋଗୁଁ ସେ ଦୀର୍ଘଦିନ ଧରି ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଆଜି ଶନିବାର ସଂଧ୍ୟା ୫ଟା ସମୟରେ ପାଉଲଙ୍କ ପରଲୋକ ହୋଇଥିବା ଖବର ଶୁଣିବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଵର୍ଗତ ପାଉଲ ପ୍ରଧାନ ଜୁଲାଇ ୧,ତାରିଖ୧୯୪୯ରେ […]

ଜିଲ୍ଲା ରେ ସମସ୍ତ ମହିଳା ଙ୍କୁ ସ୍ବବଲମ୍ବୀ କରାଯିବ

ବରଗଡ଼:- ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ନୂତନ ମହିଳା ସଭାନେତ୍ରୀ ଭାବେ ଶ୍ରୀମତୀ ନୀଳ କୁମାରୀ ନାଏକ ମନୋନୀତ ହେବା ପରେ ସେ ଜିଲ୍ଲା ର ବରିଷ୍ଠ ନେତୃ ମଣ୍ଡଳୀ ସହ ଆଲୋଚନା କରିଛନ୍ତି। ଅତାବିରା ବିଧାୟିକା ତଥା ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ସାକ୍ଷାତ କରି ମହିଳା ମାନଙ୍କ ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଁ ସେ ଆଲୋଚନା କରିଥିଲେ। ସେହିପରି ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ବିଜେପୁର ବିଧାୟିକା ରୀତା ସାହୁ, […]

ପୁରୀରେ ରଥ ପ୍ରସ୍ତୁତ, ପଥବି ପ୍ରସ୍ତୁତ,ଆସନ୍ତାକାଲି ହେବ ରଥଯାତ୍ରା

ପୁରୀ(ଓମ ପ୍ରସାଦ ମହାନ୍ତି)ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ,ରଥନିର୍ମାଣ ସରିଯାଇଛି, କପଡା ମଧ୍ୟ ଲଗାଯାଇ ସାରିଛି,ଆଜି ତିନିରଥରେ ଶ୍ରୀ ଜୀଉମାନଙ୍କ ‘ପ୍ରଭା’ଫିଟିଙ୍ଗ କାର୍ଯ୍ୟ ଭୋଇସେବକ ଏବଂ ମହାରଣା ସେବକ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଅଛି । ଏହିସହ ତିନିରଥର ‘ଦୁଆର ବେଢା ରେ କନା ପଡିବା ଶେଷ ହେବାସହ ଦୁଆର ବେଢାରେ ଲାଗିଥିବା ମଗର ବତା ଗୁଡିକରେ ମଗର ପଟି ଅଡିବା ଶେଷ ହୋଇଅଛି ।ଏଥି ସହ ଦରଜୀ ସେବକ […]

ବାଲିଗୁଡ଼ା ମାଦି ନାଟ ରେ ବାଇକ ଦୁର୍ଘଟଣା ୨ ମୃତ

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମାଦି ନାଟଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ ଯୋଗେ ବାଲିଗୁଡ଼ାରୁ କୁଟିକିଆ ଗଲା ବେଳେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣ ।ଗସ୍ତ ହୋଇପଡିବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକ ଦୁଇ ଜଣ ହେଲେ କୁଟିକିଆ ଗ୍ରାମ ର ସୁନୀଲ ଦିଗଲ ଓ ସୁମନ୍ତ ଦଳବେହେରା ବୋଲି ଜଣାପଡିଛି ।ଖବର ପାଇ ଶନିବାର ବାଲିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି […]

କନ୍ଧମାଳ ଗୋଛାପଡା ଉମା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ ଜାରୀ

୨ଜବାନ ଗୁରୁତର,ଫୁଲ ବାଣୀ- (ସୁନୀଲ ପଟନାୟକ)ଶନିବାର କନ୍ଧମାଳ ଜିଲ୍ଲା ସୀମାନ୍ତ ଗୋଛାପଡ଼ା ଥାନା ଅନ୍ତର୍ଗତ ଉମା ଜଙ୍ଗଲରେ ଏ ସଓଜି ଡିଭିଏଫ ଜବାନମାନେ କମ୍ବିଙ୍ଗ ଅପରେ ସନ ବେଳେ ମାଓବ।ଦୀଙ୍କ ସହ ମୁହାଁମୁହିଁ ହୋଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା। ଗୁଳି ବାଜି ଦୁଇ ଜଣ ଜବାନ ଗୁରତର ଆହତ ହୋଇଥିଲେ।ସେ ଦୁଇ ଜଣକୁ ଜଙ୍ଗଲ ମଧ୍ୟରୁ ବାହାରକୁ ଅଣାଯାଇଥିଲା।କଣ୍ଟାମାଳ ନିକଟରୁ ପୋଲିସ ମହାନିର୍ଦ୍ଦେଶକ୍ ଅଭୟ ନିଜେ ଏୟାର ଆମ୍ବୁଲାନ୍ସ […]

ବରଗଡ଼ ର ନୂତନ ଏସପି ଭାବେ ରାହୁଲ ଜୈନ ଙ୍କୁ ବଦଳି

ବରଗଡ଼:- ଆଜି ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଗୃହ ବିଭାଗ ର ଚିଠି ସ°ଖ୍ୟା୨୪୦୯୭/୯.୭.୨୧ ଅନୁଯାୟୀ ନୂଆପଡା ଜିଲ୍ଲା ଏସପି ଭାବେ କାର୍ଯ୍ୟରତ ରାହୁଲ ଜୈନଙ୍କୁ ବରଗଡ଼ ଜିଲ୍ଲା ଏସପି ଭାବେ ‌ବଦଳି ହୋଇଛି । ସେ ବରଗଡ଼ ଏସପି ପଦ୍ମିନୀ ସାହୁ ଙ୍କ ସ୍ଥାନରେ ଯୋଗ ଦେବେ। ସେହିପରି କେନ୍ଦ୍ରିୟ ଡେପୁଟେସନରୁ ଫେରି ଥିବା ଦେବଦତ୍ତ ସିଂ ଆଇଜିପି ମୁଖ୍ୟାଳୟରେ ଯୋଗ ଦେବେ। ଅଖିଳେଶ୍ବର […]

କରେ।ନା କାଳରେ ମାଗଣା ଶିକ୍ଷା ଦେଉଛନ୍ତି ରାଧିକା

ଫୁଲବାଣୀ- (ସୁନୀଲ ପଟନାୟକ)କରୋନା ମହାମାରି ଯୋଗୁଁ ଗତ ମାର୍ଚ୍ଚ ୨୦୨୦ ରୁ ସରକାର ସ୍କୁଲ ବନ୍ଦ ରଖିଛନ୍ତି। ଫଳରେ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କରେ । ନା କାଳରେ ମାଗଣା ଶିକ୍ଷାଦାନ କରୁଛନ୍ତି ଦାରିଙ୍ଗବାଡି ବ୍ଳକର ପର୍ତମାହା ପଞ୍ଚାୟତର ସାରୁ ମାହା ଗ୍ରାମର ଅନ୍ତରଙ୍ଗ ର ସଦସ୍ୟା ରାଧିକା ପ୍ରଧାନ ନିଜେ ପାଠ ପଢିବା ସହ ଗ୍ରାମ ର ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରୁଛନ୍ତି […]

ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବିଜେପି ତରଫରୁ ବ୍ଲକ ଘେରାଉ: ବିଡ଼ିଓଙ୍କୁ ଦାବୀ ପତ୍ର ପ୍ରଦାନ

ବାଲିଗୁଡା,୦୯/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜେପି ଦଳ ପକ୍ଷରୁ ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବ୍ଳକ ଘେରାଓ ସହିତ ବିଡିଓଙ୍କ ଜରିଆରେ ରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।କନ୍ଧମାଳ ଜିଲ୍ଲାରେ ଆବାସ ଯୋଜନା ଉଚିତ ହିତାଧିକାରୀଙ୍କୁ ନ ମିଳିବାନେଇ ବିଜେପି କର୍ମୀ ନାରାବାଜି କରିଥିଲେ ।ଏହି ଦୁର୍ନିତି ବିରୋଧରେ ବିଜେଡି ସରକାରଙ୍କୁ ନିନ୍ଦା କରିବା ସହିତ ଆଗାମି ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ବିଜେପି ଜିଲ୍ଲା […]

ବାଲିଗୁଡା : ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ

ବାଲିଗୁଡ଼ା,୦୯/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଏବଂ ନବଯୌବନ ଦର୍ଶନ ପାଳିତ ହୋଇ ଯାଇଛି । ମନ୍ଦିର ପରିସର ମଧ୍ଯରେ ପୂର୍ବ ନିର୍ଦ୍ଧାରିତ ନୀର୍ଘଣ୍ଟ ଅନୁଯାୟୀ ବିନା ଭକ୍ତ ରେ ମହାପ୍ରଭୁ ଙ୍କ ହୋମ ଓ ଦେବ ରିତି ନୀତି କାର୍ଯ୍ୟ ସମାପନ ହୋଇଛି। ମନ୍ଦିର ଟ୍ରଷ୍ଟ ସଦସ୍ୟ ମଧୁସୂଦନ ଦାସ ହୋମରେ ରହିଥିବା ବେଳେ ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ମହେଶ୍ୱର ପଣ୍ଡା, ବାବୁଲା […]