ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ର ୬ଷ୍ଠ ସ୍ୱନକ୍ଷତ୍ର ଦିବସ ଓ ୭୨ତମ ବନମହୋତ୍ସବ ପାଳନ ପାଳିତ

(ଭୁବନେଶ୍ୱର)-ଆଜି ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନର ସ୍ୱନକ୍ଷତ୍ର ଦିବସ ପାଳନ ସହ ୭୨ତମ ବନମହୋତ୍ସଵ, ଖାରବେଳ ନଗରସ୍ଥିତ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ (ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକ) । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା-(ପୂର୍ବତନ ମେୟର ତଥା ବିଧାୟକ) , ଓ ଶ୍ରୀମତି ସଂଗୀତା ଦାସ(ଶିକ୍ଷୟିତ୍ରୀ ତଥା ଧର୍ମପତ୍ନୀ ଗଣଶିକ୍ଷାମନ୍ତ୍ରୀ), ମୁଖ୍ୟବକ୍ତା ପ୍ରଫେସର ପ୍ରସନ୍ନ […]

କନ୍ଧମାଳ- ବୌଦ୍ଧ ସିମାନ୍ତରେ କମ୍ବି ବେଳେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ୨ଜବାନ ଆହତ ପରେ କମ୍ବି ଅପରେଶନ ଯୋରଦାର, ବହୁ ମା ଓ ସାମଗ୍ରୀ ଜବତ

ଫୁଲବାଣୀ-(ସୁନୀଲ ପଟନାୟକ) କନ୍ଧମାଳ ବୌଦ୍ଧ- ସୀମାନ୍ତ ଗୋଛାପଡ଼ାଥାନା ଅନ୍ତର୍ଗତ ଉମା ଜଙ୍ଗଲରୁସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀମାନେ ୨ଟିଦେଶୀ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା କଥାକନ୍ଧମାଳ ଏସପି ବିନିତ ଅଗ୍ରୱାଲ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଜବତ ମାଓ ସାମଗ୍ରୀ ମଧ୍ୟରେ ୨ଟି ଦେଶୀ ବନ୍ଧୁକ, ମା ଓ ପୋଷ।କ, ଛତା । ଜୋତ ।। ବେଟେରୀ । ତାର ମେଡ଼ିସିନ୍ ରେଡିଓ ଆଦି ଜବତ କରିଥିବା କନ୍ଧମାଳ […]

ତୁମୁଡିବନ୍ଧ ଓ କୋଟଗଡ଼ ଦାୟୀତ୍ଵରେ ଜଣେ ପିଆଇଏ, ଜଳ ବିଭାଜିକା କାର୍ଯ୍ୟ ବାଧାପ୍ରାପ୍ତ

ଫୁଲବାଣୀ- (ସୁନୀଲ ପଟନାୟକ)ସରକାର ଜଳଛାୟା କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଓ ଚାଷଜମିର ଉନ୍ନତି ପIଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ବିଭାଗର ହାତଗଣତି କିଛି ପିଆଇଏଙ୍କ ମନମୁଖି ତଥା ଖାମଖିଆଲି କାରବାର :ଦୁର୍ନିତୀ ପୂର୍ଣ୍ଣମନୋଭାବ, ପ୍ରିୟା ପ୍ରିତି ତେ।ଷଣ ସାଙ୍ଗଙ୍କୁ ସ୍ଥାୟୀ ଅନୁପସ୍ଥିତ ଯୋଗୁଁ ବିଭାଗ ଦ୍ଵାରା ହାତକୁ ନିଆଯାଉଥିବା କାମ ସବୁ ଉପରଠାଉରିଆ ନିମ୍ନ ମାନର ହେବା ସହ ବ୍ୟାପକ ଅର୍ଥ ମଧ୍ୟ ହେରଫେର ହେଉଥିବା ଶୁଣା ଯାଉଛି।ଜିଲାର ମା ଓ ଇଲାକା ତଥା […]

ଜଳବିଭାଜିକା ନିର୍ଦ୍ଦେଶକ ଙ୍କ ଦୁଇଦିନିଆ କନ୍ଧମାଳ ଗସ୍ତ, ଉନ୍ନୟନ୍ନ ମୁଳକ କାର୍ଯ୍ୟର ସମୀକ୍ଷା

ଫୁଲବାଣୀ-( ସୁନୀଲ ପଟନାୟକ) ଉନୟନ୍ନ ମୂଳକ କାର୍ଯ୍ୟ କିପରି ଚାଲିଛି ସେ ନେଇ ପୁଙ୍ଖାନୁପୁଙ୍ଖ ତଦାରଖ କରିବାପାଇଁ ରାଜ୍ୟ ଜଳବିଭାଜିକା ମିଶନ ନିର୍ଦ୍ଦେଶକ ହେମନ୍ତ ପଣ୍ଡା ଶନିବାର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଆଜି ଫେରିଯାଇଛନ୍ତି । ରାଜ୍ୟଜଳ ବିଭାଜିକା ମିଶନ ନିର୍ଦ୍ଦେଶକ ଶ୍ରୀ ପଣ୍ଡା କଳାହାଣ୍ଡି ଦେଇ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ର ତୁମୁଡିବନ୍ଧ, ଓ କୁର୍ତମ ଗଡଠାରେ ବିଭାଗ ଦ୍ଵାରା ନିର୍ମିତ ଫାର୍ମ ପଣ୍ଡ ବୁଲି ଦେଖି ଖୁସି ବ୍ୟକ୍ତ କରିବା […]

ବିଜେଡି ଯୁବ ଓ ଛାତ୍ର ଶାଖା ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼:-୧୧/୭କରୋନା ସମୟରେ ରକ୍ତାଭାବ କୁ ଦୁର କରିବା ପାଇଁ  ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ତତ୍ବାବଧାନ ରେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ଠାରେ ଜିଲ୍ଲା ବିଜୁ ଯୁବ,ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୫୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ମୁଖ୍ଯ ଅତିଥି ବିଧାୟକ ଦେବେଶ ଆଚାର୍ଯ୍ଯ ଏବଂ ଯୁବ ସଂଗଠକ ଶ୍ରୀ ଉମେଶ […]

ଛତୁ ଆଣିବାକୁ ଯାଇ ଫେରୁଥିବା ବେଳେ ୨ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

.ପ୍ରତିବାଦ କରି ଯୁବକ ର ଆକ୍ରମଣରେ ମା ଆହତଫୁଲବାଣୀ- (ସୁନୀଲ ପଟନାୟକ) ନିକଟସ୍ଥ ଜଙ୍ଗଲକୁ ଛତୁ ଗୋଟାଇ ଫେରୁଥିବାବେଳେ ଗ୍ରାମର ଜଗବନ୍ଧୁ ବେହେରା । ନାମକ ଜଣେ ଯୁବକ ଏହି ଦୁଇଜଣ ଯୁବତୀଙ୍କୁ ଅସଦବ୍ୟବହାର କରିବା ସହ ପିଛା କରି ଯୁବତୀଙ୍କ ଘର ପାଖକୁ ଯିବା ଫଳରେ ଯୁବତୀଙ୍କ ମା ପ୍ରତିବାଦ କରିବାରୁ ଜଗବନ୍ଧୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଳ ଜ କରିବା ସହ କୁ ଆଡେ ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହେବା […]

କଟକ ଓ୍ବଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ର ର ପାଣ୍ଡୁଲିପି ପୂଜୋନତ୍ସବ

ବରଗଡ଼:- ବରଗଡ଼ ସ୍ଥିତ ମାଁ ଶ୍ୟାମାକାଳୀ ଙ୍କ ମନ୍ଦିର ରେ ଆଜି କଟକ ଓ୍ବଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ର ର ପାଣ୍ଡୁଲିପି ର ପୂଜା ଆରାଧନା କରାଯିବା ସହ ମୁହୁରତ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ପୂର୍ବ ଏବଂ ପଶ୍ଚିମ ଓଡ଼ିଶାର ସ°ସ୍କୃତି ପରମ୍ପରା ର ଝଲକ ରହିବ। ଆସନ୍ତା କାଲି ଠାରୁ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହେବ। ଏହା ବରଗଡ଼, ସମ୍ବଲପୁର ଏବଂ କଟକ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ସୁଟିଂ କରାଯିବ। […]

ଆଜ୍ଞାମାଳ ଆସିବା ପରେ ସିଂହଦ୍ଵାର ରେ ଲାଗିଲା ତିନି ରଥ, ଅପେକ୍ଷା ରଥାଟଣାକୁ

ପୁରୀ(ଓମ ପ୍ରସାଦ ମହାନ୍ତି)ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପୁରୀ ବଡଦାଣ୍ଡ ଖାଁ ଖାଁ ଲାଗୁଥିଲେ ମଧ୍ୟ ସେବାୟତ ମାନଙ୍କୁ ଛାଡି କୌଣସି ଭକ୍ତ ବଡ଼ଦାଣ୍ଡରେ ନାହାନ୍ତି,ସମ୍ପୂର୍ଣ୍ଣ କୋଭିଡ଼ କଟକଣା ମଧ୍ୟରେ ଶ୍ରୀ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନିରଥକୁ ଟଣାଯାଇ ଲଗାଯାଇଛି ସିଂହଦ୍ଵାର ଆଗରେ,କଡା ପୋଲିସ ସୁରକ୍ଷା ମଧ୍ୟରେ ତିନି ରଥ କୁ କେବଳ ସେବାୟତ ମାନେ ଟାଣି ସିଂହଦ୍ଵାର ଆଗରେ ଲଗାଇଛନ୍ତି, ଆସନ୍ତାକାଲି ଶ୍ରୀ ଗୁଣ୍ଡିଚା ପାଇଁ ପୁରୀ ସହରରେ ୭୦ ପ୍ଲାଟୁନ ପୋଲିସ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୧୧ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-ଶୁକ୍ଳପକ୍ଷତିଥି-ପ୍ରତିପଦ ଦିବା ଘ ୦୭/୨୯ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାନକ୍ଷତ୍ର- ପୂଷ୍ୟା ରାତ୍ରି ଘ ୦୨/୩୮ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷାଚନ୍ଦ୍ର- କର୍କଟଯୋଗ-ହର୍ଷଣକରଣ-ବବସୌରମାସ-ମିଥୁନ ୨୭ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୨୯✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବା ଘ ୦୭/୨୯ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେମେଷ ରାଶିର ଘାତବାରଦ୍ଵିତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୧୦/୧୦ଗତେ ଘ୦୧/୨୭ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା ଘ୦୬/୫୫ ଗତେ ଘ୦୯/୧୦ ମଧ୍ୟେ ଓ ଘ୦୧/୨୮ ଗତେ […]

ବାଲିଗୁଡା: ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ଟାବଲେଟ ପ୍ରଦାନ

ବାଲିଗୁଡ଼ା,୧୦/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଦେଶରେ କରୋନା ଭୟାଭୟ ଓ ସରକାରଙ୍କ ସମସ୍ତ କୋଭିଡ ନିୟମକୁ ଦୃଷ୍ଟି ରେ ରଖି ପାଠ୍ୟକ୍ରମ କୁ ଚାଲୁ ରଖିବା ନିମନ୍ତେ ବାଲିଗୁଡା ବନବାସୀ ସେବାସମିତି ଅଧିନରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ନିମନ୍ତେ ସୁଦୂର ଜର୍ମାନୀ ର ଏକ ସଂସ୍ଥା ଆଶାକିରଣ ର ସହାୟତାରେ ଅନଲାଇନ ପାଠ ପଢିବା ନିମନ୍ତେ ଟାବଲେଟ ବଣ୍ଟନ କରାଯାଇଛି | ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ […]