ଅର୍ଚାଙ୍ଗି ଲଣ୍ଡା ପାହାଡ଼ ରେ ବୃକ୍ଷ ରୋପଣ

ଫୁଲବାଣୀ-(ସୁନୀଲ ପଟନାୟକ )ଚଳିତ ବର୍ଷ ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ଟିକା ବାଲି ବନ ବିଭାଗରେ ଜଂପକ୍ଷରୁ ଅର୍ଚା ଙ୍ଗିର ଲଣ୍ଡା ପାହାଡ଼କୁ ସବୁଜ ସୁନ୍ଦର କରିବାପାଇଁ ବୃକ୍ଷରୋପଣ କରାଯିବା ସହ ଏହାର ରକ୍ଷଣାବେକ୍ଷଣ କରିବବନ ବିଭାଗ,I ଫଳରେ ଶ୍ରୀହୀନ ହୋଇ ରହିଥିବା ପାହାଡ଼ ବୃକ୍ଷଲତାରେ ଭରି ଉଠିସୁନ୍ଦର ଦେଖା ଯିବା ସହ ପଶୁପକ୍ଷୀ ଆଦି ଙ୍କ ଆଶ୍ରୟ ନେବେ ବୋଲି ଟିକା ବାଲି ରେ ଜଂର ଫକିରବେହେରା କହିଛନ୍ତି । ସେହିପରି ଏହି ଅବସରରେ […]

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ଫୁଲବାଣୀ- (ସୁନୀଲ ପଟନାୟକ)ସାପ କାମୁଡି ଦେବା ଫଳରେ ଜଣେ ମହିଳI ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।ମୃତକ ଜଣଙ୍କ ହେଲେ ଖଜୁରୀପଡ଼ା ଥାନା ଅଧିନ ବାରିକୁମ୍ପା ଗ୍ରାମର ୪୦ ବର୍ଷୀୟ । ମହିଳା ସୁନାଫୁଲ ଜାନୀ ବୋଲି ଜଣାପଡିଛି ।ଖଜୁରୀପଡ଼ା ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି ।ମୃତ ମହିଳାଙ୍କ ପରିବାର ବର୍ଗଙ୍କୁ ତୁରନ୍ତ ଆର୍ଥୀକ ସହାୟତା ପ୍ରଦାନ କରିବାଲାଗି ଗ୍ରାମବାସୀ ଦାବୀ କରିଛନ୍ତି ।

ଜଳସେଚନ ର ସୁବିଧା ନାହିଁ,ସ୍ଵଳ୍ପ ବୃଷ୍ଟିପାତକୁ ନେଇ ଚିନ୍ତାରେ କନ୍ଧମାଳ ଚାଷୀ

ଫୁଲବାଣୀ-( ସୁନୀଲ ପଟନାୟକ)ଜଳସେଚନର ବ୍ୟାପକ ସୁବିଧା ନାହିଁ ଏପଟେ ଚଳିତ ବର୍ଷ କମ ବୃଷ୍ଟିପାତକୁ ନେଇ ଚିନ୍ତାରେ କନ୍ଧମାଳଚାଷୀ।ଜିଲ୍ଲାରେ ମେ ମାସରେ ୯୧୯୩ମିମି ବୃଷ୍ଟିପାତ ହୋଇଛି । ସେହିପରି ଜୁନ ମାସରେ୧୨୫.୮୩ ମିମି ବଦଳରେ ହୋଇଛି। ଜୁଲାଇ ୧୩ସୁଧ । ୧୦୪.୮୨ମିମି ବର୍ଷା ହୋଇଥିବା ସରକ।ରି ରିପୋର୍ଟରୁ ଜଣାପଡିଛି ।। ମୋସୁମୀର ଅନିୟମିତତା ଓ ଜଳସେଚନର ଅଭାବ ଯୋଗୁଁ ଜିଲାର ଚାଷ କାର୍ଯ୍ୟ ସଂପୂର୍ଣ୍ଣ ପ୍ରଭାବୀତ ହୋଇଛି ।କନ୍ଧମାଳ ଜିଲ୍ଲାରେ ମୋଟ ୧ଲକ୍ଷ ୨୭ ହଜାର ୭୯୦ହେକ୍ଟର […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୧୪ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-ଶୁକ୍ଳପକ୍ଷତିଥି-ଚତୁର୍ଥୀ ଦିବା ଘ ୦୭/୪୬ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀନକ୍ଷତ୍ର- ପୁର୍ବା: ଫା ରାତ୍ରି ଘ ୦୪/୧୧ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରା: ଫାଚନ୍ଦ୍ର- ସିଂହଯୋଗ-ବ୍ୟତିପାତକରଣ-ବିଷ୍ଟିସୌରମାସ-ମିଥୁନ ୩୦ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୯/୫୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୪୯✧═════•❁❀❁•═════✧ଯୋଗିନୀ ନୈରୁତେ ଦିବା ଘ ୦୭/୪୬ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେକର୍କଟ ଓ ମକର ରାଶିର ଘାତଚନ୍ଦ୍ରକର୍କଟ ରାଶିର ଘାତବାରପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। – ଦିବା ଘ୦୮/୩୨ଗତେ ଘ୧୦/୧୨ ମଧ୍ୟେବାରବେଳ।- ଦିବା ଘ୧୧/୫୨ଗତେ ଘ୦୧/୩୦ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। […]

ଚତୁର୍ଦ୍ଧାମୂର୍ତ୍ତି ବିଜେକଲେ ଆଡପମଣ୍ଡପକୁ

ପୁରୀ(ଉଲାପ୍ର)ଆଜି ସନ୍ଧ୍ୟାରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ଆଡପମଣ୍ଡପ କୁ,ପ୍ରଥମେ ଗୋଟି ପହଣ୍ଡିରେ ସୁଦର୍ଶନ ଆଡପମଣ୍ଡପ କୁ ବିଜେ କରିଥିବା ବେଳେ ପରେପରେ ବଳଭଦ୍ର,ଦେବୀ ସୁଭଦ୍ରା ଓ ଜଗନ୍ନାଥ ଙ୍କୁ ପହଣ୍ଡି କରାଯାଇ ଆଡପମଣ୍ଡପ ବିଜେ କରିଛନ୍ତି,ଗୁଣ୍ଡିଚା ମନ୍ଦିରକୁ ସୁନ୍ଦର ଲାଇଟ ଦ୍ୱାରା ସୁଶୋଜିତ କରାଯାଇଛି,ଆସନ୍ତାକାଲି ଠାରୁ ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅଭଡ଼ା ହେବବୋଲି ଜଣାପଡିଛି।

ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖଣ୍ଡପଡା(ଉଲାପ୍ର)ନୟାଗଡ଼ ଜିଲ୍ଲା ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଙ୍ଘର ବାର୍ଷିକ ଉତ୍ସବ ସଙ୍ଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ବିନାୟକ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖଣ୍ଡପଡା ର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆହୁରି ମଜଭୁତ ହେବାକୁ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ, ଏହି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ,ଆଇନଜୀବୀ ଗିରିଜା ଶଙ୍କର ତରାଶିଆ,ଖଣ୍ଡପଡା […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୧୩ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-ଶୁକ୍ଳପକ୍ଷତିଥି-ତୃତୀୟା ଦିବା ଘ ୦୮/୦୪ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀନକ୍ଷତ୍ର- ମଘା ରାତ୍ରି ଘ ୦୪/୦୧ ପର୍ଯ୍ୟନ୍ତ ତଦନ୍ତେ ପୁର୍ବା: ଫାଚନ୍ଦ୍ର- ସିଂହଯୋଗ-ଆସ୍ରୁକକରଣ-ଗରସୌରମାସ-ମିଥୁନ ୨୯ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୯/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୮/୦୪ ପର୍ଯ୍ୟନ୍ତ ତଦନ୍ତେ ନୈରୁତେକର୍କଟ ଓ ମକର ରାଶିର ଘାତଚନ୍ଦ୍ରମକର ରାଶିର ଘାତବାରଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। – ଦିବା ଘ୦୧/୩୨ଗତେ ଘ୦୩/୧୦ ମଧ୍ୟେବାରବେଳ।- ଦିବା ଘ୦୬/୫୭ଗତେ ଘ୦୮/୩୭ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। […]

ତେଲ ଟ୍ୟାଙ୍କର ସହିତ ବାଇକ୍ ଧକ୍କାରେ ଜଳିଗଲା ବାଇକ୍,ଦୁଇ ଜଣ ମୃତ

ଆଠଗଡ଼ ( ଉଲାପ୍ର)ବିଚ୍ ରାସ୍ତା ରେ ଜଳିଗଲା ବାଇକ୍।ତେଲ ଟ୍ୟାଙ୍କର ସହିତ ବାଇକ୍ ଧକ୍କା ହେବା ଫଳରେ ବାଇକ୍ ଜଳିଯିବା ସହିତ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ୬୫ ନଂ ରାଜ୍ୟ ରାଜପଥ କୁଲାଇଲୋ ଛକ ନିକଟରେ। ଅନୁଗୋଳ ରୁ କଟକ ଯାଉଥିବା ଏକ ତେଲ ଟ୍ୟାଙ୍କର ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା ଏକ ବାଇକ୍ ର। ଘଟଣା ସ୍ଥଳରେ ବାଇକ୍ […]

ବଡମ୍ବା ବେଲିଆ ପାଳ ଗ୍ରାମରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବଡ଼ମ୍ବା (ସୁବ୍ରତ କୁମାର ମିଶ୍ର)ବଡ଼ମ୍ବା ବ୍ଲକ୍ ବେଳିଆପାଳ ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା । ଆଜି ନରସିଂହପୁର ରୁ ବେଲିଆପାଳ ଗ୍ରାମକୁ ଟ୍ରାକ୍ଟର ଆଣି ଚାଷ କରିବା ପାଇଁ ଆସିଥିଲେ ନରସିଂହପୁର ବ୍ଲକ ଗଣ୍ଡପଲ୍ଲୀ ଗ୍ରାମର ସନ୍ତୋଷ ନାଏକ। କିନ୍ତୁ ଦୃଭାଗ୍ୟ ବଶତଃ ବେଲିଆପାଳ ଗ୍ରାମରେ ଚାଷ କରୁଥିବା ସମୟରେ ଟ୍ରାକ୍ଟର ଟି ଓଲଟି ପଡିବାରୁ ସନ୍ତୋଷ ଙ୍କୁ ଚାପି ଦେଇଥିଲା ଟ୍ରାକ୍ଟର। ସ୍ଥାନିୟ ଲୋକମାନେ ତାଙ୍କୁ ଜେସିବି ମେସିନ ସାହାଯ୍ୟ ରେ ଟ୍ରାକ୍ଟର ତଳୁ […]