କନ୍ଧମାଳ ଜିଲା ର ମନରେଗା ଶ୍ରମିକଙ୍କୁ ୨୦କୋଟିର କୋଭିଡ଼ ସହାୟତା

ଫୁଲ ବାଣୀ- (ସୁନୀଲ ପଟନାୟକ),କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ମନରେଗା ଶ୍ର ମିକ ମାନଙ୍କୁ କୋଭିଡ଼ ସହାୟତା ମିଳିବ। ଏହି ଯୋଜନାରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର କୋଭିଡ଼ ସହାୟତା ଘୋଷଣା କରିଛନ୍ତି ।ପ୍ରତି ଶ୍ରମିକ ଦୈନିକ ମହୁରୀ ୨୧୫ ଟଙ୍କା ସହିତ ଅତିରିକ୍ତ ୫୦ ଟଙ୍କା ସହାୟତା ରାଶି ପାଇବେ ।ରାଜ୍ୟ ସରକାର ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲା ପାଇଁ ୨୦ କୋଟି ୧୦ଲକ୍ଷ ୯୩ହଜାର ୮୦୦ ଟଙ୍କା କୋଭିଡ ସହାୟତା ରାଶି ପ୍ରଦାନ କରିଛନ୍ତି […]

ଗଞ୍ଜେଇ ସହ ଅଟୋ ଜବତ, ୨ ଗିରଫ

ଫୁଲବାଣୀ-(ସୁନୀଲପଟନାୟକ)ବୁଧବାର ଫିରିଙ୍ଗିଆ ପୋଲିସ କେକେରିଙ୍ଗିଆ ଗ୍ରାମରୁ ଗଞ୍ଜେଇ ସହ ଅଟେ । ଜବତ କରିଛି ଓ ଏ ସଂପର୍କରେ ୨ ଜଣଙ୍କୁ ଗିରଫ କରିଛି ।ଅଟେ । ରୁ ୨୭ କେଜି ୩୦୦ ଗ୍ରାମ ଚୋରା ଗଞ୍ଜେଇ ଜବତ କରିଛି ।ଗିରଫ ଅଭିଯୁକ୍ତ ୨ ଜଣ ହେଲେ ବ୍ରଜନା ଏକ ଓ ପ୍ରଶାନ୍ତ ସାହାଣୀ।ଫିରିଙ୍ଗିଆ ପୋଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି ।ଫିରିଙ୍ଗିଆ ଥାନା […]

ବିଜେଡି ମହିଳା ସଂଗଠନକୁ ସୁଦୃଢ କରିବାପାଇଁ ବିଧାୟକଙ୍କ ପରାମର୍ଶ

ଫୁଲବାଣୀ-( ସୁନୀଲ ପଟ୍ଟନାୟକ) ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ।ହାତରେ ଖୁବ୍ କମ ସମୟ ରହିଛି। ନବୀନ ସରକାର ମଧ୍ୟ୫୦ପ୍ରତିଶତ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଏଣୁ ବିଜୁ ଜନତା ଦଳ ଯେପରି ଆଗାମୀ ପୌର ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେଥିପ୍ରତି ଏବେଠାରୁ ଦୃଷ୍ଟିଦେବା ସହ ମହିଳା ସଂଗଠନକୁ ସୁଦୃଢ଼ କରିବା ସହ ଦଳରେ ଅଧିକରୁ ଅଧିକ ମହିଳା ସାମିଲ କରିବାକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକଚକ୍ରମଣିକହଁର, […]

ସୋହେଲା ବ୍ଲକ ଠାରେ ଇ ଶକ୍ତି ପ୍ରକଳ୍ପ ର ବୈଠକ ଅନୁଷ୍ଠିତ

ବରଗଡ଼ (ଉଲାପ୍ର)ବରଗଡ଼ ଜ଼ିଲ୍ଲା ସୋହେଲା ବ୍ଲକର କନଫରେନ୍ସ ହଲ ଠାରେ ନାବାର୍ଡ ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ଓ ମହାଶକ୍ତି ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଇ ଶକ୍ତି ପ୍ରକଳ୍ପ ର ମାସିକିଆ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ପଂଚାୟତ ସ୍ତରରେ କାମ କରୁଥିବା ଆନିମେଟର ମାନେ ଯୋଗଦାନ କରିଥିଲେ l ବର୍ତମାନ ସମୟରେ ସ୍ୱୟଂ ସହାୟକ ଗୋଷ୍ଠୀ କୁ କିପରି ମଜଭୂତ କରାଯିବ ସେ ବିଷୟରେ ଆଲୋଚନା […]

ବରଗଡ଼ ରେ ବିଜେଡି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ଼(ଉଲାପ୍ର)ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ ରେ କରୋନା ସମୟରେ ରକ୍ତାଭାବ କୁ ଦୁର କରିବା ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ତତ୍ବାବଧାନ ରେ ଆଜି ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରସର ରେ ବିଜୁ ମହିଳା ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିର ରେ କେବଳ […]

ନୂତନ ଏସପି କାର୍ଯ୍ୟ ରେ ଯୋଗଦେଲେ

ବରଗଡ଼:- ବରଗଡ଼ ଜିଲ୍ଲା ର ନୂତନ ଏସପି ଭାବେ ରାହୁଲ ଜୈନ ଆଇପିଏସ୍ ଆଜି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ସେ ବିଦାୟୀ ଏସପି ପଦ୍ମିନୀ ସାହୁ ଆଇପିଏସଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ। ପୂର୍ବରୁ ଶ୍ରୀ ଜୈନ ନୂଆପଡ଼ା ଜିଲ୍ଲା ଏସପି ଭାବେ କାର୍ଯ୍ୟରତ ଥିଲେ। ଦାୟିତ୍ଵ ଗ୍ରହଣ ପରେ ଜିଲ୍ଲା ର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କହିଥିଲେ।

ଘରୋଇ ବସଷ୍ଟାଣ୍ଡ କାର୍ଯ୍ୟ କ୍ଷମ ହେବ କେବେ ?

ବରଗଡ଼,୧୩।୭ – ଯାତ୍ରୀବାହୀ ବସ୍‌ ରହଣୀ ଏବଂ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବରଗଡ଼-ଭେଡ଼େନ କେନାଲ ରାସ୍ତା ପାର୍ଶ୍ୱରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ଏହା ୨୦୧୮ ନଭେମ୍ବର ୨୫ରେ ଉଦଘାଟିତ ହୋଇଛି। ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଯାଇ ଥିଲେ ସୁଦ୍ଧା ଉକ୍ତ ବସଷ୍ଟାଣ୍ଡକୁ ବସ୍‌ ଗଡ଼ିନାହିଁ। ନିର୍ମାଣରେ ତ୍ରୁଟି ରହିଥିବା ଅଭିଯୋଗ କରି ଘରୋଇ ବସ୍‌ ମାଲିକ ସଂଘ ନୂତନ ବସ୍‌ଷ୍ଟାଣ୍ଡକୁ ବିରୋଧ କରି ପୁରୁଣା ବସ୍‌ଷ୍ଟାଣ୍ଡକୁ ବ୍ୟବହାର କରିଆସୁଛି।ବରଗଡ଼ ଘରୋଇ ବସ୍‌ଷ୍ଟାଣ୍ଡରୁ ପ୍ରତିଦିନ ପ୍ରାୟ […]

କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ କେବେ ? ଓଡିଶାରୁ ରାଜ୍ୟ ସଭା ସାଂସଦ ରେଳ ମନ୍ତ୍ରୀ ହେବା ପରେ ଆଶା ଉଜ୍ଜଳ….

କନ୍ଧମାଳ,୧୩/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ବି କନ୍ଧମାଳ ଜିଲ୍ଲା ଏକ ରେଳବିହୀନ ଓ ଶିଳ୍ପବିହୀନ ଜିଲ୍ଲା ହୋଇ ରହିଛି। ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ଓ ତାଳଚେର-ଲାଞ୍ଜିଗଡ଼ ଭାୟା ଫୁଲବାଣୀ, ବାଲିଗୁଡ଼ା ଦେଇ ଦୁଇଟି ରେଳ ପ୍ରକଳ୍ପର ସର୍ଭେ କେନ୍ଦ୍ର ସରକାର ସାରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ଟଙ୍କାଟିଏ ମଞ୍ଜୁର ହୋଇନାହିଁ। ଏବେ କେନ୍ଦ୍ରରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ହେବାପରେ ପ୍ରକଳ୍ପ ତ୍ଵରାନିତ ହେବା ଆଶା ଉଜ୍ବଳ ହେବ ବୋଲି […]

ମୁକୁଲିଙ୍ଗିଆ କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବୀ

ଫୁଲ ବାଣୀ-( ସୁନୀଲ ପଟନାୟକ) ଘଞ୍ଚ ଜଙ୍ଗଲ ଓ ପ୍ରାକୃତିକ ମନୋରମ ପରିବେଶ ଆଉ ତା ସାଙ୍ଗକୁ ଧାଡିକି ଧାଡି ପର୍ବତମାଳା ନ ଏତେ ଯେ ମନେଲେ । ଭା ଯେ କେହି ବି ବାନ୍ଧି ହୋଇ ରହିଯିବ କିଛି ମୁହୁର୍ତ୍ତ ପାଇଁ, Iନିଳ ଆକାଶର ଦୃଶ୍ୟ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଗତ କିଛିଦିନ ହେଲାଏଭଳି ଏକ ସ୍ଥାନ ର ଆବିଷ୍କାର କରିଛନ୍ତି ସ୍ଥାନୀୟ ଲୋକେ । ଏହା ର ଦୃଶ୍ୟ ଓ ଫଟୋଚିତ୍ର ମୋବାଇଲରୁ ମୋବାଇଲ […]

୧୫ ଜୁଲାଇ ‘ଓଡିଶା ବନ୍ଦ’ କୁ ବନବାସୀ ସୁରକ୍ଷା ପରିଷଦ ଓ ଚାଷୀ-ମୂଲିଆ ସୁରକ୍ଷା ସମିତି, କନ୍ଧମାଳର ସମର୍ଥନ

ଫୁଲବାଣୀ -(ସୁନୀଲ ପଟନାୟକ ) ଅତ୍ୟାବଶ୍ୟକ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଆକାଶଛୁଆଁ ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ ଜୁଲାଇରେ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ବନବାସୀ ସୁରକ୍ଷା ପରିଷଦ ଓ ଚାଷୀ-ମୂଲିଆ ସୁରକ୍ଷା ସମିତି, କନ୍ଧମାଳ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷପତ୍ରର ଦାମ୍ ହୁ ହୁ ହୋଇ ବଢ଼ିବାରେ ଲାଗିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ […]