କରୋନାପାଇଁଦେଢବର୍ଷ ହେଲାଣି ସ୍କୁଲ ବନ୍ଦ ପାଠ ଭୁଲିଗଲେଣି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ

ଫୁଲ ବାଣୀ-( ସୁନୀଲ ପଟନାୟକ)କରେ। ନା କଟକଣା ପାଇଁ ଗତଦେଢ଼ବର୍ଷ ହେଲାଣି ସ୍କୁଲ ବନ୍ଦ ଥିବାରୁ ପିଲାମାନେ ସ୍କୁଲ ବାରଣ୍ଡା ମାଡିନାହାନ୍ତି । ଜିଲାର ଗ୍ରାମାଞ୍ଚଳରଛାତ୍ରଛାତ୍ରୀ ପାଠସବୁ ଭୁଲି ଗଲେଣି। ଏପରିକି କିଏ କେତେ ଶ୍ରେଣୀ ପାଠ ପଢୁଛି ସେଇଟା ବି କହିପାରୁ ନାହାନ୍ । କିଏ ପରିବା ବିକ୍ରି କରୁଛି ତ ଆଉ କିଏ ଘର ପାଇଁ ଜଙ୍ଗଲ ଯାଇ ଜ।ଳେଣି କାଠ ସଂଗ୍ରହ କରୁଛି, କିଏ କିଏ ଛେଳୀ ମଧ୍ୟଚରାଉଥିବା ଦେଖିବାକୁ ମିଳିଛି।ଏଣେ ସରକାର […]

କନ୍ଧମାଳରେ ଓଡ଼ିଶାବନ୍ଦ ଆଂଶିକ ସଫଳ

ଫୁଲବାଣୀ -(ସୁନୀଲ ପଟନାୟକ )ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରଦାମ ବୃଦ୍ଧି ପ୍ରତିବାଦରେ ଗୁରୁବାର୬, ଘଣ୍ଟିଆ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ର ଅ।ଶିଂକ ପ୍ରଭାବ ଦେଖିବାକୁ ମିଳିଥିଲା ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳରେ । ଫୁଲ ବାଣୀରେ ଗାଡି ମଟର ଚଳାଚଳ ବନ୍ଦ ଥିବାବେଳେ ପ୍ରାୟ ଦୋକାନବଜାର ,ହେ ଟେଲ, ସରକାରୀ ଅଫିସ୍ ବ୍ୟାଙ୍କ ଆଦି ସ୍ୱାଭାବିକଭାବେ ଚାଲିଥିଲା।ସେହିପରି ଜିଲ୍ଲାର ବାଲିଗୁଡ଼ା, କ’ନୂଆଗାଁ, ଦାରିଙ୍ଗବାଡି। ବ୍ରାହ୍ମଣୀଗାଁ, କୋଟଗଡ଼, ତୁମୁଡିବନ୍ଧ ଆଦି କେତେକ ବୁକ ଅଞ୍ଚଳରେ ଆଂଶିକ […]

ନିରଞ୍ଜନ ମୃତ୍ୟୁ ମାମଲା ଏସପିଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ

ଫୁଲବାଣୀ- (ସୁନୀଲ ପଟନାୟକ)ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିବରୀଷ୍ଠ ଅଫିସରଙ୍କ ଦ୍ଵାରା ଏହାର ନିରପେକ୍ଷ ତଦନ୍ତ ଦାବୀ କରି କନ୍ଧମାଳ ଏସପି ଅଫିସ ସାମନାରେ ଧାରଣାରେ ବସିଥିବା ମୃତ ନିରଞ୍ଜନ ସାହୁଙ୍କ ପରିବାର ଙ୍କ ସହ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଆଲୋଚନା କରି ଜଣେ ବରୀଷ୍ଠ ପୋଲିସ ଅଫିସରଙ୍କ ଦ୍ଵାରା ପୁନ ର୍ବାର ତଦନ୍ତ କରିବାଲାଗି ନିର୍ଭର ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।ସୂଚନାଯୋଗ୍ୟଯେ ଗତ ଜୁନ ୨୦ରେ ଚକ। ପାଦ ଥାନା ଅନ୍ତର୍ଗତ ରଣଗାଁର […]

ମହିଳା ଙ୍କ ଝୁଲନ୍ତା ଶବ ପୋତିବାକୁ ନେଇ ପୋଲିସ ବାବୁ ହେଲେ ହଟ ହଟା

ନରସିଂହପୁର (ଉଲାପ୍ର୍))କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ରାଜବାଟି ପାଖରେ ଥିବା ଏକ ଘରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଗତ କାଳି ରାତିରେ ଘରେ ସ୍ବାମୀ ସ୍ତ୍ରୀ ଥିବା ବେଳେ ସକାଳେ ସ୍ବାମୀ ନିଜ ସ୍ତ୍ରୀ ଲକ୍ଷ୍ମୀରାଣୀ ଖମାର ବୟସ 21…. ଅନ୍ୟ ଏକ ରୁମ୍ ରେ ଝୁଲନ୍ତା ଅବସ୍ଥା ରେ ମୃତ୍ୟୁ ଘଟି ଥିବାର ସୂଚନା ଦେଇଥିଲେ ଏ ନେଇ ନରସିଂହପୁର ପୁଲିସ ଘଟଣା ସ୍ଥଳରେ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୧୫ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-ଶୁକ୍ଳପକ୍ଷତିଥି-ପଞ୍ଚମୀ ଦିବା ଘ ୦୭/୦୬ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀନକ୍ଷତ୍ର- ଉତ୍ତରା: ଫା ରାତ୍ରି ଘ ୦୩/୫୬ ପର୍ଯ୍ୟନ୍ତ ତଦନ୍ତେ ହସ୍ତାଚନ୍ଦ୍ର- ସିଂହ ଦିବା ଘ ୧୦/୦୯ପର୍ଯ୍ୟନ୍ତ ତଦନ୍ତେ କନ୍ୟାଯୋଗ-ବାରୀୟ।ନକରଣ-ବ।ଳବସୌରମାସ-ମିଥୁନ ୩୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୦/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୩୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଦିବା ଘ ୦୭/୦୬ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେବୃଷ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାରଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୩/୦୯ଗତେ ଘ୦୬/୨୫ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। -ଦିବା […]

ସାମ୍ବାଦିକକୁ ରାଜସ୍ୱ ନିରୀକ୍ଷୀକାଙ୍କର ଦୁର୍ବ୍ୟବହାର ପ୍ରସଙ୍ଗ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ବାଲିଗୁଡ଼ା,୧୪/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ତହସିଲ ପିକରଡି ର ରାଜସ୍ବ ନିରୀକ୍ଷୀକା କ୍ଷମତା ମୋହରେ ପଡ଼ି ତହସିଲଦାର ଙ୍କ ଗାଡ଼ିରେ ନାଲିବତୀ ବ୍ୟବହାର କରି ଚଳିତ ମାସ ୫ତାରିଖ ସନ୍ଧ୍ୟା ସମୟରେ ବଜାର ରେ ନିଜକୁ ଲେଡି ଡନ ପରି ବୁଲି ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ବେଳେ ଖବର ପାଇ ଅଞ୍ଚଳର ସାମ୍ବାଦିକ ହେମନ୍ତ କୁମାର ମୁଖୀ ପହଁଚି ଫୋଟ ଉତ୍ତୋଳନ କରିବା ପାଇଁ ମୋବାଇଲ ଧରିଥିବା ବେଳେ […]

ବାଲିଗୁଡା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା,୧୪/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଅଭିନବ ଉପାୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମେ ପୋଲିସ୍ କର୍ମଚାରୀ ମାନେ ହାତରେ ସଚେତନତା ପ୍ଲା କାର୍ଡ ଧରି ଥାନା ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ସଚେତନତା ରାଲି କରିଥିଲେ l ଏହାପରେ ବସଷ୍ଟାଣ୍ଡ ଦେଇ ଯାତାୟତ କରୁଥିବା ଲୋକମାନଙ୍କୁ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଇଥିଲେ । ଏଥିସହିତ ହେଲମେଟ ନ ପିନ୍ଧି […]

ବାଇକ ଦୁର୍ଘଟଣା :ଜଣେ ମୃତ୍ୟୁ :ଜଣେ ଗୁରୁତର

ବାଲିଗୁଡା,୧୪/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନାର ଦାସିଙ୍ଗବାଡ଼ି ଗ୍ରାମ ନିକଟ ମିଡିୟୁବାନ୍ଦା ବୁଲାଣିରେ ବାଇକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ରେ ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି ।ତାଜୁଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିକରମାହା ଗ୍ରାମର ରାଜକିଶୋର ପ୍ରଧାନ , ପୁଅ ଲାଲୁ ପ୍ରଧାନ ଓ ସମ୍ପର୍କୀୟ ବିଶ୍ୱ ମଲିକ ଏକ ବାଇକରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ […]

ଟିମ ହ୍ୟୁମାନୀଟି ର ସହାୟତା ରେ ସୁସ୍ଥ ହେଲେ ସୋନାଲି

ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ନୁଆପଦର ପଞ୍ଚାୟତ ଅନ୍ତର୍ଗତ ବରପଡା ଗ୍ରାମର ସୋନାଲି ସାହାଣୀ ଏବେ ସୁସ୍ଥ। ଟିମ ହ୍ୟୁମାନିଟିର ସହାୟତାରେ ସେ ଏବେନୂଆ ଜୀବନ ଫେରିପାଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦୀର୍ଘ ଦିନ ତଳେ କୈାଣସି କାରଣ ବଶତଃ ଦେହର ଜଙ୍ଘ ଅଂଶ ଗଭୀର ଭାବରେ ପୋଡ଼ି ଯାଇଥିଲା। ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଫୁଲବାଣୀ ଏବଂ ପରେ ପରେ ବ୍ରହ୍ମପୁର ଯାଇ ଚିକିତ୍ସା କରାଇଥିଲେ। ଡାକ୍ତର ପ୍ଲାଷ୍ଟିକ […]